December 1, 2024

Odia Express

Here, There and Everywhere

ଟ୍ରାଫିକ୍ ନିୟମରେ ଚିନ୍ତିତ ହୋଇ ବୃଦ୍ଧ ବ୍ୟକ୍ତି ଜଣଙ୍କ ବନାଇଲେ ଇଲେକ୍ଟ୍ରିକ୍ ବାଇକ୍ , ସାଇକେଲ୍ ର ଓଜନ କେବଳ ୫ କେଜି

ଏକ ବର୍ଷ ପୁର୍ବରୁ ବୃଦ୍ଧ ର ସ୍କୁଟର ଡିଟେନ୍ ହୋଇଥିଲା , ନିୟମରୁ ବଞ୍ଚିବା ପାଇଁ ସେ ଏକ ନୁଆ ରାସ୍ତା ବାହାର କଲା , ବୁଦ୍ଧ କେବଲ ଗୋଟେ ସପ୍ତାହରେ ବନାଇଲେ ଏକ ନୁଆ ଇଲେକ୍ଟ୍ରିକ୍ ସାଇକେଲ୍ ,ପୋରବନ୍ଦର ଠାରେ ରହୁଥିବା ହରିଲାଲ୍ ପରମାର୍ ୭୮ ବର୍ଷ, ଙ୍କ ସ୍କୁଟର ଏକ ବର୍ଷ ପୂର୍ବରୁ ଡିଟେନ୍ ହୋଇଯାଇଥିଲା,  ସେ ସେଠାରୁ ବାହାର୍ କରିବାପାଇଁ ବହୁତ ହଇରାଣ ହୋଇଥିଲେ,  ଟ୍ରାଫିକ୍ ନିୟମରୁ ବଞ୍ଚିବାପାଇଁ ସେ ଇଲେକ୍ଟ୍ରିକ୍ ସାଇକେଲ୍ ବନାଇବାକୁ ଭାବିନେଲେ ଓ କେବଳ ୮ ଦିନରେ ୫ କିଲୋ ଓଜନର ଏକ ସାଇକେଲ୍ କରିଦେଲେ , ଏବେ ସେ ଆରାମରେ ସାଇକେଲ୍ ରେ ବୁଲୁଛନ୍ତି ।

ହିରାଲାଲ୍ କହିଲେ କି ସେ ନିଜ ପୁରୁଣା ସାଇକେଲ୍ ଏଥିରୁ ବନାଇଲେ , ବ୍ରେକ୍ ଦବାଇବା ପରେ ପଛ ଲାଇଟ୍ ଜଳେ , ହ୍ୟାଣ୍ତେଲ୍ ରେ ସ୍ପିଡ୍ ମିଟର୍ ଲଗାଯାଇଛି, ସାଇକେଲ୍ ବ୍ୟାଟେରି ଥରେ ଚାର୍ଜ କରିଲେ ୩୫ କିମି ପର୍ଯ୍ୟନ୍ତ ଯାତ୍ରା କରିପାରେ ।

ହରିଭାଇ ଗୁଜୁରାତି ଭାଷାରେ କେବଳ ସପ୍ତମ ଯାଏଁ ଶିକ୍ଷାପ୍ରାପ୍ତି କରିଛନ୍ତି, ତାଙ୍କର ବଂଶଜ ବ୍ୟବସାୟ ଦର୍ଜୀ କାମ ଥିଲା,  ଏହି କାମ କରୁଥିବା ବେଳେ ତାଙ୍କ ଇଚ୍ଛା ଇଲେକ୍ଟ୍ରୋନିକ୍ସ ରେ ବି ଥିଲା,  ବହୁତବର୍ଷ ପୁର୍ବରୁ ସେ କାଠର ଏକ ବିମାନ ତିଆରି କରିଥିଲେ , ଏହିପରି ବହୁତ କାମ କରୁଥିଲେ,  ସେ ତାଙ୍କର ସ୍କୁଟର ଡିଟେନ୍ ହୋଇଗଲା, ତାକୁ ବାହାର କରିବାପାଇଁ ସେ ଯାହା ହଇରାଣ ହୋଇଛନ୍ତି, ତାଙ୍କ ଦିମାଗରେ ଗୋଟିଏ କଥା ଆସିଲା କି ସେଏମିତି ସାଇକେଲ୍ ବନାଇବେ ଯାହା ଉପରେ ଟ୍ରାଫିକ୍ ନିୟମ ଲାଗୁ ହେଉନଥିବ , ତାପରେ କଣ ହେବ , ତାଙ୍କ ଇଚ୍ଛା ଶକ୍ତି ବଳରେ ସେ ଇଲେକ୍ଟ୍ରୋନିକ୍ସ ସାଇକେଲ୍ ବନାଇବାରେ ସଫଳତା ହାସିଲ୍ କରିଦେଲେ ।

Leave a Reply

Your email address will not be published. Required fields are marked *