October 28, 2024

Odia Express

Here, There and Everywhere

୫ଟି ପର ମଧ୍ୟରୁ ବାଛନ୍ତୁ ଗୋଟିଏ ପର ଏବଂ ଜାଣନ୍ତୁ ଆପଣ ଙ୍କ ବିଷୟରେ କିଛି ରୋଚକ ତଥ୍ୟ…

ସାଙ୍ଗମାନେ ପିଲାଦିନେ ଉଡୁଥିବା ପର ଗୁଡିକୁ ବାଛିବା ତାକୁ ଖାତା ବା ବହି ଭିତରେ ସଜେଇକି ରଖିବା ସବୁ ଛୁଆଙ୍କର ସୌକ ଅଟେ।ଅଲଗା ଅଲଗା ପ୍ରଜାତିର ପକ୍ଷୀମାନଙ୍କ ମଧ୍ୟରେ ତାଙ୍କ ପରର ଆକାର ଏବଂ ରଙ୍ଗଭି ଅଲଗା ଅଲଗା ଅଟେ କିନ୍ତୁ ଏ ସବୁପାଇଁ ମହତ୍ତ୍ୱପୁର୍ଣ୍ଣ ଭାବେ ତାଙ୍କୁ ଉଡିବାରେ ସାହାର୍ଯ୍ୟ କରେ ଏଥିପାଇଁ ମନୋବିଜ୍ଞାନବିତ ମାନେ ଏ ପର ଭିତରେ ଆପଣ ଙ୍କ ମାନସିକ ଉଡାନ ବା ଭାବନା ସହ ଯୋଡ଼ିଥାଏ।ଭାବନା ହିଁ ବ୍ୟକ୍ତିର ସ୍ଵଭାଵ ନିର୍ଦ୍ଧାରିତ କରିଥାଏ।ଏହି ପର ଗୁଡିକ ଆପଣଙ୍କ କେତେକ ରହସ୍ୟ ଖୋଲିଥାଏ।ଆପଣଙ୍କୁ ପାଞ୍ଚଟି ପର ଦିଆଯିବ ଆଉ କୁହାଯିବକି ନିଜ ପସନ୍ଦର ତା ଭିତରୁ ଆପଣଙ୍କୁ ଗୋଟେ ବାଛିବାକୁ ହେବ ଆଉ ଜାଣିବା କି ନିଜ ବିଷୟରେ ବା ନିଜ ବ୍ୟକ୍ତିତ୍ୱ ବିଷୟରେ ଯାହା ସମ୍ଭବତଃ ଆପଣ ନିଜେ ବି ଜାଣିନଥିବେ ।

ପ୍ରଥମ ପର ଆପଣ ବହୁତ ଶାନ୍ତ ସ୍ଵଭାଵର,ଉତ୍ତମ ବ୍ୟକ୍ତିତ୍ଵ ର ଆପଣ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିଥାନ୍ତି।କଥା ଚାହଁ କେତେ ବି ଉଗ୍ର ହଉନା କଇଁ ଶାନ୍ତିପୂର୍ବକ ତାକୁ ସମାଧାନ କରିଥାନ୍ତି।ପରିସ୍ଥିତି ଯେମିତି ହଉ ସବୁ ବେଳେ ସମସ୍ତଙ୍କୁ ସାହାର୍ଯ୍ୟ କରିଥାଏ।ଏହି ବ୍ୟକ୍ତି ର ଲୋକମନେ ଅନ୍ତର୍ମୁଖୀ ସ୍ଵଭାବର ଅଟନ୍ତି ଯୌଠି ପାଇଁ ଅନ୍ୟ ମାନେ ଖରାପ ଭାବନ୍ତି।

ଏହା ପରେ ଆସିବ ଦ୍ୱିତୀୟ ପର ଏ ମାନେ ବ୍ୟକ୍ତି ଙ୍କୁ ବହୁତ ଶୀଘ୍ର ବୁଝନ୍ତି ଆଉ ବ୍ୟକ୍ତିଙ୍କ ଠାରୁ ବହୁତ କିଛି ଶିଖନ୍ତି।ଯେତେବେଳେ ବି କୌଣସି ନୂଆ କାମ କରିବାର ପାଳି ଆସେ ଆପଣ ତାହା ଶୀଘ୍ର କରିଦିଅନ୍ତି।ଆପଣ ବୁଦ୍ଧିମାନ ତ ଅଟନ୍ତି ତା ସହ ବେଳେବେଳେ ମୁର୍ଖଙ୍କ ଭଳିଆ ବ୍ୟବହାର କରନ୍ତି।ନିଜ ଜୀବନ କାହା ସହ ଅଣ୍ଟିବାକୁ ଭଲ ଲାଗେନି କିନ୍ତୁ ସାଙ୍ଗ ମାନଙ୍କ ସହ ସମୟ ବ୍ୟତୀତ କରିବାକୁ ଭଲ ଲାଗେ।ଆପଣ ଚାହାନ୍ତି କି ଆପଣ ଯାହା ସହ ମିଶିବେ ତାର ସମ୍ପୂର୍ଣ୍ଣ ଧ୍ୟାନ ନିଜଉପରେ ଚାହାନ୍ତି ନ ହେଲେ ସେ ଜାଗାରୁ ଆପଣ ପଳାନ୍ତି।ଲୋକମାନଙ୍କୁ ଲାଗେ ଆପଣଙ୍କୁ କାହା ସହ ମିସିବାକୁ ଭଲ ଲାଗେନି କିନ୍ତୁ ତାଙ୍କ ସହ ମିଶିବା ସବୁଠୁ ବେସି ଭଲ ଲାଗେ।

ତୃତୀୟ ପର ଆପଣ ନିଜେ ଆତ୍ମନିର୍ଭରଶୀଳ ହେବାର ମୁଖ୍ୟ ଉଦାହରଣ ଅଟନ୍ତି। ଛୋଟ ରୁ ଛୋଟ ଜିନିଷ ପାଇଁ ଆପଣ କାହା ଉପରେ ନିର୍ଭର କରନ୍ତି ନାହିଁ।ଆପଣ ଜୀବନରେ କୌଣସି ଗୋଟେ ଲକ୍ଷ୍ୟ ସହ ଚାଲିବ ଆଉ ପୁରଣ କରିବା ଭଲ ଭାବେ ଜଣା। ନିଜ ଲକ୍ଷ୍ୟକୁ ପାଇବା ପାଇଁ ଆପଣମାନେ ପୁରା ଆଶାବାଦୀ ଅଟନ୍ତି ଓ ପୁରା ଲଗନ ଓ ଖୁସିରେ ପୁରା କରନ୍ତି।ଆପଣ କେବେ ହାର ନ ମାନିବ ଲୋକ ଅଟନ୍ତି।ଆପଣଙ୍କ ର ଏ ହଉଛି ସବୁଠୁ ବଡ ଗୁଣ ଅଟେ। ଆଉ ଆତ୍ମ ନିର୍ଭର ଆଉ ନିରାଶ ହେବା ଆପଣ ଶିଖିନାହାନ୍ତି।ଆପଣ ଅସଫଳତା ରୁ ନିରାଶ ହେବା ବଦଳରେ ତାକୁ ରାସ୍ତା ମାନି ସେଥିରୁ ସିଖୀ ଆଗକୁ ବଢି ଥାଉ।ଆପଣ ଙ୍କ ମତରେ ଅସଫଳତା ହେଉଛି ଶିଖିବା ଯୋଗ୍ୟ ଆପଣ ସେ ଭୁଲ ରୁ ଶିଖି ତାକୁ ସୁଧାରିଥାନ୍ତି।ଆଉ ଆପଣଙ୍କ ଗୋଟେ ଗୁଣ ଆପଣ ଯେତେ ହରିଲେବି ସେଥିରୁ କିଛି ଶିଖି ଥାନ୍ତି ଓ ପରେ ସେଥିରେ ଜିତିଥାନ୍ତି।

ଚତୁର୍ଥ ପର ଆପଣ ଉଚ୍ଚ ଚରିତ୍ର କିନ୍ତୁ ରାହସ୍ୟ ମୟୀ ବ୍ୟକ୍ତିତ୍ୱର ମାଲିକ ଅଟନ୍ତି ଆପଣଙ୍କ ବ୍ୟକ୍ତିତ୍ୱ ବହୁତ ଭଲ ହୋଇଥାଏ ଅସୁବିଧା ଯେମିତି ବି ହେଉତାର ଏକ ଅକସ୍ମାତ ନିବାରଣ ଆପଣଙ୍କ ପାଖରେ ଥାଏ।ଆପଣ ସବୁ କାମକୁ ସଠିକ ଭାବରେ କରିବାକୁ ଚାହାନ୍ତି।ଆପଣ ଙ୍କ କାମ ଆପଣଙ୍କୁ ଗୋଟେ ଖରାପ ଛବିରେ ବାନ୍ଧି ଦିଏ କିନ୍ତୁ ଲୋକ ପରେ ତାର ମହତ୍ଵ ବୁଝନ୍ତି ଆଉ ବନ୍ଧୁତା କରିବାକୁ ଅଗ୍ରସର ହୁଅନ୍ତି।

ପାଞ୍ଚତମ ପର ଆପଣ ବହୁତ ରଚନାତ୍ମକ ଅଟନ୍ତି।ଅପଣଙ୍କ କଳ୍ପନା ଶକ୍ତି ଆଉ ଗଠନ ମନ ଭାବ ଆପଣଙ୍କ ସବୁଠୁ ବଡ ଗୁଣ ଅଟେ କିନ୍ତୁ ଅପନଙ୍କ ସବୁଠୁ ବଡ ଖୁଣ ଆପଣ ଙ୍କୁ ନିଜ କ୍ଷମତା ଉପରେ ବିଶ୍ୱାସ ନଥାଏ।ଏଥି ପାଇଁ କେବଳ ପ୍ରତିଭାଶାଳି ହେବା ପରେ ବି ଆପଣଙ୍କୁ ବାରବାର ଅସଫଳତା ର ମୁହଁ ଦେଖିବାକୁ ପଡେ।ଏହା ଆପଣଙ୍କୁ ଚିନ୍ତିତ ରଖେ କି ସବୁ ଘଟଣା କେଉଁଠି ନା କେଉଁଠି ଆଗରୁ ନିର୍ଦ୍ଧାରିତ ହୋଇଥାଏ। ନିଜକୁ ପ୍ରମାଣିତ କରିବା ପାଇଁ ଆପଣଙ୍କୁ କିଛି ସମୟ ଦେବା ଆବଶ୍ୟକ।ଆପଣ ନିଜ କାମକୁ ପୁରା ସଚ୍ଚୋଟତା ର ସହ କରିବକୁ ପସନ୍ଦ କରନ୍ତି।ଆଉ ଗୋଟେ ଜିନିଷକୁ ବହୁତ ନିପୁଣତା ର ସହ ପୁରଣ କରନ୍ତି ଆଉ ମଧ୍ୟ ଏହି ଭାବ ଆପଣ ଅନ୍ୟ ମାନଙ୍କ ଠାରୁ ଆଶା କରନ୍ତି।

Leave a Reply

Your email address will not be published. Required fields are marked *