ସ୍ତ୍ରୀଙ୍କ ପୁରା କଣ୍ଟ୍ରୋଲ୍ ରହିଥାଏ ଏହି ନାଁର ସ୍ୱାମୀ ମାନଙ୍କ ଉପରେ , ନିଜ ସ୍ତ୍ରୀ ଆଗରେ କିଛି ବି କରିପାରନ୍ତି ନାହିଁ ଏମାନେ….
1 min readଆମର ହିନ୍ଦୁ ଧର୍ମରେ ବିବାହ ବନ୍ଧନକୁ ସବୁଠାରୁ ପବିତ୍ର ବନ୍ଧନ ବୋଲି ଜଣାଯାଏ , ଓ ବିବାହ ପରେ ଝିଅ ନିଜ ସ୍ୱାମୀ ସହ ରହିଥାନ୍ତି , ଯାହାକି ଶଶୁରଘର କୁହାଯାଏ , ବିବାହ ପରେ କେଉଁ ବି ଝିଅ ପାଈଁ ତାର ସ୍ୱାମି ସବୁ କିଛି ହୋଇଥାଏ , ଯାହାକି ତା ସହ ପୁରା ଜୀବନ ଅତିବାହିତ କରିବାକୁ ପଡିଥାଏ , ଝିଅର ବିବାହ ପରେ ଏକ ଇଚ୍ଛା ହୋଇଥାଏ କି ବିବାହପରେ ତାର ସ୍ୱାମୀ ତାର ସବୁ କଥାକୁ ମାନେ ଓ ଯତ୍ନ ନେଉ , ଓ ବହୁତ ସାରା ଭଲ ପାଇବା ଦେଉ । ସ୍ୱାମୀ ଓ ସ୍ତ୍ରୀ ସଂମ୍ପର୍କରେ ବହୁତଥର ଝିଅମାନଙ୍କର ଏହା ଅଭିଯୋଗ ହୋଇଥାଏ କି ତାଙ୍କ ସ୍ୱାମୀ ତାଙ୍କର କିଛି କଥା ଶୁଣନ୍ତି ନାହିଁ , ଯାହାର କାରଣରୁ ସ୍ୱାମୀ ସ୍ତ୍ରୀ ମଧ୍ୟରେ ସବୁବେଳେ ଲଢେଇ ଝଗଡା ହୋଇଥାଏ , କିନ୍ତୁ ଯଦି ଆପଣ ଏମିତି ଚାହଁନ୍ତି ନାହିଁ ,ତେବେ ବିବାହ ପରେ ଏମିତି ଜୀବନସାଥୀ ସ୍ୱପ୍ନ ଦେଖିଥାନ୍ତି , ଆଜି ଆମେ ଆପଣଙ୍କୁ କିଛି ନାଁର ପ୍ରଥମ ଅକ୍ଷର ବାଲାଙ୍କ ବିଷୟରେ କହିବାକୁ ଯାଉଛୁ , ଯାହାଙ୍କ ଭଲ ଜୀବନସାଥି ହୋଇଥାଏ ନିଜ ସ୍ତ୍ରୀର ବଶରେ ରହିଥାଏ , ଓ ତାଙ୍କର ସବୁ କଥା ବି ମାନିଥାନ୍ତି , ତେବେ ଆସନ୍ତୁ ଜାଣିବା ସେହି ୪ ଅକ୍ଷର ଯାହାଙ୍କୁ ବିବାହ କରିଲେ ଜୀବନ ସୁଖିମୟହୋଇଥାଏ ।
ଆପଣଙ୍କୁ କହିଦେବୁ କି K, A, R, P ଅକ୍ଷର ନାମକ ପୁରୁଷ ନିଜ ସ୍ତ୍ରୀଙ୍କ ସବୁ କଥା ମାନିଥାନ୍ତି , ଓ ତାଙ୍କର ସବୁ କଥା ମାନନ୍ତି, ଓ ନିଜ ସ୍ତ୍ରୀଙ୍କୁ ବହୁତ ଖୁସି ରଖନ୍ତି ।
K ନାମକ ପୁରୁଷ : ଏହି ଲିଷ୍ଟରେ ପ୍ରଥମ ନାଁ ଆସେ ଏହି ଅକ୍ଷରର ବ୍ୟକ୍ତି ଯାହାଙ୍କୁ ବିବାହ କରିଲେ ଝିଅମାନଙ୍କର ଭାଗ୍ୟ ଚମକିଯାଏ , ସେମିତି କେ ବାଲାଙ୍କ ନାଁ ଥିବା ପୁଅ ଙ୍କ ସ୍ୱଭାବ ଟିକିଏ ଜିଦ୍ଦି ହୋଇଥାଏ , କିନ୍ତୁ ତାଙ୍କ ଜିଦି ବିବାହ ପରେ ଶେଷ ହୋଇଯାଏ , ବିବାହ ପରେ ଟିକିଏ ଇଗୋ ତ ହୋଇଥାଏ , କିନ୍ତୁ ନିଜ ସ୍ତ୍ରୀ ଆଗରେ ତାହା ସେମାନେ ଲୁଚାଇ ରଖନ୍ତି , ଏହି ନାଁ ବାଲା ବ୍ୟକ୍ତି କାହା ସହ ଅଧିକା କଥାବାର୍ତ୍ତା କରନ୍ତି ନାହିଂମ୍ , କିନ୍ତୁ ବିବାହ ପରେ ତାଙ୍କର ଏହି ବ୍ୟବହାର ବଦଳାଇଥାଏ , ଓ ନିଜ ସ୍ତ୍ରୀକୁ ଜୀବନରେ ଖୁସି ଭରିବା ବିଷୟରେ ଅଧିକା ଭାବିଥାନ୍ତି ।
A ନାମକ ପୁରୁଷ : ଏହି ନାଁର ପୁରୁଷ ନିଜ ସ୍ତ୍ରିକୁ ବହୁତ ପ୍ରେମ କରିଥାନ୍ତି , ଓ ତାଙ୍କର ଭଲ କେୟାର୍ ନେଇଥାନ୍ତି , ଏମାନେ ସବୁବେଳେ ଚାହଁନ୍ତି କି ତାଙ୍କ ସ୍ତ୍ରୀ ତାଙ୍କୁ ସବୁବେଳେ ଖୁସିରେ ରଖୁ , ଏଥିପାଇଁ ସେମାନେ ନିଜ ସ୍ତ୍ରୀର ସବୁ କଥାକୁ ମାନିଥନ୍ତି , ଯାହା ଦ୍ୱାରା ତାଙ୍କୁ କୌଣସି ପ୍ରକାରର ଅସୁବିଧା ନହେଉ , ଓ ସେମାନେ ନିଜ ସ୍ତ୍ରୀକୁ ବହୁତ ଭଲ ପଇଥାନ୍ତି ।
R ନାମକ ପୁରୁଷ : ନିଜ ସ୍ତ୍ରୀଙ୍କୁ କଣ୍ଟ୍ରୋଲ୍ କରିବାରେ ଏହି ଅକ୍ଷରର ପୁରୁଷ ବି ସାମିଲ୍ ଅଛନ୍ତି , ଏହି ନାଁର ପୁରୁଷ ନିଜ ପାର୍ଟନର ଖୁସି ପାଇଁ ସବୁ ଅସମ୍ଭବକୁ ସଂମ୍ଭବ କରିଦେଖାନ୍ତି , କେବେ ବି ଏମାନେ ନିଜ ସ୍ତ୍ରୀକୁ ଦୁଃଖି ଦେବାକୁ ଭଲ ପାଆନ୍ତି ନାହିଁ ଯଦି ଆପଣ ଖୁସି ରହିବାକୁ ଚାହୁଁଛନ୍ତି ତେବେ ଏହି ନାଁର ଅକ୍ଷର ବାଲା ବ୍ୟକ୍ତିକୁ ବିବାହ କରନ୍ତୁ ।
P ନାମକ ପୁରୁଷ : ଏହି ଅକ୍ଷରର ପୁରୁଷ ନିଜ ସ୍ତ୍ରୀମାନଙ୍କୁ ନିଜ ବଶରେ କରିରଖିଥାନ୍ତି , ଏମାନେ ବହୁତ ଚାଲାକ୍ ହୋଇଥାନ୍ତି , ଓ ଏମାନଙ୍କ ଗୋଟିଏ ଖାସିୟତ୍ ହୋଇଥାଏ କି ସେମାନେ ନିଜ ପାର୍ଟନରକୁ ବହୁତ ଭଲ ପାଇବା ଦିଅନ୍ତି , ଏମାନେ ନିଜ ସ୍ତ୍ରୀକୁ ବହୁତ ଭଲ ଭାବେ ଧ୍ୟାନ ରଖନ୍ତି , କିନ୍ତୁ କେବେ ସେମାନଙ୍କୁ ଦୁଃଖି ହେବାକୁ ଦିଅନ୍ତି ନାହିଁ ।