୨୦୨୦ ରେ ଏହି ୩ ଜଣ ମହାନ ଭାରତୀୟ କ୍ରିକେଟ ଖେଳାଳୀ ଅବସର ନେଇ ପାରନ୍ତି – ପ୍ରଥମ ଜଣକ ନାମ ଶୁଣିଲେ କାନ୍ଦି ପକେଇବେ ଆପଣ – ଦେଖନ୍ତୁ କେଉଁ ମାନେ ସାମିଲ ଅଛନ୍ତି ଏଥିରେ…
1 min readସବୁ ସ୍ପୋର୍ଟ୍ସ ଆଥଲେଟ୍ ଙ୍କ ଏକ ବୟସ ହୋଇଥାଏ , ଓ ଏହି ସମୟ ପର୍ ସେହି ଖେଳରୁ ତାଙ୍କୁ ଅବସର ନେବାକୁ ପଡିଥାଏ , କ୍ରିକେଟ୍ ରିଟାୟର୍ଡ ନେବା ବହୁତ ମହତ୍ତ୍ୱପୁର୍ଣ୍ଣ ହୋଇଥାଏ , ସବୁ ଖେଳାଳୀ ନିଜ ହିସାବରେ ନିଜର ଅବସର ବୟସ ନେବାର ନିଷ୍ପତ୍ତି କରିଥାନ୍ତି , କ୍ରିକେଟ୍ ପରି ଖେଳରେ ଫିଟନେସ୍ ବହୁତ ଅଧିକା ଗୁରୁତ୍ୱପୁର୍ଣ୍ଣ ହୋଇଥାଏ , ଖେଳାଳୀ ମ୍ୟାଚ୍ ସମୟରେ ଗ୍ରାଉଣ୍ତ ଉପରେ ଫିଲଡିଙ୍ଗ୍ କରୁଥିବା ସମୟରେ ଦୌଡିବାକୁ ପଡିଥାଏ , ଏହା ଛଡା ବୋଲର୍ ଓ ବ୍ୟାଟ୍ସମ୍ୟାନ୍ସଙ୍କ ଉଭୟ କଥାକୁ ଧ୍ୟାନ ଦେବାକୁ ପଡିଥାଏ । କ୍ରିକେଟ୍ ରେ ବହୁତଥର ଖେଳାଳୀ ୩୫ ରୁ ୪୦ ବର୍ଷ ବୟସରେ ଅବସର ନେଇଯାଆନ୍ତି , ୨୦୧୯ ରେ କିଛି ବଡ କ୍ରିକେଟିୟର୍ସ ଅବସର ନେଇଥିଲେ , ଯେଉଁଥିରେ ଯୁବରାଜ ସିଂ ଓ ଅମ୍ବାତି ରାଇଡୁ ନାଁ ସାମିଲ୍ ହୋଇଛି , କିଛି ଏହି ପ୍ରକାରର ବଡ ଖେଳାଳୀ ୨୦୨୦ ରେ ଅବସର ନେଇପାରନ୍ତି । ଆଜି ଆମେ ଭାରତୀୟ କ୍ରିକେଟ୍ ଟିମ୍ ର ସେହି ୩ ଜଣ ଖେଳାଳୀଙ୍କ ବିଷୟରେ କହିବୁ ଯିଏକି ୨୦୨୦ ରେ ଅବସର ନେଇପାରନ୍ତି ।
ମହେନ୍ଦ୍ର ସିଂ ଧୋନୀ : ଧୋନୀ ଏହି ସୁଚିରେ ଆସିବା ପ୍ରାୟ ତୟ ଥିଲା, ଧୋନୀ କ୍ରିକେଟ୍ ଖେଳୁଥିବାର ବହୁତ ହୋଇସାରିଛି , ଏମ୍ ଏସ୍ ୨୦୦୪ ରେ ବାଙ୍ଗଲାଦେଶ ବିପକ୍ଷରେ ନିଜର ପ୍ରଥମ ଓଡିଆଇ ଡେବ୍ୟୁ କରିଥିଲେ ଏହାପରେ ସେ ଭାରତର ଭଲ ଅଧିନାୟକ ଓ ଫିନିସର ଭାବେ ଜଣାଯାଇଥିଲେ । ଧୋନୀ ୨୦୦୭ ରେ ଟି ଟ୍ୱେଣ୍ଟି ୱାର୍ଲଡ୍ କପ୍ ରେ ଭାରତର ଅଧିନାୟକତ୍ୱ କରିଥିଲେ, ଏହାପରେ ସେ ତିନୋଟି ଫର୍ମାଟରେ ଇଣ୍ତିଆନ୍ ଟିମ୍ ଅଧିନାୟକ ହୋଇଥିଲେ, ଧୋନୀ ବହୁତ ବର୍ଷ ଯାଏଁ ଭାରତର ମିଡଲ୍ ଅର୍ଡର ସମ୍ଭାଳିକରି ରଖିଥିଲେ, ଏହି ଦିଗଜ୍ ଖେଳାଳୀ ତିନୋଟି ଫର୍ମାଟରେ ମିଶାଇକରି ୧୭ ହଜାର ପ୍ରାୟ ରନ୍ କରିଛନ୍ତି , ସେ ନିଜ ଦେଶର ଟିଟ୍ୱେଣ୍ଟି ୱାର୍ଲଡ କପ୍ ଛଡା ଚ୍ୟାମ୍ପିୟନ୍ ଟ୍ରଫି ବି ଜିତିବା ବାଲା ପ୍ରଥମ ଅଧିନାୟକ ହୋଇଛନ୍ତି , ତାଙ୍କର ରେକର୍ଡ କେହି ଭାଙ୍ଗିପାରିବେ ନାହିଂମ୍ , ଧୋନୀ ଯେବେ ୩୮ ବର୍ଷ ହୋଇସାରିଛନ୍ତି , ଧୀରେ ଧୀରେ ଖେଳାଳୀଙ୍କ ପ୍ରଦର୍ଶନ ହ୍ରାସ ପାଉଛି , ଧୋନୀ ୨୦୨୦ ରେ ଟି ଟ୍ୱେଣ୍ଟି ୱାର୍ଲଡ୍ କପ୍ ପରେ ଅବସର ନେଇପାରିବେ ।
ରବିଚନ୍ଦ୍ରନ ଅଶ୍ୱିନ : ରବିଚନ୍ଦ୍ରନ ଅଶ୍ୱିନ୍ ଆଇସିସି ଚ୍ୟାମ୍ପିୟନ୍ସ ଟ୍ରଫି ପରେ ଭାଗ୍ୟ ବଦଳିଯାଇଥିଲା, ଅଶ୍ୱିନ୍ ଭାରତ୍ ପାଇଁ ଇଣ୍ଟରନ୍ୟାଶାନାଲ୍ କ୍ରିକେଟ୍ ୨୦୧୦ ରେ ଡେବ୍ୟୁ କରିଥିଲେ , ସେ ବହୁତ ବର୍ଷ ହେଲା ଭାରତରେ ମେନ୍ ସ୍ପିନର୍ ରହିଛନ୍ତି , ଅଶ୍ୱିନ୍ ନିଜର ଅନ୍ତିମ ଟିଟ୍ୱେଣ୍ଟି ମ୍ୟାଚ୍ ୱେଷ୍ଟଇଣ୍ତିଜ୍ ଖେଳିଥିଲେ , ଯାହାକି ୨୦୧୭ ରେ ହୋଇଥିଲା, ଏହାପରେ ଭାରତରେ ନୁଆ ସ୍ପିନ୍ ୟଜୁବେନ୍ଦ୍ର ଚେହେଲ୍ ଓ କୁଲଦିପ ଯାଦବ ଙ୍କୁ ମଉକା ଦିଆଯାଇଥିଲା, ଯିଏକି ସଫଲ ହୋଇଥିଲେ ,
ଅଶ୍ୱିନ ଭାରତ ପାଇଁ ତିନୋଟି ଫର୍ମାଟରେ ମିଶାଇକରି ୨୮୬ ୱିକେଟ୍ ନେଇଛନ୍ତି , ସେ ବଢିଆ ବ୍ୟାଟିଙ୍ଗ୍ କରିଛନ୍ତି , ସେ ଭାରତ ପାଇଁ ଟେଷ୍ଟରେ ୨୦୦୦ ରୁ ଅଧିକା ରନ୍ କରିଛନ୍ତି । ଟିଟ୍ୱେଣ୍ଟି ଓ ଓଡିଆଇ ଏହି ଖେଳାଳୀଙ୍କ କ୍ୟାରିୟର ପୁରା ଶେଷ ହୋଇସାରିଛି, ସେ ଭାରତ ପାଇଁ ଟେଷ୍ଟ ଖେଳିପାରିବେ , ଯଦି ତାଙ୍କୁ ଟିଟ୍ୱେଣ୍ଟି ୱାର୍ଲଡ୍ କପ୍ ରେ ଟିପ୍ ଫେରାଇ ନ ଆଣିପାରନ୍ତି ତେବେ ସେ ଅଫ୍ ସ୍ପିନର୍ ୨୦୨୦ ରେ ଟିଟ୍ୱେଣ୍ଟି ଓ ଓଡିଆଇ ରୁ ଅବସର ନେବାର ଘୋଷଣା କରିପାରନ୍ତି ।
ସୁରେଶ୍ ରାଇନା : ସୁରେଶ୍ ରାଇନ୍ ସବୁଠାରୁ ଭଲ ଟିଟ୍ୱେଣ୍ଟି ପ୍ଲେଆର୍ ଅଟନ୍ତି , ୨୦୦୫ ରେ ଭାରତ ପାଇଁ ସେ ଡେବ୍ୟୁ କରିଥିଲେ, ଓ ଲମ୍ବା ସମୟରୁ ଟିମ୍ ର ଭାଗ୍ୟ ହୋଇଛନ୍ତି , ସେ ବହୁତ ବର୍ଷରୁ ଭାରତର ମିଡିଲ୍ ଅର୍ଡର ପାଇଁ ଖେଳିଛନ୍ତି , ଏହା ଛଡା ସେ ୱାର୍ଲଡ୍ କପ୍ ୨୦୧୧ ରେ ଟିମ୍ ର ଅଂଶୀ ଦାର୍ ଅଛନ୍ତି , ରୈନା ODI ରେ ୫ ହଜାରରୁ ଅଧିକା ରନ୍ କରିଛନ୍ତି , ଓ ସେ ପ୍ରାୟ ୫ ତି ଶତକ ଲଗାଇଛନ୍ତି , ଟିଟ୍ୱେଣ୍ଟିରେ ଭାରତର ପ୍ରଥମ ଶତକ ଲଗାଇଥିବା ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି , ସୁରେଶ ରାଇନ୍ ଅନ୍ତିମ ଥର ଭାରତୀୟ ଟିମ୍ ଜୁଲାଇ ୨୦୧୮ ରେ ଭାଗନେଇଥିଲେ, ଯେଉଁଠି ସେ ଇଂଲଣ୍ତ୍ ବିପକ୍ଷରେ ଅନ୍ତିମ ଓଡିଆଇ ଓ ଟିଟ୍ୱେଣ୍ଟି ଇଣ୍ଟରନ୍ୟାଶାନାଲ୍ ମ୍ୟାଚ୍ ଖେଳିଥିଲେ, ଏହି ଖେଳାଳୀ ଏବେ ଟିଟ୍ୱେଣ୍ଟି ୱାର୍ଲଡ୍ କପ୍ ରେ ଜାଗା ବନାଇବାର ଅଛି , ଏମିତିରେ ସେ ଯଦି ଟିମ୍ ରେ ଭାଗ ନ ନେଇପାରନ୍ତି ,ତେବେ ସେ ୨୦୨୦ ରେ ଇଣ୍ଟରନ୍ୟାଶାନାଲ୍ କ୍ରିକେଟ୍ ରୁ ଅବସର ନେବାର ଘୋଷଣା କରିଦେବେ ।