October 13, 2024

Odia Express

Here, There and Everywhere

ମୁସଲିମ୍ ପିଲାଟି ବାଇକ୍ ର ନମ୍ବର ପ୍ଲେଟରେ ଲେଖିଲା ଏପରି କିଛି , ଯାହାକୁ ଦେଖି ଲୋକ ହେଲେ ଆଶ୍ଚର୍ଯ୍ୟ – ଆପଣ ମଧ୍ୟ ନିଶ୍ଚୟ ଥରେ ଦେଖନ୍ତୁ…

ଆପଣ ମାନେ ଟ୍ରକ ଓ ଅଟୋ ପଛ ପଟେ କେତେ ନୂଆ ଜିନିଷ ଲେଖା ହୋଇଥିବାର ଦେଖିଥିବେ । କିନ୍ତୁ ଏହି ଜିନିଷ କେବଳ ଟ୍ରକ୍ ଓ ଅଟୋ ପଛରେ ଲେଖାରେ ସିମୀତ ନାହିଁ । ଆଜିକାଲି ଯୁବକମାନଙ୍କର ବାଇକ୍ ଓ କାର୍ ଉପରେ ବହୁତ ବ୍ୟବହାର ହେଉଛି । ଓ ତା ସହ ସେମାନେ ତାଙ୍କ ଗାଡିରେ ବିଭିନ୍ନ ପ୍ରକାରର ଷ୍ଟିକର୍ ଲଗାଉଛନ୍ତି । କିନ୍ତୁ ଆଜି ଆମେ ଏପରି ଏକ ବିଷୟରେ କହିବାକୁ ଯାଉଛୁ ଯାହା ଏକ ମୁସିଲିମ୍ ପିଲାର ଗାଡି ପଛର ନମ୍ବର ପ୍ଲେଟ୍ ବିଷୟରେ ଅଟେ । ଏହି ମୁସଲିମ୍ ପିଲା ତା ବାଇକ୍ ପଛପଟେ ଏପରି କିଛି ଲେଖି ଥିଲା ଯାହାକୁ ଜୁମ୍ କରି ଦେଖିଲା ପରେ ସମସ୍ତେ ଆଶ୍ଚର୍ଯ୍ୟ ହେଇଯାଇଥିଲ | ତେବେ ଆସନ୍ତୁ ଜାଣିବା କଣ ଲେଖିଥିଲା ତା ବାଇକ୍ ପଛ ପଟେ ।

ନରେନ୍ଦ୍ର ମୋଦୀଙ୍କ ଯୋଜନା ଦ୍ୱାରା ପ୍ରଭାବିତ  – ଆମେ ଯେଉଁ ମୁସଲିମ୍ ଯୁବକ ବିଷୟରେ କଥା କହୁଛୁ ସେ ମୋଦୀଜୀଙ୍କର ସ୍ୱଚ୍ଛ ଭାରତ ଅଭିଯାନ ଦ୍ୱାରା ବହୁତ ପ୍ରଭାବିତ । ଓ ଏହି ଯୁବକ ସମାଜ ପାଇଁ ବାର୍ତ୍ତାକୁ ପ୍ରସାର କରୁଛି । ଏହା ସେ ନିଜେ କରୁନାହିଁ ଏଥିରେ ତା ପରିବାରର ମଧ୍ୟ ଯୋଗଦାନ ଅଛି । ଆମେ ଯେଉଁ ମୁସଲିମ୍ ପିଲା କଥା କହୁଛେ ସେ ପିଲା ମେରଠର ଏକ ବସ୍ତିରେ ରହୁଛି।  ଓ କୁହାଯାଉଛି କି ତା ପାଖରେ ଯେଉଁ ବାଇକ୍ ଅଛି ତା ବିନା ପେଟ୍ରୋଲ୍ ରେ ଚାଲୁଅଛି , କହିବାର ମତଲବ ଏହା କି ଏହି ଯୁବକର ବାଇକ୍ ସଂପୂର୍ଣ୍ଣ ପ୍ରଦୁଷଣ ମୁକ୍ତ ଅଟେ । ଓ ଏହି ବାଇକ୍ କୁ ବିନା ତେଲରେ ସେ ୧୫୦ କିମି ବେଗରେ ଚଲାଇପାରୁଛି । ଓ ସବୁଠାରୁ ମୁଖ୍ୟ କଥା ଏହି କି ଯେ ଏହି ପିଲାଟି ତା ବାଇକ୍ ର ନାଁ ମୋଦୀ ରଖିଛି ।

ବାଇକ୍ ର ନମ୍ବର ପ୍ଲେଟରେ ଲେଖାହୋଇଥିଲା ଏହା : ଆପଣଙ୍କୁ କହିଦେଉଛୁ କି ଏହି ମୁସ୍ ଲିମ୍ ଯୁବକ ମୋଦୀଜୀଙ୍କର ସ୍ୱଚ୍ଛ ଭାରତ ଅଭିଯାନରେ ବହୁତ ପ୍ରଭାବିତ , ସେଥିପାଇଁ ସେ ତା ବାଇକ୍ ର ନମ୍ବର ପ୍ଲେଟ୍ ରେ ସ୍ୱଚ୍ଛ ଭାରତ ଅଭିଯାନ ପ୍ରଦୁଷଣ ମୁକ୍ତ ଭାରତ ଲେଖିଛି । ସେଥିପାଇଁ ତା ବାଇକ୍ ବହୁତ ଚର୍ଚ୍ଚାରେ ଅଛି , ଲୋକେ ଏହି ଯୁବକକୁ ବହୁତ ତାରିଫ୍ କରୁଛନ୍ତି । ଏହି ଯୁବକ ଦ୍ୱାରା ଏପରି ପ୍ରଦୁଷଣ ମୁକ୍ତ ଗାଡି ତିଆରି କରିବା ପ୍ରକୃତରେ ଏକ ଭଲ ଆହ୍ୱାନ ବୋଲି ବୁଝିବା । ଆପଣକୁ କହି ଦେଉଛୁ କି ଏହି ବାଇକ୍ କୁ ସେହି ପିଲା ନିଜେ ତିଆରି କରିଛି । ଯାହାର ନାଁ ବକାର ଅହମ୍ମଦ ଅଟେ । ବକାର ନିଜେ ଏକ ଅଟୋମୋବାଇଲ୍ ଇଞ୍ଜିନିୟରିଙ୍ଗ୍ ର ଛାତ୍ର ଅଟେ ।ଓ ସେ ଆଜି କାଲି ଏପରି ପ୍ରଦୁଷଣ ମୁକ୍ତ ବାଇକ୍ ଓ କାର୍ ବନେଇବା ଦିଗରେ କାମ କରୁଅଛି । ଆପଣଙ୍କୁ ଜାଣିକି ଆଶ୍ଚର୍ଯ୍ୟ ହେବେ କି ବକର ଏହି ବାଇକ୍ ଯାହା ନିଜ ପାଇଁ କରିଛି ତାର ମୂଲ୍ୟ ୭୨ ହଜାର ଅଟେ ।

Leave a Reply

Your email address will not be published. Required fields are marked *