October 27, 2024

Odia Express

Here, There and Everywhere

ସ୍ତ୍ରୀର ସବୁଦିନର ପାଟିତୁଣ୍ତରୁ ଚିନ୍ତିତ ରହିଲେ ସ୍ୱାମୀ, କରନ୍ତୁ ଏହି ଉପାୟ ଆପଣଙ୍କ ସ୍ତ୍ରୀ ଆପଣାକୁ କେବଳ ପ୍ରେମ କରିବ..

ଏମିତି କୁହାଯାଏ କି ବିବାହ ଏକ ଲଡୁ ସମାନ ଅଟେ ଯିଏ ଖାଏ ସେ ପଶ୍ଚାତାପ କରେ ଓ ଯିଏ ନ ଖାଏ ସିଏ ବି ପଶ୍ଚାତାପ କରିଥାଏ, ବହୁତଥର ଦେଖାଯାଏ କି ପୁଅ ନିଜ ବିବାହକୁ ନେଇ କରି ବହୁତ ଉତ୍ସାହିତ ରୁହନ୍ତି, ନିଜ ପସନ୍ଦର ଝିଅରସହ ଏକ ଛାତ ତଳେ ୨୪ ଘଣ୍ଟା ରହିବାର ଭାବନା ତାଙ୍କ ମନରେ ଲଡୁ ଫୁଟିଥାଏ,  କିନ୍ତୁ ଯେବେ କି ତାଙ୍କୁ ସତରେ ବିବାହ କରିଦିଅନ୍ତି , କିଛି ମାସ ସେହି ଝିଅର ସହ ରହିବାକୁ ପସନ୍ଦ କରନ୍ତି , ତେବେ ତାଙ୍କୁ ଜଣାପଡିବ କି ବିବାହର୍ ଅସଲ ରୁପ କଣ ହୋଇଥାଏ,  ବିବାହ ପରେ ପୁଅଙ୍କର ବହୁତ ଦାୟିତ୍ୱ ବଢିଯାଏ , ତାହା ସହ ନିଜ ଘରର ଲୋକ ଓ ନିଜ ସ୍ତ୍ରୀର ଝଗଡାରେ ଚିନ୍ତା ମାଡିଆସେ , ଏମିତିରେ ଟିକିଏ ଭୁଲ୍ ହୋଇଗଲେ ସ୍ତ୍ରୀ ସେହି କଥାକୁ ନେଇ ନାନାଦି ପାଟିତୁଣ୍ତ କରିଥାଏ, ତାପରେ ପୁଅ ଏହା ଭାବେ କି ମୁଁ କାହିଁକି ବାହାହେଲି । ସେମିତି ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ତ ଲାଗିରହିବା ଏକ ସାଧାରଣ କଥା ଅଟେ,  କିନ୍ତୁ ବହୁତଥର୍ କିଛି ମହିଳା ଏମିତି ହୋଇଥାନିତ୍ ଯିଏ ମୁହଁ ବନ୍ଦ କରିବାର ନାଁ ନିଅନ୍ତି ନାହିଁ  ସେମାନେ କେଉଁ ନା କେଉଁ କଥାକୁ ନେଇ ନାରାଜ୍ ରୁହନ୍ତି , ଓ ଲଢେଇ ଝଗଡା କରିବାରେ ଆଗୁଆ ହୋଇଥାନ୍ତି , ଏମିତିରେ ସ୍ୱାମୀ ନିଜ ସ୍ତ୍ରୀ ଠାରୁ ବିରକ୍ତ ହୋଇଯାଏ , ଓ ବହୁତ ଥର ରାଗରେ କିଛି କହିବସିଥାଏ, ଯଦି ଆପଣଙ୍କହାଲତ୍ କିଛି ଏହିପରି ଅଛି , ଓ ଆପଣ ବି ନିଜ ସ୍ତ୍ରୀର ପାଟିତୁଣ୍ତରୁ ଚିନ୍ତିତ ଅଛନ୍ତି , ତେବେ ଟେନସନ୍ ନିଅନ୍ତୁ ନାହିଁ , ଆଜି ଆମେ ଆପଣଙ୍କୁ କିଛି ଖାସ୍ ଟିପ୍ସ ସେୟାର୍ କରିବୁ, ଯାହାଦ୍ୱାରା ଆପଣଙ୍କ ସ୍ତ୍ରୀସହ ପ୍ରତିଦିନ ଲଢେଇଝଗଡା ବନ୍ଦ ହୋଇଯିବ ।

୧) ଯେବେ ଆପଣଙ୍କ ସ୍ତ୍ରୀଙ୍କ ମୁଡ୍ ଖରାପ ହୋଇଯାଏ , ଓ ଆପଣଙ୍କୁ ଲାଗେ କି ତାଙ୍କ ଦିମାଗ୍ ଅତ୍ୟାଧିକ କ୍ରୋଧ ଆସିଯାଈଛି, ତେବେ ତାଙ୍କ ଧ୍ୟାନ ଆଉ କେଉଁଆଡେ ଘୁମାଇଦେବେ , ଉଦାହରଣ ପାଇଁ ତାଙ୍କ ସାମ୍ନାରେ ଏକ ଗୀତ ଗାଇଦେବେ କିମ୍ବା ଡ୍ୟାନ୍ସ କରି ହସାଇବେ , ଆପଣ ଚାହିଁଲେ ରୋମାଣ୍ଟିକ୍ ହୋଇପାରିବେ,  ଆପଣଙ୍କ ଏହି ସବୁ ହରକତ୍ ରୁ ତାଙ୍କ ରାଗ ଶାନ୍ତ ହୋଇ ହସମୁଖ ରୁପରେ ପାଲଟିଯିବ

୨) ଯେବେ କେଉଁ ମହିଳା ଦିନ ସାରାଘରେ ରହିଥାନ୍ତି ସେ ଚିଡଚିଡା ହୋଇଯାଆନ୍ତି , ଏମିତିରେ ତାଙ୍କୁ ସପ୍ତାହରେ ଥରେ କିମ୍ବା ଦୁଇଥର ବାହାରକୁ ବୁଲାଇବାକୁ ନେଇଯାଆନ୍ତୁ, ଏହିପରି ଘରେ ଅସୁବିଧା ଦୁର ହେବା ସହ କିଛି ଭଲ ସମୟ କଟାଇପାରିବେ , ଏହାଦ୍ୱାରା ତାଙ୍କ ଦିମାଗ ଶାନ୍ତ ରହିବ , ଓ ସପ୍ତାହ ପାଇଁ ଘରର ସବୁ ଅସୁବିଧା ଛାଡି ନୁଆ ଏନର୍ଜୀ ଆସିଯିବ ।

୩) ବହୁତଥର ସ୍ୱାମୀ ମାନେ ଅତ୍ୟାଧିକ ବ୍ୟସ୍ତ ରହିବାକାରଣରୁ ନିଜ ସ୍ତ୍ରୀଙ୍କୁ ସମୟ ଦେଇପାରନ୍ତି ନାହିଁ , ଏମିତିରେ ସ୍ତ୍ରୀ ନିଜକୁ ଏକେଲା ଅନୁଭବ କରିଥାନ୍ତି ଓ ତାଙ୍କୁ ଏହି ଏକେଲାପଣ ଯୋଗୁଁ ରାଗ ବି ଆସିଯାଏ , ଆପଣଙ୍କୁ ଏହି ବିଜି ସମୟ ମଧ୍ୟରୁ କିଛି ସମୟ ବାହାର କରି ସମୟ ସ୍ତ୍ରୀ ସହ ଦେବାକୁ ହେବ,  ତାହାସହ ବିବାହିତ ଜୀବନରେ ରୋମାନ୍ସର ଏକ ତଡକା ଦେବାକୁ ହେବ,  ଏଥିରେ ଆପଣଙ୍କ ସ୍ତ୍ରୀ କଣ୍ଟ୍ରୋଲ୍ ରେ ରହିବେ , ଓ ଲଢେଇ ଝଗଡା କରିବେ ନାହିଁ ।

୪) ଯେବେ ବି ଘରେ ସ୍ତ୍ରୀ ପରିବାରର କେଉଁ ସଦସ୍ୟଙ୍କ ସହ ଲଢେଇ ଝଗଡା କରୁଥିବେ , ତେବେ ତାଙ୍କୁ ସମସ୍ତଙ୍କ ସାମ୍ଣାରେ ବେଇଜ୍ଜତ କରନ୍ତୁ ନାହିଁବରଂ ତାଙ୍କୁ ଏକେଲାରେ ପ୍ରେମରେ ବୁଝାନ୍ତୁ , ଓ ଯଦି ଭୁଲ ନ ଥିବ ତେବେ ବରାବରତାଙ୍କ ସାଥ୍ ଦିଅନ୍ତୁ , ଏଥିରେ ଆପଣଙ୍କ ଉପରେ ତାଙ୍କର୍ ଭରସା ହୋଇଯୀବ, ଓ ସେଥିରେ ପରସ୍ପର୍ ମଧ୍ୟରେ ଲଢେଇ ଝଗଡା ହେବନାହିଁ ।

Leave a Reply

Your email address will not be published. Required fields are marked *