January 21, 2025

Odia Express

Here, There and Everywhere

ଆପଣଙ୍କ ଚେହେରାକୁ କେବେ ବୁଢା ହେବାକୁ ଦେବନାହିଁ ଏହି ଦୁଇଟି ପତ୍ର, ଏମିତି କରନ୍ତୁ ଏହାର୍ ବ୍ୟବହାର..

ପିଜୁଳି ଖାଇବା ସ୍ୱାସ୍ଥ୍ୟ ପକ୍ଷରେ ବହୁତ ଫାଇଦାୟକ ହୋଇଥାଏ । ଏହା ଆମେ ସମସ୍ତେ ଜାଣିଛନ୍ତି , କିନ୍ତୁ କଣ ଆପଣ ଜାଣିଛନ୍ତି ,ପିଜୁଳିର ପତ୍ର ବି କିଛି କମ୍ ହୋଇନଥାନ୍ତି , ତ୍ୱଚାକୁ ଯତ୍ନ ନେବାରୁ ନେଇକରି ବାଳର ସୁନ୍ଦରତା ବନାଇ ରଖିବାରେ ପିଜୁଳିର ପତ୍ର ବ୍ୟବହାର କରାଯାଏ , ପିଜୁଳିର ପତ୍ରରେ ବହୁତ ସାରା ରୋଗର ଚିକିତ୍ସା ହୋଇପାରେ , ପିଜୁଳିରେ ବହୁତ ଔଷଧୀୟ ଗୁଣରେ ଭରପୁର୍ ଅଛି, ଏହାର ପତ୍ର ବହୁତ ଉପଯୋଗୀ ହୋଇଥାଏ,  କିମ୍ବା ଏହା କହିପାରିବା ପିଜୁଳିର ଫଳରୁ ଅଧିକା ତାର ପତ୍ରରେ ଫାଇଦା ଥାଏ ,ପିଜୁଳି ପତ୍ରର ଫାଇଦା ଅଧିକା ଏହାର ପତ୍ରରେ ଥାଏ,  କିନ୍ତୁ ଏହା ରୋଗକୁ ଲଢିବାରେ ବି ଫାଇଦାଦାୟକ ହୋଇଥାଏ । ଆଜି ଆମେ କଥା ହେବା ପିଜୁଳି ଗଛର ପତ୍ର ବିଷୟରେ ଯାହାର ବ୍ୟବହାର ଆମେ ସ୍କିନ୍ କୁ ଯୁବା ରଖିବାରେ କରିପାରିବା , ପିଜୁଳିର ପତ୍ରର ବ୍ୟବହାର କରି ଆପଣ ନିଜ ସ୍କିନ୍ କୁ ଏକ ନୁଆ ଜୀବନ ଦେଇପାରିବେ

ଆଜି ଆମେ ଆପଣଙ୍କୁ ପିଜୁଳିର ପତ୍ରରେ ସ୍କିନ୍ ରେ ହେଉଥିବା ଫାଇଦା ବିଷୟରେ କହିବୁ, କିପରି ଆପଣ ଏହାର ବ୍ୟବହାର କରିବାକୁ ଅଛି, ଯାହାଦ୍ୱାରା ଆପଣଙ୍କ ତ୍ୱଚା ଓ ଶରୀର ଯୁବା ହୋଇ ରହିବ । ଏହାପାଇଁ ଆପଣ ନିଜ ଚେହେରାର ସୁନ୍ଦରତା ବଢାଇବାପାଇଁ କରିପାରିବେ , ଏହାପାଇଁ ଆପଣଙ୍କୁ ପିଜୂଳିର କିଛି ତାଜା ପତ୍ର ନେବାର ଅଛି ଏହି ପତ୍ରକୁ ଭଲ ଭାବରେ ମିକ୍ସ କରି ପେଷ୍ଟ କରିନେବେ । ଏବେ ଏଇ ପେଷ୍ଟକୁ ନିଜ ଚେହେରାରେ ହାଲକା ହାତରେ ସବୁଆଡେ ଲଗାଇବେ , ଏହାକୁ ସୁଖିବାକୁ କିଛି ମିନିଟ୍ ଛାଡିଦିଅନ୍ତୁ , ଓ ଯେବେ ଏହା ପେଷ୍ଟ ସୁଖିଯାଏ , ତେବେ ଥଣ୍ତାପାଣୀରେ ନିଜ ଚେହେରାକୁ ଭଲ ଭାବରେ ଧୋଇଦେବେ , ଆପଣଙ୍କୁ ସପ୍ତାହରେ ପ୍ରାୟ ଦୁଇ ରୁ ତିନିଥର ଲଗାଇବାର ଅଛି ।

ଏମିତି କଲେ ଆପଣଙ୍କ ଚେହେରାରେ ବୟସ ଦାଗ ଆସିବନାହିଁ , ଓ ତାହା ସହ ସ୍କିନ୍ ବି ସତେଜ ରହିବ , ଏହି ପିଜୁଳିର ପତ୍ର ପେଷ୍ଟକୁ ନିଜ ଚେହେରାରେ ଲଗାଇବା ସହ ଆପଣଙ୍କୁ ପିଜୁଳିର ପତ୍ରର ଜୁସ୍ ପିଇବା ହେବ , ଆପଣ କିମ୍ବା ପିଜୂଳିର ପତ୍ରର ପେଷ୍ଟକରି ପାଣିରେ ପିଇପାରିବେ , କିମ୍ବା ସିଧା ଚୋବାଇକରି ପିଜୁଳି ପତ୍ରକୁ ଖାଇପାରିବେ , ଏହା ଆପଣଙ୍କୁ ଭଲ ପରିଣାମ ଦେବ । ଓ ଅନ୍ୟ ରୋଗରୁ ମୁକ୍ତି ଦେବ,  କାରଣ ଏଥିରେ ଆଣ୍ଟି ଏକ୍ସିଡେଣ୍ଟଓ ଆଣ୍ଟିବାୟୋଟିକ୍ ଗୁଣ ହୋଇଥାଏ , ଯାହା ସ୍କିନ୍ କୁ ସୁସ୍ଥ୍ୟ ବନାଇ ରଖିବାରେ ଓ ଲମ୍ବା ସମୟରୁ ଯୁବା ରଖିବାରେ ସାହାଯ୍ୟ କରେ, ତେବେ ପିଜୁଳିର ପତ୍ରକୁ ସ୍ୱାସ୍ଥ୍ୟର ସହ ଯୋଡି ନିଅନ୍ତୁ

Leave a Reply

Your email address will not be published. Required fields are marked *