March 20, 2025

Odia Express

Here, There and Everywhere

ସବୁଦିନ ଖାଲି ପେଟରେ ଏହି ଡ୍ରିଙ୍କ୍ କୁ ପିଇଲେ ହୋଇଥାଏ ବହୁତ ସାରା ଫାଇଦା, ଡାଇବେଟିଜ୍ ରୁ ନେଇକରି ଡାଇଜେସନ୍ ପର୍ଯ୍ୟନ୍ତ ହୋଇଯାଏ ଠିକ୍ , ଆଜି ହିଁ ଏହାକୁ ଟ୍ରାଇ କରି ଦେଖିନିଅନ୍ତୁ

ଆଜିର ସମୟରେ ସମସ୍ତେ ଏହା ଚାହଁନ୍ତି କି ସେ ସୁସ୍ଥ୍ୟ ଓ ସୁଖୀ ଜୀବନ ଅତିବାହିତ୍ କରିବ,  କିନ୍ତୁ ଆପଣଙ୍କୁ କହିଦେବୁ କି ଆଜିକାଲି କର୍ମବ୍ୟସ୍ତତା ଭରା ଜୀବନ ମଧ୍ୟରେ ସମସ୍ତେ ନିଜ ଖାଦ୍ୟପେୟର ବିଳମ୍ବତା କାରଣରୁ ଆସିବାଦିନରୁ ନାନାଦି ରୋଗରେ ସାମ୍ନା କରୁଛନ୍ତି , ଖାସ୍ କରି ପେଟ ସଂବନ୍ଧିତ ସମସ୍ୟା ଅଧିକା ଲୋକଙ୍କ ମଧ୍ୟରେ ଚିନ୍ତାର କାରଣ ହୋଇଯାଇଛି, ଯଦି ବ୍ୟକ୍ତି ଖାଦ୍ୟ ପେୟ ଉପରେ ଧ୍ୟାନ ନଦେବ ତେବେ ଏହା ପେଟ ଉପରେ ପ୍ରଭାବପକାଇବ, ଓ ଏହାଠାରୁ ଆଶ୍ୱସ୍ତି ପାଇବାକୁ ହେଲେ ଅନ୍ୟ ପ୍ରକାର ମେଡିସିନ୍ ସେବନ କରିଥାଏ, ଓ ସେହି ମେଡିସିନ୍ ରୁ ଜଲଦି ଆରାମ୍ ନମିଳିଲେ ତାହାର ସାଇଡ୍ ଇଫେକ୍ଟ ଦେଖାଦିଏ । ସେମିତି ଆପଣଙ୍କୁ କହିଦେବୁ କି ଏକ ରିସର୍ଚ୍ଚରୁ ଜଣାଯାଏ କି ପୁରା ଭାବେ ସୁସ୍ଥ୍ୟ ରହିବାକୁ ହେଲେ ଅନ୍ତ ସୁସ୍ଥ୍ୟ ରହିବା ଜରୁରୀ ହୋଇଥାଏ, ଅନ୍ତର ସ୍ୱାସ୍ଥ୍ୟ ଉପରେ ଲାଇଫ୍ ଷ୍ଟାଇଲ୍ ଜବରଦସ୍ତ ପ୍ରଭାବ ପକାଇଥାଏ, ଅଧିକା କ୍ୟାଲୋରି ବାଲା ଜଙ୍କ୍ ଫୁଡ୍ ପାନ  କରିବା, ଏହା ଛଡା ଅଧିକା ଭୋଜନ, ଓ ପନିପରିବା ନ ଖାଇବା ଦ୍ୱାରା ପାଚନ ତନ୍ତ୍ରର ରୋଗ ଆସିଥାଏ,  ଓ ଗେଷ୍ଟ୍ରୋଇଣ୍ଟେଷ୍ଟାଇନଲ୍ ସିଷ୍ଟମ୍ ଉପରେ ଖରାପ ପ୍ରଭାବ ପକାଏ

ଗେଷ୍ଟ୍ରୋଇସୋଫେଗଲ୍, ରିଫ୍ଲେକ୍ସ ରୋଗ, ଇରିଟେବୁଲ୍ ବବେଲ୍ ସିଣ୍ତ୍ରୋମ୍ , ଫଙ୍କସନାଲ୍ ଡିସ୍ପୋପ୍ସିଆ, ମୋଟାପା, ଲିଭରରେ ଫ୍ୟାଟ୍ ଜମିବା, ଓ ପେପ୍ଟିକ୍ ଅଲସର୍ ପରି ରୋଗ ଲାଇଫ୍ ଷ୍ଟାଇଲ୍ ସହ ଯୋଡି ହୋଇ ଗେଷ୍ଟ୍ରୋଇଣ୍ଟେଷ୍ଟାଇନଲ୍ ରୋଗ ସହ ସାମିଲ୍ ହୋଇଯାଏ । ଏଥିପାଇଁ ଆଜି ଆମେ ଆପଣଙ୍କୁ ଏକ ଏମିତି ଉପାୟ କହିବାକୁ ଯାଉଛୁ, ଯାହାକୁ ଆପଣାଇ ଆପଣ ରୋଗକୁ ଦୁର୍ କରିପାରିବେ , ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କ ପେଟ ସୁସ୍ଥ୍ୟ ରହିବ ତେବେ ସବୁଦିନ ଖାଲିପେଟରେ ଜୁଆଣି ପାଣି ପିଇବେ ତେବେ ଏଥିରୁ ନାନାଦି ରୋଗ ଦୁର କରାଯାଇପାରିବ ଜୁଆଣୀରେ ଏମିତି ବହୁତ ଗୁଣ ରହିଥାଏ, ଯାହା ଏହାକୁ ଖାଇଲେ ସ୍ୱାଦ ବଢାଇବା ସହ ସ୍ୱାସ୍ଥ୍ୟପାଇଁ ବି ଫାଇଦାଦାୟକ ହୋଇଥାଏ,  ଯଦି ସବୁଦିନ ସକାଳୁ ଖାଲିପେଟରେ ଜୁଆଣୀ ପାଣି ପିଇବେ ତେବେ ପେଟରେ ରୋଗକୁ ଦୁର କରିବା ସହ ବହୁତ ଗଂମ୍ଭୀର ରୋଗକୁ ମୁଳରୁ ନିପାତ କରିଦେବ ।

ଜୁଆଣୀରେ ଆୟୋଡୀନ୍, ଫସଫରସ୍, କ୍ୟାଲସିୟମ୍, ଓ ପୋଟାସିୟମ୍ ପରି ଗୁଣକାରୀ ମହଜୁଦ୍ ଅଛି , ଏଥିପାଇଁ ଯଦି ଆପଣ ସକାଳୁ ଅଧା ଚାମଚ ଜୁଆଣୀ ପାଣିରେ ସିଝାଇକରି ପିଇବେ ତେବେ ଶରୀରକୁ ବହୁତ ଲାଭ ମିଳିବ,  ଏତିକି ନୁହେଁ ଆପଣଙ୍କୁ କହିଦେବୁ କି ଜୁଆଣୀର୍ ପାଣି ପିଇଲେ ଆପଣଙ୍କୁ ଡାଇବେଟିଜ୍ ରେ ଫାଇଦା ମିଳିବ, ଏଥିରେ ଶରୀରରେ ସୁଗର୍ ଲେବୁଲ୍ କମ୍ ହେବ , ଓ ଜଲଦି ଏହାର ପ୍ରଭାବଦେଖାଇବ , ଏହା ଛଡା ଜୁଆଣୀର ପାଣି ହୃଦୟ ସହ ଯୋଡି ହୋଇଥିବା ସମସ୍ୟା ବା ରୋଗକୁ ଦୁର କରିଦେବ,  ଯଦି ଆପଣଙ୍କୁ ହୃଦରୋଗ ଜନିତ ରୋଗ ଅଛି ,ତେବେ ଜୁଆଣୀର ପାଣି ନିଶ୍ଚିତ ପିଅନ୍ତୁ ।

ଯେଉଁ ଲୋକଙ୍କର୍ ଦାନ୍ତର ପୀଡା ଓ ମୁହଁରୁ ଦୁର୍ଗନ୍ଧ ଆସୁଛି, ସେମାନେ ସବୁଦିନ ଜୁଆଣୀର ପାଣି ପିଅନ୍ତୁ , ଯଦି ଆପଣ ଲଗାତାର ଏହାକୁ ଏକ ସପ୍ତାହ ଯାଏଁ ପିଇବେ ତେବେ ଏହାର ଫାଇଦା ଦେଖାଦେବ, ଯେଉଁ ଲୋକଙ୍କୁ ପେଟ ସହ ସମସ୍ୟା କିଛି ଅଛି ସେମାନେ ବି ଜୁଆଣୀ ପାଣି ପିଅନ୍ତୁ, ଏଥିରେ ପେଟ ସହଯୋଡିହୋଇଥିବା ସବୁ ଅସୁବିଧା ଦୁର ହୋଇଯାଏ , ଏହା କବଜ୍ ପରି ସମସ୍ୟାରୁ ମୁକ୍ତିଦେଇଥାଏ ।

Leave a Reply

Your email address will not be published. Required fields are marked *