ଘରର ବାଥରୁମ୍ ରେ ଲୁଚି ରହିଛି ଧନ ସଂବନ୍ଧିତ ସମସ୍ୟାକୁ ଦୁର କରିବାର ଅଚୁକ ରହସ୍ୟ , ଖାଲି କରିବାକୁ ହେବ ଏହି ଛୋଟ କାମ
ଆଜିର ସମୟରେ ଧନ କମାଇବା ବହୁତ ଗଂମ୍ଭିର ସମସ୍ୟା ହୋଇସାରିଛି, ସମସ୍ତେ ନିଜର ଓ ନିଜ ପରିବାରର ପାଇଁ ପର୍ଯ୍ୟାପ୍ତ ଧନ କମାଇବାକୁ ଚାହଁନ୍ତି , ଯାହାଦ୍ୱାରା ତାଙ୍କ ପରିବାର ଖୁସିରେ ଚଳିପାରିବେ , ସେମିତି ଏହାପାଇଁ ବ୍ୟକ୍ତି ଦିନ ରାତି ଏକ କରି ପରିଶ୍ରମ କରିଥାଏ, ଓ ଅଧିକାରୁ ଅଧିକା ପରିଶ୍ରମ ବି କରେ , ଯାହାଦ୍ୱାରା ସେ ଜୀବନରେ ଖୁସିରେ ବ୍ୟତିତ କରିପାରିବ, କିନ୍ତୁ ସେମିତି ଏହା ବି ଦେଖାଯାଏ କି ବହୁତଥର୍ ପରିଶ୍ରମ କରିବାପରେ ବି ବ୍ୟକ୍ତି ପାଖରେ ସେତିକି ପଇସା ଜମା ହୋଇପାରିନଥାଏ, କିମ୍ବା ତାପାଖରେ ପଇସା ରୁହେ ନାହିଁ , ଯାହାର କାରଣରୁ ସେ ଧନର ଅଭାବରେ ଗ୍ରସିତ ହୋଇଥାଏ, ସେମିତି ସବୁ ମଣିଷ ଇଶ୍ୱରଙ୍କୁ ଏହା ପ୍ରାର୍ଥନା କରେ କି ସେ ଏହି ଦୁନିଆଁରେ କିଛି ଲୋକଙ୍କ ସହ ବହୁତଥର ଏମିତି ସମୟ ନ ଚାହିଁଲେ ବି ଆସିଯାଏ । ଏହି କଥା ସତ କି ଚିନ୍ତାରେ କେବେ କାହାକୁ କହିକରି ଆସେ ନାହିଁ , କାରଣ ଯେବେ ଖରାପ ବେଲା ଆସେ ତେବେ ଭଲରୁ ଭଲ ରାଜା ବି ରଙ୍କ ହୋଇଯାଏ , ଆଜି ଆମେ ଆପଣଙ୍କୁ ଏମିତି ସମସ୍ୟାରୁ ମୁକ୍ତି ପାଇବାପାଇଁ କିଛି ଉପାୟମାନ କହିବୁ
ଏବେ ଆମେ ଆପଣଙ୍କୁ ଧନ ସମସ୍ୟାର ଏମିତି ଏକ ସମାଧାନ ବିଷୟରେ କହିବୁ ଯାହା ଆଉ କେଉଁଠି ନୁହେଁ ବରଂ ଆପଣଙ୍କ ବାଥରୁମ୍ ରେ ଲୁଚି ରହିଛି, ହଁ ଆଜ୍ଞା ଆପଣ ଏବେ ଆଶ୍ଚର୍ଯ୍ୟ ହୋଇଯାଇଥିବେ , ଆପଣଙ୍କୁ କହିଦେବୁ କି ଆପଣଙ୍କ ଘର ବାଥରୁମ୍ ରେ ଏମିତି ପଇସା ସଂବନ୍ଧିତ ସମସ୍ୟାର ସମାଧାନ ଅଛି, ଏଥିପାଇଁ ଆପଣଙ୍କୁ ବାଥରୁମ୍ ରେ ଯାଇକରି ଗୋଟିଏ କାମ କରିବାକୁ ହେବ ଆସନ୍ତୁ ଜାଣିବା ସେ କେଉଁ କାମ ଏଥିପାଇଁ ଆପଣଙ୍କୁ କିଛି କଥାକୁ ଧ୍ୟାନ ଦେବାକୁ ହେବ, ହଁ ଆଜ୍ଞା କହିଦେବୁ କି ଯେଉଁ ଲୋକ ନିୟମିତ ରୁପେ ବାଥରୁମ୍ ର ସଫାସଫି କରନ୍ତି ନାହିଁ ତାଙ୍କ ଘରେ ନେଗେଟିଭ୍ ଏନର୍ଜୀର ବାସ ହୋଇଥାଏ । ସବୁଠାରୁ ପ୍ରଥମେ ଆମେ ସମସ୍ତେ ଜାଣିଛେ କି ଧନର ସମସ୍ୟା ଏମିତି ଏକ ସମସ୍ୟା ଅଟେ ଯାହା ମଣିଷକୁ ଭିତରୁ ଦୁର୍ବଳ କରିଦିଏ
ଏହାର କାରଣ ବହୁତ ସମସ୍ୟା ମାନ ଦେଖିବାକୁ ମିଳେ , ସେମିତି ଆଜି ଆମେ ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଏକ ଖାସ୍ ଉପାୟ ନେଇକରି ଆସିଛୁ, ଧ୍ୟାନ ରଖିବେ କି ବାଥରୁମ୍ ସାମ୍ନାରେ ବିଲକୁଲ୍ ଆଇନା ରଖିବେ ନାହିଁ , କାରଣ ଏମିତି କରିଲେ ଘରେ ନେଗେଟିଭ୍ ଏନର୍ଜୀ କାଚରେ ବାଡେଇ ହୋଇ ଘର ମଧ୍ୟକୁ ଚାଲିଯାଏ , ସେମିତି ମନେ ରଖିବେ କି ବାଥରୁମ୍ ରେ ଆଇନା ଲଗାଉଛନ୍ତି , ତେବେ ଧ୍ୟାନ ରଖିବେ କି କେବେ ଭୁଲରେ ବାଥରୁମ୍ ରେ ଆଇନା ଲଗାନ୍ତୁ ନାହିଁ, କାରଣ ଏହିପରି ଆଇନା ଲଗାଇବା ଅଶୁଭ ହୋଇଥାଏ, ଏହା ସହ ଜ୍ୟୋତିଷ୍ୟଶାସ୍ତ୍ରରେ କୁହାଯାଇଛି କି କବାଟ ସାମ୍ନାରେ କାଚ ଲଗାଇଲେ ନେଗେଟିଭ୍ ଏନର୍ଜୀ ପ୍ରବେଶକରିଥାଏ ।
ବହୁତଥର ଦେଖାଯାଇଛି କି ବାଥରୁମ୍ ର ଟ୍ୟାପ୍ ରୁ ପାଣି ଠପ୍ ଠପ୍ ହୋଇପଡିବାର, ଯଦି ଆପଣଙ୍କ ସହ ଏମିତି ହେଉଛି ତେବେ ତୁରନ୍ତ ତାକୁ ରିପେୟାର୍ କରନ୍ତୁ , କାରଣ ଜ୍ୟୋତିଷ୍ୟଶାସ୍ତ୍ରର ଅନୁସାରେ କୁହାଯାଏ କି ବାଥରୁମ୍ ନଳରୁ ପାଣୀ ପଡିବା ଘରେ ଧନର କମି ହେବାର କାରଣ ହୋଇଥାଏ । ଏହା ଛଡା ଧ୍ୟାନ ରଖିବେ କି ବାଥରୁମ୍ ର କବାଟ ଖୋଲା ନରଖିବେ , କବାଟ ଖୋଲାରଖିଲେ ନାନାଦି ରୋଗ ହେବାର ସଂମ୍ଭାବନା ଅଧିକା ହୋଇଯାଏ