October 28, 2024

Odia Express

Here, There and Everywhere

ଯେବେ ପରୀକ୍ଷାରେ ପଚରାଗଲା – ଏମିତି କେଉଁ ଜିନିଷ ଅଛି ଯାହା ଗୋଟିଏ ସ୍ତ୍ରୀ ତା ସ୍ବାମୀ କୁ ଦିଏ ନାହିଁ ? ଉତ୍ତର ଶୁଣିବା ପରେ ଆପଣ ମଧ୍ୟ କହିବେ ସବାସ..

1 min read

ସାଧାରଣ ଜ୍ଞାନ ରଖିବା ମଧ୍ୟ କାଠିକର ପାଠ ଅଟେ। ଭାରତରେ UPSC ଓ ଆଇଏସ ପରୀକ୍ଷାରେ GK ବା ସାଧାରଣ ଜ୍ଞାନ ଉପରେ ପ୍ରଶ୍ନ ଅଧିକ ପଚରା ଯାଇଥାଏ। ତେବେ ମଣିଷ ଜୀବନରେ ସର୍ବଦା କିଛି ନୂଆ ନୂଆ ଜିନିଷ ଶିଖିବା ନିହାତି ଦରକାର | ଏପରି ବହୁତ ଶିକ୍ଷା ଅଛି ଯାହା ଆମକୁ ବହି ରେ ପଢା ଯାଏ ନାହିଁ | ଏହା କେବଳରେ ବୁଦ୍ଧି ପରୀକ୍ଷା ପାଇଁ ପଚରାଯାଏ ଓ ପରୀକ୍ଷାର୍ଥୀର ଚାଲାକି କେତେ ତାହା ଜାଣିବା ପାଇଁ ଚେଷ୍ଟା କରା ଯାଏ | ତେବେ ଏହି ଆର୍ଟିକେଲ ରେ ଆମେ ଜାଣିବା 25 ଟି ଭିନ୍ନ ସାଧାରଣ ଜ୍ଞାନ ଉପରେ ପ୍ରଶ୍ନ ଏବଂ ତାର ଉତ୍ତର।

ପ୍ରଶ୍ନ  – କେଉଁ ଦେଶର ଲୋକ ଅଧିକ ପୂଜା କରନ୍ତି?
ଉତ୍ତର ; ଭାରତ ର ଲୋକ

ପ୍ରଶ୍ନ – ଜଣେ ନାରୀ ତା ଜୀବନ ରେ କେତେ କିଲୋ ର ଲିପିଷ୍ଟିକ ତା ଓଠରେ ଲଗାଇ ଥାଏ?
ଉତ୍ତର; ୩ କିଲୋ ଗ୍ରାମ

ପ୍ରଶ୍ନ – କେଉଁ ଜୀବ ର ହାଡ଼ ସବୁଠାରୁ ମଜବୁତ ଅଟେ ?
ଉତ୍ତର ; ବାଘ ର

ପ୍ରଶ୍ନ – ମଶା କେତେ ଉଚତା ପର୍ଯ୍ୟନ୍ତ ଉଡ଼ି ପାରେ?
ଉତ୍ତର; ୫୦ ଫୁଟ

ପ୍ରଶ୍ନ  – କେଉଁ ଦେଶର ପ୍ରଥମ 5 ଜଣ ରାଷ୍ଟ୍ରପତି ଙ୍କ ଫଟୋ ନାହିଁ?
ଉତ୍ତର: ଆମେରିକା

ପ୍ରଶ୍ନ  – କେଉଁ ଜୀବ କାମୁଡ଼ିବା ଦ୍ୱାରା ଅଧିକ ଲୋକ ମରିଛନ୍ତି?
ଉତ୍ତର ; ମଶା

ପ୍ରଶ୍ନ  – କେଉଁ ଜୀବର ହୃଦୟ ମିନିଟ କୁ 9 ଥର ଧଡ଼ାକି ଥାଏ?
ଉତ୍ତର; ବ୍ଲୁ ଭେଲ ବା ନୀଳ ତିମି

ପ୍ରଶ୍ନ  – ସବୁଠାରୁ କମ ଗାଈ କେଉଁ ଦେଶରେ ଅଛନ୍ତି?
ଉତ୍ତର; ପାକିସ୍ତାନ

ପ୍ରଶ୍ନ  – କୁକୁର ଛଡ଼ା ଆଉ କାହାକୁ ବମ ଖୋଜିବାରେ ବ୍ୟବହାର କରାଯାଏ?
ଉତ୍ତର; ମହୁ ମାଛି

ପ୍ରଶ୍ନ  – ମୟୁର ର ଆୟୁ କେତେ ବର୍ଷ?
ଉତ୍ତର: 15 ବର୍ଷ

ପ୍ରଶ୍ନ  – ବହି ଦୋକାନ କୋଉ ଦେଶରେ କମ୍ ଅଛି ?
ଉତ୍ତର; ପର୍ତ୍ତୃଗଲ ରେ

ପ୍ରଶ୍ନ  – ଓଟ ଠାରୁ କମ ପାଣି କିଏ ପିଏ?
ଉତ୍ତର; ମୁଷା

ପ୍ରଶ୍ନ  – ସିଂହ ର ଗର୍ଭ ଧାରଣ ସମୟ କେତେ?
ଉତ୍ତର; 115 ଦିନ

ପ୍ରଶ୍ନ  – ଦୁନିଆ ରେ କେତେ ଲୋକ ଗୀତ କୁ ଘୃଣା କରନ୍ତି?
ଉତ୍ତର; 5 % ଲୋକ

ପ୍ରଶ୍ନ  – ସବୁଠାରୁ ଅଧିକ ବାଲେଣ୍ଟାଇନ ଡେ କେଉଁ ଦେଶ ପାଳନ କର?
ଉତ୍ତର; ଆମେରିକା ଏବଂ ଭାରତ

ପ୍ରଶ୍ନ  – ଘୁଷୁରୀ ର କେତୋଟି ଜାତି ରହିଛି?
ଉତ୍ତର; 2 ଟି

ପ୍ରଶ୍ନ  – ସବୁଠାରୁ ଅଧିକ ଧନୀ କେଉଁଠି ଅଛନ୍ତି?
ଉତ୍ତର: ଆମେରିକା

ପ୍ରଶ୍ନ  – ସବୁଠାରୁ ଅଧିକ ଘୁଷୁରୀ କୋଉଠି ଅଛନ୍ତି?
ଉତ୍ତର; ଚୀନ ରେ

ପ୍ରଶ୍ନ  – କେଉଁ ଜୀଵ ମଣିଷ ର ରକ୍ତ ପିଏ?

ଉତ୍ତର; ମଶା

ପ୍ରଶ୍ନ  – ମଶା ର କେତେଟା ଗୋଡ ଥାଏ?
ଉତ୍ତର; 6 ଟା

ପ୍ରଶ୍ନ  – ମଶା ର କେତେ ଟା ଦାନ୍ତ ଥାଏ?
ଉତ୍ତର; 46 ଟି

ପ୍ରଶ୍ନ  – କେଉଁ ଦେଶରେ ଭଲେଟିଂନ ଡେ କେବଳ ପୁରୁଷ ମାନେ ପାଳନ କରନ୍ତି ?
ଉତ୍ତର; ଜାପାନ

ପ୍ରଶ୍ନ  – କେଉଁ ଜୀବ ବିନା କିଛି ଖାଇ ତିନି ଦିନ ଜୀବିତ ରହି ପାରେ?
ଉତ୍ତର; ବିଲେଇ

ପ୍ରଶ୍ନ  – ଏମିତି କେଉଁ ଜିନିଷ ଅଛି ଯାହା ଗୋଟିଏ ସ୍ତ୍ରୀ ତା ସ୍ବାମୀ କୁ ଦିଏ ନାହିଁ ?

ଉତ୍ତର; ସ୍ୱାମୀ ସବ କୁ ଚିତା ବା ନିଆଁ

ତେବେ ଏହି ସାଧାରଣ ଜ୍ଞାନ ପ୍ରଶ୍ନ ଗୁଡ଼ିକ ଥିଲା ଆଜି ପାଇଁ। ଅପଣଂକୁ ଏହା ନିଶ୍ଚିତ ଭଲ ଲାଗିଥିବ। ତେବେ ଏହାକୁ ସେୟାର୍ ନିଶ୍ଚୟ କରନ୍ତୁ।

Leave a Reply

Your email address will not be published. Required fields are marked *