ଏହି ବ୍ୟକ୍ତି ଅନଲାଇନ୍ ରେ କିଣିଲେ ୬ ଲକ୍ଷ ଟଙ୍କାର ଏକ ଭିଲା , ସାମନାରେ ଯାଇ ଦେଖିଲେ ତ ପାଦ ତଳୁ ଖସିଗଲା ମାଟି , ଜାଣନ୍ତୁ କଣ ପାଇଁ…
![](https://odiaexpress.net/wp-content/uploads/2019/06/villa.png)
ଆଜି କାଲି ଅଧିକାଂଶ ଲୋକଙ୍କ ଜୀବନ ଶୈଳୀ ପୁରା ବଦଳିସାରିଛି, ଯାହା ପୂର୍ବରୁ ଗୋଟେ ଦୋକାନରୁ ସବୁ ଜିନିଷ କିଣୁଥିଲେ, ଏବେ ଛୋଟ ଛୋଟ ଜିନିଷ ଅନଲାଇନ୍ ରେ କିଣାଯାଉଛି , ଯାହାକୁ ନେଇ ଡିଜିଟାଲ୍ ପ୍ଲାର୍ଟଫର୍ମରେ ବହୁତ ବ୍ୟବସାୟୀ ଆସିସାରିଛନ୍ତି , ସେମିତି ଏହି କିଣୁଥିବା ଗ୍ରାହକ ସାଇଟ୍ ଲାଗିଥିବା ଫଟୋକୁ ଏପରି ଭରସା କରିବସନ୍ତି ଯାହା ଫଟୋରେ ନୁହେଁ ବରଂ ନିଜ ସାମନାରେ ଦେଖୁଛନ୍ତି , ଏମିତିରେ କିଛି ବି ଅନଲାଇନ୍ ଜିନିଷ ଶସ୍ତ ଓ ଭଲ ବି ମିଳିଯାଏ , ତେବେ କିଛି ଫଟୋ ଦେଖାଯାଏ , ଓ ଏହାର ଉଲଟା ମିଳିଥାଏ , ତାହା ବେକାର ହୋଇପାରେ ।
ଏମିତି କିଛି ସାଉଥ୍ ଫ୍ଲୋରିଡାରେ ଜଣେ ବ୍ୟକ୍ତିଙ୍କସହ ହେଲା , ଅନଲାଇନ୍ ନିଲାମୀ ଜରିଆରେ ୧ କୋଟି ୨୩ ଲକ୍ଷର ବିଲା ମାତ୍ର ୬ ଲକ୍ଷରେ କିଣିଲେ , ଯାହାପରେ ସେ ବ୍ୟକ୍ତି ବହୁତ ଖୁସି ହୋଈଯାଇଥିଲେ, କିନ୍ତୁ ଯେବେ ସେ ଜାଗା ଦେଖିବାକୁ ପହଞ୍ଚିଲା , ତେବେ ପାଦ ତଳୁ ମାଟି ଖସି ଗଲା ।
ଏହି ବ୍ୟକ୍ତିର ସୁଚନା ମୁତାବିକ ୬,୩ ଲକ୍ଷ ଟଙ୍କା ସେ ୧ ଫୁଟ୍ ଚଉଡା ଓ ୧୦୦ ଫୁଟ୍ ଲମ୍ବା ପଟ୍ଟି ହିଁ ପାଇଥିଏ, ଯେଉଁଥିରେ ଘାସ ହୋଇଥିଲା, ସନ୍ ସେଣ୍ଟିନେଲ୍ ଙ୍କ ଅନୁସାରେ ଏହି ଘାସର ପଟ୍ଟି ମାଲିକାଣୀ କାର୍ବିଲ୍ ହୋଲନେସ୍ ଥିଲେ , ଏହା ପଛରେ ହୋଇଥିବା ଘର ବି ଯୋଡି ହୋଇଛି, ନିଲାମୀ ସମୟରେ ଏହି ଅନଲାଇନ୍ କମ୍ପାନୀ ଘରର ସହ୍ ପଟ୍ଟିର ଫଟୋ ନିଲାମୀରେ ରଖିଲେ , ଯାହାକୁ ନେଇ ବ୍ୟକ୍ତିଙ୍କୁ ଲାଗିଲା କି ସେ ୬,୩ ଲକ୍ଷରେ କିଣିନେଇଛନ୍ତି , ଆପଣଙ୍କୁ କହିଦେବୁ କି ସେହି ବ୍ୟକ୍ତି ନିଲାମୀ କରୁଥିବା କମ୍ପାନୀ ଉପରେ ଭୁଲ୍ ସୁଚନା ଦେବାର ଆରୋପ ଲଗାଇଛନ୍ତି , ଏହା ଛଡା କମ୍ପାନୀ ପଇସା ଫେରାଇବାକୁ କହିଛନ୍ତି , କିନ୍ତୁ ଏହି କମ୍ପାନୀ ପଇସା ଫେରାଇବାକୁ ସିଧା ମନା କରିଦେଲେ, ଯାହାକୁ ନେଇ ସେ ନିଜ ପଇସା ଫେରାଇଆଣିବାକୁ କୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି ।