October 18, 2024

Odia Express

Here, There and Everywhere

ଆପଣଙ୍କ ପାଖରେ ଅଛି ଏହି ଛୋଟ ଜିନିଷ, ତେବେ ଆପଣଙ୍କ ଶତ୍ରୁଙ୍କ ନାକ ହୋଇଯିବ ଦମ୍

ଆମର ଧାର୍ମିକ ଶାସ୍ତ୍ରରେ ବହୁତ ଏମିତି ଜିନିଷ ଉଲ୍ଲେଖ କରାଯାଇଛି ଯାହାର ଅଲଗା ଅଲଗା ମହତ୍ତ୍ୱ ରହିଥାଏ,  ଏହି ସବୁ ଜିନିଷରୁ ଗୋଟେ ହେଲା ମୟୁର ଯାହା ଅଲଗା ମହତ୍ତ୍ୱ ରଖିଥାଏ , ଯାହାର କାରଣରୁ ଜ୍ୟୋତିଷ୍ୟ ଶାସ୍ତ୍ରରେ ବି ମୟୁର ପୁଚ୍ଛକୁ ୯ ଟି ଗ୍ରହର ପ୍ରତିନିଧି ମାନାଯାଇଛି, ଆପଣ ସମସ୍ତେ ଜାଣିଥିବେ କି ମୟୁରପୁଚ୍ଛ ଭଗବାନ ଶ୍ରୀକୃଷ୍ଣଙ୍କ ମୁକୁଟରେ ଲଗାଯାଏ ଯାହା ତାଙ୍କ ମୁକୁଟର ଶୋଭା ବଢାଇଥାଏ , ଏଥିପାଇଁ ଏହାକୁ ବହୁତ ପବିତ୍ର ମାନାଯାଏ , ଜ୍ୟୋତିଷ୍ୟଶାସ୍ତ୍ରରେ ମୟୁର ପୁଚ୍ଛରେ ଏମିତି ବହୁତ ସାରା ଉପାୟ କୁହାଯାଇଛି ଯାହା ତୁରନ୍ତ ପ୍ରଭାବକାରୀ ହୋଇଥାଏ , ଏମାନେ କେବେ ବିଫଳ ହୋଇନଥାନ୍ତି , ଏମାନେ କେଉଁ ବି ଶୁଭ ମୁହୁର୍ତ୍ତରେ କରିବା ମାତ୍ରେ ହିଁ ବ୍ୟକ୍ତିର ସବୁ ସମସ୍ୟା ଓ ଅସୁବିଧାରୁ ମୁକ୍ତି ପାଇପାରିବେ । ଜ୍ୟୋତିଷ୍ୟଶାସ୍ତ୍ରରେ ମୟୁରପୁଚ୍ଛକୁ ଏକ ବିଶେଷ ସ୍ଥାନ ଦିଆଯାଇଛି, ଆଜି ଆମେ ଏହି ଲେଖ ମାଧ୍ୟମରେ ମୟୁରପୁଚ୍ଛ ସହ ଯୋଡି ହୋଇଥିବା କିଛି ସୁଚନାପ୍ରଦାନ କରିବୁ , ଯାହା ଦ୍ୱାରା ଆପଣ ସବୁ ସମସ୍ୟାକୁ ଦୁର କରିପାରିବେ ।

୧) ଯେଉଁ ଘରର ଛୁଆ ଅଚାନକ ଜିଦ୍ଦି ହୋଇଯାଏ , ଓ ତାର ସ୍ୱଭାବରେ ପରିବର୍ତ୍ତନ ଆସିଯାଏ , ସେ କେଉଁ ବି ବ୍ୟକ୍ତି ର କଥା ନ ମାନିଲେ ତାହାକୁ ସବୁଦିନ ମୟୁର ପୁଚ୍ଛରେ ପବନ କରାଯିବା ଦରକାର ଆପଣ ଚାହିଁଲେ ମୟୁର ପୁଚ୍ଛକୁ ସିଲିଙ୍ଗ୍ ଫ୍ୟାନରେ ଲଗାଇପାରିବେ , ଯଦି ଏହି ଉପାୟ କରିବେ ତେବେ ତାର ଜିଦ୍ଦି ସ୍ୱଭାବ କିଛି ଦିନରେ ଠିକ୍ ହେବାକୁ ଲାଗିବ ,ଓ ଛୁଆ ସବୁ କଥା ମାନିବ ।

୨) ଯଦି ଆପଣ ନବଜାତ ଶିଶୁ କିମ୍ବା କେଉଁ ଛୁଆକୁ ମୁଣ୍ତରେ ରୁପାର ତାବିଜ୍ କିମ୍ବା ତାହାର ହାତରେ ମୟୁରପୁଚ୍ଛ ବାନ୍ଧିଦିଅନ୍ତି , ତେବେ ଏଥିରେ ଛୁଆଙ୍କୁ କେବେ କାହାର ନଜର ଲାଗିବନାହିଁ ଓ ଯଦି ଛୁଆ ନିଜ ସ୍ୱପ୍ନରେ ଡରୁଛି ତେବେ ତାକୁ ଆଉ ଭୟ ଲାଗିବନାହିଁ ।

୩) ଯଦି କେଉଁ ବ୍ୟକ୍ତିର ଶତ୍ରୁ ତାକୁ ଅଧିକା ହଇରାଣ କରୁଛି, ଓ ସବୁ ରାସ୍ତାରେ ବାଧା ଉତ୍ପନ୍ନ କରୁଛି ତେବେ ଏଥିପାଇଁ ମଙ୍ଗଳବାର କିମ୍ବା ଶନିବାରକୁ ହନୁମାନଜୀଙ୍କ ପ୍ରତିମାରେ ସିନ୍ଦୁର ସହ ଏକ ମୟୁର ପୁଚ୍ଛ ଶତ୍ରୁର ନାମ ଲେଖିଦିଅନ୍ତୁ , ଓ ଘରର ମନ୍ଦିରରେ ରାତି ସାରା ରହିବାକୁ ଦିଅନ୍ତୁ , ଓ ଯେବେ ସକାଳ ସମୟରେ ଉଠିବେ ସ୍ନାନ କରି ବିନା କାହା ସହ କଥାବାର୍ତ୍ତା ହୋଇ ପାଣୀରେ ମୟୁରପୁଚ୍ଛକୁ ପ୍ରବାହିତ କରିଦେବେ , ଯଦି ଆପଣ ଏହି ଉପାୟ କରିବେ , ତେବେ ଆପଣଙ୍କ ବଡରୁ ବଡ ଶତ୍ରୁ ଆପଣଙ୍କ ବନ୍ଧୁ ହୋଇଯୀବ ,

୪) ଯଦି ଆପଣ କେଉଁ ଶୁଭ କାର୍ଯ୍ୟ ଆରମ୍ଭ କରୁଛନ୍ତି ତେବେ ସେ କାର୍ଯ୍ୟ ହେଉ ହେଉ ପୁରା ହୋଇପାରୁନାହିଁ , ତେବେ ଆପଣ ରାଧା ରାଣୀଙ୍କ ମନ୍ଦିର ଯାଇକରି ତାଙ୍କ ପ୍ରତିମା ପାଖରେ ଏକ ମୟୁରପୁଚ୍ଚ ରଖିଦିଅନ୍ତୁ , ଓ ୪୦ ଦିନ ଯାଏଁ ପୁଜା ଅର୍ଚ୍ଚନା କରନ୍ତୁ , ୪୦ ଦିନ ପରେ ମୟୁରପୁଚ୍ଛ ନେଇକରି ଆପଣ ଘରେ ରଖିଦିଅନ୍ତୁ , ଯଦି ଆପଣ ଏହି ଉପାୟ କରନ୍ତି ତେବେ ଆପଣଙ୍କ ସବୁ କାର୍ଯ୍ୟ ବିଗଡିଥିଲେ ତାହା ପୁରା ହେବାକୁ ଲାଗିବ ।

୫) ଯଦି ଆପଣ କାଳସର୍ପ ଦୋଷରୁ ଚିନ୍ତିତ ଅଛନ୍ତି ତେବେଏହାପାଇଁ ଆପଣ ନିଜ ତକିଆ ଖୋଲିକରି ୭ ଟି ମୟୁର ପୁଚ୍ଛ ସୋମବାର ରାତିରେ ଦେଇ ସେହି ତକିଆକୁ ବ୍ୟବହାର କରନ୍ତୁ , ଏହା ସହ ଶୟନକକ୍ଷ ପଶ୍ଚିମ ଦିଗର କବାଟରେ ମୟୁରପୁଚ୍ଛ ଯେଉଁଥିରେ କମ୍ ସେ କମ୍ ୧୧ ମୟୁରପୁଚ୍ଛ ଲଗା ହୋଇଥିବ ଲଗାଇଦିଅନ୍ତୁ , ଯଦି ଆପଣ ଏହି ଉପାୟ କରିବେ ତେବେ ଆପଣଙ୍କ କୁଣ୍ତଳୀରେ ରାହୁ କେତୁର ଅଶୁଭ ପ୍ରଭାବ କମ୍ ହେବାକୁ ଲାଗିବ

Leave a Reply

Your email address will not be published. Required fields are marked *