ବହୁତ ଶୋଚନୀୟ ଭାବେ ବର୍ବାଦ ହୋଇଗଲେ ବଲିଉଡ୍ ର ଏହି ହିରୋଇନ , ନିଲାମ୍ କରିବାକୁ ପଡିଲା ନିଜର ଆଲିଶାନ୍ ବଙ୍ଗଳା , କାରଣ ଜାଣିଲେ ଆପଣ ମଧ୍ୟ ଚମକିପଡ଼ିବେ…
ଫିଲ୍ମ ଜଗତରେ ଆପଣ ବହୁତ ସାରା ଅଭିନେତ୍ରୀଙ୍କ ବିଷୟରେ ଶୁଣିଥିବେ ଯିଏ ଫିଲ୍ମ ଜଗତକୁ ଆସିଲେ ଓ ଗାୟବ ହୋଇଗଲେ , ସେମିତି କିଛି ଅଭିନେତ୍ରୀ ଥିଲେ ଯିଏକି ସୁପରହିଟ୍ ଫିଲ୍ମରେ କାମ କରିଥିଲେ, କିନ୍ତୁ ଅଚାନକ ଏହି ଅଭିନୟର ଦୁନିଆଁରୁ ଅଲବିଦା କହିଦେଲେ , ଓ ଏହା କାହାକୁ ବି ଜଣାପଡିଲା ନାହିଁ , ହଁ ଆଜି ଆମେ ଏମିତି ଜଣେ ଅଭିନେତ୍ରୀଙ୍କ ବିଷୟରେ ଆଲୋଚନା କରିବୁ , ଯାହାଙ୍କୁ ଆପଣ ହିରୋଇନ୍ ଭାବେ ଦେଖିଥିବେ , କହିଦେବୁ କି ସେ ଏକ ବଡ ହିରୋଇନ୍ ହୋଇପାରିଥାନ୍ତେ କିନ୍ତୁ ସମୟ ଥିବାବେଳେ ସେ ଏହି ଫିଲ୍ମ ଜଗତରୁ ଦୁରେଇ ଗଲେ , ତାଙ୍କର ଅଧାରୁ ଅଧିକା ଫିଲ୍ମ ସୁପରହିଟ୍ ହୋଇଥିଲା, କିନ୍ତୁ ଆଜି ତାଙ୍କର ଏପରି ଅବସ୍ଥା ଯାହା କେହି ଭାବିବି ନଥିଲେ । ଗୋଟେ ଜମାନା ଥିଲା ଯେବେ ବହୁତ ଷ୍ଟାର୍ସ ତାଙ୍କ ସହ କାମ କରିବାକୁ ଚାହୁଁଥିଲେ,
କିନ୍ତୁ କହିଦେବୁ କି ଆମେ ଯେଉଁ ଅଭିନେତ୍ରୀଙ୍କ ବିଷୟରେ ଆଲୋଚନା କରୁଛୁ ସେ ବିଗତ ଜମାନାର ସୁପରହିଟ୍ ଅଭିନେତ୍ରି ମଧୁ ଅଟନ୍ତି ସେ ୧୯୯୯ ରେ ଆସିଥିବା ଫିଲ୍ମ ଫୁଲ୍ ଓର୍ କାଣ୍ଟେ ରେ ଚର୍ଚ୍ଚିତ ହୋଇଥିଲେ, ଏହି ଫିଲ୍ମରେ ସେ ଅଜୟ ଦେବଗନଙ୍କ ସହ କାମ କରିଥିଲେ, କହିଦେବୁ କି ସେ ସେହି ଅଭିନେତ୍ରୀଙ୍କ ମଧ୍ୟରୁ ଥିଲେ ଯାହାଙ୍କ ପାଇଁ ଲକ୍ଷାଧିକ ଲୋକଙ୍କ ହୃଦୟର ସ୍ପ୍ନନ୍ଦନ ହେଉଥିଲା, ସମସ୍ତେ ତାଙ୍କ ପାଇଁ ଦିୱାନା ହୋଇଥିଲେ ଏକ ଭଲ ଜାଗା ସେ ବଲିଉଡ୍ ରେ ପାଇଥିଲେ, ଆପଣଙ୍କୁ ବୋଧେ ଜଣା ନଥିବ କି କିନ୍ତୁ ଏହି କଥା କହିଦେବୁ କି ମଧୁ ଅଭିନେତ୍ରୀ ହେମା ମାଳିନିଙ୍କ ଝିଆରୀ ଓ ଜୁହି ଚାୱଲାଙ୍କ ଭାଉଜ ଅଟନ୍ତି । ଆପଣଙ୍କୁ ଏହା ବି କହିଦେବୁ କି ସେ ଫିଲ୍ମ ଫୁଲ୍ ଓର୍ କାଣ୍ଟେ ଛଡା ଏଲାନ୍ , ପ୍ରେମ ରୋଗ୍ , ଜାଲିମ୍ ଜନତା କି ଅଦାଲତ , ମୋହିନି ପରି ବହୁତ ଫିଲ୍ମରେ କାମ କରିଥିଲେ,
ଏହା ଛଡା ସେ ୫୦ ରୁ ଅଧିକା ତାମିଲ୍, ମାଲାୟଲମ୍ , ଓ ବାକି ଭାଷାର ଫିଲ୍ମରେ କାମ କରିଥିଲେ, ୨୬ ମାର୍ଚ୍ଚ ୧୯୭୨ କୁ ଜନ୍ମ ନେଇଥିବା ମଧୁ ବହୁତ ସମୟରୁ ପର୍ଦା ରୁ ଦୁରେଇ ରହିଛନ୍ତି , ଗତ ବର୍ଷ ସେ ଷ୍ଟାର୍ ପ୍ଲସ୍ ର ଏକ ଶୋ ଆରମ୍ଭରେ ଅଭିନୟ କରିଥିଲେ, ଆପାଣଙ୍କୁ କହିଦେବୁ କି ଅଭିନେତ୍ରୀ ହେବାପାଇଁ ସେ ବହୁତ ପରିଶ୍ରମ କରିଥିଲେ, ସ୍ ନିଜ ଓଜନ ବି କମାଇଥିଲେ, ଏହା ଛଡା ସେ ତାଙ୍କ ଦାନ୍ତ ଠିକ୍ କରିଲେ , ହେୟାରଷ୍ଟାଇଲ୍ ଚେଞ୍ଜ କଲେ , ସ୍କିନ୍ କଲର୍ ଉପରେ ଧ୍ୟାନ ଦେଲେ , ଓ ହିନ୍ଦୀ ଶିଖିଲେ , ବହୁତ କମ୍ ଲୋକଙ୍କୁ ଜଣାଅଛି କି ସେ ନିଜ ଫିଲ୍ମ କ୍ୟାରିୟରରେ ମଲାୟଲାମ୍ ଫିଲ୍ମ ଓଟୟାଲ୍ ପତ୍ତଲମ୍ ରୁ କରିଥିଲେ ।
ମଧୁ ୧୯୯୯ ରେ ବିଜନେସ୍ ମ୍ୟାନ୍ ଆନନ୍ଦ ଶାହଙ୍କୁ ବିବାହ କରିଥିଲେ, ବିବାହ ପରେ ସେ ଫିଲ୍ମରେ କାମ କଲେ, କିନ୍ତୁ ଭଲ ରୋଲ୍ ଆଉ ପାଇଲେ ନାହିଁ, କୁହାଯାଉଛି କି ଏହି ସମୟରେ ଦ୍ୱିତୀୟ ମଧୁଙ୍କ ସ୍ୱାମୀ ବିଜନେସ୍ ପୁରା ଶେଷ ହୋଇଗଲା, ଓ ସେ ଘର ସମେତ ପ୍ରୋପଟି ବିକ୍ରିକରି ୧୦୦ କୋଟି ଟଙ୍କା ସୁଝିଲେ , ଏତିକି ନୁହେଁ କହିଦେବୁ କି ପ୍ରାୟ ୬ ମାସ୍ ପର୍ଯ୍ୟନ୍ତ ତାଙ୍କ ସ୍ୱାମୀଙ୍କ କମ୍ପାନୀ ବନ୍ଦ ରହିଲା , ତାହା ପରେ ସେ ଟିଭିରେ କମ୍ ବ୍ୟାକ୍ କଲେ, ଓ କିଛି ପ୍ରୋଜେକ୍ଟ କାମ କରିବା ଆରମ୍ଭ କରିଦେଲେ , ୪୬ ବର୍ଷୀୟ ହୋଈଯାଇଥିବା ମଧୁ ପରିବାର ଆଉଥରେ ହାଲତ୍ ଠିକ୍ ହୋଇଯାଇଥିଲା< ତାଙ୍କର ଦୁଇଟି ଝିଅ ଅଛନ୍ତି , ଯାହାଙ୍କ ନାଁ ଅମେୟା ଓ କିୟା ଅଟେ ।