October 22, 2024

Odia Express

Here, There and Everywhere

ମିଥୁନ ଚକ୍ରବର୍ତ୍ତୀଙ୍କ ବଡ ବୋହୁ କେଉଁ ବଲିଉଡ୍ ଅଭିନେତ୍ରୀରୁ ନୁହନ୍ତି କମ୍ , ଦେଖନ୍ତୁ ଫଟୋଗୁଡିକ କେତେ ସୁନ୍ଦରୀ ଓ କଣ କାମ କରନ୍ତି ସେ

ବଲିଉଡ୍ ଡିସ୍କୋ ଡ୍ୟାନ୍ସର୍ କୁହାଯାଉଥିବା ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଆଜି ସେମିତି ଫିଲ୍ମ ଦୁନିଆଁରୁ ଦୁରେଇ ଯାଇଛନ୍ତି, କିନ୍ତୁ ଏଥିରେ କୌଣସି ସନ୍ଦେହ ନାହିଁ କି ବଲିଉଡ୍ ରେ ନାଁ କମାଇବା ପାଇଁ ସେ ବହୁତ ପରିଶ୍ରମ କରିଛନ୍ତି, ହଁ ଆଜ୍ଞା କେବଳ ଫିଲ୍ମ ଦୁନିଆଁରେ ନୁହେଁ ବରଂ ରାଜନୀତିରେ ବି ମିଥୁନ ଦା ନିଜ ବହୁତ ପରିଚୟ ବନାଇଥିଲେ, କହିଦେବୁ କି ମିଥୁନ ଦା ରାଜ୍ୟସଭା ସାଂସଦ ବି ରହିସାରିଛନ୍ତି, ଓ ବଲିଉଡ୍ ର ବହୁତ ସୁପରହିଟ୍ ଫିଲ୍ମରେ କାମ କରି କୋଟିଏ ଲୋକଙ୍କର ହୃଦୟ ଜିତିପାରିଛନ୍ତି, ଯଦି ଆମେ ମିଥୁନ ଦାଙ୍କ ପରିବାର କଥା କହିବା ତେବେ ମିଥୁନ ଚକ୍ରବର୍ତ୍ତୀଙ୍କ ବୋହୁ କେଉଁ ବଲିଉଡ୍ ଅଭିନେତ୍ରୀରୁ କମ୍ ଲାଗନ୍ତି ନାହିଁ

ମିଥୁନ ଦାଙ୍କ ବଡ ବୋହୁ ସେମିତି ପର୍ଦାରେ ତ ନଜର ଆସନ୍ତି ନାହିଁ କିନ୍ତୁ ଛୋଟ ପର୍ଦାରେ ନିଶ୍ଚିତ କମାଲ୍ ଦେଖାଉଛନ୍ତି, ହଁ ଆଜ୍ଞା ଛୋଟ ପର୍ଦାରେ ଦେଖୁଥିବା ସିରିୟଲ୍ ଅନୁପମାରେ ସେ ବେମ୍ପ ଅଭିନୟ କରୁଛନ୍ତି, ସିରିୟାଲ୍ ରେ ତାଙ୍କ ନାଁ କାବ୍ୟା ଝାବେରୀ ଅଟେ, କିନ୍ତୁ ଅସଲ ନାଁ ମଦାଲସା ଅଟେ, ଯିଏ ତେଲେଗୁ ଇଣ୍ତଷ୍ଟ୍ରିରେ ଭଲ କଳାକାର ରହିସାରିଛନ୍ତି, କେବଳ ଏତିକି ନୁହେଁ ଏହା ଛଡା ମଦଲସା ନିଜେ ଫିଲ୍ମ ପରିବାରରୁ ସଂବନ୍ଧ ରଖନ୍ତି ।

କହିଦେବୁ କି ସେ ପ୍ରସିଦ୍ଧ ଅଭିନେତ୍ରୀ ଶିଲା ଶର୍ମା ଓ ଡାଇରେକ୍ଟର ସୁଭାଷ ଶର୍ମାଙ୍କ ଝିଅ ଅଟନ୍ତି, ସେମିତି ଲୋକ ଜାଣନ୍ତି ନାହିଁ କିନ୍ତୁ ଆମେ କହିବୁ କି ଶୀଲା ଶର୍ମା ୯୦ ଦଶକରେ ମହାଭାରତରେ ଦେବକିଙ୍କ ଅଭିନୟ କରିଥିଲେ, ଓ ଏବେ ଆପଣ ଜାଣିପାରିଥିବେ କି କିପରି ମଦଲସା ଅଭିନୟ ଶିଖିଲେ ।ସେମିତି ଆମେ ମଦଲସାଙ୍କ ନିଜ ଜୀବନ ବିଷୟରେ କହିବା ତେବେ ଦୁଇ ବର୍ଷ ପୁର୍ବରୁ ମିଥୁନ ଦାଙ୍କ ବଡ ପୁଅ ମିମୋହଙ୍କୁ ସେ ବିବାହ କରିଥିଲେ , ମଦଲସା ନିଜ ଶଶୁରଙ୍କ ପରି ବଲିଉଡ୍ ର ଦୁନିଆଁରେ ନାହାନ୍ତି କିନ୍ତୁ ସେ ଟିଭିର ଦୁନିଆଁରେ ଭଲ ସଫଳତା ହାସିଲ୍ କରିସାରିଛନ୍ତି ।

ଏଠାରେ ଦୃଷ୍ଟି ଦେଲାଭଳି କଥା ହେଲା କି ସିରିଆଲ୍ ଅନୁପମାରେ ତାଙ୍କ ଅଭିନୟକୁ ବହୁତ ପସନ୍ଦ କରାଯାଉଛି, ଏହି ସିରିଆଲ୍ ଦର୍ଶକଙ୍କୁ ବହୁତ ପସନ୍ଦ ଆସୁଛି, ଏହା ସହ ମଦଲସାଙ୍କ ସୁନ୍ଦରତା ପ୍ରଶଂସା ବି କରାଯାଉଛି, ଓ ଦର୍ଶକଙ୍କ ମାନିବା କଥା କି ମିଥୁନ ଦାଙ୍କ ବଡ ବୋହୁ କେଉଁ ବଲିଉଡ୍ ଅଭିନେତ୍ରୀରୁ କମ୍ ଲାଗନ୍ତି ନାହିଁ, ସେମିତି ଆଶ୍ଚର୍ଯ୍ୟର କଥ କି ଏହି ସିରିଆଲ୍ ରେ ଲିଡ୍ ଅଭିନେତ୍ରୀ ରୁପାଲି ଗାଙ୍ଗୁଲି ବି ମିଥୁନ ଦାଙ୍କ ସହ ବଡ ପର୍ଦାରେ କାମ କରିସାରିଛନ୍ତି, କିନ୍ତୁ ଏହି କଥାବହୁତ କମ୍ ଲୋକ ଜାଣିଛନ୍ତି, ଆପଣ ମଦଲସାଙ୍କ ସୁନ୍ଦର ଫଟୋଗୁଡିକ ଦେଖିପାରିବେ, ଏହି ଫଟୋକୁ ଦେଖିବାପରେ ଆପଣ କହିବେ କି ସେ କେଉଁ ଅଭିନେତ୍ରୀଙ୍କ ଠାରୁ କମ୍ ନୁହନ୍ତି , ଏବେ ସେ ସିରିଆଲ୍ ରେ ନେଗେଟିଭ୍ ରୋଲ୍ କରୁଛନ୍ତି, କିନ୍ତୁ ଅସଲ ଜୀବନରେ ସେମିତି ସେ ନୁହନ୍ତି ।

Leave a Reply

Your email address will not be published. Required fields are marked *