ଲିଭର ଖରାପ ହୋଇଛି କି,ଏହି ଜୁସ ବଦଳେଇ ଦେବ ଆପଣଙ୍କ ଜୀବନ – ନିଶ୍ଚୟ ଜାଣିରଖନ୍ତୁ ଏହି ବିଷୟରେ..

କଣ ଆପଣଙ୍କ ବାମ ଭାଗ ପେଟ ଦରଜ ହେଉଛି କି,କଣ ଆପଣକଂ ପେଟ ବ୍ୟଥା ହେଉଛି କି,ବଦହଜମି ହେଉଛି କି, ଖଟା ହେକୁଡ଼ି ହେଉଛି କି,ପେଟ ଫୁଲିବା ଭଳି ରହୁଛି କି, କଲେଷ୍ଟରୋଲ ବଢୁଛି କି,ଚର୍ମର ରଙ୍ଗ ବଦଳୁଛି କି, ଚିନ୍ତା ଲାଗୁଚି କି,ପାଚନ ଠିକ ଭାବେ ହେଉ ନାହିଁ କି କାଳେ ଆପଣକୁ ଲିଭର ର ସମସ୍ୟା ହେଇ ନାହିଁ ତ।କାରଣ ଲିଭର ଆମ ଟକ୍ସିନ କୁ ବାହାର କରିଥାଏ।ଆମ ପାଚନ ବ୍ୟବସ୍ଥାକୁ ସୁଦୃଢ଼ ରଖିଥାଏ।ଆମ ଶରୀରକୁ ଫିଟ୍ ରଖିଥାଏ।ଓ ଆପଣଙ୍କୁ ବେମାରିରୁ ବଞ୍ଚାଇଥାଏ।ଆପଣଙ୍କ ଫିଟନେସ ବଢାଇ ଥାଏ। ଲିଭର ଆମ ଶରୀରର ସବୁ ଅଦରକାରୀ ପଦାର୍ଥ କୁ ବାହାର କରିଥାଏ ଓ ସବୁ କଷ୍ଟକୁ ନିଜ ଉପରକୁ ନେଇଯାଇ ଅନ୍ୟ ଅଙ୍ଗ ମାନଙ୍କୁ ସୁରକ୍ଷା ଦେଇଥାଏ।
ଲିଭର ଏମିତି ଏକ ଅଙ୍ଗ ଯାହା ନିଜକୁ ନିଜେ ମରାମତି କରିଥାଏ।କିନ୍ତୁ ଲୋକ ମାନେ ମଦ,ସିଗାରେଟ୍, ଚା ଆଦି ବିଷାକ୍ତ ଜିନିଷ ଖାଇ ନିଜ ଲିଭରକୁ ଖରାପ କରିବାରେ ଲାଗିଛନ୍ତି।ବିଭିନ୍ନ ପ୍ରକାର ଔଷଧ ଖାଇକୀ ନିଜ ଲିବର ଖରାପ କରୁଛନ୍ତି।ଯଦି ଆପଣ ନିଜ ଲିଭରକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି ତ ଆପଣ ଏହି ନିଶା ଜିନିଷ ରୁ ଦୂରରେ ରୁହନ୍ତୁ।ଫାଲତୁ ମେଡ଼ିସିନ୍ ଖାଇବା ପୂର୍ବରୁ ତାର ପାର୍ଶ୍ଵ ପ୍ରତିକ୍ରିୟା ଥରେ ଜାଣି ରଖନ୍ତୁ।
ଆଜି ମୁ ଆପଣ ମାନଙ୍କୁ ଗ୍ରିନ ଜୁସ ବିଷୟରେ କହିବି ଯାହାଦ୍ଵାରା ଆପଣଙ୍କ ଲିଭର ସମସ୍ୟା ଖୁବ ଶୀଘ୍ର ଦୂର ହୋଇଯିବ।ଯଦି ଆପଣ ସୁସ୍ଥ ଜୀବନ ବିତେଇ ବାକୁ ଚାହୁଁଛନ୍ତି,ଯଦି ଆପଣ ଆପଣଙ୍କ ଅନ୍ୟ ଅଙ୍ଗ ମାନଙ୍କ ସୁରକ୍ଷା କଥା ଭାବୁଛନ୍ତି ତ ଆପଣ ଆପଣଙ୍କ ଲିଭର କୁ ସୁସ୍ଥ ରଖନ୍ତୁ।
ଆପଣଙ୍କୁ ଗ୍ରିନ୍ ଯୁସ ପାଇଁ କେତୋଟି ଜିନିଷ ଦରକାର।ଯଥା ଗାଜର, ପାଳକ,ମେଥି ପତ୍ର,ଲକି,ଟମାଟୋ, ଗୋଟା ଲେମ୍ବୁ,ଇତ୍ୟାଦି।ଏହି ସବୁ ଜିନିଷ ମାନଙ୍କର ଗ୍ରାଇଣ୍ଡିଂ କରନ୍ତୁ।ଏହାକୁ ପ୍ରତିଦିନ ସକାଳେ ଅଳ୍ପ ଅଳ୍ପ କରି ପିଆନ୍ତୁ।ଏହାର ଏକ ଘଣ୍ଟା ପର୍ଯ୍ୟନ୍ତ କିଛି ଖାଆନ୍ତୁ ନାହିଁ।ଏହି ଗ୍ରୀନ ଜୁସ ଆପଣଙ୍କ ଶରୀରକୁ ପୁଣି ଥରେ ଫିଟ କରିଦେବ।ଆପଣଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ପୁରା ଦୂର କରିଦେବ।
ଆପଣଙ୍କ କଲେଷ୍ଟରୋଲକୁ ପୁରା କମେଇ ଦେବ।ଆପଣଙ୍କ ବ୍ଲଡ ପ୍ରେସର୍ କମାଇଦେବ।ଆପଣଙ୍କ ଫିଟନେସ ଲେଭେଲ କୁ ପୁରା ବଢ଼ାଇଦେବ।ଯଦି ଆପଣ ଏହାକୁ ପ୍ରତିଦିନ ପ୍ରାୟ ୬ ମାସ ପାଇଁ ବ୍ୟବହାର କରୁଛନ୍ତି ତ ଆପଣକଂ ଲିଭର ପୁରା ସୁସ୍ଥ ହୋଇଯିବ।ଆପଣ ମୋତେ ଧନ୍ୟ ଧନ୍ୟ କହିବେ ଓ ଯେଉଁ ବି ଆପଣଙ୍କ ସମ୍ପର୍କୀୟ ଙ୍କୁ ଆପଣ ଏହି ବିଷୟରେ କହିବେ ସେ ବୁ ଆପଣଙ୍କୁ ଧନ୍ୟବାଦ ଦେବେ।