June 28, 2025

Odia Express

Here, There and Everywhere

ପରିବା ଓ ଫଳର ରଙ୍ଗହୋଇଥିବ ଯଦି ଲାଲ୍ ତେବେ ବୁଝିଯିବେ କି ସେ ହିଁ ଅଛି ପୋଷ୍ଟିକତାରେ ଭରପୁର୍ , ଦୁର ହେବ ରକ୍ତର ହୀନତା

1 min read

ବହୁତଥର ଆପଣମାନେ ଶୁଣିଥିବେ କି ସବୁଜ ପରିବା ଖାଇଲେ ଆଖିକୁ ରଶ୍ମୀ ଭଲ ପ୍ରଦାନ କରିଥାଏ , ଓ ଏହା ସହ ଏହାର ପୋଷ୍ଟିକତା ବି ଅଧିକା ମିଳିଥାଏ,  ଆପଣଙ୍କୁ କହିଦେବୁ କି ଏମିତି କହିବା ଭୁଲ୍ ନୁହେଁ , କାରଣ ଫଳ ଓ ପରିବା ପ୍ରକୃତି ଦେଇଛି, ଏହାର ସେବନ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ,  ଏହା ସହ ଆପଣଙ୍କୁ କହିଦେବୁ କି ଯଦି ଆପଣ ନିୟମରେ ସବୁଦିନ ଖାଦ୍ୟରେ ଅଲଗା ଅଲଗା ଫଳର ସେବନ କରନ୍ତି ତେବେ ଆପଣଙ୍କ ଶରୀରରେ ଅଲଗା ଅଲଗା ପ୍ରକାରର ବହୁତ ପୋଷକ ତତ୍ତ୍ୱ ମିଳିଥାଏ,  ଓ ନିଶ୍ଚିତ ଭାବେ ଆମ ଶରୀରରେ ବହୁତ ସାରା ଦରକାରିତା ପୁରା କରିଥାଏ , ଯାହା ସାଧାରଣତଃ ସାମାନ୍ୟ ଖାଦ୍ୟପେୟରୁ ପୁରା ହୋଇପାରେ ନାହିଁ , ଆମେ ତାହା ପାଇଁ ନାନାପ୍ରକାରର ଜିନିଷ ସେବନ କରନ୍ତି ।

ଆପଣ ଦେଖିଥିବେ କି ଫଳରେ ନାନାପ୍ରକାରର ହୋଇଥାଏ,  ଓ ସବୁ ଫଳର ରଙ୍ଗ ବି ଅଲଗା ଅଲଗା ହୋଇଥାଏ , ଅସଲରେ କହିଦେବୁ କି ଫଳ ଓ ପରିବାର ରଙ୍ଗ ସେଥିରେ ମହଜୁଦ୍ ଗୁଣକୁ ଦର୍ଶାଇଥାଏ,  ଓ ଆଜି ଆମେ ଲାଲ ରଙ୍ଗର ଫଳ ଓ ପରିବା ବିଷୟରେ କଥା କହିବୁ, ଯାହା ଆମ ଶରୀର ପାଇଁ ଆବଶ୍ୟକ ପୋଷକ ତତ୍ତ୍ୱ ଅଟେ, ତେବେ ଆସନ୍ତୁ ଜାଣିବା ଏହାର କଣ ଫାଇଦା ହୋଇଥାଏ ,

୧) ଲାଲ୍ ଗାଜର- ଆପଣଙ୍କୁ କହିଦେବୁ କି ଗାଜର ଖାଇବାକୁ ବହୁତ ସ୍ୱାଦିଷ୍ଠ ଲାଗିଥାଏ,  ଓ ତାହା ସହ ଏଥିରେ ପୋଟାସିୟମ୍, ଫଲେଟ୍, ଏନ୍ଥୋସିୟାସିନ୍ ,ଜିଙ୍କ୍, ଫସଫରସ୍, ଲାଇକୋପିନ୍, ମ୍ୟାଗ୍ନାନିଜ୍ , କପର୍ , ଆଇରନ୍, କ୍ୟାଲସିୟମ୍ , ଭିଟାମିନ୍ ଏ, ଭିଟାମିନ୍ ବି, ଭିଟାମିନ୍ ସି, ଭିଟାମିନ୍ ଇ ଭିଟାମିନ୍ସର ବହୁତ ସାରା ଫାଇଦା ହୋଇଥାଏ , ଆପଣଙ୍କୁ ଜଣାଥିବା ଦରକାର କି ଏହାର ଏକ ବହୁତ ସ୍ରୋତ ବି ହୋଇଥାଏ , ଏହା ଛଡା ଆପଣଙ୍କୁ କହିଦେବୁ କି ଗାଜର ଡାଇଟ୍ରି ଫାଇବର୍ ବି ଅଧିକା ଥାଏ,  ଯାହାର କାରଣରୁ ଆମର ପେଟ ଭଲ ଭାବରେ ସଫା ହୋଇଯାଏ , ଓ ପେଟ ସଫା ରହିବା କାରଣରୁ କିଛି ରୋଗ ହୋଇନଥାଏ ।

୨) ବିଟ୍- ଏହା ତ ସମସ୍ତେ ଜାଣିଛନ୍ତି କି ବିଟ୍ ଏମିତି ଏକ ପରିବା ଅଟେ ଯାହା ଫଳରେ ଅଧିକା ଲାଲ୍ ହୋଇଥାଏ , ଓ ଏହା ବିଷୟରେ ପ୍ରାୟ ସବୁ ଲୋକ ଜାଣିଛନ୍ତି , ଏହାର ସେବନ କଲେ ରକ୍ତ ପ୍ରବାହ ଅଧିକା କରିଥାଏ , ସେମିତି ଆପଣଙ୍କୁ କହିଦେବୁ କି ସବୁ ପରିବାରେ ସବୁଠାରୁ ଅଧିକା ଆଣ୍ଟିଅକ୍ସିଡେଣ୍ଟ୍ସ ବିଟ୍ ରୁ ହିଁ ମିଳିଥାଏ, ବିଟ୍ ରେ ପୋଟାସିୟମ୍, ଫାଇବର୍, ଫଲେଟ୍, ଭିଟାମିନ୍ ସି, ଓ ନାଇଟ୍ରେଟ୍ ଭଲ ସ୍ରୋତ ହୋଇଥାଏ,  ବିଟ୍ ବ୍ଲଡ୍ ପ୍ରେସର, ବ୍ଲଡ୍ ଫ୍ଲୋ , ଓ ଇମ୍ୟୁନିଟିକୁ ଭଲ କରିଥାଏ,  କେବଳ ଏତିକି ନୁହେଁ ଏଥିରେ ଭିଟାମିନ୍ ଏ, ଭିଟାମିନ୍ ସି ଓ ଭିଟାମିନ୍ କେ ବି ଭରପୁର୍ ମାତ୍ରାରେ ମିଳିଥାଏ , ଯେବେ କି ବହୁତ ଲୋକ ବିଟର ଜୁସ୍ ପିଇବାକୁ ପସନ୍ଦ କରନ୍ତି ।

୩) ଷ୍ଟୋବ୍ରେରୀ- ଲାଲ ରଙ୍ଗର୍ ଖଟା ମିଠା ଷ୍ଟେବ୍ରେରୀ ଖାଇବା ସମସ୍ତଙ୍କୁ ପସନ୍ଦ ହୋଇଥାଏ , ଏଥିରେ ମିଳିଥିବା ପୋଷକ ତତ୍ତ୍ୱ ବ୍ଲଡ ରୁ କୋଲେଷ୍ଟ୍ରୋଲ୍ କମ୍ କରିବା ସହ ଇମ୍ୟୁନୋ ସିଷ୍ଟମକୁ ସୁଦୃଢ କରିଥାଏ,  ଟମାଟର ଭିଟାମିନ୍ ସି, ଲାଇକୋପିନ୍, ଭିଟାମିନ୍, ପୋଟାସିୟମ୍ ଭରପୁର୍ ଟମାଟର କୋଲେଷ୍ଟ୍ରୋଲ୍ ଓ ଓଜନ କମାଇବାରେ ସହାୟକ ହୋଇଥାଏ,  ଟମାଟରର ନିୟମିତ ସେବନରେ ଡାଇବେଟିଜ୍ ଫାଇଦା ହୋଇଥାଏ, ଏହା ଛଡା ଟମାଟର ଆଖିର ଦୃଷ୍ଟିଶକ୍ତି ବି ବଢିଥାଏ, ଓ ସ୍କିନ୍ ସହ ଯୋଡି ହୋଇଥିବା ସମସ୍ୟାରୁ ମୁକ୍ତି ଦେଇଥାଏ

Leave a Reply

Your email address will not be published. Required fields are marked *