February 5, 2025

Odia Express

Here, There and Everywhere

ଚାହାରେ ଏହି ଛୋଟିଆ ଜିନିଷ ମିଶାଇ କାଶକୁ ଭଲ କରନ୍ତୁ – ନିଶ୍ଚୟ ଜାଣି ରଖନ୍ତୁ ..

ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେଉଁମାନଙ୍କୁ ବହୁତ ଶୀଘ୍ର କାଶ ହୋଇଥାଏ , ଏହି କାଶ ସହଜରେ କମିନଥାଏ ବା ବହୁତ ଶୀଘ୍ର ଗଳା ଖରାପ ହୋଇଥାଏ ଓ ଏହା ସହିତ କୌଣସି ବି ଗଳାର ସମସ୍ୟା ପାଇଁ ଏକ ବହୁତ ସହଜ ଉପାୟ ଆଜି ଆମେ ଆପଣଙ୍କ ପାଇଁ ନେଇକି ଆସିଛୁ। ଯାହାଙ୍କୁ ଏହିସବୁ ସମସ୍ୟା ହେଉଛି ଓ ସହଜରେ ଠିକ ହେଉନାହିଁ ଏହି ଉପାୟ ଦ୍ଵାରା ଆୟୁର୍ବେଦ ଦ୍ଵାରା ଆପଣ ତାହାକୁ ବହୁତ ସହଜରେ ଠିକ କରିପାରିବେ।ଆପଣ ଦେଖିଥିବେ ଏଥିପାଇଁ କିଛି ଲୋକ ଚାହାରେ ଅଦା ଓ ଗୁଜୁରାତି ମିସେଇକି ପିଇଥାନ୍ତି। ଏହା ବ୍ୟବହାର କରିବା ଦ୍ଵାରା ଗଳା ଶୁଖିଲା ହୋଇଯାଏ।ତେବେ ଏହି ସମସ୍ୟାରୁ ମୁକ୍ତି ପାଇବାପା ଇଁ ଓ କାଶ ବା ଗଳା ସମସ୍ୟା ଦୂର ପାଇଁ ଆମକୁ ଆବଶ୍ୟକ ଯେବେ ଆମେ ଚାହା ତିଆରି କରୁଛେ ଏହା ପରେ ଚାହ ହେବା ପରେ ଚାହକୁ ଆଗ ଛାଣନ୍ତୁ ନାହିଁ, ଚାହା ହୋଇଯିବ ପରେ ସେଥିରେ ଅଳ୍ପ ମରିଚ ମିସେଇଦିଅନ୍ତୁ।

ଏହା ବହୁତ ଭଲ ସାମଗ୍ରୀ ଅଟେ ଗଳାର କୌଣସିବି ସମସ୍ୟା ପାଇଁ।ଯେଉଁ ଲୋକମାନଙ୍କର କାଶ ଅନେକ ଔଷଧ ଖାଇବା ପରେ ମଧ୍ୟ ଭଲ ହେଉନାହିଁ ସେମାନେ ଏହାକୁ ନିଶ୍ଚୟ ଆପଣାନ୍ତୁ। ଏକ କପ ଚାହାରେ ଅଧା ଚାମଚରୁ ଅଧେ ମରିଚ ଗୁଣ୍ଡ ମିଶାନ୍ତୁ ଏହା ପରେ ଏହାକୁ ପିଇବା ପୂର୍ବରୁ ଭଲସେ ଜାଣନ୍ତୁ ଯେଉଁମାନଙ୍କୁ ଥଣ୍ଡା କାଶ ହେଉଛି ସେମାନେ କେବଳ ଏହାକୁ ମିଶେଇ ପିଅନ୍ତୁ କିନ୍ତୁ ଯେଉଁମାନଙ୍କୁ ଶୁଖିଲା କାଶ ହେଉଛି ସେମାନେ ଏହା ସହିତ କୌଣସି ଘିଅ ବା ଅନ୍ୟ କିଛି ସାମଗ୍ରୀ ନୁହେଁ ବରଂ ଅଲିଭ ଅଏଲ ଆବଶ୍ୟକ। ଆପଣ ଏକ ଚାମଚ ଅଲିଭ ଅଏଲକୁ ଗରମ କରି ସେଥିରେ ମିଶେଇ ସକାଳେ ଓ ସନ୍ଧ୍ୟାରେ ଚାହା ପିଅନ୍ତୁ ଆପଣ ଦେଖିବେ ମାତ୍ର କିଛି ଦିନରେ ଅତି ପୁରୁଣା କାଶ ବହୁତ ସହଜରେ ଭଲ ହୋଇଯିବ।

ଯେଉଁମାନଙ୍କୁ କେବଳ ଥଣ୍ଡା କାଶ ହେଉଛି ସେମାନେ କେବଳ ମରିଚ ମିଶା ଚାହା ପିଅନ୍ତୁ।ଏପରି କରିବା ଦ୍ଵାରା ଜୀବନରେ କେବେବି ଆପଣଙ୍କୁ କାଶ ଓ କୌଣସି ବି ଗଳାର ସମସ୍ୟା ହେବନାହିଁ। ଏହା ଏକ ଚମତ୍କାରି ଉପାୟ ଅଟେ।ଯାହା ଆପଣ ନିଶ୍ଚିତ ଭାବେ ବ୍ୟବହାର କରିବା ଆବଶ୍ୟକ ଅଟେ। ଏହା କହିବା ଆପଣଙ୍କୁ ଆବଶ୍ୟକ ନାହିଁ କି ଯେବେ କାଶ ଜଲ୍ଦି ଠିକ ହୋଇନଥାଏ ତେବେ କେତେ କଷ୍ଟ ହୋଇଥାଏ। କାରଣ ଅଧିକ ଦିନ କାଶ ରହିବା ଦ୍ଵାରା କାଶରେ ରକ୍ତ ମଧ୍ୟ ପଡିଥାଏ ଓ ଗଳା ଛିଣ୍ଡି ଯାଇଥାଏ। କାଶ ସହଜରେ ଔଷଧ ଖାଇବା ଦ୍ଵାରା କମିନଥାଏ।ଯେଉଁମାନଙ୍କର ବି କାସ ସହଜରେ କମୁନାହିଁ ସେମାନେ ଏହି ଉପାୟକୁ ନିଶ୍ଚିତ ଆପଣାନ୍ତୁ ଏହା ନିଶ୍ଚୟ ଆପଣଙ୍କ କାଶ ଓ ସମସ୍ତ ଗଳାର ସମସ୍ୟା ଦୂର କରିଥାଏ।

ଆପଣ ଏହା ଅନେକ ବୟସ୍କ ଲୋକଙ୍କଠୁ ତ ନିଶ୍ଚୟ ଶୁଣିଥିବେ ସେମାନେ ଆଗ କାଳରେ ଯେବେ ଔଷଧ ନଥିଲା ଏହିପରି ଆୟୁର୍ବେଦ ଆପଣାଇ ଅନେକ ବଡ଼ ବଡ଼ ରୋଗରୁ ମୁକ୍ତିପାଉଥିଲେ ଓ ଏହା ବହୁତ ଉପକାରୀ ମଧ୍ୟ ଅଟେ।

Leave a Reply

Your email address will not be published. Required fields are marked *