October 20, 2024

Odia Express

Here, There and Everywhere

30 ଜୁଲାଇ ୨୦୨୨ ଶନିବାର ଆଜିର ରାଶିଫଳ,କେମିତି ରହିବ ଆଜି ଆପଣଙ୍କ ଦିନ,ଆଜି ଏହି ୫ଟି ରାଶିବାଲାଙ୍କ ପରିଶ୍ରମ ହେବ ସଫଳ, କ୍ୟାରିୟରରେ ମିଳିବ ସୁବର୍ଣ୍ଣ ସୁଯୋଗ

1 min read

୧)ମେଷ ରାଶି- ଆଜି ଆପଣଙ୍କ ଦିନ ବହୁତ କର୍ମବ୍ୟସ୍ତତା ପୁର୍ଣ୍ଣ ନଜର ଆସୁଛି , କାର୍ଯ୍ୟକ୍ଷେତ୍ରରେ କିଛି ନୁଆ ବ୍ୟବସ୍ଥାକୁ କରିବାରେ ଆପଣ ଲାଗିରହିବେ, ଓ ଆପଣଙ୍କ ଭୌତିକ ଓ ସାଂସରିକ ଦୃଷ୍ଟିକୋଣ ବି କିଛି ବଦଳିପାରେ, ବାହାନ ପ୍ରୟୋଗରେ ଆପଣ ସାବଧାନ ରହିବାକୁ ହେବ । ଅସହାୟ ଲୋକଙ୍କୁ ସାହାଯ୍ୟ କରିବାରେ ଚେଷ୍ଟିତ ହୋଇପାରନ୍ତି, ଘର ପରିବାରର ମାହୋଲ୍ ସାମାନ୍ୟ ରହିବ । ପରିବାରର ସବୁ ସଦସ୍ୟଙ୍କ ସହ ଭଲ ତାଳମେଳ ବନାଇ ରଖନ୍ତୁ, ଆଜି ଆପଣ କାହାକୁ ବି ପଇସା ଉଧାର ଦିଅନ୍ତୁ ନାହିଁ, ନହେଲେ କ୍ଷତି ହୋଇପାରେ, ଆପଣ ନିଜ ଭାବନାକୁ ସକରାତ୍ମକ ବନାଇବାର ଆବଶ୍ୟକତା ରହିଛି ।

୨) ଆଜି ଆପଣଙ୍କ ଦିନ ବହୁତ ଭଲ ରହିବ । ମାନ ପ୍ରତିଷ୍ଠା ବୃଦ୍ଧି ହେବ, ବୁଝାମଣାରେ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ମନ ମୁତାବିକ ଲାଭ ମିଳିବାର ଆଶା ଅଛି, ଯଦି ଆପଣ ନିଜ ସନ୍ତାନଙ୍କ ଭବିଷ୍ୟ ପାଇଁ କିଛି ଧନ ସଂଞ୍ଚୟ କରିବାକୁ ଚାହୁଁଛନ୍ତି ତେବେ ନିଜ ଏହି ଇଚ୍ଛାକୁ ପୁରା କରିବାରେ ସଫଲ ହେବେ, ପ୍ରେମ ଜୀବନରେ ଥିବା ବ୍ୟକ୍ତିଙ୍କ ଦିନ ଭଲ ରହିବ, ଖାଦ୍ୟପେୟରେ ରୁଚି ବଢିବ, କ୍ୟାରିୟରରେ ଆଗକୁ ବଢିବାରେ ମଉକା ମିଳିପାରେ, ଆପଣ ନିଜ ପରିଶ୍ରମର ଭଲ ପରିଣାମ ପାଇବେ, କେଉଁ ପୁରୁଣା କରାଯାଇଥିବା ନିବେଶରୁ ଭଲ ଫାଇଦା ମିଲିବାର ଆଶା ନଜର ଆସୁଛି, ଅଧୁରା କାମ ପୁରା ହେବ, ବନ୍ଧୁଙ୍କ ସହ ମିଶିକରି ଭଲ ସମୟ ଅତିବାହିତ କରିବେ, ରୋଜଗାରର ଦିଗରେ କରାଯାଇଥିବା ପ୍ରୟାସ ସଫଳ ହେବ ।

୩) ମିଥୁନ ରାଶି- ଆଜି ଆପଣଙ୍କୁ ନିଜ ସନ୍ତାନଙ୍କ କ୍ୟାରିୟର ପାଇଁ ଚିନ୍ତା ହୋଇପାରେ, ଯାହାର କାରଣରୁ ଆପଣ ବ୍ୟସ୍ତ ରହିବେ, ଅଧିକା ବ୍ୟସ୍ତତା ରହିବା କାରଣରୁ ଥକା ଅନୁଭବ କରିପାରନ୍ତି, ଆଜି ଆପଣ କିଛି ନୁଆ କରିବାର୍ ଯୋଜନା କରିପାରନ୍ତି, ବନ୍ଧୁଙ୍କ ପୁରା ସହଯୋଗ ମିଳିବ,  ଯଦି ଆପଣ ଲମ୍ବା ଯାତ୍ରାରେ ଯାଉଛନ୍ତି ତେବେ ସେହି ସମୟରେ ବାହାନ ପ୍ରୟୋଗରେ ସାବଧାନ ରୁହନ୍ତୁ, ନହେଲେ ଦୁର୍ଘଟଣା ହେବାର ଭୟ ରହିଛି, ଗୁପ୍ତ ଶତ୍ରୁ ଆପଣଙ୍କୁ ହଇରାଣ କରିପାରନ୍ତି, ଏଥିପାଇଁ ସାବଧାନ ରହିବାକୁ ହେବ, ଆପଣଙ୍କୁ ନିଜ ଭାଗ୍ୟର ଅପେକ୍ଷା ଅଧିକା ପରିଶ୍ରମ କରିବାର ଦରକାର ଅଛି, ଆପଣ ନିଜ ବାଣୀ ମଧୁରତା ରଖିବାକୁ ହେବ, ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ପ୍ରତିଷ୍ଠା ବୃଦ୍ଧି ହେବ ।

୪) କର୍କଟ ରାଶି-ଆଜି ଆପଣଙ୍କ ଦିନ ଉତ୍ତମ ରୁପେ ଫଳଦାୟକ ରହିବ, ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ ଥିବା ବ୍ୟକ୍ତିଙ୍କ ପାଇଁ ଦିନ ଉତ୍ତମ ରହିବ, ଆପଣଙ୍କୁ କେଉଁ ନୁଆ ସଂମ୍ପତ୍ତି ସଂବନ୍ଧିତ୍ ବିବାଦ ସମାଧାନ ହୋଇପାରେ, ଓ ସେଥିରେ ଫଇସଲା ଆପଣଙ୍କ ପକ୍ଷରେ ରହିବ, ଆପଣଙ୍କ ବହୁତ ଲମ୍ବା ସମୟରୁ ଅଟକିଥିବା କାର୍ଯ୍ୟ ଆଜି ପୁରା ହୋଇପାରେ, ବନ୍ଧୁଙ୍କ ସହ ଚାଲିଥିବା ମତଭେଦ ଦୁର ହେବ, ଘର ପରିବାରରେ ସୁଖଶାନ୍ତି ରହିବ, ମା ବାପାଙ୍କ ସହ ମନ୍ଦିର ଦର୍ଶନ କରିବାକୁ ଯାଇପାରନ୍ତି, ସନ୍ତାନଙ୍କ ପକ୍ଷରୁ ଆପଣଙ୍କୁ କିଛି ଶୁଭ ସମାଚାର ଶୁଣିବାକୁ ମିଲିପାରେ, ଆୟର ଜରିଆ ବଢିବ, ଆପଣଙ୍କୁ ନିଜ ପରିଶ୍ରମର ଉଚିତ୍ ପରିଣାମ ହାସିଲ୍ ହେବ ।

୫) ସିଂହ ରାଶି- ଆଜି ଆପଣଙ୍କ ଦିନ କିଛି ଚିନ୍ତାଜନକ ରହିପାରେ, କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ କିଛି ଅସୁବିଧା ହେବ, କାରଣ ଆପଣ ସାଥିଙ୍କ ପଦୋନ୍ନତି ଦେଖିକରି ଆପଣ ଚିନ୍ତିତ ହୋଇପାରନ୍ତି, ବେପାର୍ କରୁଥିବା ଲୋକଙ୍କୁ ଏହା ଉପଦେଶ ଦିଆଯାଉଛି କି ଆପଣ ନିଜ ବେପାରରେ କେଉଁ ବି ପ୍ରକାରର୍ ପରିବର୍ତ୍ତନ କରାନ୍ତୁ ନାହିଁ ନହେଲେ ଲାଭ କମ୍ ହୋଇପାରେ, କାହା ସହ କଥାବାର୍ତ୍ତା କରୁଥିବା ସମୟରେ ଆପଣଙ୍କୁ ନିଜ ବାଣୀ ଉପରେ ଧ୍ୟାନ ଦେବାକୁ ହେବ, ଆଜି ଆପଣଙ୍କୁ କିଛି ନୁଆ ଶିଖିବାକୁ ମିଲିପାରେ, ଯେଉଁ ବ୍ୟକ୍ତି ବହୁତ ଲମ୍ବା ସମୟରୁ ଚାକିରି ଖୋଜୁଛନ୍ତି ତାଙ୍କୁ ଆଜି ଭଲ ଅବସର ପ୍ରାପ୍ତ ହେବ, ଜୀବନସାଥିଙ୍କ ସହ ଚାଲୁଥିବା ମତଭେଦ ଦୁର ହୋଇଯିବ, ବିବାହ ଯୋଗ୍ୟ ବ୍ୟକ୍ତିଙ୍କୁ ବିବାହର ଭଲ ପ୍ରସ୍ତାବ ଆସିପାରେ ।

୬) କନ୍ୟା ରାଶି-ଆଜି ଆପଣଙ୍କ ଦିନ ହସଖୁସିରେ କଟିବ । ଆପଣ ନିଜ ଅନୁଭବରୁ କେଉଁ ପରିଜନଙ୍କ ସମସ୍ୟାକୁ ସମାପ୍ତ୍ କରିବାରେ ସଫଳ ରହିବେ, ସେମିତି ସେ ଆଗକୁ ଯାଇକରି ଆପଣଙ୍କୁ କାମରେ ପୁରା ସାଥ୍ ଦେବେ, ବିଦ୍ୟାର୍ଥିଙ୍କୁ ପାଠପଢାରେ ଟିକିଏ ଧ୍ୟାନ ଦେବାକୁ ହେବ କେଉଁ ପ୍ରତିଯୋଗିତା ପରିକ୍ଷାପାଇଁ କଠିନ ପରିଶ୍ରମ କରିବାକୁ ହେବ, ତେବେ ଯାଇ ସଫଳତା ହାସିଲ୍ କରିପାରିବେ, ଯଦି ଆପଣ କେଉଁ ବିଷୟରେ ସମସ୍ୟା ଆସୁଛି ତେବେ ଗୁରୁଜନଙ୍କ ସହ କଥାବାର୍ତ୍ତା କରିବାକୁ ହେବ, ଆଜି ଆପଣଙ୍କୁ କେଉଁ ବି ବ୍ୟକ୍ତିଙ୍କ ସହ ଯୁକ୍ତିତର୍କ ନକରିବା ଉଚିତ୍, ନହେଲେ କ୍ଷତି ହୋଇପାରେ, ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ନିଜ ଶତ୍ରୁଙ୍କ ଠାରୁ ପ୍ରଶଂସା ଶୁଣିକରି ଆଶ୍ଚର୍ଯ୍ୟ ଲାଗିବ । ବାପାଙ୍କ ସାହାଯ୍ୟରେ କିଛି ଜରୁରୀ କାମ ପୁରା ହୋଇପାରେ ।

୭) ତୁଳା ରାଶି- ଆଜି ଆପଣଙ୍କ ପରାକ୍ରମରେ ବୃଦ୍ଧି ହେବ, ଆପଣ କେଉଁ ନିକଟ ମିତ୍ରଙ୍କ ଉପଦେଶ ଓ ସହଯୋଗରୁ ଆପଣଙ୍କ ବିଗିଡିଥିବା କାମ ଠିକ୍ କରିବାରେ ମଉକା ମିଳିପାରେ, ରାଜନୀତି କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କ ଉପରେ କିଛି ଦାୟିତ୍ୱ ବୋଝ ବଢିପାରେ, ସେମିତି ତାକୁ ପୁରା କରିବାରେ ସଫଳ ହେବେ, ପରିବାର ଲୋକଙ୍କ ସହ ଭଲ ସମୟ ଅତିବାହିତ ହେବ, ଘରେ ଛୋଟ ଛୁଆଙ୍କ ସହ ମଉଜ ମସ୍ତି କରିବାରେ ବ୍ୟସ୍ତ ରହିବେ । ଯାହାଦ୍ୱାରା ମାନସିକ ଚିନ୍ତାଗୁଡିକ ଦୁର ହୋଇଯିବ, ମା ବାପାଙ୍କ ସହ କେଉଁ ମନ୍ଦିର ଦର୍ଶନ କରିବାକୁ ଯାଇପାରନ୍ତି, ବିଦ୍ୟାର୍ଥିଙ୍କୁ ପାଠପଢାରେ ମନ ଲାଗିବ, କେଉଁ ବି ପ୍ରତିଯୋଗିତା ପରିକ୍ଷାରେ ଫଳାଫଳ ଭଲ ମିଳିବାର ଆଶା ଅଛି ।

୮) ବିଛା ରାଶି- ଆଜି ଆପଣଙ୍କ ଦିନ ଭଲ୍ ରହିବ । ସାଂସରିକ ସୁଖ ଭୋଗ ସାଧନରେ ବୃଦ୍ଧି ଘଟିବ । କେଉଁ ବିଶେଷଜ୍ଞଙ୍କ ଉପଦେଶ ଆପଣଙ୍କ ପାଇଁ ଆଗକୁ ଯାଇକରି ଉପଯୋଗୀ ସିଦ୍ଧ ହେବ, ଆପଣ ନିଜ ସବୁ କାର୍ଯ୍ୟକୁ ମନ ମୁତାବିକ ପୁରା କରିନେବେ, ଚାକିରି କ୍ଷେତ୍ରରେ ମାହୋଲ୍ ଆପଣଙ୍କ ପକ୍ଷରେ ରହିବ। ବଡ ଅଧିକାରୀଙ୍କ ପୁରା ସହଯୋଗ ମିଲିପାରିବ, ପ୍ରମୋଶନ ସହ ବେତନ ବୃଦ୍ଧି ହେବାର ଖୁସିଖବର ମିଳିପାରେ, ଜୀବନସାଥୀଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ, ଯଦି ଆପଣ କାହାକୁ ପଇସା ଉଧାର ଦେଇଛନ୍ତି ତେବେ ତାହା ମିଳିପାରିବ, ବେପାରରେ ଭଲ ଲାଭ ମିଳିପାରିବ, ବୁଝାମଣାରେ ନୁଆ କାମ ଆରମ୍ଭ କରିବାପାଇଁ ଉତ୍ତମ ନଜର ଆସୁଛି ।

୯) ଧନୁରାଶି- ଆଜି ଆପଣଙ୍କ ଦିନ ଆର୍ଥିକ ଦୃଷ୍ଟିକୋଣରୁ ଭଲ ପ୍ରମାଣିତ ହେଉଛି, ଆୟର ଜରିଆ ବଢିବ, ଘରର ଆର୍ଥିକ ସ୍ଥିତି ମଜବୁତ୍ କରିବାପାଇଁ ଆପଣଙ୍କ ଭୁମିକା ଅଧିକା ରହିବ, କ୍ୟାରିୟରରେ ଆଗକୁ ବଢିବା ପାଇଁ ଭଲ ଅବସର ମିଲିପାରିବ, ଆପଣଙ୍କ ଦ୍ୱାରା କରାଯାଇଥିବା ପ୍ରୟାସ ସଫଳ ହେବ, ବାହାନ ସୁଖ ପ୍ରାପ୍ତି ହେବ, ଯେଉଁ ବିଦ୍ୟାର୍ଥୀ ବିଦେଶ ଯାଇକରି ଶିକ୍ଷାଗ୍ରହଣ କରୁଛନ୍ତି ତାଙ୍କୁ ଏହା ଅବସର ମିଳିବ, ଆପଣଙ୍କ କେଉଁ ମିତ୍ର ଆପଣଙ୍କୁ ବହୁତ ଦିନ ପରେ ସାକ୍ଷାତ କରିପାରେ, ରାଜନୀତି କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତି କେଉଁ କଥାକୁ ନେଇକରି ଚିନ୍ତିତ ରହିପାରନ୍ତି, କିମ୍ବା ତାଙ୍କ ସାଥି ତାଙ୍କ ଛବି ଖରାପ କରିବାରେ ପୁରା ଚେଷ୍ଟିତ ରହିବେ, ଶଶୁରଘର ପକ୍ଷରୁ ଚାଲୁଥିବା ମତଭେଦ ଦୁର ହୋଇପାରେ ।

୧୦) ମକର ରାଶି- ଆଜି ଆପଣଙ୍କୁ ନିଜ କାରୋବାରକୁ ନେଇକରି ବହୁତ ଚିନ୍ତିତ ରହିବେ, ସନ୍ତାନଙ୍କ ଶିକ୍ଷା ସଂବନ୍ଧିତ ସମସ୍ୟା ପାଇଁ ଜୀବନସାଥିଙ୍କ ସହ କଥାବାର୍ତ୍ତା କରିବାକୁ ହେବ, ଆପଣଙ୍କୁ ନିଜ ବ୍ୟବସାୟରେ ଅଟକିଥିବା ଯୋଜନା ଆଉଥରେ ଆରମ୍ଭ କରିବାକୁ ହେବ, ବନ୍ଧୁଙ୍କ ସହାୟତା ମିଳିପାରିବ, ଆଜି ଆପଣ କାହାକୁ ପଇସା ଉଧାର୍ ଦିଅନ୍ତୁ ନାହିଁ ନହେଲେ କ୍ଷତି ହୋଇପାରେ, ମାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ, ଆପଣ ନିଜ ଘରର ମରାମତି କାର୍ଯ୍ୟ କରିବାରେ ବିଚାର କରିପାରନ୍ତି, ଆଜି ଲମ୍ବା ଯାତ୍ରାରେ ଯିବାର ସମୟରେ ବାହାନ ଚଲାଇବାରେ ସାବଧନତା ରଖିବାକୁ ହେବ, ଅଜଣା ଲୋକଙ୍କ ଉପରେ ଜଲଦି ବିଶ୍ୱାସ କରନ୍ତୁ ନାହିଁ ।

୧୧) କୁମ୍ଭ ରାଶି-ଆଜି ଆପଣଙ୍କ ଦିନ ବହୁତ ହିଁ ଶୁଭ ରହିବ, ଆପଣଙ୍କୁ ଧନ, ୟଶ, ଓ କିର୍ତ୍ତିରେ ବୃଦ୍ଧି ହେବ, କିନ୍ତୁ ଏହାପାଇଁ ଆପଣଙ୍କୁ ନିଜ ଶତ୍ରୁଙ୍କ ଚିନ୍ତା ଛାଡିବାକୁ ହେବ, ଓ ଆପଣଙ୍କୁ ନିଜ କାମରେ ଧ୍ୟାନ ଲଗାଇବାର ଆବଶ୍ୟକତା ରହିଛି, ଯଦି ଆପଣ କେଉଁ ସଂମ୍ପତ୍ତି କିଣିବାକୁ ଯାଉଛନ୍ତି ତେବେ ତାହା ପାଇଁ ଚଳ ଓ ଅଚଳ ପହଲୁ ସ୍ୱାଧୀନତା ଯାଞ୍ଚ କରିନିଅନ୍ତୁ, ନହେଲେ ପରେ କ୍ଷତି ସହିବାକୁ ପଡିପାରେ, ଆପଣ ନିଜ ବିରୋଧୀଙ୍କୁ ପରାସ୍ତ କରିବେ, ମାନସିକ ଚିନ୍ତା ଦୁର ହେବ, ମା ବାପାଙ୍କ ଆଶିର୍ବାଦ ମିଲିବ, ଘରର କେଉଁ ବଡ ବୟସ୍କଙ୍କ ଉପଦେଶ ଆପଣଙ୍କ ପାଇଁ ଫାଇଦାଦାୟକ ରହିବ, ଅଚାନକ ଘରକୁ ଅତିଥିଙ୍କ ଆଗମନ ହୋଇପାରେ, ଯେଉଁଥିରେ ଧନର ଖର୍ଚ୍ଚ ହେବ ।

୧୨) ମୀନ ରାଶି-ଆଜି ଆପଣଙ୍କ ଦିନ ଖୁସିରେ ଭରପୁର ରହିବ, ଆପଣଙ୍କ କିଛି ମନର ଇଚ୍ଛା ପୁରା ହୋଇପାରେ, ମାବାପାଙ୍କ ସେବାରେ ଆଜି କିଛି ସମୟ ଲଗାଇବେ ଓ ତାଙ୍କ କୁହାଯାଇଥିବା ପଥରେ ଯାଇକରି ଆପଣ ନିଜ ମିତ୍ରଙ୍କ ସଂଖ୍ୟାରେ ବୃଦ୍ଧି କରିବେ, ଜୀବନସାଥୀ ଆପଣଙ୍କ ଭାବନାକୁ ବୁଝିବେ, ପରିବାରର କେଉଁ ସଦସ୍ୟଙ୍କ ଉନ୍ନତିର ଖୁସିଖବର ମିଳିପାରେ, ଯାହାଦ୍ୱାରା ଘରର ମାହୋଲ୍ ଖୁସିମୟ ହେବ, ଛୁଆଙ୍କ ତରଫରୁ ଟେନସନ୍ ଦୁର ହୋଇଯିବ, କିଛି କାମକାର୍ଯ୍ୟରେ ତରିକାର ପରିବର୍ତ୍ତନ କରିପାରନ୍ତି, ଯାହା ଆଗକୁ ଯାଇକରି ଭଲ ଫାଇଦା ଦେବ, ପୁଜାପାଠରେ ଆପଣଙ୍କ ଅଧିକା ମନ ଲାଗିବ, ପରିବାର ସଦସ୍ୟଙ୍କ ସହ କେଉଁ ଧାର୍ମିକ ସ୍ଥଳକୁ ଯିବାର ପ୍ରୋଗାମ୍ କରିପାରନ୍ତି ।

Leave a Reply

Your email address will not be published. Required fields are marked *