November 22, 2024

Odia Express

Here, There and Everywhere

ନିଜ ଜନ୍ମ ତିଥିରୁ ଜାଣନ୍ତୁ ଆପଣଙ୍କ ବିବାହ ଲଭ୍ ମ୍ୟାରେଜ୍ ହେବ କି ଆରେଞ୍ଜ ମ୍ୟାରେଜ୍ – ଏବେ ଦେଖିନିୟନ୍ତୁ..

1 min read

ଜ୍ୟୋତିଷ୍ୟଶାସ୍ତ୍ର ଅନୁସାରେ ଅଙ୍କ ଜ୍ୟୋତିଷ୍ୟ ଦ୍ୱାରା ଆମେ ଜାଣିପାରିବା କି ଆମର କିପରି ହେବାକୁ ଯାଉଛି , ଅଙ୍କ ଜ୍ୟୋତିଷ୍ୟରେ ଜନ୍ମ ତିଥି ରୁ ଯୋଗକୁ ମୁଲ୍ୟାଙ୍କ କହିଥାନ୍ତି , ଏହା ଦ୍ୱାରା ଆମେ ଜାଣିପାରିବା କି ବ୍ୟକ୍ତିର ଲଭ୍ ମ୍ୟାରେଜ୍ ହେବ କି ଆରେଞ୍ଜ ମ୍ୟାରେଜ୍ , ତେବେ ଆସନ୍ତୁ ଅଙ୍କ ଜ୍ୟୋତିଷ୍ୟରୁ ମୂଲ୍ୟାଙ୍କ ବାହାର କରିବା ତରିକା ବିଷୟରେ ଜାଣିବା , ଯଦି କେଉଁ ବ୍ୟକ୍ତିର ଜନ୍ମ ତାରିଖ ୨୬ ଅଟେ ତେବେ ୨୬ ରେ ଦୁଇଟି ଅଙ୍କ ଅଛି , ମାନେ ୨ ଓ ୬ ତେବେ ଏହାକୁ ମିଶାଇଲେ ୮ ହେଉଛି ,ମାନେ ଏହାର ମୂଲ୍ୟାଙ୍କ ହେଲା ୮ , ଠିକ୍ ସେହିପରି କେଉଁ ବ୍ୟକ୍ତିର ଜନ୍ମ ତିଥି ଅନୁସାରେ ମୁଲ୍ୟାଙ୍କ ବାହାର କରିପାରିବା ।

ମୂଲ୍ୟାଙ୍କ -୧ । ଯଦି ଆପଣଙ୍କ ଜନ୍ମତିଥିର ଯୋଗ ୧ ହେଉଛି , ତେବେ ମୁଲ୍ୟାଙ୍କ ୧ ଅଙ୍କ ସୁର୍ଯ୍ୟଙ୍କର ମାନାଯାଏ , ଜ୍ୟୋତିଷ୍ୟଙ୍କ ଅନୁସାରେ ଏମାନେ ବହୁତ ଲାଜୁଆ ସ୍ୱଭାବର ହୋଇଥାନ୍ତି , ଏମିତି ଲୋକ କେବେ କାହାକୁ ପ୍ରେମର ନିବେଦନ କରନ୍ତି ନାହିଁ , ଏଥିପାଈଁ ତାଙ୍କ ଜୀବନରେ କେବେ ଲଭ୍ ମ୍ୟାରେଜ୍ ହୋଇପାରିବା ସମ୍ଭବପର ହୋଇପାରେ ନାହିଁ ।

ମୂଲ୍ୟାଙ୍କ-୨ । ଯଦି ଆପଣଙ୍କ ଜନ୍ମତିଥି ୨ ହେଉଛି ତେବେ ଏହା ଚନ୍ଦ୍ରମାଙ୍କ ଅଙ୍କ ହୋଇଥାଏ , ଏହି ଲୋକ ବହୁତ ପ୍ରେମ ଧିରେ ଧୀରେ ଆରମ୍ଭ କରିଥାନ୍ତି , କିନ୍ତୁ ଥରେ ହୋଇଗଲେ ଜୀବନସାରା ନିଭାଇଥାନ୍ତି ,  ଓ ଏହି ଅଙ୍କର ଲୋକ ଥରେ ଏହାକୁ ଗମ୍ଭୀର ହୋଇଗଲେ ପ୍ରେମ ବିବାହ କରି ମାନିଥାନ୍ତି ।

ମୂଲ୍ୟାଙ୍କ-୩ । ଅଙ୍କ ୩ ଗୁରୁଙ୍କର ମାନାଯାଏ , ଏହି ମୁଲ୍ୟାଙ୍କ ବାଲା ଲୋକ ଲଭ୍ ମ୍ୟାରେଜ୍ ରେ ବହୁତ ସଫଳ ରହିଥାନ୍ତି , ଏମାନଙ୍କୁ ଟିକିଏ ସହଯୋଗର ଆବଶ୍ୟକତା ଅଛି , ଯାହାପରେ ନିଜ ପ୍ରେମକୁ ବିବାହ ପର୍ଯ୍ୟନ୍ତ ନେଇଯାଆନ୍ତି , ଏମାନଙ୍କ ବୈବାହିକ ଜୀବନ ସଫଳ ରହିଥାଏ , ଏଥିପାଇଁ ଏହି ମୂଲ୍ୟାଙ୍କ ଲୋକଙ୍କୁ ଲଭ୍ ମ୍ୟାରେଜ୍ ଯୋଗ ରହିଥାଏ ।

ମୂଲ୍ୟାଙ୍କ୍ -୪ । ଏହି ଅଙ୍କ ୪ ରାହୁଙ୍କର ବୋଲି ଜଣାଯାଏ , ଏହି ଅଙ୍କର ଲୋକ ପ୍ରେମ ସଂବନ୍ଧରେ ହୋଇଥିବେ ଯାହାର କାରଣରୁ ପ୍ରେମ ବିବାହକୁ ଗମ୍ଭିର ଭାବେ ନିଅନ୍ତି ନାହିଁ । ଏଥିପାଇଁ ଏହି ଅଙ୍କର ଅଧିକାଂଶ ଲୋକ ଆରେଞ୍ଜ ମ୍ୟାରେଜ୍ ହୋଇନଥାଏ ।

ମୁଲ୍ୟାଙ୍କ -୫ । ବୁଧଙ୍କର ୫ ଅଙ୍କ ମାନାଯାଏ , ୫ ଅଙ୍କର ଲୋକ ପାରମ୍ପାରିକ ତରିକାରେ ସଂମ୍ପର୍କ ନିଭାଇବାରେ ବିଶ୍ୱାସ ରଖନ୍ତି , ଏହି ଅଙ୍କର ଲୋକଙ୍କର ବିବାହ ପରିବାର ଲୋକଙ୍କର ସହମତି ଦ୍ୱାରା ହୋଇଥାଏ,  ଏମାନଙ୍କ କୁଣ୍ତଳୀରେ ସଫଳ ବୈବାହିକ ଜିବନ ଓ ପ୍ରେମ ବିବାହର ଯୋଗ ରହୁଛି ।

ମୂଲ୍ୟାଙ୍କ -୬ । ଏହି ଅଙ୍କ ଶୁକ୍ରଙ୍କର ବୋଲି ମାନାଯାଏ , ଏହି ଲୋକ ପ୍ରେମ ବିବାହ ହିଁ କରିଥାନ୍ତି । କିନ୍ତୁ ଏହି ଅଙ୍କର ଲୋକେ ବହୁତ ଅଧିକ ପ୍ରେମ ସଂବନ୍ଧରେ ରହିବା କାରଣରୁ ଭୁଲ୍ ମଣିଷଙ୍କୁ ବାଛିନିଅନ୍ତି , ଏହି ଅଙ୍କର ଲୋକଙ୍କ କହିବା କଥାକି ମୁଲ୍ୟାଙ୍କ ୬ ବାଲା ୮୦ ପ୍ରତିଶତରୁ ଅଧିକା ଲୋକ ପ୍ରେମ ବିବାହ କରିଥାନ୍ତି ।

ମୂଲ୍ୟାଙ୍କ -୭ । ଏହି ଅଙ୍କଟି କେତୁ ର ବୋଲି ଜଣାଯାଏ , ଏହି ଲୋକ ସଙ୍କୋଚ କରୁଥିବା ସ୍ୱଭାବର ବ୍ୟକ୍ତି ହୋଇଥାନ୍ତି , ଏହି ଅଙ୍କର ଲୋକ ପ୍ରେମ ବିବାହ ତ କରିବାକୁ ଚାହଁନ୍ତି କିନ୍ତୁ କେବେ ପ୍ରେମରେ ଲାଭ ହାନି ଦେଖିବାରୁ ଏମାନକୁ ଏହା କ୍ଷତି ସାଧନ କରାଇଥାଏ ।

ମୂଲ୍ୟାଙ୍କ -୮ । ଏହି ଅଙ୍କ ଶନିଙ୍କର ବୋଲି ଜଣାଯାଏ , ଏହି ଅଙ୍କର ଲୋକେ ଟିକିଏ ପ୍ରେମରୁ ଦୁରେଇ ରୁହନ୍ତି , କିନ୍ତୁ ଯେବେ ଏମାନଙ୍କୁ ପ୍ରେମ ହୋଇଥାଏ,  ଏମାନେ ନିଜ ଜୀବନସାଥୀଙ୍କ ସହ ଜୀବନସାରା ସମୟ ବିତାଇଥାନ୍ତି ।

ମୁଲ୍ୟାଙ୍କ -୯ । ଏହି ଅଙ୍କ ମଙ୍ଗଳଙ୍କ ଜଣାଯାଏ , ଏହି ଅଙ୍କର ଲୋକ ବାଦବିବାଦରୁ ଦୁରେଇ ରହିବାକୁ ପସନ୍ଦ କରନ୍ତି , ଏଇ କାରଣରୁ ଏମାନଙ୍କ ପ୍ରେମ ବିବାହ ମୁସକିଲ୍ ହୋଇଯାଏ , ପ୍ରେମ ବିବାଦ ହୋଇଥାଏ ଏଥିପାଇଁ ଏହି ଲୋକ ସବୁବେଳେ ଏହି ଜିନିଷରୁ ଦୂରେଇ ରୁହନ୍ତି , ଏମାନଙ୍କ ଇଚ୍ଛା ବହୁତ ଅଧିକା ହୋଇଥାଏ , କାହା ସହ ପ୍ରେମରେ ପଡୀବା କାରଣରୁ ସେମାନେ ଡରର କାରଣରୁ କିଛି କରନ୍ତି ନାହିଁ ।

Leave a Reply

Your email address will not be published. Required fields are marked *