October 22, 2024

Odia Express

Here, There and Everywhere

ସିରିଆଲ୍ ଝାନସିର ରାଣୀରେ ନଜର ଆସୁଥିବା ଏହି ଝିଅ ଏବେ ଦେଖାଯାଉଛନ୍ତି ବହୁତ ସୁନ୍ଦର, ଫଟୋ ଦେଖିଲେ ନଜର ଆଉ ହଟିବ ନାହିଁ

ଆଜିର ସମୟରେ ଲୋକ ଯେଉଁ ପ୍ରକାରରେ ବଲିଉଡ୍ ଫିଲ୍ମ ଦେଖିବାକୁ ମନ ବଳାଉଛନ୍ତି ଠିକ୍ ସେମିତି ଟିଭି ଜଗତର ଧାରାବାହିକକୁ ବି ଲୋକ ପସନ୍ଦ କରିବାକୁ ଲାଗିଲେଣୀ, ଏହାର ପଛରେ କାରଣ ଏହା କି ଆଜିର ସମୟରେ ଟିଭିର ଦର୍ଶକଙ୍କ ମନୋରଞ୍ଜନ ପ୍ରତି ଅଧିକା ଧ୍ୟାନ ଦିଆଯାଏ , ସବୁ ବୟସର ଲୋକଙ୍କ ପାଇଁ ସବୁ ପ୍ରକାରର ଧାରାବାହିକ ପ୍ରସାରିତ ହେଉଛି, ଯାହାକୁ ଦେଖି ଲୋକେ ଧାରାବାହିକ ପ୍ରତି ଦିୱାନା ହୋଇଯାଉଛନ୍ତି , ଟିଭିରେ ନାନାପ୍ରକାର ଧାରାବାହିକ ପ୍ରସାରିତ କରାଯାଉଛି, ସେ ଘର୍ ପରିବାର ସହ ଯୋଡି ହୋଇଥାଉ କିମ୍ବା ଦେଶର ଭକ୍ତି ଉପରେ କିମ୍ବା କମେଡି ଶୋ ହେଉ । ଏହି ଧାରାବାହିକରେ ସବୁଠାରୁ ଖାସ୍ କଥା ଏହା କି ଯେବେ ଆମେ ଏହାକୁ ଟିଭିରେ ଧାରାବାହିକ ହିସାବରେ ଦେଖୁ ତେବେ ଆମକୁ କିଛି ଭୁମିକା ବହୁତ ପସନ୍ଦ ଆସିଯାଏ , କେବେ କେବେ ଲୋକେ ଏହି ବିଶେଷ କଳାକାରଙ୍କ କାରଣରୁ ଧାରାବାହିକ ଦେଖନ୍ତି, ଓ ସେହି କଳାକାରଙ୍କ ବିଷୟରେ ଜାଣିବାକୁ ଇଚ୍ଛାପ୍ରକାଶ କରନ୍ତି ,ଆଜିଠାରୁ କିଛି ଦିନ ପୁର୍ବରୁ ପ୍ରଥମ ଟିଭିରେ ଏମିତି ଏକ ଧାରାବାହିକ ପ୍ରସାରିତ କରାଯାଊଥିଲା, ଯାହାକୁ ଦର୍ଶକ ବହୁତ ପସନ୍ଦ କଲେ

ଓ ସେହି ଧାରାବାହିକ ନାଁ ଥିଲା ଝାନସିର ରାଣୀ ଏହା ବିଷୟରେ ଆପଣ ସମସ୍ତେ ଜାଣିଥିବେ, ଏହି ଧାରାବାହିକ ୨୦୦୯ ରେ ଆରମ୍ଭ ହୋଇଥିଲା , ଆଜି ଆମେ କହିବାକୁ ଯାଉଛୁ ଏହି ସିରିଆଲ୍ ରେ ଝାନସିର ରାଣୀ ଭୁମିକା ନିଭାଇଥିବା ଝିଅର ବିଷୟରେ ଯିଏକି ବହୁତ ବଡ ହୋଇସାରିଛନ୍ତି , ଓ ସୁନ୍ଦର ଦେଖାଯାଉଛନ୍ତି , ଆପଣଙ୍କୁ କହିଦେବୁ କି ଝାନସିର ରାଣୀର ଅଭିନୟ କରିଥିବା ଝିଅ ଅସଲ ନାଁ ଉଲକା ଗୁପ୍ତା ଅଟେ, ଉଲକା ଗୁପ୍ତାଙ୍କ ଜନ୍ମ ୧୯୯୭ ରେ ହୋଇଛି ଯିଏକି ମୁମ୍ବାଇରୁ ଅଟନ୍ତି ।

ସେହି ସମୟରେ ଉଲକାଙ୍କ ବୟସ କମ୍ ଥିଲା କିନ୍ତୁ ଏବେ ସେ ବହୁତ୍ ବଡ ହୋଇସାରିଛନ୍ତି , ଓ ବହୁତ ସୁନ୍ଦର ଦେଖାଯାଉଛନ୍ତି , ଉଲକା ଗୁପ୍ତା ଝାନସିର ରାଣୀ ସିରିଆଲ୍ ରୁ ଭଲ ଅଭିନୟ କରିଥିଲେ,  ତାହାପରେ ଉଲକା ଗୁପ୍ତା ବହୁତ ସାରା ଟିଭି ସିରିଆଲ୍ସ୍ ରେ କାମକଲେ, ସେ ଦେଖିବାକୁ ବହୁତ ସୁନ୍ଦର୍ ଓ ଷ୍ଟାଇଲିଷ୍ଟ ଲାଗନ୍ତି । ଏବେ ଏକ ଇଣ୍ଟରଭ୍ୟୁରେ ଉଲକା କହିଲେ କି ହିନ୍ଦୁ ଦେବୀଙ୍କ ଅଭିନୟ କରିବାର୍ ମଉକା ମିଳିଥିବାରୁ ସେ ଖୁସି ଅଛନ୍ତି , ଶକ୍ତିପୀଠ କେ ଭୈରବ ମୋର ଅଭିନୟକୁ ଶିଖାଇଛି, କାରଣ ଏଥିରୁ ମୋତେ ଶୋରେ ଅଭିନୟ କରିବାର ମଉକା ମିଳିଲା , ଉଲକା ଏହି ସିରିଆଲ୍  ଛଡା ଅଲଗା ଟିଭିରେ ପ୍ରସିଦ୍ଧ ଶୋର ଭାଗ ନେଇସାରିଛନ୍ତି ।

ଟିଭି ଶୋରେ ଝାନସି ରାଣୀ ଲକ୍ଷ୍ମୀବାଇ ଛୁଆବେଲରୁ ଅଭିନୟରୁ ଫେମସ୍ ହୋଇଥିଲା,  ଉଲକା ଗୁପ୍ତା ବହୁତ ଜଲଦି ବଲିଉଡ୍ ରେ ଏଣ୍ଟ୍ରି କରିପାରନ୍ତି , ଉଲକା ଅଭିନୟରୁ ଭାରତର ହୃଦୟ ଜିତିଛନ୍ତି , ଓ ଆଉଥରେ ଉଲକା ବଡ ପର୍ଦାରେ ନିଜ ଅଭିନୟର ଯାଦୁ ଦେଖାଇବେ । ସେମିତି ସୁତ୍ରର ମୁତାବିକ ଏହା ବି ଖବର ଆସୁଛି କି ଫିଲ୍ମ ନିର୍ମାତା କରନ୍ ଜୋହର୍ ତାଙ୍କୁ ଫିଲ୍ମରେ ନେଇପାରନ୍ତି

Leave a Reply

Your email address will not be published. Required fields are marked *