January 22, 2025

Odia Express

Here, There and Everywhere

“ପ୍ରେମ ରୋଗ୍” ଫିଲ୍ମରୁ ଋଷିକାପୁରଙ୍କ ସହ କାମ କରିଥିବା ଅଭିନେତ୍ରୀ ଆଜି ଦେଖାଯାଊଛନ୍ତି ଏତେ ସୁନ୍ଦର କି ଚିହ୍ନିବା ହୋଇଛି ମୁସକିଲ୍

ଫିଲ୍ମ ଜଗତରେ ଅଭିନୟ କରି ଲୋକେ ନିଜର ଏକ ପରିଚୟ ବନାଇଦିଅନ୍ତି , ଅଭିନୟ କାରଣରୁ ସେମାନେ ଜଣାଯାଆନ୍ତି , ଆଜି ସଲମାନ, ଶନିଦେଓଲ, ସାହାରୁଖ ଖାନ୍ ,କ୍ୟାଟରିନା, କରିନା ଆଦି ଯେତେ ବି ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ତାଙ୍କର ନିଜର୍ ଏକ ସ୍ୱତନ୍ତ୍ର ପରିଚୟ ଅଛି , ଅଭିନେତ୍ରୀଙ୍କ ପରିଚୟ ତାଙ୍କ ଓ ଅଭିନୟ ଓ ସୁନ୍ଦରତା କାରଣରୁ ହୋଇଥାଏ , ଏହା ସତ କି ଫିଲ୍ମ ଜତତରେ ଲକ୍ଷାଧିକ ପରୀ ଅଛନ୍ତି ଯିଏକି ବହୁତ ସୁନ୍ଦର ଅଟନ୍ତି , ଯାହାଙ୍କ ସୁନ୍ଦରତା ପରୀ ଠୁ ଅଧିକା ହୋଇଥାଏ , ଆଜି ଆମେ ଆପଣଙ୍କୁ ଏମିତି ଜଣେ ଅଭିନେତ୍ରୀଙ୍କ ସହ ସାକ୍ଷାତ କରିବାକୁ ଯାଉଛୁ, ଯିଏ ସୁନ୍ଦରତା ମାମଲାରେ ସମସ୍ତଙ୍କୁ ପଛରେ ପକାଇଦେଇଥିଲେ , ସେ ରିଷି କାପୁରଙ୍କ ସହ ବି କାମ କରିଛନ୍ତି । ଫିଲ୍ମ ଜଗତରେ ମହାନ୍ ଅଭିନେତା ରିଷି କାପୁରଙ୍କୁ କି ବା ନଜାଣେ , ଦୁନିଆଁରେ ସମସ୍ତେ ତାଙ୍କୁ ଚିହ୍ନନ୍ତି , ସେ ଯେଉଁ ଫିଲ୍ମରେ କାମ କଲେ ସେ ଫିଲ୍ମ ସୁପରହିଟ୍ ହୋଇଗଲା

ଫିଲ୍ମ ଜଗତର ବେଷ୍ଟ ଆକ୍ଟର ଲିଷ୍ଟରେ ସ୍ୱର୍ଗୀୟ ରିଷିକାପୁର ଅଛନ୍ତି , ରିଷିକାପୁର ସ୍ୱର୍ଗୀୟ ରାଜ କପୁରଙ୍କ ପୁଅ ଓ ପୃଥୀରାଜ କାପୁରଙ୍କ ନାତି ଅଟନ୍ତି , ପରମ୍ପରା ଅନୁସାରେ ସେ ନିଜ ଜେଜେବାପା ଓ ବାପାଙ୍କ ଗାଇଡ୍ ରେ ଫିଲ୍ମରେ ଅଭିନୟ କରିଥିଲେ , ଓ ଏକ ସଫଳ ଅଭିନେତା ରୁପରେ ଜଣାଗଲେ , ମେରା ନାମ୍ ଜୋକର୍ , ଏହି ଫିଲ୍ମ ତାଙ୍କର ପ୍ରଥମ ଫିଲ୍ମ ଥିଲା , ଯେଉଁଥିରେ ସେ ନିଜ ବାପାଙ୍କ ଛୁଆ ବେଳର ରୋଲ୍ କରିଥିଲେ , କିନ୍ତୁ ବବି ଫିଲ୍ମରେ ସେ ଜଣେ ଅଭିନେତା ହିସାବରେ ଜଣାଗଲେ ।

ପଦ୍ମିନୀ ଫିଲ୍ମ ୧୯୭୭ ରେ ଆସିଥିବା ରାଜକପୁରଙ୍କ ଫିଲ୍ମ ସତ୍ୟମ୍ ଶିବମ୍ ସୁନ୍ଦରମ୍ ରେ ଜିନତ୍ ଅମନଙ୍କ ଛୁଆବେଳର ରୋଲ୍ କରିଥିଲେ,  ଏହା ଛଡା ସେ ୟାଦୋଁ କି ବାରାତ୍ , କିତାବ୍ ଓ ଦୁସମନ୍ ଦୋସ୍ତ ପରି ଫିଲ୍ମରେ ଶିଶୁ କଳାକାର ଭାବେ କାମକରିଥିଲେ , ସେ ଜଣେ ଲିଡ୍ ଅଭିନେତ୍ରୀ ଭାବେ ୧୯୮୨ ରେ ଆସିଥିବା ଫିଲ୍ମ ପ୍ରେମ୍ ରୋଗରୁ ଅସଲି ପରିଚୟ ପାଇଥିଲେ ।

କହିଦେବୁ କି ପଦ୍ମିନୀ କୋଲ୍ହାପୁରୀ ସନ୍ ୧୯୮୩ ରେ ଫିଲ୍ମଫେୟାର୍ ରେ ଏହି ଫିଲ୍ମ ପ୍ରେମ୍ ରୋଗ୍ ପାଇଁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ,  ୧୯୮୧ ର ଫିଲ୍ମଫେୟାର୍ ରେ ଫିଲ୍ମ ଇନସାଫ୍ କା ତରାଜୁ ପାଇଁ ସେ ସର୍ବଶ୍ରେଷ୍ଠ ସହାୟକ ଅଭିନେତ୍ରୀ ପୁରସ୍କାର ଦ୍ୱାରା ସମ୍ମାନିତ ହୋଇଥିଲେ,  ଏହି ପ୍ରକାର ସଂବନ୍ଧିତ ଶ୍ରେଣିରେ ପୁରସ୍କାର ଜିତିଥିବା ଦ୍ୱିତୀୟ ସବୁଠାରୁ ଛୋଟ ଅଭିନେତ୍ରୀ ହୋଇଗଲେ । ଏହି ପରି ଶିଶୁ କଳାକାର ରୁପରେ ସେ ନିଜ ଭଉଣୀ ଶିବାଙ୍ଗୀଙ୍କ ସହ ୟାଦୋଁ କି ବାରାତ୍, କିତାବ୍ ଓ ଦୁସମନ୍ ଦୋସ୍ତ ପରି ଫିଲ୍ମ ର ଗୀତରେ ଗୀତର କୋରସ୍ ରେ ଗାଇଥିଲେ,  ପରେ ପଦ୍ମିନୀ ନିଜ ଫିଲ୍ମରେ ଯେପରି ବିଧାତା, ସାତ୍ ସହେଲିଆଁ , ହମ୍ ଇନ୍ତେଜାର୍ କରେଙ୍ଗେ, ଓ ସଡକ ଛାପ୍ କିଶୋର କୁମାର ସହ ଗାଇଥିଲେ । ସେ ସଂଙ୍ଗୀତ ପ୍ରେମୀଙ୍କ ନାମକ ବାପୀ ଲେହେରିଙ୍କ ସହ ଏକ ଆଲବମ୍ ଜାରି କରିଥିଲେ,  ସେ ୧୯୮୬ରେ ବାପି ଲହେରି ଓ ତାଙ୍କ ଦଳ ସହ ଲଣ୍ତନରେ ରୟାଲ୍ ଅଲବର୍ଟ ହଲରେ ଗ୍ରେଟର ଲଣ୍ତନ୍ କ୍ୟାଉନ୍ସିଲ୍ ପାଇଁ ପ୍ରଦର୍ଶନ କରିଥିଲେ ।

ଆପଣଙ୍କୁ କହିଦେବୁ କି ରିଷି କାପୁର୍ ଓ ପଦ୍ମିନୀ କୋଲ୍ହାପୁରୀଙ୍କ୍ ଆସିଥିବା ଫିଲ୍ମ ପ୍ରେମ୍ ରୋଗ ଯାହା ବହୁତ ଭଲ ଫିଲ୍ମ ଥିଲା ଏହି ଦୁହେଁ ଭଲ ଅଭିନୟ କରିଥିଲେ, ଏହି ଫିଲ୍ମରେ ଅଭିନୟ କଇଥିବା ପଦ୍ମିନୀ କୋଲ୍ହାପୁରୀ ଆଜିର ସମୟରେ ବହୁତ ସୁନ୍ଦର ଦେଖାଯାଆନ୍ତି , ତାଙ୍କର ଜନ୍ମ ୧ ନଭେମ୍ବର ୧୯୬୫ କୁ ମୁମ୍ବାଇରେ ହୋଇଥିଲା , ତାଙ୍କର ସୁନ୍ଦରତା ଆଜି ବି ସେମିତି ଅଛି ଯାହା ଆଗରୁ ଥିଲା , ଏହି ଦିନରେ କିଛି ଫଟୋ ଭାଇରାଲ୍ ହେଉଛି, ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି , ପଦ୍ମିନୀ କୋଲ୍ହାପୁରୀ ସମୟର ସହ ସୁନ୍ଦର ହୋଇଛନ୍ତି

Leave a Reply

Your email address will not be published. Required fields are marked *