February 9, 2025

Odia Express

Here, There and Everywhere

ସେମିତି ଯେତେ କଳା ହୋଇଥାଉ ଚେହେରା ଏହାକୁ ଲଗାଇଲେ ଗୋଟେ ସପ୍ତାହରେ ଗୋରା ହୋଇଯିବ , ଖାଲି ଏମିତି କରନ୍ତୁ ଏହାର ବ୍ୟବହାର

ଗୋରା ରଙ୍ଗ ସମସ୍ତଙ୍କୁ ପସନ୍ଦ ଆସିଥାଏ,  ଏଥିପାଇଁ ସବୁ ଲୋକ ଚାହଁନ୍ତି କି ସେ ‍କ୍ଷୀର ପରି ଧଳା ଦେଖାଯିବେ , ଏହାପାଇଁ ସେ ବଜାରରୁ ମହଙ୍ଗା ମହଙ୍ଗା ପ୍ରଡକ୍ଟ ଆଣିଥାନ୍ତି , ଓ ବ୍ୟବହାର୍ କରିଥାନ୍ତି , କିନ୍ତୁ ସେ ସେମିତି ଗୋରା ରଙ୍ଗ ପାଇପାରନ୍ତି ନାହିଁ , ଏମିତିରେ ଲୋକେ ନିରାଶ ହୋଇଯାଆନ୍ତି , ଓ ସେମାନେ ଇଚ୍ଛା କରନ୍ତି କି କିପରି ବି ହେଉ ଅନ୍ୟଙ୍କ ପରି ସେ ଗୋରା ଦେଖାଯିବେ । ଆପଣଙ୍କୁ ଜଣେଇଦେବୁ କି ବଜାରରୁ ମହଙ୍ଗା ପ୍ରଡକ୍ଟ କିଛି ଦିନ ବା ସମୟ ପାଇଁ ଆପଣଙ୍କୁ ଗୋରା କରିଦେବ କିନ୍ତୁ ସବୁଦିନ ପାଇଁ ହୋଇପାରିବନାହିଁ ବରଂ ଏହାର ବ୍ୟବହାରରୁ ଆପଣଙ୍କ ତ୍ୱଚାକିଛି ଦିନରେ ଆହୁରି ଖରାପ ହୋଇଯିବ,  ଓ ତ୍ୱଚାରେ ବହୁତ ଦାଗ ବା ବ୍ରଣ ଆସିଯିବ । ଏଥିପାଇଁ ଯଦି ଆପଣ ଗୋରା ହେବାକୁ ଚାହୁଁଛନ୍ତି ତେବେ ଆପଣ ଆମର କୁହାଯାଇଥିବା ଘରୋଇ ଉପାୟକୁ କରନ୍ତୁ, ଏହା ଦ୍ୱାରା ଆପଣଙ୍କ ଚେହେରାରେ ଚମକ ଆସିବ,  ଓ କିଛି ଦିନ ଗୋରା ହୋଇଯୀବେ  ଆମେ କଥା ହେଉଛୁ ରାଗିର ଅଟା ଯେଉଁଥିରେ କ୍ୟାଲସିୟମ୍, ପ୍ରୋଟିନ୍, ଟ୍ରିପଟୋଫେନ୍, ଆଇରନ୍, ମିଥିୟୋନିନ୍, ରେଶୋ, ଲେଶିଥିନ୍, ପରି ପୋଷ୍ଟିକ ତତ୍ତ୍ୱ ରହିଥାଏ,  ଯାହା ତ୍ୱଚାକୁ ପୋଷଣ ଦେବାରେ ସାହାଯ୍ୟ କରିଥାଏ,  ରାଗିର ଅଟାରେ ଆଣ୍ଟି ଏଜିଙ୍ଗ୍ ତତ୍ତ୍ୱ ମହଜୁଦ୍ ହୋଇଥାଏ ।

ଏହାର ପ୍ରୟୋଗରେ ତ୍ୱଚାରେ ଚମକ ସବୁଦିନ ପାଇଁ ରହିଥାଏ,  ସେମିତି ଗୋଲାପ ଜଳ ମିଶାଇକରି ଫେସପ୍ୟାକ୍ କରିଲେ ସ୍କିନ୍ ହାଇଡ୍ରେଟେଡ୍ ରହିଥାଏ, ଓ ତ୍ୱଚାରେ ଚମକ ଆସିଯାଏ , ଏଥିରେ ମହଜୁଦ୍ ଆମିନୋ ଏସିଡ୍ ସ୍କିନ୍ ର ଟିଶୁଜ୍ କୁ ହେଲଦି ରଖିଥାଏ,  ଯାହାର କାରଣରୁ ତ୍ୱଚାରେ ବୟସ ଦାଗ ଆସେ ନାହିଁ , ଏହା ସହ ମିଳୁଥିବା ବ୍ଲିଚିଙ୍ଗ୍ ପ୍ରୋପଟିଜ୍ ତ୍ୱଚାକୁ ରଙ୍ଗର ଚମକ ଦେଇଥାଏ । ଏହାପାଇଁ ଆପଣଙ୍କୁ ଅଧା କପ୍ ରାଗିର ଅଟା କୁ ଅଧା କପ୍ ଓଟସ୍ ଓ କ୍ଷୀରର ସହ ମିଶାଇକରି ଚେହେରା ଏବଂ ହାତ ଗୋଡରେ ଲଗାନ୍ତୁ, ଓ ଏହାକୁ ୨୦ ମିନିଟ୍ ପର୍ଯ୍ୟନ୍ତ ରହିବାକୁ ଦିଅନ୍ତୁ, ଏହାପରେ ହାତକୁ ହାଲକା ମସାଜ୍ କରନ୍ତୁ , ଏହି ପ୍ରକିୟା ସପ୍ତାହରେ ଦୁଇଥର କରିଲେ ଆପଣଙ୍କ ଚେହେରାରେ ଚମକ ଆସିବ, ରାଗିର ଅଟାରେ ଭିଟାମିନ୍ ଡି ମହଜୁଦ୍ ହୋଇଥାଏ ।

ଏଥିପାଇଁ ତ୍ୱଚା ଲାଭଦାୟକ ହୋଇଥାଏ, ଏହାକୁ ତ୍ୱଚାରେ ଲଗାଇଲେ କଳା ଚିହ୍ନ, ବୟସଦାଗ, ବ୍ରଣ ଆଦି ସମସ୍ୟା ଦୁର ହୋଇଯାଏ , ଏହାକୁ ସପ୍ତାହରେ ଥରେ ସବୁଦିନ ବ୍ୟବହାର କଲେ ଆପଣ ନିଜେ ଚମତ୍କାର ପାଇପାରିବେ , କହିଦେବୁ କି ରାଗିର ଅଟା କେବଳ ତ୍ୱଚପାଇଁ ହିଁ ନୁହେଁ ବରଂ ଶରୀର ପାଇଁ ବହୁତ ଫାଇଦାଦାୟକ ହୋଇଥାଏ,  କାରଣ ଏହା ଆଇରନର ମୁଖ୍ୟ ସ୍ରୋତ ହୋଇଥାଏ,  ଯଦି ରାଗିକୁ ଅଙ୍ଗୁରିତ କରି ଖାଇବେ ତେବେ ରକ୍ତରେ ମହଜୁଦ୍ ହିମୋଗ୍ଲୋବିନ୍ ମାତ୍ରା ବଢିପାରେ

ରାଗିର ଅଟା ମେଟାବଲିଜିମ୍ କୁ ଅଧିକା କରି ଖାଇବାକୁ ଜଲଦି ହଜମ କରିବାରେ ସହାୟତା କରେ , ଏହାର ସେବନରୁ ଡାଇଜେସନ୍ ସିଷ୍ଟମ୍ ଠିକ୍ ରହିଥାଏ,  ଓ ଏହା ପେଟରେ ଚର୍ବୀ ଏକାଠି କରିବାକୁ ଦିଏନାହିଁ , ରାଗିର ଅଟାରେ ପ୍ରଚୁର୍ ମାତ୍ରା ଭିଟାମିନ୍ସଓ ନ୍ୟୁଟ୍ରିସନ୍ ମହଜୁଦ୍ ହୋଇଥାଏ,  ଏହା ଗର୍ଭବତୀ ମହିଳାଙ୍କପାଇଁ ସବୁଠାରୁ ଭଲ ହୋଇଥାଏ , କାରାଣ ଏହା କ୍ଷୀରର୍ ମାତ୍ରାକୁ ବଢାଇବାରେ ସାହାଯ୍ୟ କରେ

Leave a Reply

Your email address will not be published. Required fields are marked *