October 23, 2024

Odia Express

Here, There and Everywhere

ଜଲଦି ଯଦି କରିବାକୁ ଚାହୁଁଛନ୍ତି ଶରୀରର ଓଜନ୍ କମ୍ ତେବେ ଗ୍ରୀନ୍ ଟି ନୁହେଁ ବରଂ ଗ୍ରୀନ୍ କଫିର କରନ୍ତୁ ବ୍ୟବହାର, ଫାଇଦା ଜାଣିଲେ ଚକିତ ହୋଇଯିବେ ଆପଣ

ଆଜିକାଲି ଯେଉଁଠି ପ୍ରାୟତଃ ବହୁତ ଏମିତି ଲୋକ ଅଛନ୍ତି ଯିଏକି ନିଜ ଓଜନକୁ କଣ୍ଟ୍ରୋଲ୍ କରିବାପାଇଁ ଗ୍ରୀନ୍ ଟି ବ୍ୟବହାର କରନ୍ତି , ଆଜି କାଲି ଗ୍ରୀନ୍ ଟି ପ୍ରଚଳନ ଅଧିକା ଅଛି, କିନ୍ତୁ ଆଜି ଆମେ ଆପଣଙ୍କୁ ଗ୍ରୀନ୍ କଫି ବିଷୟରେ କହିବାକୁ ଯାଉଛୁ ହଁ ଆଜ୍ଞା ଗ୍ରୀନ୍ କଫିର ବ୍ୟବହାର କରିବା୍ ସହ  ଯଦି ଆପଣ ଗ୍ରୀନ୍ ଟି ପାଇଁ ଓଜନ କମ୍ କରିବାପାଇଁ କରନ୍ତି । ତେବେ ଆପଣଙ୍କ ଓଜନ ଜଲଦି କମି ତ ଥାଏ, ତାହା ସହ ଆପଣଙ୍କୁ ଆହୁରି ହେଲ ହେଲଦି ଲାଭ ଦେଇଥାଏ, ତେବେ ଆସନ୍ତୁ ଜାଣିବା କଣପାଇଁ ଗ୍ରୀନ୍ କପି ପିଇଲେ ଆପଣଙ୍କ ଓଜନ କମ୍ କରିପାରିବେ । ସବୁଠାରୁ ପ୍ରଥମେ ଏହା ଜାଣିବା ଉଚିତ୍ କି ଗ୍ରୀନ୍ କଫି କାହାକୁ କହନ୍ତି , କହିଦେବୁ କି ଗ୍ରୀନ୍ କଫି ଅସଲରେ ସେ କଫି ବିନ୍ସ ହୋଇଥାଏ ଯାହା ବିନା ରୋଷ୍ଟ୍ କରି ବ୍ୟବହାର୍ କରାଯାଏ , ଏହି କଫିର ବିନ୍ସ ରଙ୍ଗ ଗ୍ରୀନ୍ ହୋଇଥାଏ, ଏଥିପାଇଁ ଏହାକୁ ଗ୍ରୀନ୍ କଫି କହନ୍ତି , ବିନା ଭଜା ହୋଇଥିବା କଫି ବିନ୍ସ ବହୁତ୍ ଶକ୍ତ ହୋଇଥାଏ, ଏଥିପାଇଁ ଏହାକୁ ବ୍ୟବହାର କରିବା ପୁର୍ବରୁ ଏହାକୁ ଭଲ ଭାବେ ଗ୍ରାଇଣ୍ତ କରିନିଆଯାଏ , ଓ ତାହାପରେ ବ୍ୟବହାର କରାଯାଏ ।

କହିଦେବୁ କି ଯଦି ଆପଣ ଗ୍ରୀନ୍ କଫି ଓଜନ କମ୍ କରିବାପାଇଁ ବ୍ୟବହାର କରୁଛନ୍ତି ତେବେ ଏଥିରୁ ଭଲ ପ୍ରଡକ୍ଟ ଆଉ କିଛି ନାହିଁ , ହଁ ଆଜ୍ଞା ଗ୍ରୀନ୍ ଟିକୁ ଓଜନ କମ୍ କରିବାରେ ଅଧିକା ସହାୟକ ମାନାଯାଇଛି ,ଏକ ରିସର୍ଚ୍ଚରୁ ଜଣାଯାଏ କି ଆପଣ ସବୁଦିନ ସକାଳ ଜଳଖିଆରେ ଏକ ଘଣ୍ଟା ପୁର୍ବରୁ ଗ୍ରୀନ୍ କଫି ବ୍ୟବହାର୍ କରନ୍ତି ତେବେ ଏଥିରେ ଆପଣଙ୍କ ଓଜନ ବହୁତ ଜଲଦି କମ୍ ହେବାକୁ ଲାଗିବ । ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ନିୟମିତ ରୁପରେ ଗ୍ରୀନ୍ କଫି ବ୍ୟବହାର କରୁଥିଲେ ଏହା ଏକ ମାସରେ ପ୍ରାୟ ଦୁଇ କିଲୋ ଓଜନ କମ୍ କରିବାରେ ସହାୟକ ହୋଇଥଏ, ଓ ଏହାପାଇଁ ଅଧିକା ପରିଶ୍ରମ କରିବାକୁ ପଡିବ ନାହିଁ

ଏହା ଛଡା ଆପଣଙ୍କୁ କହିଦେବୁ କି ଯଦି ଆପନ ସକାଳ ଜଳଖିଆ ପୁର୍ବରୁ ଗ୍ରୀନ୍ କଫି ପିଇଥାନି ତେବେ ଏଥିରେ ଆପଣଙ୍କ୍ ଓଜନ୍ କମ୍ ହେବ , ତାହା ସହ ଯେଉଁ ଲୋକଙ୍କର ବ୍ଲଡ୍ ପ୍ରେସର୍ ଅଛି ସେଥିରୁ କାବୁ ପାଇପାରିବେ,  ଏହା କ୍ୟାନ୍ସର୍ ପରି ରୋଗ ସହ ଲଢିବାରେ ବହୁତ୍ ସହାୟକ ହୋଇଥାଏ, କହିଦେବୁ କି ଗ୍ରୀନ୍ କଫିରେ ଅଧିକା ଆଣ୍ଟିଏକ୍ସିଡେଣ୍ଟ ରହିଥାଏ,  ଯାହା କ୍ୟାନ୍ସର୍ ପରି ବ୍ୟାକ୍ଟେରିଆକୁ ଶରୀରରେ ପ୍ରବେଶ କରିବାକୁ ଦିଏ ନାହିଁ , ଆଣ୍ଟିଅକ୍ସିଡେଣ୍ଟ୍ ନା କେବଲ ରୋଗ କୁ ନିବାରଣ କରେ ବରମ୍ ଏଥିରେ ଆପଣ ଅଧିକା ଦିନ ଯାଏଁ ଯୁବା ରହିପାରିବେ , ଏହାର ବ୍ୟବହାରରେ ଚିନ୍ତା ଓ ଡିପ୍ରେସନ୍ ସମସ୍ୟା ହୁଏ ନାହିଁ ।

କହିଦେବୁ କି ଗ୍ରୀନ୍ କଫି ସବୁଦିନ ବ୍ୟବହାରରେ ଆପଣଙ୍କ ମେଟାବଲିଜିମ୍ ରେଟ୍ ବହୁତ ଗୁଣାରେ ବଢିଯାଏ , ଯେଉଁଥିରେ ଫ୍ୟାଟ୍ ବର୍ଣ୍ଣ ହେବାରେ ସାହାଯ୍ୟ କରେ, ଏହା ସହ ଶରୀରକୁ ପୁରା ଦିନ ଉର୍ଜାରେ ଭରି ରଖେ, ଯେଉଁଥିରେ ଆପଣ ଦିନ ସାରା ଫିଟ୍ ରହିବାରେ ସାହାଯ୍ୟ କରେ, ଓ ଏହା ଛଡା ଗ୍ରୀନ୍ କଫି ଆପଣଙ୍କ ମୁଡ୍ କୁ ସତେଜ୍ ରଖେ , ଓ ଡିପ୍ରେସନ୍ ଓ ଚିନ୍ତାରୁ ମୁକ୍ତି ଦେଇଥାଏ ।

Leave a Reply

Your email address will not be published. Required fields are marked *