“ପ୍ରେମ ରୋଗ୍” ଫିଲ୍ମରୁ ଋଷିକାପୁରଙ୍କ ସହ କାମ କରିଥିବା ଅଭିନେତ୍ରୀ ଆଜି ଦେଖାଯାଊଛନ୍ତି ଏତେ ସୁନ୍ଦର କି ଚିହ୍ନିବା ହୋଇଛି ମୁସକିଲ୍
![](https://odiaexpress.net/wp-content/uploads/2020/10/hgAFSDsafhgfs-ODIA-eXPRESSS.png)
ଫିଲ୍ମ ଜଗତରେ ଅଭିନୟ କରି ଲୋକେ ନିଜର ଏକ ପରିଚୟ ବନାଇଦିଅନ୍ତି , ଅଭିନୟ କାରଣରୁ ସେମାନେ ଜଣାଯାଆନ୍ତି , ଆଜି ସଲମାନ, ଶନିଦେଓଲ, ସାହାରୁଖ ଖାନ୍ ,କ୍ୟାଟରିନା, କରିନା ଆଦି ଯେତେ ବି ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ତାଙ୍କର ନିଜର୍ ଏକ ସ୍ୱତନ୍ତ୍ର ପରିଚୟ ଅଛି , ଅଭିନେତ୍ରୀଙ୍କ ପରିଚୟ ତାଙ୍କ ଓ ଅଭିନୟ ଓ ସୁନ୍ଦରତା କାରଣରୁ ହୋଇଥାଏ , ଏହା ସତ କି ଫିଲ୍ମ ଜତତରେ ଲକ୍ଷାଧିକ ପରୀ ଅଛନ୍ତି ଯିଏକି ବହୁତ ସୁନ୍ଦର ଅଟନ୍ତି , ଯାହାଙ୍କ ସୁନ୍ଦରତା ପରୀ ଠୁ ଅଧିକା ହୋଇଥାଏ , ଆଜି ଆମେ ଆପଣଙ୍କୁ ଏମିତି ଜଣେ ଅଭିନେତ୍ରୀଙ୍କ ସହ ସାକ୍ଷାତ କରିବାକୁ ଯାଉଛୁ, ଯିଏ ସୁନ୍ଦରତା ମାମଲାରେ ସମସ୍ତଙ୍କୁ ପଛରେ ପକାଇଦେଇଥିଲେ , ସେ ରିଷି କାପୁରଙ୍କ ସହ ବି କାମ କରିଛନ୍ତି । ଫିଲ୍ମ ଜଗତରେ ମହାନ୍ ଅଭିନେତା ରିଷି କାପୁରଙ୍କୁ କି ବା ନଜାଣେ , ଦୁନିଆଁରେ ସମସ୍ତେ ତାଙ୍କୁ ଚିହ୍ନନ୍ତି , ସେ ଯେଉଁ ଫିଲ୍ମରେ କାମ କଲେ ସେ ଫିଲ୍ମ ସୁପରହିଟ୍ ହୋଇଗଲା
ଫିଲ୍ମ ଜଗତର ବେଷ୍ଟ ଆକ୍ଟର ଲିଷ୍ଟରେ ସ୍ୱର୍ଗୀୟ ରିଷିକାପୁର ଅଛନ୍ତି , ରିଷିକାପୁର ସ୍ୱର୍ଗୀୟ ରାଜ କପୁରଙ୍କ ପୁଅ ଓ ପୃଥୀରାଜ କାପୁରଙ୍କ ନାତି ଅଟନ୍ତି , ପରମ୍ପରା ଅନୁସାରେ ସେ ନିଜ ଜେଜେବାପା ଓ ବାପାଙ୍କ ଗାଇଡ୍ ରେ ଫିଲ୍ମରେ ଅଭିନୟ କରିଥିଲେ , ଓ ଏକ ସଫଳ ଅଭିନେତା ରୁପରେ ଜଣାଗଲେ , ମେରା ନାମ୍ ଜୋକର୍ , ଏହି ଫିଲ୍ମ ତାଙ୍କର ପ୍ରଥମ ଫିଲ୍ମ ଥିଲା , ଯେଉଁଥିରେ ସେ ନିଜ ବାପାଙ୍କ ଛୁଆ ବେଳର ରୋଲ୍ କରିଥିଲେ , କିନ୍ତୁ ବବି ଫିଲ୍ମରେ ସେ ଜଣେ ଅଭିନେତା ହିସାବରେ ଜଣାଗଲେ ।
ପଦ୍ମିନୀ ଫିଲ୍ମ ୧୯୭୭ ରେ ଆସିଥିବା ରାଜକପୁରଙ୍କ ଫିଲ୍ମ ସତ୍ୟମ୍ ଶିବମ୍ ସୁନ୍ଦରମ୍ ରେ ଜିନତ୍ ଅମନଙ୍କ ଛୁଆବେଳର ରୋଲ୍ କରିଥିଲେ, ଏହା ଛଡା ସେ ୟାଦୋଁ କି ବାରାତ୍ , କିତାବ୍ ଓ ଦୁସମନ୍ ଦୋସ୍ତ ପରି ଫିଲ୍ମରେ ଶିଶୁ କଳାକାର ଭାବେ କାମକରିଥିଲେ , ସେ ଜଣେ ଲିଡ୍ ଅଭିନେତ୍ରୀ ଭାବେ ୧୯୮୨ ରେ ଆସିଥିବା ଫିଲ୍ମ ପ୍ରେମ୍ ରୋଗରୁ ଅସଲି ପରିଚୟ ପାଇଥିଲେ ।
କହିଦେବୁ କି ପଦ୍ମିନୀ କୋଲ୍ହାପୁରୀ ସନ୍ ୧୯୮୩ ରେ ଫିଲ୍ମଫେୟାର୍ ରେ ଏହି ଫିଲ୍ମ ପ୍ରେମ୍ ରୋଗ୍ ପାଇଁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ, ୧୯୮୧ ର ଫିଲ୍ମଫେୟାର୍ ରେ ଫିଲ୍ମ ଇନସାଫ୍ କା ତରାଜୁ ପାଇଁ ସେ ସର୍ବଶ୍ରେଷ୍ଠ ସହାୟକ ଅଭିନେତ୍ରୀ ପୁରସ୍କାର ଦ୍ୱାରା ସମ୍ମାନିତ ହୋଇଥିଲେ, ଏହି ପ୍ରକାର ସଂବନ୍ଧିତ ଶ୍ରେଣିରେ ପୁରସ୍କାର ଜିତିଥିବା ଦ୍ୱିତୀୟ ସବୁଠାରୁ ଛୋଟ ଅଭିନେତ୍ରୀ ହୋଇଗଲେ । ଏହି ପରି ଶିଶୁ କଳାକାର ରୁପରେ ସେ ନିଜ ଭଉଣୀ ଶିବାଙ୍ଗୀଙ୍କ ସହ ୟାଦୋଁ କି ବାରାତ୍, କିତାବ୍ ଓ ଦୁସମନ୍ ଦୋସ୍ତ ପରି ଫିଲ୍ମ ର ଗୀତରେ ଗୀତର କୋରସ୍ ରେ ଗାଇଥିଲେ, ପରେ ପଦ୍ମିନୀ ନିଜ ଫିଲ୍ମରେ ଯେପରି ବିଧାତା, ସାତ୍ ସହେଲିଆଁ , ହମ୍ ଇନ୍ତେଜାର୍ କରେଙ୍ଗେ, ଓ ସଡକ ଛାପ୍ କିଶୋର କୁମାର ସହ ଗାଇଥିଲେ । ସେ ସଂଙ୍ଗୀତ ପ୍ରେମୀଙ୍କ ନାମକ ବାପୀ ଲେହେରିଙ୍କ ସହ ଏକ ଆଲବମ୍ ଜାରି କରିଥିଲେ, ସେ ୧୯୮୬ରେ ବାପି ଲହେରି ଓ ତାଙ୍କ ଦଳ ସହ ଲଣ୍ତନରେ ରୟାଲ୍ ଅଲବର୍ଟ ହଲରେ ଗ୍ରେଟର ଲଣ୍ତନ୍ କ୍ୟାଉନ୍ସିଲ୍ ପାଇଁ ପ୍ରଦର୍ଶନ କରିଥିଲେ ।
ଆପଣଙ୍କୁ କହିଦେବୁ କି ରିଷି କାପୁର୍ ଓ ପଦ୍ମିନୀ କୋଲ୍ହାପୁରୀଙ୍କ୍ ଆସିଥିବା ଫିଲ୍ମ ପ୍ରେମ୍ ରୋଗ ଯାହା ବହୁତ ଭଲ ଫିଲ୍ମ ଥିଲା ଏହି ଦୁହେଁ ଭଲ ଅଭିନୟ କରିଥିଲେ, ଏହି ଫିଲ୍ମରେ ଅଭିନୟ କଇଥିବା ପଦ୍ମିନୀ କୋଲ୍ହାପୁରୀ ଆଜିର ସମୟରେ ବହୁତ ସୁନ୍ଦର ଦେଖାଯାଆନ୍ତି , ତାଙ୍କର ଜନ୍ମ ୧ ନଭେମ୍ବର ୧୯୬୫ କୁ ମୁମ୍ବାଇରେ ହୋଇଥିଲା , ତାଙ୍କର ସୁନ୍ଦରତା ଆଜି ବି ସେମିତି ଅଛି ଯାହା ଆଗରୁ ଥିଲା , ଏହି ଦିନରେ କିଛି ଫଟୋ ଭାଇରାଲ୍ ହେଉଛି, ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି , ପଦ୍ମିନୀ କୋଲ୍ହାପୁରୀ ସମୟର ସହ ସୁନ୍ଦର ହୋଇଛନ୍ତି