October 17, 2024

Odia Express

Here, There and Everywhere

30 ମାର୍ଚ୍ଚ ୨୦୨୩ ଗୁରୁବାର,ଆଜିର ରାଶିଫଳ,ପବିତ୍ର ରାମ ନବମୀ ରେ ଏହି ରାଶିକୁ ମିଳିବ ଖୁସି ଖବର…

1 min read

ମେଷ ରାଶି:- ବ୍ୟବସାୟରେ ଲାଭ ପ୍ରାପ୍ତି ହେବ। ନୂତନ ଜିନିଷ କ୍ରୟ କରି ପାରନ୍ତି ପତି ଓ ପତ୍ନୀଙ୍କ ମଧ୍ୟରେ ଭଲ ସମ୍ପର୍କ ରହିବ।ପାରିବାରିକ ସମସ୍ୟା ଗୁଡ଼ିକର ସମାଧାନ ହୋଇଯିବ।

ବୃଷ ରାଶି:- ଅପେକ୍ଷା କରିଥିବା ଖବର ଆଜି ପାଇପାରନ୍ତି।ଉଚ୍ଚ ଆସା ଆଶାରେ ରହିଯିବ।ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଉତ୍ତମ ଦିନ ଅଟେ।ବ୍ୟବସାୟରେ ଲାଭ ପାଇବେ।ବ୍ୟବସାୟରେ ଆକସ୍ମିକ ଧନ ପାଇ ଆର୍ଥିକ ସ୍ଥିତି ଉନ୍ନତ ହେବ।ଅବିବାହିତ ଯୁବକ ଯୁବତୀମାନଙ୍କ ବିବାହ ପ୍ରସ୍ତାବ ଠିକ ହେବ।

ମିଥୁନ ରାଶି:- ସାଧାରଣ କଥାରେ ବନ୍ଧୁଙ୍କ ସହିତ ସମ୍ପର୍କ ହାନି କାରଣରୁ ଚିନ୍ତିତ ରହିବେ।ପ୍ରତିବନ୍ଧକ ଦୂରେଇ ଯିବା ସହିତ ଶିଳ୍ପ,ବାଣିଜ୍ୟ ଓ ଯାତ୍ରା ପାଇଁ ଅସୁବିଧା ରହିବ ନାହିଁ।କଳହ ଠାରୁ ନିଜକୁ ଦୂରେଇ ରଖନ୍ତୁ।ସ୍ଵାସ୍ଥ୍ୟଗତ ସମସ୍ୟା ଲାଗି ରହିବା କାରଣରୁ ମନ ଭଲ ରହିବ ନାହିଁ।

କର୍କଟ ରାଶି:- ବୃଦ୍ଧ ପିତା ଓ ମାତାଙ୍କ ସାସ୍ଥ୍ୟ ଅବସ୍ଥାରେ ଉନ୍ନତି ହେବ।ଛାତ୍ର ଛାତ୍ରୀ ମାନେ ପାଠ ପଢାରେ ଉନ୍ନତି କରିବେ।ସହଯୋଗୀ ମାନଙ୍କ ସହଯୋଗ ପାଇ ଉପରିସ୍ଥ ଅଧିକାରୀଙ୍କ ପ୍ରିୟ ହେବେ।ଯଦି କୌଣସି ନୂତନ ଯୋଜନା ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଏହା ଆରମ୍ଭ କରିବା ଆବଶ୍ୟକ।

ସିଂହ ରାଶି:- ଅନେକ ଦିନରୁ ସ୍ଥଗିତ ରହି ଯାଇଥିବା କାମରେ ଆଜି ବ୍ୟସ୍ତ ରହିବେ।ଯାତ୍ରା ସମୟରେ ସତର୍କତା ଅବଲମ୍ବନ ନ କରିଲେ ଅସୁବିଧାରେ ପଡ଼ି ପାରନ୍ତି।ଅଯଥା ସମୟ ନଷ୍ଟ କରନ୍ତୁ ନାହିଁ।କର୍ମ କ୍ଷେତ୍ରରେ ସଫଳତା ପାଇବା ସହିତ ବନ୍ଧୁଙ୍କ ସହଯୋଗ ପାଇବେ।

କନ୍ୟା ରାଶି:- ଔଷଧ ଓ ଲୁଗାପଟା ବ୍ୟବସାୟରେ ଆଶା ଅନୁରୂପ ଫଳ ପାଇବେ। ଆଜି ଅଯଥା ବିବାଦକୁ ଯାଆନ୍ତୁ ନାହିଁ ।

ତୁଳା ରାଶି:- ଆଜି ଆପଣଙ୍କୁ କୌଣସି ଶୁଭ ଖବର ମିଳିପାରେ।ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବଢିବ।

ବିଛା ରାଶି:- ନିଜ ପରିସରରେ ଶୁଣା କଥା ବିଶ୍ୱାସ କରି ଆପଣଙ୍କର ଚିନ୍ତା ବଢ଼ିପାରେ। ଆର୍ଥିକ ପରିସ୍ଥିତି ଆପଣଙ୍କର ବହୁତ ଭଲ ରହିବ।

ଧନୁ ରାଶି:- ଆପଣଙ୍କ ପରିସ୍ଥିତି ପ୍ରତି ସହାନୁଭୂତି ଦେଖାଇ ବନ୍ଧୁମାନେ ସାହାଯ୍ୟର ଆଶା ଦେବେ। ନିଜର ଅଭ୍ୟାସକୁ ପରିବର୍ତ୍ତନ କରିବା ଆବଶ୍ୟକ।

ମକର ରାଶି:- ଆପଣଙ୍କର କିଛି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟରେ ବାଧା ଉତ୍ପନ ହୋଇ ପାରେ। ପ୍ରତିଯୋଗିତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଯିବ।

କୁମ୍ଭ ରାଶି:- ପରିଜନଙ୍କ ସହିତ ଆଜିର ଯାତ୍ରା ଆନନ୍ଦଦାୟକ ହେବ। କିଣା ବିକା କାରବାରରେ ଅପଦସ୍ତ ହେବାର ସମ୍ଭାବନା ରହିଛି। ସ୍ବାସ୍ଥ୍ୟ ସମସ୍ୟା ଦେଖା ଯାଇପାରେ।ବ୍ୟବସାୟରେ ଲାଭ ମିଳିବାର ସମୟ ରହିଛି। ଦୂର ଯାତ୍ରା କରିବାର ସମ୍ଭାବନା ରହିଛି।

ମୀନ ରାଶି:- ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରିବେ।ମହିଳା ମାନଙ୍କୁ ସମ୍ମାନ ମିଳିବ ଆର୍ଥିକ ସ୍ଥିତି ସ୍ବଭାବିକ ରହିବ।ଆୟ ଉପାର୍ଜନ ବୃଦ୍ଧି ପାଇବ।

ଆପଣଙ୍କର ଯେଉଁବି ରାଶି ହୁଅନ୍ତୁ ଆପଣ ସର୍ବଦା ସତ କର୍ମ କରନ୍ତୁ, ନ୍ୟାୟରେ ରୁହନ୍ତୁ, ପ୍ରଭୁଙ୍କ ନାମ ଜପ କରନ୍ତୁ, ପ୍ରଭୁଙ୍କ କୃପା ପ୍ରାପ୍ତି ହେବ।

Leave a Reply

Your email address will not be published. Required fields are marked *