ସହୀଦ ବାପାଙ୍କ ଦଶାହରେ ପୁଅର ଆଖିରୁ ଆସିଯାଇଥିଲା ଲୁହ , ନିରିହ ପିଲାଟିର ମୁଣ୍ଡ ଉପରେ ଲାଗିଥିବା ପଗଡି ସମସ୍ତଙ୍କୁ କନ୍ଦାଇ ଦେଲା..ଦେଖନ୍ତୁ କାହିଁକି..

ଆତଙ୍କୀ ଆକ୍ରମଣରେ ସହୀଦ ହୋଇଥିବା ସିଆର୍ ପିଏଫ୍ ଜବାନ ସତେନ୍ଦ୍ରଙ୍କ ୧୩ ତମ ଦଶାହରେ ହରିଆଣାର କିବାନାରେ ଶତାଧିକ ଲୋକ ଏକାଠି ହୋଇଥିଲେ , ଖେଳିବା କୁଦିବା ବୟସରେ ସତେନ୍ଦ୍ର ଦିପାଶୁଂର ମୁଣ୍ତରେ ଦାୟିତ୍ୱ ଆସିଗଲା , ତାଙ୍କ ଦଶାହର ୧୩ ତମ ଦିନରେ ପୁରା ଗାଁ ଏକାଠି ହୋଇଥିଲେ , କିବାନା ପ୍ରାଇମେରୀ ସ୍କୁଲ୍ ରେ ଗୁରୁବାରକୁ ସବୁ ରୀତିନୀତି ହୋଇଥିଲା , ବିଶାଳ ପେଣ୍ତାଲ୍ ରେ ମଧ୍ୟପ୍ରଦେଶର ସରକାର ପ୍ରତିନିଧି ହିସାବରେ ଗନ୍ନା ରାଜ୍ୟର ମନ୍ତ୍ରୀ ସୁରେଶ ରାଣା, ବହୁତ ବିଧାୟକ , ଜନପ୍ରତିନିଧି, ସମେତ ହଜାର ଲୋକ ଏକାଠି ହୋଇଥିଲେ, ଶହୀଦ ସତେନ୍ଦ୍ରଙ୍କ ସାଢେ ଚାରିବର୍ଷର ପୁଅ ଦୀପାଶୁଂ ନିଜ ଦାଦା କେଶବଙ୍କ କୋଳରେ ବଢିଥିଲା , ମନୋଚୋର୍ ଆରମ୍ଭ ହେବାପରେ ଦୀପାଶୁଂ ବୁଝିପାରିନଥିଲା କି ଏହା କଣ ହେଉଛି , କିଛି ଦିନ ପରେ ପଗଡିର ରୀତିନୀତି ଆରମ୍ଭ ହୋଇଯାଇଥିଲା ,
ଯେପରି ଦୀପାଶୁଂର ମୁଣ୍ତରୁ ପଗଡି ବନ୍ଧା ହେଲା ତେବେ ସେ ନିଜ ମୁଣ୍ତରେ ହାତ ଲଗାଇଦେଖିଲା , ସେ ନିଜ ଦାଦା ପାଖରେ ବସି ବାପାଙ୍କ ତା ବାପାଙ୍କ ଫଟୋ ଦେଖିବାକୁ ଲାଗିଲା , ତା ମନରେ କିଛି ପ୍ରଶ୍ନ ଥିଲା , ଯାହାର ଜବାବ ସେ ଚାହୁଁଥିଲା , ଚାରିବର୍ଷର ଛୁଆ ଖେଳିବା କୁଦିବା ବୟସରେ ଏହି ନିରିହ ଛୁଆର ମୁଣ୍ତରେ ସବୁ ଦାୟିତ୍ୱ ଦେଖିକରି ସେଠାରେ ଉପସ୍ଥିତ ସବୁ ଲୋକେ ଭାବୁକ ହୋଇଗଲେ ।
ସତେନ୍ଦ୍ରଙ୍କ ୧୩ତମ ଦଶାହରେ ପରିବାର ଓ ସମାଜର ଲୋକଙ୍କ ଏକ ଭଲ ମିଶାଲ୍ ସୃଷ୍ଟି କଲେ , ନିଜ ଉପଦେଶରେ ପଗଡି କେବଳ ଏକ ଟଙ୍କା ହିଁ ନିଆଗଲା , ପେଣ୍ତାଲ୍ ପୂର୍ବରୁ ଘୋଷଣା ହୋଇଥିଲା କି କେଉଁ ବ୍ୟକ୍ତି ପଗଡି ପାଇଁ ଏକ ଟଙ୍କାରୁ ଅଧିକା ଦେବେ ନାହିଁ ,
୧୩ତମ ଦଶାହରେ ସାମିଲ୍ ହୋଇଥିବା ସିଆର୍ ପିଏଫ୍ କମାଣ୍ତର ସତେନ୍ଦ୍ରଙ୍କ ମର ଶରୀରକୁ ଦେଖିକହିଲେ , ସେ ଦେଶ ଭକ୍ତି ପାଈଁ ଜନ୍ମ ନେଇଥିଲା , ଯାହା ସବୁବେଳେ ସାହାସ କଥା କହୁଥିଲା , ଅନ୍ୟ ସାଥିଙ୍କ ପାଇଁ ସେ ପ୍ରେରଣାର ସ୍ରୋତ ଥିଲା , ଆମେ ସତେନ୍ଦ୍ର ରୁପରେ ଏକ ହିରୋ ପାଇଲୁ, ଯାହାର ଆମେ ଦୂଃଖ ପ୍ରକାଶ କରୁଛୁ , କିନ୍ତୁ ଗର୍ବର କଥା ଏହି କି ଯେ ସେ ନିଜ ଦେଶ ପାଇଁ ଆହୁତି ଦେଇଛି, ଏହି ସହିଦ ହେବା ପରିବାରକୁ ଏକ ଶୋକାକୁଳ ପରିବେଶରେ ଆଣି ପହଞ୍ଚାଇଦେଇଛି ।