June 25, 2025

Odia Express

Here, There and Everywhere

ଏମିତି କେଉଁ ଅକ୍ଷର ଅଛି ଯାହାକୁ ଆମେ ଲେଖି ପରିବା ହେଲେ ପଢି ପରିବା ନାହିଁ ?ବୁଦ୍ଧିମାନ ହେଇଥିଲେ ପ୍ରଶ୍ନ ଦିଥର ପଢିକି ଉତ୍ତର ଦେବେ

1 min read

ସାଙ୍ଗମାନେ ଆଜିର ଆର୍ଟିକିଲରେ ଆମେ କିଛି ବିଶେଷ ଆଇ ଏ ଏସ ପ୍ରଶ୍ନ ଉତ୍ତର ଆଲୋଚନା କରିବା।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ପ୍ରଶ୍ନଉତ୍ତର ବିଷୟରେ।

ପ୍ରଥମ ପ୍ରଶ୍ନ:- ଆପଣଙ୍କ କେଉଁ ଭଉଣୀଙ୍କ ସ୍ୱମୀକୁ ଆପଣ ଜିଜା କହିପାରିବେ ନାହିଁ?ଏହାର ଉତ୍ତର ଆପଣ ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।

ଏହାର ସଠିକ ଉତ୍ତର ହେଉଛି ଡାକ୍ତର ଖାନାରେ କାମ କରୁଥିବା ସିଷ୍ଟର ଅର୍ଥାତ ନର୍ସ।

ଦ୍ୱିତୀୟ ପ୍ରଶ୍ନ:- କେଉଁ ଦେଶର ଲୋକ ସବୁଠାରୁ ଅଧିକ ଚଷମା ପିନ୍ଧନ୍ତି?ଏହାର ଉତ୍ତର ଆପଣ ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।

ଏହାର ସଠିକ ଉତ୍ତର ହେଉଛି ପାକିସ୍ତାନ ଦେଶର ଲୋକମାନେ ସବୁଠାରୁ ଅଧିକ ଚଷମା ପିନ୍ଧନ୍ତି।

ତୃତୀୟ ପ୍ରଶ୍ନ:- ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ଜଙ୍ଗଲ ଅଛି।ଏହାର ଉତ୍ତର ଆପଣ ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।

ଏହାର ସଠିକ ଉତ୍ତର ହେଉଛି ମଧ୍ୟପ୍ରଦେଶରେ ସବୁଠାରୁ ଅଧିକ ଜଙ୍ଗଲ ଅଛି।

ଚତୁର୍ଥ ପ୍ରଶ୍ନ:- ସତରଞ୍ଜ ଖେଳକୁ ଅନ୍ୟ କେଉଁ ନାମରେ ଜଣାଯାଇଥାଏ?ଏହାର ଉତ୍ତର ଆପଣ ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।

ଏହାର ସଠିକ ଉତ୍ତର ହେଉଛି ଚତୁରଙ୍ଗ ସଂସ୍କୃତି ନାମରେ।

ପଞ୍ଚମ ପ୍ରଶ୍ନ:- ତ୍ୱଚାର ରଙ୍ଗ ଗୋରା କେଉଁ କାରଣରୁ ହୋଇଥାଏ?ଏହାର ଉତ୍ତର ମଧ୍ୟ ଆପଣ ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।

ଏହାର ସଠିକ ଉତ୍ତର ହେଉଛି ମେଲାନିନ କାରଣରୁ ତ୍ୱଚାର ରଙ୍ଗ ଗୋରା ହୋଇଥାଏ।

ଷଷ୍ଠ ପ୍ରଶ୍ନ:- ଭାରତର ଶୁଆ କାହାକୁ କୁହାଯାଇଥାଏ?ଏହାର ଉତ୍ତର ମଧ୍ୟ ଆପଣ ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।

ଏହାର ସଠିକ ଉତ୍ତର ହେଉଛି ଅମୀର ଖୁସୃଙ୍କୁ ଭାରତର ଶୁଆ କୁହାଯାଇଥାଏ।

ସପ୍ତମ ପ୍ରଶ୍ନ:- ଭାରତର ରାଷ୍ଟ୍ରୀୟ ମିଠାର ନାମ କଣ ଅଟେ?ଏହାର ଉତ୍ତର ମଧ୍ୟ ଆପଣ ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।

ଏହାର ସଠିକ ଉତ୍ତର ହେଉଛି ଜେଲେବି।

ଅଷ୍ଟମ ପ୍ରଶ୍ନ:- ପୁରା ଦୁନିଆରେ ସବୁଠାରୁ ଅଧିକ ଆଳୁ କେଉଁ ଦେଶରେ ଉତ୍ପାଦନ କରାଯାଇଥାଏ?ଏହାର ଉତ୍ତର ମଧ୍ୟ ଆପଣ ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।

ଏହାର ସଠିକ ଉତ୍ତର ହେଉଛି ଋଷରେ ସବୁଠରୁ ଅଧିକ ଆଳୁ ଉତ୍ପାଦନ କରାଯାଇଥାଏ।

ନବମ ପ୍ରଶ୍ନ:- ମନୁଷ୍ୟର ଗୋଟିଏ ଆଖିର ଓଜନ କେତେ ହେଇଥାଏ?ଏହାର ଉତ୍ତର ମଧ୍ୟ ଆପଣ ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।

ଏହାର ସଠିକ ଉତ୍ତର ହେଉଛି ୮ ଗ୍ରାମ।

ଦଶମ ପ୍ରଶ୍ନ:- ମଛଲୀ ଜଲକି ରାନୀ ହେ ଜୀବନ ଉସକା କ୍ୟା ହେ?ଏହାର ଉତ୍ତର ମଧ୍ୟ ଆପଣ ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।

ଏହାର ସଠିକ ଉତ୍ତର ହେଉଛି ପାଣି।

ଏକାଦଶ ପ୍ରଶ୍ନ:- ଭାରତର ସବୁଥରୁ ବଡ଼ ବସ ଷ୍ଟାଣ୍ଡ କେଉଁ ସହରରେ ଅଛି। ଏହାର ଉତ୍ତର ମଧ୍ୟ ଆପଣ ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।

ଏହାର ସଠିକ ଉତ୍ତର ହେଉଛି ଚେନାଇରେ।

ଦ୍ୱାଦଶ ପ୍ରଶ୍ନ:- ଏକ ଲିଟର ପାଣିରେ ପାଖା ପାଖି କେତେ ଠୋପା ପାଣି ଥାଏ?ଏହାର ଉତ୍ତର ମଧ୍ୟ ଆପଣ ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।

ଏହାର ସଠିକ ଉତ୍ତର ହେଉଛି ୨୦ ହଜାର ଠୋପା।

ତ୍ରୟୋଦଶ ପ୍ରଶ୍ନ:- ସବୁଠାରୁ ପ୍ରଥମେ ପେନସିଲର ଆବିଷ୍କାର କେଉଁଠାରେ ହୋଇଥିଲା?ଏହାର ଉତ୍ତର ମଧ୍ୟ ଆପଣ ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।

ଏହାର ସଠିକ ଉତ୍ତର ହେଉଛି ୧୭୭୫ ମସିହାରେ।

ଚତୁର୍ଦଶ ପ୍ରଶ୍ନ:- ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ସୋୟବିନର ଉତ୍ପାଦନ କରାଯାଇଥାଏ?ଏହାର ଉତ୍ତର ମଧ୍ୟ ଆପଣ ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।

ଏହାର ସଠିକ ଉତ୍ତର ହେଉଛି ମଧ୍ୟପ୍ରଦେଶ ରାଜ୍ୟରେ।

ପଞ୍ଚଦଶ ପ୍ରଶ୍ନ:- ବାଗୋ କା ସେହେର କେଉଁ ସହରକୁ କୁହାଯାଇଥାଏ?ଏହାର ଉତ୍ତର ମଧ୍ୟ ଆପଣ ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।

ଏହାର ସଠିକ ଉତ୍ତର ହେଉଛି ଲଖନୋର ମଲିହାବାଦକୁ।

ଷୋଡ଼ଶ ପ୍ରଶ୍ନ:- ପୁରା ଦୁନିଆର ସବୁଠାରୁ ଅଧିକ ବିଶ୍ୱ ବିଦ୍ୟାଳୟ କେଉଁଠାରେ ଅଛି?ଏହାର ଉତ୍ତର ମଧ୍ୟ ଆପଣ ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।

ଏହାର ସଠିକ ଉତ୍ତର ହେଉଛି ଭାରତରେ।

ସପ୍ତଦଶ ପ୍ରଶ୍ନ:- ଚନ୍ଦ୍ରରୁ ପୃଥିବୀକୁ କେଉଁ ଜିନିଷ ସ୍ପଷ୍ଟ ନଜର ଆସିଥାଏ?ଏହାର ଉତ୍ତର ମଧ୍ୟ ଆପଣ ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।

ଏହାର ସଠିକ ଉତ୍ତର ହେଉଛି ଗ୍ରେଟ ୱାଲ ଅଫ ଚାଇନା।

ଅଷ୍ଟଦଶ ପ୍ରଶ୍ନ:-କେଉଁ ଦେଶରେ ଗୋଟେ ମାତ୍ର ହ୍ଵାୱାଇ ଅଡା ନାହିଁ?ଏହାର ଉତ୍ତର ମଧ୍ୟ ଆପଣ ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।

ଏହାର ସଠିକ ଉତ୍ତର ହେଉଛି ଭେଟିକାନ ସିଟିରେ।

ଉର୍ନବିଂଶ ପ୍ରଶ୍ନ:- ପୃଥିବୀର ସବୁଠାରୁ ପୁରୁଣା ବିଶ୍ୱବିଦ୍ୟାଳୟ କଣ ଅଟେ?ଏହାର ଉତ୍ତର ମଧ୍ୟ ଆପଣ ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।

ଏହାର ସଠିକ ଉତ୍ତର ହେଉଛି ନାଳନ୍ଦା ବିଶ୍ୱବିଦ୍ୟାଳୟ।

ବିଂଶ ପ୍ରଶ୍ନ:- କେଉଁ ବୃକ୍ଷରେ ଗୋଟେ ହେଲେ ମଧ୍ୟ ଫୁଲ ନାହିଁ?ଏହାର ଉତ୍ତର ମଧ୍ୟ ଆପଣ ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।

ଏହାର ସଠିକ ଉତ୍ତର ହେଉଛି ଫନ ଗଛରେ।

ଏକବିଂଶ ପ୍ରଶ୍ନ:- ଦୁନିଆରେ ଏପରି କେଉଁ ପକ୍ଷୀ ଅଛି ଯାହା ପଛ ଭାଗକୁ ମଧ୍ୟ ଉଡି ପାରିଥାଏ?ଏହାର ଉତ୍ତର ମଧ୍ୟ ଆପଣ ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।

ଏହାର ସଠିକ ଉତ୍ତର ହେଉଛି ହମିଙ୍ଗ ବାର୍ଡ।

ଦ୍ୱାବିଂଶ ପ୍ରଶ୍ନ:- ଏପରି କେଉଁ ଯିବ ଅଛି ଯିଏକି ଖାଲି ନୀଳଗିରିର ପତ୍ର ଖାଇଥାଏ ଅନ୍ୟ କିଛି ନୁହେଁ?ଏହାର ଉତ୍ତର ମଧ୍ୟ ଆପଣ ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।

ଏହାର ସଠିକ ଉତ୍ତର ହେଉଛି କୋଏଲା।

ତ୍ରୟୋବିଂଶ ପ୍ରଶ୍ନ:- କେତେ ବର୍ଷରେ ଥରେ ରାଷ୍ଟ୍ରୀୟ ଜନଗଣନା ହୋଇଥାଏ?ଏହାର ଉତ୍ତର ମଧ୍ୟ ଆପଣ ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।

ଏହାର ସଠିକ ଉତ୍ତର ହେଉଛି ପ୍ରତି ୧୦ ବର୍ଷରେ।

ଚତ୍ରୁବିଂଶ ପ୍ରଶ୍ନ:- ଏପରି କେଉଁ ଜିନିଷ ଅଛି ଯାହା କେବେହେଲେ ଖରାରେ ସୁଖୀ ନଥାଏ?ଏହାର ଉତ୍ତର ମଧ୍ୟ ଆପଣ ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।

ଏହାର ସଠିକ ଉତ୍ତର ହେଉଛି ଝାଳ।

ପଞ୍ଚବିଂଶ ପ୍ରଶ୍ନ:- ଏପରି କେଉଁ ଦେଶ ଅଛି ଯାହାର ସୀମାକୁ ୧୪ ଦେଶ ଘେରି ହୋଇରହିଛନ୍ତି?ଏହାର ଉତ୍ତର ମଧ୍ୟ ଆପଣ ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।

ଏହାର ସଠିକ ଉତ୍ତର ହେଉଛି ଚୀନ ଦେଶ।

ନମ୍ବର ୨୬ ପ୍ରଶ୍ନ:- କେଉଁ ଜିନିଷ ଭାଙ୍ଗିଯିବାପରେ କାମରେ ଆସିଥାଏ?ଏହାର ଉତ୍ତର ମଧ୍ୟ ଆପଣ ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।

ଏହାର ସଠିକ ଉତ୍ତର ହେଉଛି ଅଣ୍ଡା।

ନମ୍ବର ୨୭ ପ୍ରଶ୍ନ:- କେଉଁ ଦେଶରେ ଅନ୍ତିମ ସଂସ୍କାର ସମୟରେ ଲୋକ ଡ୍ୟାନ୍ସ କରିଥାନ୍ତି?ଏହାର ଉତ୍ତର ମଧ୍ୟ ଆପଣ ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।

ଏହାର ସଠିକ ଉତ୍ତର ହେଉଛି ଘନାର ଲୋକମାନେ।

ନମ୍ବର ୨୮ ପ୍ରଶ୍ନ:- ଦସ୍ତଖତ ଏବଂ ଅଟୋଗ୍ରାଫରେ କଣ ଅନ୍ତର ରହିଥାଏ?ଏହାର ଉତ୍ତର ମଧ୍ୟ ଆପଣ ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।

ଏହାର ସଠିକ ଉତ୍ତର ହେଉଛି ଦସ୍ତଖତ ସାଧାରଣ ଏବଂ ଅଟୋଗ୍ରାଫ କିଛି ବିଶେଷ ଲୋକଙ୍କର ହୋଇଥାଏ।

ନମ୍ବର ୨୯ ପ୍ରଶ୍ନ:- ବିଶ୍ୱର କେଉଁ ଦେଶରେ ଧଳା ହାତୀ ମିଳିଥାଏ?ଏହାର ଉତ୍ତର ମଧ୍ୟ ଆପଣ ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।

ଏହାର ସଠିକ ଉତ୍ତର ହେଉଛି ଥାଇଲ୍ୟାଣ୍ଡ ଦେଶରେ ଧଳା ହାତୀ ମିଳିଥାଏ।

ନମ୍ବର ୩୦ ପ୍ରଶ୍ନ:- ବିପଦର ସଙ୍କେତ କେଉଁ ରଙ୍ଗ ଦ୍ୱାରା ସୂଚା ଯାଇଥାଏ?ଏହାର ଉତ୍ତର ମଧ୍ୟ ଆପଣ ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।

ଏହାର ସଠିକ ଉତ୍ତର ହେଉଛି ନାଲି ରଙ୍ଗ ଦ୍ୱାରା ବିପଦ ସଙ୍କେତ ସୁଚାଯାଇଥାଏ।

ନମ୍ବର ୩୧ ପ୍ରଶ୍ନ:- କେଉଁ ଦେଶରେ ଗରମ ହେବା ପରେ ମଧ୍ୟ ସେହି ଦେଶର ଲୋକ ଗୋରା ହୋଇଥାନ୍ତି?ଏହାର ଉତ୍ତର ମଧ୍ୟ ଆପଣ ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।

ଏହାର ସଠିକ ଉତ୍ତର ହେଉଛି ଆରବ ଦେଶର ଲୋକ।

ନମ୍ବର ୩୨ ପ୍ରଶ୍ନ:- ପାଣି ପରେ ପୁରା ଦୁନିଆରେ ସବୁଠାରୁ ଅଧିକ କଣ ମିଳିଥାଏ?ଏହାର ଉତ୍ତର ମଧ୍ୟ ଆପଣ ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।

ଏହାର ସଠିକ ଉତ୍ତର ହେଉଛି ଚାହା।

ନମ୍ବର ୩୩ ପ୍ରଶ୍ନ:- କେଉଁ ଯିବର କ୍ଷୀର ପିଇବା ଦ୍ୱାରା ମସ୍ତିସ୍କ ତୀବ୍ର ହୋଇଥାଏ?ଏହାର ଉତ୍ତର ମଧ୍ୟ ଆପଣ ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।

ଏହାର ସଠିକ ଉତ୍ତର ହେଉଛି ଗାଈର କ୍ଷୀର।

ବୁଦ୍ଧିମାନ ପ୍ରଶ୍ନ ଉତ୍ତର – ଏମିତି କେଉଁ ଅକ୍ଷର ଅଛି ଯାହାକୁ ଆମେ ଲେଖି ପରିବା ହେଲେ ପଢି ପରିବା ନାହିଁ

ସଠିକ ଉତ୍ତର – ନାହିଁ -(ଏହି ଲେଖାକୁ ଆପଣ ଲେଖି ପାରିବେ କିନ୍ତୁ ପଢିବା ବେଳେ ଏହା ନାହିଁ ହେଇଯିବ)

Leave a Reply

Your email address will not be published. Required fields are marked *