ଗଣିତ ଭିତିକ ପ୍ରଶ୍ନ – ଗୋଟେ ବ୍ୟକ୍ତି ପାଖରେ କିଛି କୁକୁଡା ଓ ଛେଳି ଅଛି , ଯଦି ସେ ସମସ୍ତଙ୍କର ୯୦ଟି ମୁଣ୍ତ ୨୨୪ ଟି ଗୋଡ୍ ଅଛି , ତେବେ ଲୋକ ପାଖେ କେତେ ଛେଳି ଅଛନ୍ତି ? ବୁଦ୍ଧିମାନ ହେଇଥିଲେ ଉତ୍ତର ଦିୟନ୍ତୁ
1 min readବନ୍ଧୁଗଣ, ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ ପ୍ରସ୍ତୁତି ଯଦି କରୁଛନ୍ତି , ତେବେ ଏବେ ୟୁପିଏସ୍ ସିର ପ୍ରାରମ୍ଭିକ ପରୀକ୍ଷା ଅଧିକା ସମୟ ନାହିଁ । ଏହି ପରୀକ୍ଷା ୪ ଅକ୍ଟୋବରକୁ ହେବାର ଅଛି, ଯଦି ଆପଣ ଏହାର ପ୍ରସ୍ତୁତି କରିବାକୁ ଚାହୁଁଛନ୍ତି ତେବେ ଆପଣ ୟୁପିଏସ୍ ସି ଇଣ୍ଟରଭ୍ୟୁର ପ୍ରଶ୍ନଗୁଡିକ ଦେଖିନିଅନ୍ତୁ , ପରୀକ୍ଷା ସହ ଚାକିରି ପାଇବାକୁ ହେଲେ ଇଣ୍ଟରଭ୍ୟୁ କ୍ଲିୟର୍ କରିବାକୁ ପଡିଥାଏ , ଏମିତିରେ ଆପଣଙ୍କୁ କିଛି ପ୍ରଶ୍ନଗୁଡିକ ନେଇକରି ଆସିଛୁ ଯାହା ପୁର୍ବ ବର୍ଷ ଆଇଏଏସ୍ ଇଣ୍ଟରଭ୍ୟୁରେ କ୍ୟାଣ୍ତିଡେଟ୍ସଙ୍କୁ ପଚାରାଯାଇଥିଲା, ଆସନ୍ତୁ ଜାଣିବା ।
୧) ଗୋଟେ ବ୍ୟକ୍ତି ପାଖରେ କିଛି କୁକୁଡା ଓ ଛେଳି ଅଛି , ଯଦି ସେ ସମସ୍ତଙ୍କର ୯୦ଟି ମୁଣ୍ତ ୨୨୪ ଟି ଗୋଡ୍ ଅଛି , ତେବେ ଛେଲିର ସଂଖ୍ୟା କେତେ ? ଉତ୍ତର ; ୨୨ ଟି ଛେଳି ।
୨) Fighting Fire by Fire ର ମତଲବ କଣ ? ଉତ୍ତର ; କ୍ୟାଣ୍ତିଡେଟ୍ କହିଲାକି ମୋତେ ଏହାର ସଠିକ୍ ଉତ୍ତର ଜଣାନାହିଁ , ତାପରେ ମୁଁ ଟିକିଏ ଅନ୍ଦାଜା ଲଗାଇଲି, ମୁଁ ଗୋଟେ ଦୁଇଟା ଉଦାହରଣ ଦେଇଥିଲି, ମୁଁ ଉତ୍ତରରେ ସେବାନିବୃତ ଆଇପିଏସ୍ ଅଫିସର୍ ଜୁଲିଓ ରିବେରୋ ଙ୍କ ବହି bullet for bullet : my life as a police officerର ଜାଣିଲି, ଯେପରି ଲୁହା ଲୁହାକୁ କାଟିଥାଏ , ତେବେ ସେ ମୋତେ କହିଲେ କି ଏହା ସବୁ ଠିକ୍ ଅଛି ,କିନ୍ତୁ Fighting Fire by Fire ର ସଠିକ୍ ଉତ୍ତର କଣ ଅଟେ , ଇଣ୍ଟରଭ୍ୟୁ ବୋର୍ଡ ଉତ୍ତରରେ କହିଲେ କି ଯାହାକୁ ଫରେଷ୍ଟ ଫାୟାର୍ ହୋଇଥାଏ , ସେହି ଜଙ୍ଗଲରେ ନିଆଁ କୁ ରୋକିବାପାଇଁ ଜଙ୍ଗଲରେ ଏକ ଭାଗ ଜଳାଇଦିଅନ୍ତି ।
୩) ଶରୀରରେ କେଉଁ ଭାଗରେ ଝାଳ ଆସେ ନାହିଁ ?, ଉତ୍ତର : ଓଠ ।
୪) ଉତ୍ତର ଧ୍ରୁବ ଉପରେ ଘରର ଚାରୋଟି କବାଟ ଅଛି, ଯାହା ସାଉଥ୍ ତରଫକୁ ଅଟେ, ଘରର ଚାରିପଟ ଓ ଏକ ଭାଲୁ ଚକ୍କର ଲଗାଉଚି, ତେବେ ଭାଲୁର ରଙ୍ଗ କଣ ହେବ ? ଉତ୍ତର : ଭାଲୁର ରଙ୍ଗ ଧଳା ହେବ , ଉତ୍ତର ଧ୍ରୁବ ରେ ଦେଖାଯାଏ ,
୫) ଦୁନିଆଁରେ ଏମିତି କେଉଁ ଜୀବ ଅଛି ଯାହାର ପାଞ୍ଚଟି ଆଖି ହୋଇଥାଏ ?ଉତ୍ତର : ମହୁମାଛି ।
୬) ଏମିତି କେଉଁ ଜିନିଷ ଅଛି ଯାହାକୁ କହିଲେ ଭାଙ୍ଗିଯାଏ ? ଉତ୍ତର : ନୀରବତା ।
୭) ଗୋଟେ ବ୍ୟକ୍ତି ଏକ ଅନ୍ଦକାର ରୁମରେ ବସିଛି, ରୁମରେ ଲଣ୍ଠନ, ଲାଇଟ୍ ,ମୋବାଇଲ୍ କିଛି ବି ନାହିଁ, ତାପରେ ସେ ପଢିପାରେ ? ଉତ୍ତର : ରୁମରେ ବସିଥିବା ବ୍ୟକ୍ତି ଦୃଷ୍ଟିହୀନ ଅଟେ, ଓ ସେ ବ୍ରେଲ୍ ଲିପି ରେ ପଢୁଛି, ଏହି ଲିପି ଅନ୍ଧାରରେ ବି ପଢାଯାଇପାରିବ , ଏହାପାଇଁ ଆଙ୍ଗୁଠିର୍ ବ୍ୟବହାର କରାଯାଏ ।
୮) ସେ କେଉଁ ଶବ୍ଦ ଅଟେ ଯେଉଁଥିରେ ଫଳ, ଫୁଲ, ଓ ମିଠା ତିନୋଟି ଶବ୍ଦର ମିଶ୍ରଣ ଅଟେ ? ଉତ୍ତର :ଗୋଲାବଜାମୁ
୧୦) ଗୋଟେ ମା ର ଦୁଇଟି ପୁଅ ଗୋଟେ ସମୟରେ ଜନ୍ମ ହେଲେ କିନ୍ତୁ ସେ ଜାଆଁଳା ନୁହେଁ ?
ଉତ୍ତର ଏହାର ଦୁଇଟି କାରଣ ହୋଇପାରେ, ପ୍ରଥମକି ତିନୋଟି ଛୁଆ ଏକା ସହ ତୃତୀୟ ଝିଅ ହୋଇଥିବ , ଯାହାର କାରାଣରୁ ତାଙ୍କୁ ଟ୍ରିପଲେକ୍ସ କୁହାଯାଉଥିବ , ଏମିତିରେ ଜାଆଁଳା କୁହାଯାଇପାରିବ ନାହିଁ ।
୧୧) ଯେବେ ଇଣ୍ଟରଭ୍ୟୁ ସମୟରେ ଝିଅକୁ ପଚାରାଗଲା କି ଆପଣଙ୍କ ଶରିରରେ କେଉଁ ଭାଗ ସବୁଠାରୁ ଅଧିକା ଗରମ ହୋଇଥାଏ ? ଉତ୍ତର ; ଶରୀରରେ ଯେଉଁ ଅଙ୍ଗରେ ରକ୍ତ ସବୁଠାରୁ ଅଧିକା ରକ୍ତ ଦୌଡିଥାଏ , ତାହା ସବୁଠାରୁ ଅଧିକା ଗରମ ହୋଇଥାଏ ॥