ଘରେ ଲଢେଇ ଝଗଡାରୁ ଅଛନ୍ତି ଚିନ୍ତିତ , ତେବେ ଆଜି ହିଁ କରନ୍ତୁ ଏହି ଉପାୟ , ଘରେ ସବୁବେଳେ ରହିବ ଶାନ୍ତି..
![](https://odiaexpress.net/wp-content/uploads/2020/03/family-fighFdzfd.png)
ସେମିତି ସବୁ ଘରେ ଛୋଟ ମୋଟ ପାଟିତୁଣ୍ତ କିମ୍ବା ମତଭେଦ ହୋଇଥାଏ, କିନ୍ତୁ ବହୁତ ଘରରେ ଲଢେଇ ଝଗଡା ଏତେ ଅଧିକା ବଢିଯାଏ କି ସେହି ଘରେ ଚଳିପାରିବା ମୁସକିଲ୍ ହୋଈଯାଏ , ଘରେ ଲଢେଇ ଝଗଡା ହେବାର ବହୁତ କାରଣ ହୋଇଥାଏ , ଯେଉଁ ଘରରେ ଅଧିକା ଲଢେଇ ଝଗଡା ହୋଇଥାଏ , ସେହି ଘରର ବାତାବରଣ ସବୁବେଳେ ନେଗେଟିଭିଟି ରେ ଭରା ରହିଥାଏ , ସେହି ଘରକୁ ମା ଲକ୍ଷ୍ମୀ ଆସିବାକୁ ପସନ୍ଦ କରନ୍ତି ନାହିଁ । ଯଦି ଆପଣଙ୍କ ଘରେ ଲଢେଇ ଝଗଡା ହେଉଛି , ତେବେ ଆପଣ ଚାହୁଁଛନ୍ତି କି ତାହାକୁ ବନ୍ଦ କରିବାପାଇଁଂ ତେବେ ପ୍ରଥମେ ସମସ୍ତେ ପୁର୍ବପରି ଏକାଠି ହସିଖୁସି ରହିବା ପାଇଁ ହେଲେ ସଠିକ୍ ଜାଗାକୁ ଆସିଛନ୍ତି , ଆଜି ଆମେ ଆପଣଙ୍କୁ କିଛି ଉପାୟ କହିବୁ ଯାହାକି କିଛି ଦିନ ମଧ୍ୟରେ ଘରେ ଲଢେଇ ଝଗଡା ଅଟକିଯିବ , ଓ ପରିବାର ସଦସ୍ୟ ସବୁ ଏକାଠି ରହିବାକୁ ଲାଗିବେ ।
୧) ନିଜ ଘରର ପାଖରେ ଥିବା ହନୁମାନ ମନ୍ଦିରକୁ ଯାଆନ୍ତୁ , ସେଠାରେ ଆପଣ ଏକ ଧଳା ସୁତା ବା ଫିତାକୁ ବି ନେଇଯାଆନ୍ତୁ , ଏହି ଧଳା ଫିତା କୁ ହନୁମାନଙ୍କ ସିନ୍ଦୁର ଲଗାଇଦିଅନ୍ତୁ , ଏବେ ଏହି ସିନ୍ଦୁର ଫିତାକୁ ଘରର ମୁଖ୍ୟଦ୍ୱାର ନିକଟରେ ବାନ୍ଧିଦିଅନ୍ତୁ , ଏମିତି କରିଲେ ଘରେ ସବୁ ସକରାତ୍ମକ ଉର୍ଜା ଭିତରେ ପ୍ରବେଶ କରେ ଓ ନକରାତ୍ମକ ଉର୍ଜା ବାହାରିଯାଏ , ଓ ଘରେ ସୁଖ ଶାନ୍ତିର ବାତାବରଣ ଦେଖାଦିଏ ।
୨) ଘରେ ଯେଉଁ ବ୍ୟକ୍ତି ଅଧିକା ଲଢେଇ ଝଗଡା କରୁଛି ତାହାରପୁରୁଣା ଜିନିଷ ଯେପରି ଜୋତା, ଚପଲ କପଡା ବାସନ ଆଦି ଭିକାରୀକୁ ଶନିବାର ଦିନ ଦାନ କରିଦିଅନ୍ତୁ , ଏମିତି କରିଲେ ଘରେ ଝଗଡା କରୁଥିବା ବ୍ୟକ୍ତି ରସବୁ ନେଗେଟିଭିଟି ବାହାରିଯିବ । ଓ ସେ ସମସ୍ତଙ୍କ ସହ ବିନମ୍ରତା ସହ ମିଶିକରି ରହିବାକୁ ଲାଗିବ ।
୩) ସୋମବାର ଦିନ ଶିବମନ୍ଦିର ଯାଇକରି ଏକ ନଡିଆ ଭାଙ୍ଗନ୍ତୁ , ଏହି ନଡିଆରୁ ବାହାରିଥିବା ପାଣି କୁ କ୍ଷିରରେ ମିଶାନ୍ତୁ , ଓ ଶିବଲିଙ୍ଗରେ ଅଧା ଚଢାଇଦିଅନ୍ତୁ , ବାକି ବଞ୍ଚିଥିବା ନଡିଆର ପାଣିକୁ କ୍ଷିର ମିଶ୍ରଣ ସହ ଘରକୁ ଆଣନ୍ତୁ , ଓ ଏହି କ୍ଷୀର ଓ ଅନ୍ୟ ଜୀନିଷରେ ମିଶାଇକରି ଘରର ବାକି ସଦସ୍ୟଙ୍କୁ ପ୍ରସାଦ ହିସାବରେ ଦିଅନ୍ତୁ , ଏମିତି କରିଲେ ଘରର ସଦସ୍ୟଙ୍କ ମଧ୍ୟରେ ପ୍ରେମ ଭାବ ବଢିବ ।
୪) ବୁଧବାରକୁ ଗଣେଷଙ୍କ ମନ୍ଦିର ଯାଇକରି ଶୁଦ୍ଧ ଦେଶୀ ଘିଅରେ ମୋତିଚୁର୍ ଲଡୁ ଚଢାନ୍ତୁ , ଏହି ଲଡୁକୁ ଭାଙ୍ଗିକରି ସେଥିରେ ଚିରୋଞ୍ଜି, ତୁଳସୀ , ଓ ଚଣା ମିଶାଇଦିଅନ୍ତୁ , ଏବେ ଏହି ପ୍ରସାଦକୁ ଘରର ଲୋକଙ୍କୁ ଖୁଆଇଦିଅନ୍ତୁ , ଘରେ କେବେ ଲଢେଇ ଝଗଡା ହେବ ନାହିଁ ।
୫) ଘର ଭିତରେ ସତ୍ୟନାରାୟଣଙ୍କ କଥା କରାନ୍ତୁ , ଏହି କଥା ହେବାପରେ ଘରେ ସକରାତ୍ମକ ମାହୋଲ୍ ଉତ୍ପନ୍ନ ହୋଇଥାଏ , ଓ ତାହା ସହ ଏହି କଥା କାରଣରୁ ଘରର ସବୁ ସଦସ୍ୟଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଏ ।କମେନ୍ଟ ରେ ନିଶ୍ଚୟ ଲେଖନ୍ତୁ ଜୟ ହନୁମାନ