October 8, 2024

Odia Express

Here, There and Everywhere

IAS ପ୍ରଶ୍ନ : ୧୦୦ ର ଖୁଚୁରା କର ଯେଉଁଥିରେ ୧୦ ଟଙ୍କା ନୋଟ ଗୋଟେ ବି ନଥିବ , ଓ ନୋଟ୍ ସଂଖ୍ୟା ଦଶଟା ଥିବ – ଆପଣ ଏହାର ଜବାବ ଦେଇପାରିବେ କି…

1 min read

ସେମିତି ଆପଣମାନେ ବହୁତ ପ୍ରତିଯୋଗାତ୍ମକ ପରୀକ୍ଷାଗୁଡିକ ଦେଇଥିବେ , କିନ୍ତୁ ଆଇଏଏସ୍ ରେ ହେବାକୁ ଥିବା ପରୀକ୍ଷା ସବୁଠାରୁ କଠିନ ବୋଲି ଜଣାଯାଏ , ଲୋକେ ଏହି ପରୀକ୍ଷାକୁ ଦେବାପାଇଁ ବହୁତ ମାସ ପୂର୍ବରୁ ପ୍ରସ୍ତୁତି କରିଥାନ୍ତି , କିନ୍ତୁ ରାତି ଦିନ ପଢିବାପ୍ ଅରେ ଅଟକି ଯାଆନ୍ତି , ଏହାର କାରଣ ଏହା କି ଏହି ପରୀକ୍ଷାକୁ କ୍ଲିୟର୍ କରିବାପାଇଁ କେବଳ ରିଟେନ୍ ବିଦ୍ୟା କାମକୁ ଆସିନଥାଏ , ବରଂ ଲଜିଜ୍ କ୍ଲିୟର୍ ହେବା ଜରୁରୀ ହୋଇଯାଏ , ଓ କ୍ରିଏଟିଭ୍ ତରିକାରେ ଏହାର କାମ ଆସିଥାଏ , ଥରେ ଆପଣ ପରୀକ୍ଷା କ୍ଲିୟର୍ କରିଦେଲେ ତ ଆଇଏଏସ୍ ହେବାପାଇଁ ସବୁ ଅସୁବିଧା ଦୁର ହୋଇଯିବ , ଏହି ଇଣ୍ଟରଭ୍ୟୁରେ ଏମିତି ମୁଣ୍ତ ବୁଲାଇଦେଲା ଭଳି ପ୍ରଶ୍ନ ପଚାରାଯାଇଥାଏ ଯାହା ସାମ୍ନା ଲୋକ ମୁଣ୍ତ ଘୁମାଇଦିଏ , ଆଜି ଆମେ ଆପଣଙ୍କୁ ସେହି ପ୍ରଶ୍ନର କିଛି ଝଲକ ଦେଖାଇବାକୁ ଚାହୁଁଛୁ , ଆପଣ ବି ଭାବିବସିବେ କି ଏହି ପ୍ରଶ୍ନର ଉତ୍ତର କିପରି ଦିଆଯିବ ।

ପ୍ରଶ୍ନ-୧ : ଯଦି ମୁଁ ଆପଣଙ୍କ ଭଉଣୀ ସହ ପଳେଇବି , ତେବେ ଆପଣ କଣ କରିବେ ?

ଉତ୍ତର : ସାର୍ ଆପଣଙ୍କ ଠାରୁ ଯୋଗ୍ୟ ପାତ୍ର କେହି ମିଳିବେ ନାହିଁ , ଏହି ପ୍ରଶ୍ନ ପଚାରିବାର ଉଦ୍ଧେଶ୍ୟ ଏହା ହୋଇଥାଏ କି ଆପଣ ଟିକିଏ ଅସହଜ ହେବାପରେ କିପରି ବ୍ୟବହାର କରୁଛନ୍ତି , ଏହି ସମୟରେ ଇଣ୍ଟରଭ୍ୟୁ ନେଉଥିବା ଲୋକ ଆପଣଙ୍କ ବ୍ୟବହାର , ଚେହେରାର୍ ହାବଭାବ , ଓ ସଂୟମର ଟେଷ୍ଟ କରିଥାଏ ।

ପ୍ରଶ୍ନ -୨ : ଦିନେ ସକାଳୁ ଉଠିବାପରେ ଅଚାନକ ଆପଣଙ୍କୁ ଜଣାପଡେ କି ଆପଣ ଗର୍ଭବତୀ ଅଛନ୍ତି , ତେବେ କଣ କରିବେ

ଉତ୍ତର : ମୁଁ ଖୁସି ହୋଇଯିବି , ଏହି ଖବର ପ୍ରଥମେ ମୋର ସ୍ୱାମୀଙ୍କୁ ଶୁଣାଇବି , ଏହି ପ୍ରଶ୍ନଗୁଡିକ ସେହି ଝିଅମାନଙ୍କୁ ପଚାରାଯାଈଥାଏ ଯାହାଙ୍କର ବିବାହ ହୋଇନାହିଁ , ଏମିତିରେ ଇଣ୍ଟରଭ୍ୟୁ ଦେଉଥିବା ଲୋକ ଆପଣଙ୍କୁ ଏହି ପ୍ରଶ୍ନ ଶୁଣି ରାଗି ହୋଇପାର୍ , କିନ୍ତୁ ଏହା କେବଳ କିପରି ରିଆକ୍ଟ କରୁଛନ୍ତି ସେଇ ବିଷୟରେ ଅଟେ ।

ପ୍ରଶ୍ନ -୩ “ ଗୋଟେ ବିଲେଇର ତିନୋଟି ଛୁଆ ଅଛନ୍ତି । ତାଙ୍କର ନାଁ ଜାନୁୟାରୀ, ଫେବୃୟାରୀ ,ଓ ମାର୍ଚ୍ଚ ଅଟେ, ବିଲ୍ଲୀର ନାଁ କଣ ଅଟେ ?

ଉତ୍ତର : ସାର୍ ଆପଣଙ୍କ ପ୍ରଶ୍ନରେ ଉତ୍ତର ଲୁଚିରହିଛି , ବିଲେଇ ର ନାଁ କ୍ୟା ଅଟେ । ଏହି ପ୍ରଶ୍ନ ପଚାରୁଥିବା ଇଣ୍ଟରଭ୍ୟୁଅର୍ ଜାଣିବାକୁ ଚାହିଁଥାଏ କି ଆପଣ ତାଙ୍କ କଥାକୁ କିପରି ଧ୍ୟାନ ଦେଇ ଶୁଣୁଛନ୍ତି ।

ପ୍ରଶ୍ନ ୪- ମୟୁର ଏପରି ଏକ ପକ୍ଷୀ ଅଟେ , ଯାହା ଅଣ୍ତା ଦିଏ ନାହିଁ  ତେବେ ମୟୁରର ଛୁଆ କିପରି ଜନ୍ମ ହେଲେ ?

ଉତ୍ତର : ସାର୍ ମୋରଣୀ ଅଣ୍ତା ଦେଇଥାଏ , ନା ହିଁ ମୟୁର ।

ପ୍ରଶ୍ନ -୫ : ୧୦୦ ଟଙ୍କା ଖୁଚୁରା କର । ଯେଉଁଥିରେ ୧୦ ଟଙ୍କିଆ ନୋଟ୍ ନଥିବ କିନ୍ତୁ ନୋଟ୍ ସଂଖ୍ୟା ଦଶରେ ଥିବ ।

ଉତ୍ତର “ ସବୁଠାରୁ ପ୍ରଥମେ ୨୦ ଟଙ୍କିଆ ଚାରୋଟି ନୋଟ୍ ନିଅ , ତାପରେ ପାଞ୍ଚ ଟଙ୍କିଆ ତିନୋଟି ନୋଟ୍ ନିଅ , ତାପରେ ଦୁଇ ଟଙ୍କିଆ ଦୁଇଟି ନୋଟ୍ ନିଅ , ତାପରେ ଅନ୍ତରେ ୧ ଟଙ୍କିଆ ଗୋଟିଏ ନୋଟ୍ ନିଅ , ଏହା ନିଅନ୍ତୁ ୧୦୦ ଟଙ୍କିଆ ଖୁଚୁରା ।

Leave a Reply

Your email address will not be published. Required fields are marked *