June 26, 2025

Odia Express

Here, There and Everywhere

ମାତ୍ର ଗୋଟେ ମାସରେ ୨-୩ ଇଞ୍ଚ ଉଚ୍ଚତା ବଢ଼ାନ୍ତୁ – ଜାଣିରଖନ୍ତୁ ଏହାର ସହଜ ପଦ୍ଧତି ଗୁଡିକ…

1 min read

ସାଙ୍ଗମାନେ ଯଦି ଆପଣ ନିଜ ଉଚ୍ଚତା ୨-୩ ଇଞ୍ଚ ବଢେ଼ଇବାକୁ ଚାହୁଁଛନ୍ତି ତାହେଲେ ଆସନ୍ତୁ ଜାଣିବା କିପରି। ଉଚ୍ଚତା ଗୋଟେ ଏମିତି ଜିନିଷ ଯାହା ଆମର ଯଦି ଛୋଟ ଥାଏ ତ ସମସ୍ତଙ୍କ ଆଗକୁ ଆମକୁ ଯିବାକୁ ଲାଜ ଲାଗିଥାଏ ଓ ସମସ୍ତେ ଆମଜୟ ଚିଡେଇ ଥାଆନ୍ତି ନିଜ ପ୍ରତି ଏକ ହିନ ଭାବ ଆସିଥାଏ ଓ ନିଜକୁ ଖରାପ ଲାଗିଥାଏ ଆମେ ସାଧାରଣତଃ ଜାଣିଛୁ କି ୧୮ ବର୍ଷ ପରେ ଉଚ୍ଚତା ବୃଦ୍ଧି ହୁଏ ନାହିଁ କିନ୍ତୁ ଗୋଟେ ପ୍ରପର ଡାଇଟ ପ୍ରପର ରୁଟିନ ଦ୍ୱାରା ଆମ ଶରୀରର ଉଚ୍ଚତା ବୃଦ୍ଧି ହୋଇଥାଏ ।

ସେଥିପାଇଁ ଆପଣ କଣ କରିବେ ଆପଣ ନିଜେ ସବୁବେଳେ ନିଜ ମେରୁଦଣ୍ଡକୁ ସିଧା ରଖିବେ ଯାହା ଦ୍ୱାରା ଆପଣଙ୍କ ମେରୁଦଣ୍ଡ ମଝିରେ ବୃଦ୍ଧି ହେବାକୁ ଚେଷ୍ଟା କରିବ ଓ ରାତ୍ରିରେ ଶୋଇବା ସମୟରେ ସିଧା ଶୋଇବ ଓ ପିଠି ମାଡି ଶୋଇବ ଯାହାଫଳରେ ଏହା ଆମ ଉଚ୍ଚତା ବୃଦ୍ଧି କରିବାରେ ସାହାଯ୍ୟ କରିବ ଓ କୌଣସି ବି ଯୋଗ କସରତ ବ୍ୟାୟାମ କରିବା ଦ୍ୱାରା ଆମ ଶରୀରର ଉଚ୍ଚତା ବୃଦ୍ଧି ଘଟିଥାଏ ଓ ମୁଖ୍ୟ ଜିନିଷ ଧ୍ୟାନରେ ରଖିବେକି କୌଣସି ପ୍ରକାରର ଯୋଗ କସରତ କରିବା ସମୟରେ କୌଣସି ଟାଇଟ କପଡା ପିନ୍ଧିବେ ନାହିଁ ଓ ରାତିରେ ଶୋଇବା ବେଳେ ମଧ୍ୟ କୌଣସି ପ୍ରକାର ଟାଇଟ କପଡା ପିନ୍ଧିବେ ନାହିଁ ଯାହା ଫଳରେ ଉଚ୍ଚତା ବଢ଼ିବାରେ କୌଣସି ଅସୁବିଧା ହେବନାହିଁ ଉଚ୍ଚତା ବଢ଼ାଇବା ପାଇଁ ଏମିତି ବହୁତ ଶାରୀରିକ କସରତ ଅଛି ଯାହା ଆମର ଉଚ୍ଚତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।

ସେଗୁଡିକ ହେଲା ଓହଳିବା ପଦ୍ଧତି ଏହା ଏକ ଏମିତି ଉପାୟ ଅଟେ ଯାହା ଆମର ଶରୀରକୁ ଅଧିକ ରୁ ଅଧିକ ମାତ୍ରରେ ବଢ଼େଇଥାଏ ଆପଣଙ୍କ ହରମୋନ ଡେଭଲପ ହୋଇଥାଏ ମେରୁଦଣ୍ଡ ସିଧା କରିଥାଏ ଆଉ ଆପଣଙ୍କ ଉଚ୍ଚତା ବଢିବା ଆରମ୍ଭ ହୋଇଥାଏ।ତାସହିତ ଯେଉଁମାନେ ଗୋଟେ ଠିକ ଓ ସିଧାସଳଖ ଖାଦ୍ୟପେୟ ନେବାକୁ ପଡିବ।ତାଙ୍କ ଶରୀରରେ କୌଣସି ପ୍ରକାରବି ଭିଟାମିନ ଓ ପ୍ରୋଟିନ ଆଦିର କମ ନରହିବା ଉଚିତ।

ପନିର,ମଟର,କ୍ଷୀର ଆଦି ଅଧିକ ମାତ୍ରାରେ ନେବାକୁ ପଡ଼ିବ।ଆଉ ଆପଣଙ୍କୁ ସବୁଦିନ କସରତ କରିବାକୁ ପଡିବ ନହେଲେ ଶରୀରରେ ମେଦ ବୃଦ୍ଧି ହେବ ଓ ଯାହାଫଳରେ ଆମର ଶରୀର ବୃଦ୍ଧିରେ ସାହାର୍ଯ୍ୟ କରିଥାଏ।ନିଜ ପ୍ରତିଦିନ ଜୀବନରେ ଆପଣ ସୂର୍ଯ୍ୟ ନମସ୍କାର କରିବା ଆବଶ୍ୟକ ଅଟେ କାରଣ ଏହା ମଧ୍ୟ ଆମ ଶରୀରର ଉଚ୍ଚତା ବୃଦ୍ଧିରେ ସାହାର୍ଯ୍ୟ କରେ।ଆଉ ଏକ ଉପାୟ ନିଜର ଉଚ୍ଚତା ବୃଦ୍ଧି ପାଇଁ କି ନିଜ ଶରୀର ବୁଢା ଆଙ୍ଗୁଠିକୁ ପ୍ରେସର ଦେବେ ଜାହାଫଳରେ ଆପଣଙ୍କ ଉଚ୍ଚତା ବୃଦ୍ଧି ହେବାକୁ ଲାଗିବ।

ଦିନରେ ୪ ଥର କରିବେ ଓ ଗୋଟେ ଥରରେ ୨୦ ଥର କରିବେ।ଆପଣ ପୁରା ପେଟେଇ ସୋଇ ଉପରକୁ ଟାଣି ହେବେ ଏହାକୁ ୨-୩ମିନିଟ ପର୍ଯ୍ୟନ୍ତ କରିବେ ଓ ଦିନରେ ୪-୫ ଥର କରିବେ।ତାପରେ ଆସିବ ଆଉ ଏକ ଉପାୟ ନିଜ ହାତକୁ ହାତରେ ଛନ୍ଦି ବେ ଓ ନିଜ ଗୋଡ଼ ଆଙ୍ଗୁଠି ଉପରେ ଠିଆ ହୋଇ ଉପରକୁ ଟାଣି ହେବେ ଗୋଟେ ଦିନରେ ୧୦-୧୨ ଥର ଆପଣ କରିବେ।

Leave a Reply

Your email address will not be published. Required fields are marked *