September 8, 2024

Odia Express

Here, There and Everywhere

ଗୋଟିଏ ଦିନରେ ଗଳା ଖରାପ ହେଉ କି ଗଳାରେ ଇଂଫେକ୍ସନ କାରଣରୁ ଗଳା ଦର୍ଦ ହୋଇଥାଏ।ଏଥିରୁ ରକ୍ଷା ପାଇବାର ଉପାୟ

ଏହି ସବୁ ହବା ପଛରେ ଦୁଇ ଟି କାରଣ ରହି ଥାଏ ଏହା ହେଉଛି ଗଳା ସଂକ୍ରମଣ। ଏହା କାରଣରୁ ଗଳାରେ ବିନ୍ଧା ହୋଇ ଥାଏ।ପାଣି ଗଲି ନଥାଏ।ଚିନ୍ତା ହୋଇ ଥାଏ।ଜର ହୋଇଥାଏ।ବ୍ୟାକ୍ଟେରିଆ ସଂକ୍ରମଣ ଯୋଗୁ ଏପରି ହୋଇ ଥାଏ। ଏହା ଆଣ୍ଟି ବାଇଓଟିକ ଦ୍ୱାରା ଜଲଦି ଭଲ ହୋଇ ଯାଇଥାଏ।ସୋର ଥରତ ଗୋଟିଏ ଭାଇରସ ଦ୍ୱାରା ହୋଇଥାଏ। ଏହା ଥଣ୍ଡା କାଶ ହେବ କାରଣରୁ ହୋଇ ଯାଇଥାଏ।ଏହା ଦ୍ୱାରା ଆପଣ ବହୁତ ସମସ୍ୟାରେ ପଡି ପାରନ୍ତି।ଗଳା ଖରାପ ହେଇ ଯିବ କେଉଁ କାରଣରୁ ହେଉ ନା କାଇଁକି ଆପଣ ଔଷଧ ନିଅନ୍ତୁ।ଯଦି ଆପଣ ଔଷଧ ନ ନେଇ ପାରୁଛନ୍ତି। ତାହେଲେ ଆପଣ ଘରେ ଘରୋଇ ଉପଚାର ଦ୍ୱାରା ଗଳାର ସବୁ ସମସ୍ୟାକୁ ଦୂର କରି ପାରିବେ।

ଯଦି ଆପଣ ଏହାକୁ ଦୂର କରିବାକୁ ଚଂହୁଛନ୍ତି ତାହେଲେ ତାହେଲେ ଆସନ୍ତୁ ଜାଣିବା ଗୋଟିଏ ଘରୋଇ ଉପଚାର ବିଷୟରେ।ସବୁଠୁ ପ୍ରଥମେ ଆପଣଙ୍କୁ ଗୋଟିଏ ଗ୍ଲାସ ଗରମ ପାଣି ନବାକୁ ପଡିବ।ସେଠି ଅଧା ଚାମଚ ହଳଦୀ ମିଶାନ୍ତୁ ଆଉ ଶେଷରେ ଅଧା ଚାମଚ ଲୁଣ ଢାଲନ୍ତୁ। ଏହାକୁ ଭଲ ଭାବରେ ମିଶେଇ ଦିଅନ୍ତୁ ଏହି ମିଶ୍ରଣ କୁ ନିଜ ମୁହଁରେ ଭାରି ଦିଅନ୍ତୁ। କୁଳୁକୁଳୁ କରନ୍ତୁ ୧ ରୁ ୨ ମିନିଟ ଯାଏ। ଏହାକୁ ସବୁ ଦୁଇ ଘଣ୍ଟା ଛାଡି ଏହାକୁ କରନ୍ତୁ।ଏହା ସବୁ ଘଣ୍ଟାରେ କରନ୍ତୁ।ଲୁଣ ଏବଂ ହଳଦୀର ଏମିତି ଗୁଣ ପାଇଁ ଥାଉ ଯାହା କି ବ୍ୟାକ୍ଟେରିଆ , ଭାଇରସକୁ ମାରିବାରେ ସାହାଯ୍ୟ କରିଥାଏ।

ଏହା କରିବା ଦ୍ୱାରା ଗଳାର ସଂକ୍ରମଣ ଆସ୍ତେ ଆସ୍ତେ କମିବାରେ ଲାଗିବ।ଏହା ଦ୍ୱାରା ଆସୁଥିବା ଅସୁବିଧା ଯଥା ଗଳା ଖରାପ ହେବ , ଗଳା ବାଡ଼ି ଯିବା , ଗଳା ଛିଣ୍ଡି ଯିବା ପରି ସବୁ ସମସ୍ୟାରୁ ଆପଣଙ୍କୁ ରକ୍ଷା ମିଳି ପାରିବ।ହଳଦୀ ଏବଂ ଲୁଣ ପାଣି ଶୋଇବା ପୂର୍ବରୁ ନିଶ୍ଚିନ୍ତ ସବୁ ଦିନେ ରାତିକୁ କୁଳୁକୁଳୁ କରିବାକୁ ପଡିବ। ରାତିରେ ଏପରି କରି ସୋଇଲେ ଆପଣଙ୍କୁ ତାପର ଦିନ ସକାଳେ ବହୁତ ଆରାମ ମିଳିବ।ଏହା ବି ହୋଇ ପାରେ କି ଆପଣ ଗଳା ଭଲ ହେଇ ଯାଏ ପୁରା।ଯଦି ଗଳା ଛିଣ୍ଡି ଯାଇଛି ତାହେଲେ ଗୋଟିଏ ଆଦର ଖଣ୍ଡ ନିଅନ୍ତୁ ଏବଂ ଚାମଚର ଏକ ଚାମଚ ମହୁ ନିଅନ୍ତୁ।

ଅଦା ଖଣ୍ଡ ଏବଂ ମହୁକୁ ମୁଂହର ରଖିକି ଭଲ ଭାବରେ ଅଦା କୁ ଚୋବେଇ ଦିଅନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କୁ ତୁରନ୍ତ ଗଳା ବିନ୍ଧାରୁ ରକ୍ଷା ପାଇ ପାରିବେ।ଗଳାର ସବୁ ସମସ୍ୟା ଭଲ ହେଇଯିବ।ଏହି ଦୁଇ ଟି ଘରୋଇ ଉପଚାର ଆପଣ କେବେ ବି ବ୍ୟବହାର କରି ପାରିବେ ଯେବେ ବି ଆପଣଙ୍କର ଦରକାର ପଡିବ।ଯଦି ଥଣ୍ଡା କାଶ ହେଉଛି ସେହି ସମୟରେ ଆପଣ ଏହାର ବ୍ୟବହାର କରି ପାରିବେ।ଏହା ଶରୀର ପାଇଁ ବହୁତ ଭଲ ଅଟେ ଏବଂ ପୁରା ଭଲ ଭାବରେ ଏହାକୁ ଦୂର କରି ଦେବ।ସବୁ ପ୍ରକାର ଗଳା ରୋଗ ଠାରୁ ବହୁତ ଜଲଦି ରକ୍ଷା ପାଇପାରିବେ।ଏହି ଦୁଇଟି ଉପାୟ ଦ୍ୱାରା।

Leave a Reply

Your email address will not be published. Required fields are marked *