ଆପଣ ବି ଦେଖନ୍ତି ଏହି ପ୍ରକାରର ସଙ୍କେତ ତେବେ ବୁଝିଯାଆନ୍ତୁ କି ବହୁତ ଜଲଦି ଆପଣ ବି ହେବାକୁ ଯାଉଛନ୍ତି ଧନୀ
ସେମିତି ଆମ ହିନ୍ଦୁ ଧର୍ମରେ ଜ୍ୟୋତିଷ୍ୟଶାସ୍ତ୍ରର ବହୁତ ଅଧିକା ମହତ୍ତ୍ୱ ରହିଛି । ଓ ଏହା ସହ ହିନ୍ଦୁ ଧର୍ମରେ ବହୁତ ଏମିତି ସାରା କଥା କୁହାଯାଇଛି ଯାହା ଆଜି ବଡ ହିଁ ମାନ ସମ୍ମାନ ସହ ମାନାଯାଏ , ଜ୍ୟୋତିଷ୍ୟ ଅନୁସାରେ ବହୁତ ସାରା କଥା କରିଥାନ୍ତି ଓ ଦେଖିବାକୁ ଗଲେ ଜ୍ୟୋତିଷ୍ୟ ଅନୁସାରେ ଏମିତି ବହୁତ ସାରା କଥା ବି କୁହାଯାଏ କି ଯାହା ପ୍ରାୟ ଆମ ଭବିଷ୍ୟ ବିଷୟରେ ଆଗୁଆ ସୁଚାଇଦେଇଥାଏ , ଆଜି ଦେଖିବାକୁ ଗଲେ ମଣିଷର ଆବଶ୍ୟକତା ବହୁ ପରିମାଣରେ ବଢିଯାଇଛି, ଓ ଏହି ସବୁ ଆବଶ୍ୟକତାକୁ ପୁରା କରିବାକୁ ଏକ ହିଁ ସାଧନ ହୋଇଥାଏ ଧନ , ଯାହା ଆମର ଆବଶ୍ୟକତାରୁ ଅଧିକା ହୋଇଥାଏ, ଆଜି ସମସ୍ତେ ନିଜର ଆବଶ୍ୟକତା ପୁରା କରିବାପାଇଁ ଏହାକୁ ଦରକାର କରନ୍ତି , ଏହାକୁ ପାଇବାକୁ ମଣିଷ ବହୁତ ପ୍ରକାର ଷ୍ଟାରର ଚେଷ୍ଟା କରିଥାଏ, ଯାହାଦ୍ୱାରା ସେ ସଫଳ ହୋଇଯାଉ । ସେମିତି ଆଜି ଆମେ ଆପଣଙ୍କୁ କିଛି ସଙ୍କେତଗୁଡିକ ବିଷୟରେ କହିବୁ ଯାହା ଜ୍ୟୋତିଷ୍ୟଶାସ୍ତ୍ର ଅନୁସାରେ କୁହାଯାଇଥାଏ , ଯଦି ଏହି ପ୍ରକାରର ସଙ୍କେତ ଦେଖିନିଅନ୍ତି ତେବେ ଆପଣ ବହୁତ ଜଲଦିଧନୀ ହୋଇପାରିବେ
ଆପଣଙ୍କୁ କହିଦେବୁ କି ଜ୍ୟୋତିଷ୍ୟଶାସ୍ତ୍ରରେ ଏହି କଥାର ସଙ୍କେତ ମିଳିଥାଏ କି ଏବେ ପରିସ୍ଥିତି ଆପଣଙ୍କ ଅନୁକୁଳ ଅଛି କି ନାହିଁ ଓ ସମୟ ଏବେ ଆପଣଙ୍କ ସାଥ୍ ଦେବ କି ନାହିଁ , କହିଦେବୁ କି ଏହି ସଙ୍କେତ ବିଷୟରେ ଆପଣ ଜାଣିପାରିବେ , ନିକଟ ଭବିଷ୍ୟତରେ ଆପଣ ଧନୀ ହେବେ କି ଗରିବ , ଓ ଆଜି ଆମେ ଆପଣଙ୍କୁ କିଛି ଏହିପ୍ରକାରର ସଙ୍କେତ ବିଷୟରେ କହିବାକୁ ଯାଉଛୁ , ଯାହାର ସାହାଯ୍ୟରେ ଆପଣ ନିଜ ବିଷୟରେ ବି ଜାଣିପାରିବେ , ଆପଣଙ୍କ ଭାଗ୍ୟରେ ଧନ ଆସିବାର ଅଛି କି ନାହିଁ ।
ସବୁଠାରୁ ପ୍ରଥମେ ଆପଣଙ୍କୁ କହିଦେବୁ କି ଯଦି ଆପଣଙ୍କୁ ସ୍ୱପ୍ନରେ ଏମିତି ଦେଖାଯାଏ କି ଆପଣ ଗରିବ କିମ୍ବା କେଉଁ ଦରକାର କରୁଥିବା ଲୋକଙ୍କୁ ଧନ ଉଧାରରେ ଦେଉଛନ୍ତି ତେବେ ଏହାର ମତଲବ ଏହାକି ନିକଟ ଭବିଷ୍ୟତରେ ଆପଣଙ୍କ ପାଖକୁ ବହୁତସାରା ପଇସା ଆସିପାରେ, ଏହା ଛଡା କହିବାକୁ ଚାହିଁବୁ କି ଯଦି କେବେ ବି କେଉଁ ଭିକାରୀ ଆପଣଙ୍କଦ୍ୱାର ସମ୍ମୁଖରେ ଆସିଯାଏ କେବେ ବି ଖାଲି ହାତରେ ଛାଡିବାକୁ ଦିଅନ୍ତୁ ନାହିଁ, ତାଙ୍କୁ ନିଶ୍ଚିତ କିଛି ଦାନ ଦିଅନ୍ତୁ , ଏହା ଦ୍ୱାରା ମା ଲକ୍ଷ୍ମୀ ଜଲଦି ପ୍ରସନ୍ନ ହୋଇଯାଆନ୍ତି , ଜ୍ୟୋତିଷ୍ୟ ଶାସ୍ତ୍ରରେ ମାନିଲେ ଏମିତି କୁହାଯାଏ କି ଯଦି ଆପଣଙ୍କ ସ୍ୱପ୍ନରେ କିଏ ଦିଆସିଲି ଜଳାଉଥିବାର ଦେଖାଯାଏ ତେବେ ଏହାର ସଙ୍କେତ ହୋଇଥାଏ କି ଆପଣଙ୍କୁ ବହୁତ ଜଲଦି ଧନର ପ୍ରାପ୍ତି ହେବ ।
ଏମିତି ବି ମାନାଯାଏ କି ଯଦି ଆପଣଙ୍କୁ କେବେ ବି ସ୍ୱପ୍ନରେ କିଏ ଚେକ୍ ଦେଉଥିବାର ଦେଖାଯାଏ , ତେବେ ବୁଝିନେବେ କି ଆପଣଙ୍କ ବଂଶଗତ ରୁପରେ ବଡ ସ୍ତରରେ ଧନର ପ୍ରାପ୍ତି ହେବ , କେବଳ ଏତିକି ନୁହେଁ ବରଂ ଏମିତି ସ୍ୱପ୍ନର ଅର୍ଥ ହୋଇଥାଏ କି ଏଥିରେ ଆପଣଙ୍କ କାରୋବାରରେ ବୃଦ୍ଧି ହେବ , ଏମିତି କୁହାଯାଏ କି ଯଦି ଆପଣଙ୍କ ଘରର ଟ୍ୟାପରୁ ପାଣିପଡୁଥାଏ ତେବେ ତୁରନ୍ତ ବନ୍ଦ କରିଦିଅନ୍ତୁ , ଅନ୍ୟଥା ଏହାର କାରଣରୁ ଆପଣଙ୍କ ଧନର ଘୋର ଅଭାବ ଦେଖାଯାଇପାରେ ।