October 17, 2024

Odia Express

Here, There and Everywhere

ପଣ୍ଟିଙ୍ଗ୍ ବାଛିଲେ ଏହି ଦଶକର ନିଜର ଟେଷ୍ଟ ଟିମ୍ , ଭାରତରେ ବିରାଟ କୋହଲି ସାମିଲ, ଜାଣନ୍ତୁ ବାକି ୧୦ ଜଣ ମହାନ ଖେଳାଳୀ କିଏ…

କ୍ରିକେଟ ଖେଳ ବର୍ତମାନ ସାରା ବିଶ୍ୱରେ ବେଶ ପରିଚିତ | ତେବେ ଯଦି ସବୁଠୁ ଅଧିକ ଖେଳାପ୍ରେମୀ କେହି କ୍ରିକେଟ ପାଇଁ ଥାନ୍ତି ତେବେ ନିଶ୍ଚିତ ଭାବେ ଏଥିରେ ଭାରତ ସବୁଠୁ ଆଗରେ ଆସିବ ଏଥିରେ କୌଣସି ସନ୍ଦେହ ନାହିଁ | ତେବେ ଟେଷ୍ଟ କ୍ରିକେଟ କୁ ନେଇ ରିକି ପଣ୍ଟିଙ୍ଗ୍ ଏହି ଦଶକର ନିଜ ଟେଷ୍ଟ ଟିମ୍ ବାଛିଛନ୍ତି | ଅଷ୍ଟ୍ରେଲିଆରେ ଦୁଇଥର ବିଶ୍ୱକପ୍ ଦେଇଥିବା ଅଧିନାୟକ ରିକି ପଣ୍ଟିଙ୍ଗ୍ ଏହି ଦଶକର ନିଜ ଟେଷ୍ଟ ଟିମ୍ ଘୋଷଣା କରିଛନ୍ତି , ଯେଉଁଥିରେ ଭାରତରୁ କେବଳ ବିରାଟ କୋହଲି ଏହି ଟିମ୍ ରେ ସାମିଲ୍ କରାଯାଇଛି , ପୁର୍ବ ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ୍ କୋହଲି ନିଜ ଟିମ୍ କୁ ଅଧିନାୟକ ବନାଇଛନ୍ତି , ନିଜ ଟିମ୍ ରେ ପଣ୍ଟିଙ୍ଗ୍ କେବଳ ନା ଏକ ସ୍ପିନର୍ ଜାଗା ଦେଇଛନ୍ତି ,  ସେ ହମବତନ ନାଥନ ଲାୟନ ।

ଇଂଲଣ୍ତର ପୂର୍ବ ଅଧିନାୟକ ଏଲେଷ୍ଟର କୁକ୍ ଓ ଅଷ୍ଟ୍ରେଲିଆ ଡେଭିଡ୍ ୱାର୍ଣ୍ଣର ପଣ୍ଟିଙ୍ଗ୍ ର ସଲାମୀ ଯୋଡି ରୁପରେ ବଛାଯାଇଛି , ଏହି ଦୁହେଁ ପରେ ପଣ୍ଟିଙ୍ଗ୍ ନ୍ୟୁଜିଲାଣ୍ତର ଅଧିନାୟକ କେନ୍ ୱିଲିଙ୍ଗସନ୍ ଓ ଆଉ ଏକ ଅଷ୍ଟ୍ରେଲିଆର ଷ୍ଟିଭେନ୍ ସ୍ମିଥ୍ ସହ ଜାଗା ଦେଇଛନ୍ତି , କୋହଲି ଏହାପରେ ଅଛନ୍ତି । ଶ୍ରୀଲଙ୍କାର ପୁର୍ବ ଅଧିନାୟକ ସାଙ୍ଘାକାରାଙ୍କୁ ପଣ୍ଟିଙ୍ଗ୍ ନିଜ ୱିକେଟ୍ କିପର ବନାଇଛନ୍ତି , ଯେବେ କି ଇଂଲଣ୍ତର ବିଶ୍ୱବିଜେତା ବନାଇବାର ଅହମ ଭୁମିକା ବନାଇଥିବା ଖେଳାଳୀ ବେନ୍ ଷ୍ଟ୍ରୋକ୍ସଙ୍କୁ ଟିମ୍ ରେ ଜାଗା ଦିଆଯାଇଛି , ପଣ୍ଟିଙ୍ଗ୍ ଟୀମ୍ ରେ ତିନିଜଣ ଦ୍ରୁତ ବୋଲର୍ ଅଛନ୍ତି , ହମବତନ ନାହାନ୍ତି ଓମିଶେଲ୍ ଷ୍ଟାର୍କ , ନାହାନ୍ତି , ଏହି ତିନିଜଣ ହେଲେ ଦକ୍ଷୀଣ ଆଫ୍ରିକାର ଡେଲ୍ ଷ୍ଟେନ୍ , ଇଂଲଣ୍ତର ଷ୍ଟୁଆର୍ଡ ବ୍ରାଡ୍, ଓ ଜେମ୍ସ ଅଣ୍ତରସନ ଅଟନ୍ତି ।

ଆଲେଷ୍ଟର୍ କୁକ୍ , କେନ୍ ୱିଲିଙ୍ଗସନ୍ , ଷ୍ଟିଭ୍ ସ୍ମିଥ୍ , ବିରାଟକୋହଲି ଅଧିନାୟକ , କୁମାର ସାଘାକାରା ୱିକେଟ୍ କିପର , ବେନ୍ ଷ୍ଟ୍ରୋକ୍ , ଡେଲ୍ ଷ୍ଟେନ୍ , ନାଥନ ଲୟାନ୍ , ଷ୍ଟୁଆର୍ଡ ବ୍ରାଡ୍ , ଓ ଜେମ୍ସ ଆଣ୍ତରସନ ।

Leave a Reply

Your email address will not be published. Required fields are marked *