ଜାଣନ୍ତୁ କଣ ପାଇଁ ଶିବଜୀଙ୍କୁ କରିବାକୁ ପଡିଲା ଭଗବାନ ଶ୍ରୀକୃଷ୍ଣଙ୍କ ଖାସ୍ ମିତ୍ର ସୁଦାମାଙ୍କ ବଧ – ଜାଣନ୍ତୁ ରୋଚକ ତଥ୍ୟ
ଯଦି ଆମେ ଶାସ୍ତ୍ରର କଥା କହିବା ତେବେ ଆମେ ସମସ୍ତେ ଜାଣିଛେ କି ସୁଦାମା ଭଗବାନ ଶ୍ରୀକୃଷ୍ଣଙ୍କର ଏକ ପରମ ମିତ୍ର ଥିଲେ , ଓ ସବୁବେଳେ ହିଁ ରହିବେ , କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି କଥା ବିଷୟରେ ଅବଗତ କରାଇବାକୁ ଚାହିଁବୁ, ଯାହା ବିଷୟରେ ଆମେ ବହୁତ କମ୍ ଲୋକ ଜାଣିଥିବେ , କିନ୍ତୁ ଏହିକଥା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ , ଆପଣଙ୍କୁ ଜଣେଇଦେବୁ କି ଏହି କଥା ସୁଦାମା ଯିଏକି ଭଗବାନ ଶ୍ରୀକୃଷ୍ଣଙ୍କ ପରମ ମିତ୍ର ଥିଲେ ତାଙ୍କ ବିଷୟରେ ଅଟେ, ହଁ ଆଜ୍ଞା ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଭଗବାନ ଶିବ ହିଁ ସୁଦାମାଙ୍କୁ ବଧ କରିଥିଲେ , ଏବେ ଆପଣ ଭାବୁଥିବେ କି ଭଗବାନ ଶିବ କାହିଁକି ସୁଦାମାଙ୍କୁ ବଧ କରିଥିଲେ , ଏହାର ପଛରେ କଣ କାରଣ ହୋଇପାରେ , ତେବେ ଚାଲନ୍ତୁ ଏବେ ଏହାର ବିଷୟରେ ଆପଣଙ୍କୁ ବିସ୍ତାରରେ କହିବୁ । ଜଣେଇଦେବୁ କି ଯେବେ ସୁଦାମାଙ୍କ ମୃତ୍ୟୁ ହେଲା ତେବେ ତାଙ୍କୁ ସ୍ୱର୍ଗ ଲୋକରେ ସ୍ଥାନ ମିଳିଲା , କହିଦେବୁ କି ସ୍ୱର୍ଗ ଲୋକରେ ସୁଦାମାଙ୍କ ସହ ବିରଜା ବି ନିବାସ କରୁଥିଲେ , ସୁଦାମା ବିରଜାଙ୍କୁ ବହୁତ ପ୍ରେମ କରୁଥିଲେ , କିନ୍ତୁ ବିରଜା ଭଗବାନ ଶ୍ରୀକୃଷ୍ଣଙ୍କୁ ବହୁତ ପ୍ରେମ କରୁଥିଲେ
ଯେବେ ବିରଜା ଓ ଶ୍ରୀକୃଷ୍ଣଜୀ ନିଜ ପ୍ରେମରେ ମଗ୍ନ ଥିଲେ , ତେବେ ରାଧାଜୀ ବହୁତ ଗ୍ରଗଟ ହୋଇଗଲେ , ହଁ ଆଜ୍ଞା ଏହି ନଜାରା ଦେଖିକରି ରାଧାଜୀ ବିରଜାଙ୍କୁ ପୃଥିବୀ ଲୋକରେ ଯିବାକୁ ଶ୍ରାପ ଦେଇଦେଲେ , ଓ ପୃଥିବୀ ପଠାଇଦେଲେ , ଆପଣଙ୍କୁ ଜଣେଇଦେବୁ କି ଯେବେ ସୁଦାମାଙ୍କୁ ପୃଥିବୀ ଲୋକ ଆସିବାର ଶ୍ରାପ ମିଳିଲା , ତେବେ ତାଙ୍କ ଜନ୍ମ ଏମିତି କହିଲେ ତାଙ୍କର୍ ପୁନଃ ଜନ୍ମ ଏକ ଶଙ୍ଖଚୁର୍ଣ୍ଣ ରାକ୍ଷସ ରୁପରେ ହୋଇଥିଲା । ଏହା ଛଡା ବିରଜାଙ୍କ ଜନ୍ମ ତୁଳସୀ ରୁପରେ ହେଲା, ଯାହାପରେ ଦୁହେଁଙ୍କ ବିବାହ ହୋଇଗଲା , କହିଦେବୁ କି ଶଙ୍ଖଚୁର୍ଣ୍ଣ ଙ୍କୁ ବ୍ରହ୍ମାଙ୍କର ବରଦାନ ପ୍ରାପ୍ତ ଥିଲା, ସେ ବରଦାନ ଦେଇଥିଲେ କି ଯେବେ ପର୍ଯ୍ୟନ୍ତ ତୁଳସୀ ତୁମ ଉପରେ ବିଶ୍ୱାସ କରିବେ , ତେବେ ପର୍ଯ୍ୟନ୍ତ ତୁମକୁ କିଏ ବି ପରାଜିତ କରିପାରିବ ନାହିଁ
ଏହି ପରି ଭାବେ ଶଙ୍ଖଚୁର୍ଣ୍ଣକୁ ଏକ ବ୍ରହ୍ମାଙ୍କ କବଚ ମିଳିଥିଲା , କହିଦେବୁ କି ଏହି ବରଦାନ କାରଣରୁ ଶଙ୍ଖଚୁର୍ଣ୍ଣ ଯୁଦ୍ଧରେ ଜିତିବାକୁ ଲାଗିଲା ଓ ଦେଖୁ ଦେଖୁ ତିନି ଲୋକର ସ୍ୱାମୀ ହୋଇଗଲା , ଏବେ ଏମିତି ଶଙ୍ଖଚୁର୍ଣ୍ଣର ଅତ୍ୟାଚାରରୁ ନା କେବଳ ଲୋକ ବରଂ ଦେବତା ବି ଚିନ୍ତିତ ହୋଇଯାଇଥିଲେ । ଯାହାଦ୍ୱାରା ଶିବଜୀ ଦେବତାଙ୍କୁ ଶଙ୍ଖଚୁର୍ଣ୍ଣ ର୍ ଅତ୍ୟାଚାରରୁ ମୁକ୍ତି ଦେବାପାଇଁ ଓ ତାଙ୍କ ବଧ କରିବାପାଇଁ ବଚନ ଦେଲେ , ଯେବେ ଶିବଜୀ ଶଙ୍ଖଚୁର୍ଣ୍ଣକୁ ବୁଝାଇଲେ ତେବେ ସେ ଶିବଜୀଙ୍କ ସହ ଯୁଦ୍ଧ କରିବାକୁ ହଁ କରିଦେଲା, ଏମିତିରେ ଶିବ ବାଧ୍ୟ ହୋଇକରି ଶଙ୍ଖଚୁର୍ଣ୍ଣର ବଧ କରିବାକୁ ପଡିଲା, କାରଣ ଶିବ ତାଙ୍କର ବଧ କରିବାକୁ ଚାହୁଁନଥିଲେ, କିନ୍ତୁ ତାଙ୍କ ଗର୍ବ କମ୍ ହେଉନଥିଲା, ଓ ଅତ୍ୟାଚାର ବି ବଢିବାକୁ ଲାଗିଥିଲା, ଏହି ପରି ଭଗବାନ ଶିବଙ୍କ ହାତରେ ସୁଦାମା ମାନେ ଶଙ୍ଖଚୁର୍ଣ୍ଣଙ୍କ ବଧ ହୋଇଥିଲା, ଏବେ ସେମିତି ଏହା ପୁନଃଜନ୍ମ ହିଁ ହେଉ , କିନ୍ତୁ ସୁଦାମାଙ୍କ ବଧ ଶିବଙ୍କ ହାତରେ ହେବା ଏହା ଲେଖା ହୋଇଥିଲା। ଏଥିପାଇଁ ସୁଦାମା ଜୀ ଏକ ରାକ୍ଷସ ହୋଇକରି ପୁଣି ଆଉଥରେ ପୃଥିବୀରେ ଜନ୍ମ ନେଇଥିଲେ