ନିଜ ସ୍ୱାମୀଙ୍କ ଉପରେ କଣ୍ଟ୍ରୋଲ୍ କରି ରହିଥାନ୍ତି ଏହି ୪ ଟି ରାଶିର ମହିଳା – ଆପଣଙ୍କ ସ୍ତ୍ରୀ ଏଥିରେ ସାମିଲ୍ ନାହାନ୍ତି ତ – ଏବେ ଜାଣିରଖନ୍ତୁ..
ବାହାଘର କଥା ଯେବେ ପଡେ ତେବେ ଝିଅମାନେ ଭାବିଥାନ୍ତି କି ତାଙ୍କର ହେବାକୁ ଥିବା ଜୀବନସାଥୀ କିପରି ହେବ , ତାଙ୍କର ଦାୟିତ୍ୱ ନେବ କି ନାହିଁ , ଝିଅ ମାନଙ୍କୁ ବାହା ହେବାର ବହୁତ ମତଲବ ରହିଥାଏ , ସେମାନେ ନିଜ ଘର ଛାଡି ଅନ୍ୟ ଘରକୁ ଯାଇଥାନ୍ତି , ତେବେ ସେମାନେ ଏପରି ଭାବିବା ସ୍ୱାଭାବିକ ଅଟେ , ସେମାନେ ଭାବିଥାନ୍ତି କି କିଏ ତାଙ୍କ ସହ ରହୁ କି ନରହୁ କିନ୍ତୁ ତାଙ୍କ ସ୍ୱାମୀ ସାଥ୍ ଦିଅନ୍ତୁ , ତେବେ ଆସନ୍ତୁ ଜାଣିବା ଆମର ଏହି ଲେଖରେ କଣ ଖାସ୍ ଅଛି ।କିଛି ଝିଅ ବାହା ଘର ପରେ ନିଜ ସ୍ୱାମୀଙ୍କୁ କଣ୍ଟ୍ରୋଲ୍ କରିବା ଆରମ୍ଭ କରିନିଅନ୍ତି , କିନ୍ତୁ ଏମାନଙ୍କ ଏଥିରେ ଦୋଷ ନଥାଏ , କାରଣ ତାଙ୍କ ରାଶିରେ ସେପରି ଗୁଣ ରହିଥାଏ । ଏହି ଗୁଣ ତାଙ୍କ ଭିତରେ ରହିଥାଏ । ଏମାନେ ନିଜ ସ୍ୱାମୀଙ୍କୁ ଆପାଇତ କରିବା ବହୁତ ଭଲ ଭାବେ ଜାଣିଥାନ୍ତି । ଯାହାର କାରଣରୁ ଶାଶୁ ଘରେ ସେମାନଙ୍କ ସ୍ୱାମୀ ସବୁବେଳେ ସବୁବେଳେ ତାଙ୍କ ସହ ରହିଥାନ୍ତି , ଆସନ୍ତୁ ଜାଣିବା ସେହି ଝିଅ ମାନଙ୍କର ରାଶି ଉପରେ ଯେଉଁମାନେ ନିଜ ସ୍ୱାମୀଙ୍କୁ କଣ୍ଟ୍ରୋଲ୍ ରେ ରଖିଥାନ୍ତି ।
୧) ମେଷ ରାଶି : ଏହି ରାଶିର ଝିଅମାନେ ନିଜ ସ୍ୱାମୀଙ୍କୁ ସବୁବେଳେ କାବୁ କରି ରଖିଥାନ୍ତି , ସେମାନେ ଏପରି ବ୍ୟକ୍ତିଙ୍କୁ ବାହା ହେବାକୁ ଚାହିଁଥାନ୍ତି ଯେଉଁମାନେ ତାଙ୍କର ପୁରା ଯତ୍ନ ନିଅନ୍ତୁ , ସେମାନେ ତାଙ୍କ ସ୍ୱାମୀଙ୍କୁ ପ୍ରେମର ଜାଲରେ ପକାଇ କାବୁ କରିରଖନ୍ତି ।
୨) କର୍କଟ ରାଶି : ଏହି ରାଶିର ଝିଅମାନେ ବହୁତ ରହସ୍ୟମୟୀ ହୋଇଥାନ୍ତି । ସେମାନେ ଭଲ ଭାବେ ଜାଣିଥାନ୍ତି ତାଙ୍କ ସ୍ୱାମୀଙ୍କ ମନରେ କଣ ଚାଲୁଛି , ଦେଖିବାକୁ ସୁନ୍ଦରୀ ହୋଇଥିବାରୁ ତାଙ୍କ ସ୍ୱାମୀ ସବୁ କଥା ମାନିଥାନ୍ତି । ସେମାନେ ନିଜ ସ୍ୱାମୀଙ୍କୁ କୌଣସି ଭୁଲ୍ ହେଲେ କ୍ଷମା ଦିଅନ୍ତି ନାହିଁ ,
୩) ସିଂହ ରାଶି : ଏହି ରାଶିର ଝିଅମାନେ କାହା ଉପରେ ଭରସା ଜଲଦି କରନ୍ତି ନାହିଁ , ସେମାନେ ନିଜ ପାର୍ଟନରଙ୍କ ଉପରେ ପୂରା ଭରସା କରିଥାନ୍ତି , କିନ୍ତୁ ତାଙ୍କ ଆଗରେ ସ୍ୱାମୀଙ୍କ କଥା ବିଲକୁଲ୍ ଚାଲେ ନାହିଁ , ସେ ନିଜ ରିଲେସନସିପ୍ ଙ୍କୁ ନିଜ ଦାବି ରଖିଥାନ୍ତି , ସେମାନେ ନିଜ ସ୍ୱାମୀଙ୍କୁ କୌଣସି ମଉକା ଦିଅନ୍ତି ନାହିଁ , ସେମାନେ ନିଜ ଶାଶୁଘରେ ବହୁତ ଖୁସି ରୁହନ୍ତି , ଏମାନଙ୍କୁ କୌଣସି ଜିନିଷରେ ଟେନସନ୍ ହୋଇନଥାନ୍ତି ।
୪) ମକର ରାଶି : ମକର ରାଶି ର ଝିଅମାନେ ବହୁତ ସାହାସୀ ହୋଇଥାନ୍ତି , ସେମାନେ ସବୁ ଅସୁବିଧାର ସାମ୍ନା ନିଜେ କରିଥାନ୍ତି , ସେମାନେ ନିଜ ସାହାସ ସକାଶେ କାହା ଆଗରେ ମୁଣ୍ତ ନୁଆନ୍ତି ନାହିଁ , ଏହି କାରଣରୁ ତାଙ୍କ ସ୍ୱାମୀ ସବୁ କଥା ମାନିଥାନ୍ତି , ଯଦି ତାଙ୍କର କୌଣସି ଭୁଲ୍ ହୋଇଥାଏ , ତେବେ ତାଙ୍କ ସ୍ୱାମୀ ତାଙ୍କୁ ଭୁଲ୍ ମାଗିଥାନ୍ତି । ସେମାନେ ନିଜ ସ୍ୱାମୀଙ୍କୁ ଗୁଲାମ କରି ରଖିଥାଆନ୍ତି ।