୪ ଟି ପୋଡା ରସୁଣ ଖାଇବା ଦ୍ୱାରା ଶରୀରରେ ଥକା ପଣ , ଏବଂ ଶିରାର ବନ୍ଦ ହେବା ପରି ସମସ୍ୟା ଦୂର କରି ଶକ୍ତି ଦେଇ ଥାଏ
ପୋଡା ରସୁଣ କୌଣସି ବରଦାନ ଠୁ କମ ନୁହଁ।ଆପଣ ସକାଳୁ ସକାଳୁ ୪ ଟି ପୋଡା ରସୁଣ ଚୋବେଇ ଚୋବେଇ ଖାଇ ଦିଅନ୍ତୁ ଏବଂ ଗରମ ପାଣି ପିଇ ଦିଅନ୍ତୁ। ରସୁଣ ଆମ ପ୍ରତି ରକ୍ଷା କ୍ଷମତା ବଢ଼ାଇଥାଏ।ଯଦି ଆମ ଶରୀରରେ ରୋଗରେ ଲଢ଼ିବା ଶକ୍ତି ବଢାଇବା ପାଇଁ ରସୁଣ ସେବନ କରିପାରିବେ।ଯଦି ଆପଣ ସବୁବେଳେ ଚାରିଟି ପୋଡା ରସୁଣ ସେବନ କରିବେ ତାହେଲେ ପ୍ରତିରକ୍ଷା କ୍ଷମତା ବଢିଥାଏ।ଏହା ସହିତ ବହୁତ ଶକ୍ତି ବି ମିଳିବ। ଏହା ଛଡା ଏହି ରସୁନାକୁ ଖାଇବା ଦ୍ୱାରା ଶରୀରରେ ଶକ୍ତି ବଢିଥାଏ।ଏହା ପୁରୁଷ ମାନଙ୍କ ପାଇଁ ବହୁତ ଭଲ ଔଷଧ ଅଟେ ।ଯେଉଁ ପୁରୁଷ ଜଲଦି ଥକି ଯାଆନ୍ତି ଏବଂ ବହୁତ ଦୁର୍ବଳତା ଅନୁଭବ କରନ୍ତି ସେମାନେ କ୍ଷୀର ସହିତ ପୋଡା ରସୁଣ ସକାଳୁ ଖାଇ ସାରିବା ପରେ ସେବନ କରନ୍ତୁ।
ରାତିରେ ଶୋଇବା ପୂର୍ବରୁ ଏହା କରନ୍ତୁ। ଲଗାତାର ୨୦ ଦିନ ଯାଏ କରନ୍ତୁ।ଏହା ବ୍ୟତୀତ ଥଣ୍ଡା କାଶ , ଛିଙ୍କ ଭଲ ହେଇଯିବ।ରକ୍ତ ଚାପ , କ୍ୟାନ୍ସର ରୋଗରେ ଲଢ଼ିବାରେ ସାହାଯ୍ୟ କରିଥାଏ।ଭଲ ହୁଅନ୍ତା ଏହି ରସୁଣ ସିରା ବନ୍ଦ ହେଇ ଯିବା ରୋକିଥାଏ।ଏହା ରକ୍ତରେ ଥିବା ତେଲ କୁ ବାହାର କରିଥାଏ।ହୃତ୍ପିଣ୍ଡକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଶରୀରରୁ ସବୁ ବିଷାକ୍ତ ପଦାର୍ଥକୁ ବାହାର କରିଥାଏ।ବିଷାକ୍ତ ଜିନିଷ ଶରୀରରେ ରହିଲେ ଚେହେରା ରେ ଏହାର ପ୍ରଭାବ ପଡିଥାଏ।ଚେହେରାର ଉଜଳତା କମି ଯିବା ଚେହେରା ଭଲ ଦେଖା ଯିବନି। ଚମଡା ଦୁର୍ବଳ ଲାଗି ଥାଏ ଏବଂ ଚେହେରା ରୁକ୍ଷ ହୋଇଯାଏ।ଏହା ଜରୁରୀ ଅଟେ କି ଦେହରୁ ବିଷାକ୍ତ ପଦାର୍ଥ ବାହାର କରିବା।
ଏହା ଦ୍ୱାରା ଚର୍ବି ବଢି ଥାଏ ଏବଂ ଆପଣ ମୋଟା ହୋଇ ଯିବେ। ଯଦି ଆପଣ ମୋଟା ଯୋଗୁ ଚିନ୍ତାରେ ଅଛନ୍ତି।ଖାଲି ପେଟ ବାହାରି ଯାଉଛି।କେତେ ଲୋକଙ୍କର ମୋଟା ଏହି ପରି ଥାଏ କି ଖାଲି ପେଟ ବଢିଥାଏ।ହାତ ପଦ ଠିକ ଠକ ରହିଥାଏ।ଏହି ଲୋକ ମାନଙ୍କ ପାଇଁ ରସୁଣ ବହୁତ ଦରକାରୀ ଅଟେମ ଆପଣ ଏହାର ବ୍ୟବହାର କେବଳ ଗୋଟିଏ ସପ୍ତାହ କରିକି ଦେଖନ୍ତୁ। କିଛି ଦିନ ପରେ ଆପଣ ଆପଣଙ୍କ ପେଟ କମ କରି ପାରିବେମଆପଣଙ୍କୁ ଆଉ ଖାଇବା କଣ୍ଟ୍ରୋଲ କରିବା ଦରକାର ନାହିଁ କିନ୍ତୁ ଆପଣ ଏହା ସହ ସୁସ୍ଥ ଖାଦ୍ୟ ଖାଉଛନ୍ତି ଏବଂ ଯୋଗ କରୁଛନ୍ତି।
ଏହାର ରେଜଲ୍ଟ ବହୁତ ଜଲଦି ଚମତ୍କାର ମିଳିବ।ଏହାକୁ ଗୋଟିଏ ଥର ବ୍ୟବହାର କରି ଦେଖନ୍ତୁ କାରଣ ରସୁଣ ପାଚନ କ୍ରିୟାକୁ ଠିକ କରିଥାଏ।ପାଚନ କ୍ରିୟା ଭଲ ହୋଇ ଥାଏ।ଏହା ଦ୍ୱାରା ଓଜନ ବଢି ନଥାଏମଏହା ଛଡାଥଣ୍ଡା ଋତୁରେ ବହୁତ ସମଜ଼ୟର ସମ୍ମୁଖୀନ ହୋଇଥାଉ।ଏହି ଋତୁରେ ବହୁତ ରୋଗ ମଧ୍ୟ ହୋଇଥାଏ।ଏହି ଋତୁରେ ଥଣ୍ଡା ନ ହେବା ପାଇଁ ବହୁତ ଲୋକ ବହୁତ କିଛି କରିଥାନ୍ତି। ଏହି ଋତୁରେ କାଶ , ଝିଙ୍କ ଯଦି ଆପଣଙ୍କ ସାରିରେ ଦୁର୍ବଳତା ଦୂର କରିବାକୁ ଚାଂହୁଛନ୍ତି ତାହେଲେ ଏହି ରସୁଣ ସେବନ କରନ୍ତୁ ଏହା ଦ୍ୱାରା ସବୁ ଭଲ ହେଇଯିବ।