November 22, 2024

Odia Express

Here, There and Everywhere

ବାଛନ୍ତୁ ଏକ ପ୍ରଜାପତି , ଓ ଜାଣନ୍ତୁ ଆପଣଙ୍କ ସ୍ୱଭାବ ବିଷୟରେ କିଛି ଖାସ୍ କଥା – ଆଜି ହିଁ ଜାଣିନିଅନ୍ତୁ….

ଆପଣମାନେ ନିଜ ଜୀବନରେ ବହୁତ ଗୁଡିଏ ପ୍ରଜାପତିଙ୍କୁ ଉଡିଥିବାର ଦେଖିଥିବେ , ଆକାଶରେ ରଙ୍ଗବେରଙ୍ଗର ପ୍ରଜାପତି ଉଡିବାର ଦେଖିବାକୁ କାହାକୁ ବା ଭଲ ଲାଗେନି , ଏହା ଆମର ଧ୍ୟାନ ନିଜ ଆଡକୁ ଆକର୍ଷିତ କରିଥାଏ , ଆପଣ ଜାଣିଛନ୍ତି କି ପ୍ରଜାପତି ବହୁତ ରଙ୍ଗର ହୋଇଥାନ୍ତି , ଆଜି ଆମର ଏହି ପୋଷ୍ଟରେ କିଛି ପ୍ରଜାପତିଙ୍କ ନେଇକରି ବିଷୟରେ କଥା ହେବୁ , ଯାହାକି ଆପଣଙ୍କୁ ଏହି ଛବିରେ ପ୍ରଜାପତିଙ୍କୁ ବାଛିବାର ଅଛି , ଯାହା ଦ୍ୱାରା ଆପଣ ନିଜ ସ୍ୱଭାବ ବିଷୟରେ ଜାଣିପାରିବେ , ତେବେ ତଳେ ଦିଆଯାଇଥିବା ପ୍ରଜାପତିଙ୍କ ମଧ୍ୟରୁ ବାଛନ୍ତୁ ଓ ନିଜ ବିଷୟରେ ଜାଣନ୍ତୁ ।

୧) ଜାନୁୟାରୀ : ଏହା ବର୍ଷର ପ୍ରଥମ ମାସ ହୋଇଥାଏ , ନିଜର ଓ ଏହି ମାସରେ ଜନ୍ମ ହୋଇଥିବା ଲୋକ ବହୁତ ସୁନ୍ଦର ହୋଇଥାନ୍ତି , ଏମାନଙ୍କର କପଡା ପ୍ରତି ଅଧିକା ରୁଚି ରହିଥାଏ , ଏମାନେ ଫ୍ୟାସନେବଲ୍ ହୋଇଥାନ୍ତି , ଏମାନଙ୍କ ଫ୍ୟାସନର ବୁଝାମଣା ଜବରଦସ୍ତ ହୋଇଥାଏ , ଏହି ମାସରେ ଜନ୍ମ ହୋଇଥିବା ଲୋକ ଉର୍ଜାରେ ଭରା ହୋଇଥାନ୍ତି , ଏହି ମାସରେ ଜନ୍ମ ହୋଇଥିବା ଲୋକ ନିଜ ଭାବନାକୁ ଲୁଚାଇ ରଖିଥାନ୍ତି  ।

୨) ଫେବୃୟାରୀ : ଏହା ବର୍ଷର ଦ୍ୱିତୀୟ ମାସ ଅଟେ , ଏହି ମାସରେ ଜନ୍ମ ନେଇଥିବା ଲୋକଙ୍କୁ ବୁଝିପାରିବା ବହୁତ ମୁସକିଲ୍ ହୋଇଥାଏ , ଏହି ଲୋକ ସତ୍ୟତା ଓ ସ୍ୱପ୍ନକୁ ସମାନ ମହତ୍ତ୍ୱ ଦିଅନ୍ତି । ଫେବୃୟାରୀରେ ଜନ୍ମ ନେଇଥିବା ଲୋକ ବହୁତ ଚାଲାକ୍ ହୋଇଥାନ୍ତି , ଏମାନଙ୍କ ବ୍ୟକ୍ତିତ୍ୱ ବହୁତ ଆକର୍ଷକ ହୋଇଥାଏ , ଯିଏ ହେଲେ ବି ତାଙ୍କର ଦିୱାନା ହୋଇଯାଆନ୍ତି , ଏହି ଲୋକ ଶାନ୍ତ ଓ ଲାଜକୁଳା ହୋଇଥାନ୍ତି , ଏହି ଲୋକ ଆଖପାଖ ଲୋକଙ୍କୁ ସବୁବେଳେ ଖୁସିରେ ରଖନ୍ତି ଓ ବହୁତ ଅଧିକା ଖର୍ଚ୍ଚିଳା ହୋଇଥାନ୍ତି ।

୩) ମାର୍ଚ୍ଚ : ଏହି ମାସରେ ଜନ୍ମ ନେଇଥିବା ଲୋକ ବହୁତ ସୁନ୍ଦର ଓ  ଆକର୍ଷକ ହୋଇଥାନ୍ତି , ଏହି ଲୋକେ ଟିକିଏ ଲାଜକୁଳା ପ୍ରବୃତିର ହୋଇଥାନ୍ତି ,  ଓ ସମସ୍ତଙ୍କ ସହ ଅଳ୍ପ ମିଳାମିଶା କରିଥାନ୍ତି , ଏହି ଲୋକ ସବୁବେଳେ ସତ କହିଥାନ୍ତି , ଓ ବହୁତ ଦୟାଳୁ ହୋଇଥାନ୍ତି , ମାର୍ଚ୍ଚ ମାସରେ ଜନ୍ମ ନେଇଥିବା ଲୋକ ବହୁତ୍ ଶାନ୍ତ ବ୍ୟକ୍ତିତ୍ୱ ହୋଇଥାନ୍ତି , ଓ ଏମାନଙ୍କୁ ରାଗ ବହୁତ ଜଲଦି ଆସିଥାଏ , କିନ୍ତୁ ଏହି ଲୋକ ବିଶ୍ୱାସର ପାତ୍ର ହୋଇନଥାନ୍ତି , ନିଜ ଇମୋସନ୍ କୁ କାହା ଆଗରେ ପ୍ରକାଶ କରନ୍ତି ନାହିଁ

୪) ଏପ୍ରିଲ୍ : ଏହି ମାସରେ ଜନ୍ମ ନେଇଥିବା ଲୋକ ବହୁତ ବିଶେଷଗୁଣର ଅଧିକାରୀ ହୋଇଥାନ୍ତି , ଓ ଅଧିକାଂଶ ପରିସ୍ଥିତିରେ ପରସ୍ପର ସାମଞ୍ଜସ୍ୟ ବସାଇବାରେ ଚେଷ୍ଟା କରନ୍ତି , ଏହି ଲୋକ ବହୁତ ମଜାଳିଆ ହୋଇଥାନ୍ତି , ତାଙ୍କର ଜିଦ୍ଦ୍ ପାଇଁ କାହା ଆଗରେ ହାର୍ ମାନନ୍ତି ନାହିଁ , ଏହି ଲୋକ ଶାନ୍ତ ସ୍ୱଭାବର ହୋଇଥାନ୍ତି , ଏମାନେ ଅନ୍ୟଙ୍କ ଉପରେ ଦୟା କରିଥାନ୍ତି  ଓ ଏମାନେ ବହୁତ ଇମାନଦାର୍ ହୋଇଥାନ୍ତି , ଓ ବୁଲିବାକୁ ବହୁତ ଭଲ ପାଆନ୍ତି ।

୫) ମେ : ଏହି ମାସର୍ରେ ଜନ୍ମ ନେଇଥିବା ଲୋକ ବହୁତ ଜିଦ୍ଧି ଓ କଠୋର ହୃଦୟର ହୋଇଥାନ୍ତି , ଏମାନଙ୍କ ମଧ୍ୟରେ ଜୋଶ୍ ବହୁତ ଅଧିକା ହୋଇଥାଏ , ଓ ସବୁବେଳେ ନିଜ ହୃଦୟର କଥା ଶୁଣନ୍ତି , ଏମାନଙ୍କ ବିଚାରରେ ବହୁତ ସଚ୍ଚା ହୋଇଥାଏ , ଏମାନଙ୍କୁ ବହୁତ ଜଲଦି ରାଗ୍ ଆସିଯାଏ , ଏମାନଙ୍କୁ ଯିଏ ଦେଖେ ସିଏ ଆକର୍ଷିତ ହୋଇଯାଏ , ଏହି ଲୋକ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି  ଓ ଏମାନଙ୍କ ଦିମାଗ ବହୁତ କ୍ଷିପ୍ର ହୋଇଥାଏ , ଯଦି ଆମେ ଏମାନଙ୍କ ସ୍ୱାସ୍ଥ୍ୟର କଥା କହିବା ତେବେ ଏମାନଙ୍କ କାନ ଓ ଗଳାରେ ଯନ୍ତ୍ରଣା ହୋଇଥାଏ , ଏମାନଙ୍କ କଳ୍ପନା ଶକ୍ତି ବହୁତ ଅଧିକା ହୋଇଥାଏ ।

୬) ଜୁନ୍ : ଏହି ମାସରେ ଜନ୍ମ ନେଇଥିବା ଲୋକ ବହୁତ ରହସ୍ୟମୟୀ ହୋଇଥାନ୍ତି , ଓ ଏମନଙ୍କୁ ବୁଝାଇବା ବହୁତ ମୁସକିଲ୍ ହୋଇଥାଏ,  ଏହି ଲୋକ ବହୁତ ଇମାନଦାର୍ ହୋଇଥାନ୍ତି , ଓ ଏମାନେ ବହୁତ ମିଳନ ସାର ହୋଇଥାନ୍ତି , କିନ୍ତୁ ଏମାନଙ୍କୁ ଶାସନ କରିବାରେ ଇଚ୍ଛା ଥାଏ , ଜୁନ୍ ମାସରେ ଜନ୍ମ ନେଇଥିବା ଲୋକ ଭାବନାତ୍ମକ ହିସାବରେ ଦୁର୍ବଳ ହୋଇଥାନ୍ତି  ଏମାନଙ୍କୁ ଅଧିକାଂଶ ଜିନିଷ ମନେ ରହେ , ଏମାନେ ଜୀବନରେ ଏକ ଭଲ ବନ୍ଧୁ ହୋଇଥାନ୍ତି ।

୭)ଜୁଲାଇ : ଏହି ମାସରେ ଜନ୍ମ ନେଇଥିବା ଲୋକ ବହୁତ ଚାଲାକ୍ ଓ ଲୋକପ୍ରିୟ ହୋଇଥାନ୍ତି  ଏହି ଲୋକଙ୍କୁ ବୁଲିବା ପସନ୍ଦ ହୋଇଥାଏ , ଏମାନଙ୍କ ପ୍ରେମ ଜୀବନ ବହୁତ ଭଲ ହୋଇଥାଏ , ଏମାନଙ୍କ ପାଖରେ କେଉଁ ଜିନିଷର ଅଭାବ ହୋଇନଥାଏ , ଏମାନଙ୍କ ପାଖରେ ସବୁ ଜିନିଷର ଭଲ କଲେକ୍ସନ୍ ଥାଏ , ଏମାନେ ପ୍ରସିଦ୍ଧ ଅଭିନେତା କିମ୍ବ୍ ଅଭିନେତ୍ରୀ ହେବାର ସଉକ ରହିଥାଏ ।

୮) ଅଗଷ୍ଟ : ଏହି ମାସରେ ଜନ୍ମ ନେଇଥିବା ଲୋକ ବହୁତ ବାହାଦୁର ହୋଇଥାନ୍ତି , ଓ ଏମାନଙ୍କୁ କେବେ କାହାର ଚିନ୍ତା ହୋଇନଥାଏ , ଏହି ଲୋକଙ୍କର ପାଖରେ ନିୟନ୍ତ୍ରଣ କମ୍ ହୋଇଥାଏ,  ଏମାନଙ୍କ ମଧ୍ୟରେ ପ୍ରତିଶୋଧ ଭାବନା ଦେଖିବାକୁ ମିଳେ , ଏମାନଙ୍କୁ କଥ କହିବା ଗୀତ୍ ଶୁଣିବା ପସନ୍ଦ ହୋଇଥାଏ , ସଙ୍ଗୀତରେ ଏମାନଙ୍କ ଖାସ୍ ରୁଚି ହୋଇଥାଏ , ଏମାନଙ୍କ ଧ୍ୟାନ ବଡ ବଡ ସହଜରେ ଭଟକାଇପାରିବେ ଏମାନଙ୍କ କଳ୍ପନା ଶକ୍ତି ବହୁତ ଜବରଦସ୍ତ ହୋଇଥାଏ ।

୯) ସେପ୍ଟେମ୍ବର : ଏହି ମାସର ବ୍ୟକ୍ତି ବିଶେଷ ଉର୍ଜାରେ ଭରି ରୁହନ୍ତି , ଏମାନେ ବ୍ୟସ୍ତତାରେ କିଛି ଭୁଲ୍ ନିର୍ଣ୍ଣୟ ନେଇବସନ୍ତି , ଓ ପରେ ପ୍ରାୟଶ୍ଚିତ କରିଥାନ୍ତି , ଏମାନେ ବହୁତ ବୁଝାମଣା ସଂମ୍ପନ୍ନ ହୋଇଥାନ୍ତି , ଏମାନେ ଅନ୍ୟ ମାନଙ୍କୁ ସାହାଯ୍ୟ କରିବାରେ ପ୍ରସ୍ତୁତ ରୁହନ୍ତି , ଏହି ଲୋକ ବହୁତ ବାହାଦୁର ହୋଇଥାନ୍ତି , ନୁଆ ନୁଆ ଜିନିଷ କରିବାରେ ସବୁବେଳେ ପ୍ରସ୍ତୁତ ରୁହନ୍ତି , ଏମାନଙ୍କ ବନ୍ଧୁ ବହୁତ ଅଧିକା ହୋଇଥାନ୍ତି , ଏମାନଙ୍କୁ ନୁଆ ନୁଆ ଜାଗା ଭଲ ଲାଗେ ।

୧୦) ଅକ୍ଟୋବର : ଏହି ମାସରେ ଜନ୍ମ ନେଇଥିବା ଲୋକ ବହୁତ ଭାବନାତ୍ମକ ହୋଇଥାନ୍ତି , ଏମାନଙ୍କୁ କଥାବାର୍ତ୍ତା କରିବା ବହୁତ ପସନ୍ଦ ହୋଇଥାଏ , ଏମାନେ ବହୁତ ଇମାନଦାର୍ ହୋଇଥାନ୍ତି , ଏମାନଙ୍କ ମନ ସୁନ୍ଦର ହୋଇଥାଏ , ତାହା ସହ ଆକର୍ଷକ ବ୍ୟକ୍ତିତ୍ୱ ସ୍ୱାମୀ ହୋଇଥାନ୍ତି , ଏମାନଙ୍କୁ ରାଗ ବହୁତ ଅଧିକା ଆସିଥାଏ , ଓ ବନ୍ଧୁତା ଭଲ ଭାବରେ ନିଭାଇଥାନ୍ତି , ଏମାନଙ୍କ ଭାବନା ବହୁତ ବ୍ୟାପକ ହୋଇଥାଏ , ନିଜ ଭାବନାକୁ ଲୁଚାଇବା ବିଶ୍ୱାସ ରଖନ୍ତ୍ ନାହିଁ ,

୧୧) ନଭେମ୍ବର : ଏହି ମାସରେ ଜନ୍ମ ନେଇଥିବା ଲୋକେ ବହୁତ ଇମାନଦାର୍ ହୋଇଥାନ୍ତି , ବହୁତ ଶାନ୍ତ ସ୍ୱଭାବର ଏହି ଲୋକ ହୋଇଥାନ୍ତି  ଏମାନେ ବହୁତଥର ଖତରନାକ ପ୍ରମାଣିତ ହୋଇଥାନ୍ତି , ଏହି ଲୋକ ବହୁତ ଅଧିକା ସମ୍ବେଦନଶୀଲତା ହୋଇଥାନ୍ତି , ଏମାନଙ୍କୁ ରାଗ ବହୁତ ଅଧିକା ଆସିଥାଏ , ଭିଡରେ ନିଜର ଏକ ଅଲଗା ପରିଚୟ ଦେଖାଇବାରେ ଏମାନେ ସଫଳ ହୋଇଥାନ୍ତି , ଛୋଟ ଛୋଟ କଥାଉ ବହୁତ ଜଲଦି ରାଗ ଆସିଯାଏ , ଓ ଏମାନେ ବହୁତ ଖୁସିମିଜାଜର ହୋଇଥାନ୍ତି ।

୧୨) ଡିସେମ୍ବର : ଏହି ମାସର ଲୋକେ ବହୁତ ଖୁସିମିଜାଜ୍ ଲୋକ ଓ ଦେଖିବାକୁ ଆକର୍ଷିତ ହୋଇଥାନ୍ତି , ଏହି ଲୋକ ଇମାନଦାର୍ ସହ ଦୟାଳୁ ସ୍ୱଭାବର୍ ହୋଇଥାନ୍ତି , ଏମାନେ କାହାକୁ ଆଗକୁ ବଢାଇବାରେ ଭାବନା ବହୁତ ଅଧିକା ହୋଇଥାଏ,  ଏହି ଖେଳରେ ବହୁତ ଭଲ ହୋଇଥାନ୍ତି , କିନ୍ତୁ ଯଦି ଏମାନଙ୍କ ଧୈର୍ଯ୍ୟର କଥା କହ୍ଲେ ଏମାନେ ସେଥିରେ ଫେଲ୍ ମାରନ୍ତି , ଓ ସବୁ କାମକୁ ବ୍ୟସ୍ତତାପୁର୍ଣ୍ଣ କରିଥାନ୍ତି , ଏମାନେ ଯାହାକୁ ହେଲେ ବି ଜଲଦି ବନ୍ଧୁ ବନାଇଦିଅନ୍ତି ।

Leave a Reply

Your email address will not be published. Required fields are marked *