February 14, 2025

Odia Express

Here, There and Everywhere

ଦାନ୍ତକୁ ହୀରା ଭଳି ଚମକାଇବାର ଉପାୟ – ମାତ୍ର ଦୁଇ ମିନିଟ ରେ ଦାନ୍ତ ହେଇଯିବ ଚିକମିକ ଧଳା..

ନମସ୍କାର ସାଙ୍ଗମାନେ ଆଜି ଆମେ ଆପଣଙ୍କୁ ଏପରି ଏକ ପ୍ରାକୃତିକ ଏବଂ ଘରୋଇ ଉପାୟ ଜଣାଇବାକୁ ଯାଉଛୁ ଯାହା ନା ଖାଲି ଆପଣଙ୍କ ଦାନ୍ତ ଉପରେ ଥିବା ହଳଦିଆ ପରସ୍ତ ଦୂର କରିବ ଏବଂ ଦାନ୍ତରେ ଥିବା ମଳି ଦୁର କରିବା ଏହା ସହିତ ଦାନ୍ତରେ ଚମକ ମଧ୍ୟ ଆଣିବ।ଏବଂ ଏହା ଆପଣଙ୍କ ଦାନ୍ତକୁ ଧଳା ମଧ୍ୟ କରିଥାଏ।ଭଲସେ ଦାନ୍ତ ନ ଘଷିବାଦ୍ୱାରା କିମ୍ବା ଦନ୍ତର ଠିକ ଭାବରେ ସଫା ନକରିବାଦ୍ୱାରା କିମ୍ବା ଯଦି ତମ୍ବାଖୁ ଦ୍ୱାରା ଦାନ୍ତ ହଳଦିଆ ପଡିଯାଇଥାଏ କିମ୍ବା ଅପରିଷ୍କାର ଥାଏ ତେବେ ଏହି ଉପାୟ ଆପଣଙ୍କ ପାଇଁ ବହୁତ ଉପଯୋଗୀ ହେବ।

ଦାନ୍ତ ହଳଦିଆ କିମ୍ବା ଅପରିଷ୍କାର ରହିବାଦ୍ୱାରା ପ୍ରଥମ ଅସୁବିଧା ହେଉଛି ଯଦି ଆପଣ କୌଣସି ସ୍ଥାନରେ ଅଛନ୍ତି ଏବଂ ଲୋକଙ୍କ ଆଗରେ ଆପଣଙ୍କୁ ହସିବାକୁ କିମ୍ବା ସ୍ମାଇଲ କରିବାକୁ ପଡେ ତେବେ ଆପଣ ଏହା ଠିକ ଭାବରେ କରିପାରିନଥାନ୍ତି।ଏବଂ ସାମ୍ନାରେ ଥିବା ବ୍ୟକ୍ତି ଭାବନ୍ତି ଆମେ ଠିକ ଭାବରେ ଦନ୍ତର ସଫା କରିନଥାଉ।ଏବଂ ଭାବନ୍ତି ଆମର ସ୍ୱାସ୍ତ୍ୟ ବିଜ୍ଞାନ ଠିକ ନାହିଁ।ଏହାଦ୍ୱାରା ଆପଣଙ୍କ ଚେହେରାର ସୁନ୍ଦରତା ମଧ୍ୟ ନଷ୍ଟ ହୋଇଥାଏ।କେଉଁ ବ୍ୟକ୍ତି କେତେଭି ସୁନ୍ଦର ଥାଉ ପଛେ କିନ୍ତୁ ଯଦି ଦାନ୍ତ ଅପରିଷ୍କାର ଥାଏ ତେବେ ତାହା ସୁନ୍ଦରତା ଖରପ କରିଥାଏ।

ଆପଣ ଏହି ଘରୋଇ ଉପଚାର ନିଶ୍ଚିତ ବ୍ୟବହାର କରି ଦେଖନ୍ତୁ।ଯଦି ଆପଣଙ୍କ ଦାନ୍ତ ଅପରିଷ୍କାର ଥାଏ ତେବେ ଆପଣ ଏହି ଉପାୟ ଦ୍ୱାରା ନିଜ ଦାନ୍ତକୁ ସଫା ଏବଂ ଚମକଦାର କରିପାରିବେ।ଦାନ୍ତରେ ଥିବା ଏହି ଦାଗ ଏତେ ଜିଦି ଥାଏ ତାହା ଏତେ ସହଜରେ ସଫା ହୋଇ ନଥାଏ।କିନ୍ତୁ ଏହି ଉପାୟ ଦ୍ୱାରା ଆପଣ ତାହାକୁ ଅତି ସହଜରେ ସଫା କରିପାରିବେ।

ସାଙ୍ଗମାନେ ଦନ୍ତର ହଳଦିଆ ପଣ ଦୁର କରିବାପାଇଁ ଏବଂ ଦନ୍ତକୁ ମୋତି ଭଳି ଚମକାଇବା ପାଇଁ ଆପଣ ସର୍ଵ ପ୍ରଥମେ ଅଧା ଚାମଚ ହଳଦି ପାଉଡର ନିଅନ୍ତୁ।ଏହାପରେ ନିଅନ୍ତୁ ଅଧଚାମଚ ଲୁଣ।ଏବଂ ଏହାପରେ ଆପଣ ନିଅନ୍ତୁ ଅଧା ଚାମଚରୁ ମଧ୍ୟ ଅଧା ବେକିଂ ପାଉଡର।ଏହାପରେ ଏହି ସବୁ ପଦାର୍ଥ ଭଲଭାବରେ ମିସାଇଦିଅନ୍ତୁ।ଏବଂ ଏହାକୁ ସକାଳେ ଏବଂ ସଞ୍ଜବେଳେ ବ୍ୟବହାର କରନ୍ତୁ।ଏହାକୁ ଆପଣ ଦିନକୁ ଏହି ଦୁଇ ସମୟରେ ବ୍ରସ ଦ୍ଵାରା ଦାନ୍ତରେ ଲଗାନ୍ତୁ।

ଏହାଦ୍ୱାରା ଆପଣଙ୍କ ଦାନ୍ତ ଧଳା ହୋଇଥାଏ ଏବଂ ଦାନ୍ତରେ ଥିବା ଅପରିଷ୍କାର ପଦାର୍ଥ ଦୁର ହୋଇଥାଏ।ଏହାସହିତ ଯଦି ଆପଣଙ୍କ ମୁଖରୁ ଦୁର୍ଗନ୍ଧ ଆସୁଥାଏ ତେବେ ଏହାକୁ ଲଗାଇବା ଦ୍ୱାରା ସେଥିରୁ ମଧ୍ୟ ଉପସମ ମିଳିଥାଏ।ଏହି ଉପାୟ ଶତ ପ୍ରତିଶତ କାର୍ଯ୍ୟକାରି ଅଟେ।ଏବଂ ଏହାକୁ ଆମେ ନିଜେ ମଧ୍ୟ ବ୍ୟବହାର କରିଦେଖିଛୁ।ଆପଣ ଏହାକୁ ନିଶ୍ଚିତ ବ୍ୟବହାର କରି ଦେଖନ୍ତୁ।ଏହାଦ୍ୱାରା ଆପଣଙ୍କୁ ନିଶ୍ଚିତ ଉପସମ ମିଳିବ।

Leave a Reply

Your email address will not be published. Required fields are marked *