ମଜାଦାର୍ ଜୋକ୍ସ – ଗୋଟେ ରାତିରେ ଛାଡପତ୍ର ନେଇଥିବା ପଡୋଶୀ ସଜେଇ ହୋଇ ପିନୁ ଘରକୁ ଗଲା , ଓ ରୋମାଣ୍ଟିକ୍ ହୋଇକରି କହିଲା ଏକେଲାପଣ ଏବେ ଆଉ ସହି ହେଉନି ଓ ତାପରେ..

ଆଜିକାଲି କର୍ମବ୍ୟସ୍ତତା ଜୀବନରେ ସବୁ ବ୍ୟକ୍ତି କେବଳ ଧନର ପଛରେ ଦୌଡୁଛି , ସମସ୍ତେ ପଇସା କମାଇବାକୁ ଜୋର୍ ଦେଉଛି , ଏମିତିରେ ଆରାମ କରିବା ଖୋଲିକରି ହସିବା ଆମେ ଭୁଲି ଯାଉଛେ , ଦିନ ସାରା କାମ୍ କରିବା ଓ ରାତିରେ ଶୋଈଯିବା ଖାଲି ସମସ୍ତଙ୍କ ଜୀବନରେ ଏକ ଭାଗ ହୋଇସାରିଛି , ଦ୍ୱିତୀୟ ଶବ୍ଦରେ କହିଲେ ହସ ଖୁସି ଅନୁଭବ ହୋଇଥାଏ ଯେବେ ଚିନ୍ତାର ସ୍ତର କମ୍ କରିବାରେ ସାହାଯ୍ୟ କରୁଥିବ, ଯଦି ଆପଣ ଦୂଃଖୀ ରହିବା ପରିବର୍ତ୍ତେ ହସିଖୁସିରେ ରହିବେ ଆପଣଙ୍କ ନକରାତ୍ମକ ଉର୍ଜା ଶେଷ ହୋଇଯିବ , ପରିଣାମ ସ୍ୱରୁପ ଯେବେ ଆପଣ ସଙ୍କଟରେ ରହିବେ ତେବେ ଆପଣ ତାହାର ସମାଧାନ ଖୋଜିବାର ଅଧିକା ସମୟ ଲାଗିବ ନାହିଁ ।
୧) ମୋବାଇଲ୍ ବିକ୍ରି କରୁଥିବା ସବୁ କମ୍ପାନୀଙ୍କୁ ନିବେଦନ ଅଛି କି ଦଶ କୋଡିଏ ଟଙ୍କା ବଢାଇଦିଅନ୍ତୁ , ନହେଲେ ଚାର୍ଜରର ତାର , ଲମ୍ବା କରିଦିଅ , ଆମର ପାୱାର ପ୍ଲଗ୍ ସହ ବସିବାକୁ ପଡୁଛି ।
୨) ଶିକ୍ଷକ ଚିଣ୍ଟୁକୁ ୨ ରୁ ୨ ଗଲା ଆଉ କେତେ ବଳିଲା ? ଚିଣ୍ଟୁ : ବୁଝିପାରିଲିଣି ସାର୍ , ଶିକ୍ଷକ : ପୁଅ ତୁମ ପାଖରେ ଦୁଇଟି ରୁଟି ଅଛି , ଦୁଇଟି ରୁଟି ତୁମେ ଖାଇଦେଲ , ତୁମର୍ ପାଖରେ କେତୋଟି ରହିଲା , ଚିଣ୍ଟୁ : ସାର୍ ଭଜା ଆଉ ତରକାରୀ ରହିଲା ସାର୍ ।
୩) ଦିନେ ଭୋଲୁ ନିଜ ହଟ୍ ଭାଉଜ ସହ ବସିକରି କଥା ହେଉଥିଲା । ଭାଉଜ ଭୋଲୁ କି ତୁମେ ଏବେ କୁଆଁରା ଅଛ , ତୁମେ ମହିଳାଙ୍କ ବିଷୟରେ କଣ ଜାଣିବ । ଭୋଲୁ କହିଲା : ମୁଁ ମହିଳାଙ୍କ ବିଷୟରେ ସବୁ କିଛି ଜାଣିଛି , ଏଥିପାଇଁ ମୁଁ ଏବେ ପର୍ଯ୍ୟନ୍ତ କୁଆଁରା ଅଛି ,
୪) ପପୁ ନିଜ ପ୍ରେମିକାକୁ ଫୋନ୍ କଲା , ଆଜି କଣ ପିନ୍ଧିଛ ? ପ୍ରେମିକା : ତୁମକୁ ଖାଲି ଏହି କଥା କରିବାର ଅଛି , ପପୁ : ଆଛା ହଉ ଏହା କୁହ , ଭାରତର ବିଦେଶୀ ମୁଦ୍ରାର ଭଣ୍ତାର ବଢାଇବା ପାଇଁ କଣ ପଦକ୍ଷେପ ବଢାଇବା ଉଚିତ୍ ।
ପ୍ରେମିକା : ମିନି ଟପ୍ ଓ ସ୍କର୍ଟ୍ ପିନ୍ଧିଛି ଏବେ ଖୁସି ତ ?
୫) ଜଣେ ବ୍ୟକ୍ତି ଓ ଏକ ସୁନ୍ଦର ମହିଳା ରେଲୱେ ଷ୍ଟେସନର ୱେଟିଙ୍ଗ୍ ରୁମ୍ ରେ ବସିଥିଲେ , ବ୍ୟକ୍ତି ଜଣଙ୍କ ସିଗାର୍ ପିଉଥିଲେ, ଯେଉଁଥିରେ ମହିଳା ଚିନ୍ତିତ ହୋଇଥିଲେ । ମହିଳା ନାରାଜ୍ ହୋଇକହିଲେ ଯଦି ତୁମେ ମୋର ସ୍ୱାମୀ ହୋଇଥାନ୍ତ ତେବେ ସିଗାର୍ ରେ ବିଷ ଭରିଦେଇଥାନ୍ତି , ବ୍ୟକ୍ତି ଶାନ୍ତ ଭାବରେ ଉତ୍ତର ଦେଲା , ଯଦି ତୁମେ ମୋର ସ୍ତ୍ରୀ ହୋଇଥାନ୍ତ ତେବେ ଖୁସିରେ ପିଇଦେଇଥାନ୍ତି ,
୬) ଦୁଇ ସମୁଦି ଏକ ଢାବାରେ ବସି ମଦ ପିଉଥିଲେ ,, ପ୍ରଥମ ସମୁଦି ଗୋଟେ ପ୍ୟାଗ୍ ବନେଇଦେବି କି ? ଦ୍ୱିତିୟ ସମୁଦି , ବନେଇଦେ ଆଜି ତ ସବୁ ପ୍ୟାଗ୍ ଏଠି ମାରିକି ଶୋଇବି , ପ୍ରଥମ ସମୁଦି : ପାଣି କେତେ ଦେବି , ଦ୍ୱିତୀୟ ସମୁଦି ବିଲକୁଲ୍ ନୁହେଁ , ଆମେ ଝିଅ ଘର ଲୋକଙ୍କର ପାଣି ଏଠାରେ ପିଉନାହୁଁ ।
୭) ଗୋଟେ ରାତିରେ ଜଣେ ଛାଡପତ୍ର ପଡୋଶୀନି ସଜେଇ ହୋଇ ମୋନୁର ଘରକୁ ଆସିଲା , ଓ ରୋମାଣ୍ଟିକ୍ ହୋଇ କହିଲା , ଏବେ ଏକେଲାପଣ ସହି ହେଉନାହିଁ , କଣ ତୁମେ ଆଜି ରାତିକ ପାଇଂ ଫ୍ରି ଅଛ , ମୋନୁ ନିଜ ହୃଦୟର ବେଗକୁ କଣ୍ଟ୍ରୋଲ୍ କରି କହିଲା , ହଁ ସେ କହିଲା , ଆଜି ରାତିରେ ମୋର ଛୁଆଙ୍କ ଯତ୍ନ ନେବ , ପ୍ଲିଜ୍ , ମୁଁ ବାହାରକୁ ଯାଉଛି , ଡିନର୍ ପାଇଁ ଓ ସାଥିରେ ଲାଇଫ୍ କୁ ଫୁଲ୍ ଏନଜୟ କରିବି , ବନ୍ଧୁଙ୍କ ସହ ।