October 19, 2024

Odia Express

Here, There and Everywhere

ମଜାଦାର୍ ଜୋକ୍ସ- Santa ବାନ୍ତାର ଘରକୁ ଖାଦ୍ୟ ଖାଉଥିଲା, ବାନ୍ତା- ସାଙ୍ଗ ତୋର କୁକୁର ମୋତେ ବହୁତ ସମୟରୁ ବୁଲି ଦେଖୁଛି ଆଉ ତାପରେ ସାଙ୍ଗ ଯାହା କହିଲା ହସି ହସି ବେଦମ ହେଇଯିବେ ଆପଣ

1 min read

ହସିବା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଫାଇଦାଦାୟକ ହୋଇଥାଏ, ଓ ଏଥିପାଇଁ ଆମେ ହସିବା ଓ ହସାଇବାର କୌଣସି ମଉକା ଛାଡିବା ଉଚିତ୍ ନୁହେଁ । ଓ ଯେବେ ଆମେ ଖୁସି ହୋଇଥାଉ ତେବେ ଆମର ସ୍ୱାସ୍ଥ୍ୟ ଓ ମାନସିକ ସ୍ୱାସ୍ଥ୍ୟ ଏକଦମ୍ ସତେଜ ରୁହେ, ଏହି କଥାକୁ ଧ୍ୟାନରେ ରଖି ଆଜି ଏହି ପୋଷ୍ଟରେ ଆମେ କିଛି ମଜାଦାର୍ ଜୋକ୍ସ ବିଷୟରେ ଆଲୋଚନା କରିବୁ, ଯାହାକୁ ପଢିବାପରେ ଆପଣଙ୍କ ହସ ଆଉ ଅଟକିବ ନାହିଁ, ତେବେ ଆଉ ବିଳମ୍ବ କାହିଁକି ଆସନ୍ତୁ ହସିବା ଓ ହସାଇବାର୍ ମଜାଦାର୍ ସିଲସିଲାକୁ ଆରମ୍ଭ କରିବା ।

୧) ଶିକ୍ଷୟତ୍ରୀ ଏକ୍ ବାଡି ନେଇ କ୍ଲାସରୁମ୍ କୁ ଆସିଲେ, ପିଙ୍କି ତୁ କାଲି ସ୍କୁଲକୁ କଣପାଇଁ ଆସିନଥିଲୁ ? ପିଙ୍କି- ମ୍ୟାଡାମ୍- ମୁଁ ସ୍ୱପ୍ନରେ ଜାପାନ୍ ଯାଇଥିଲି, ଶିକ୍ଷକ- ବୁଲୁ ତୁ କାଲିଆସିନଥିଲୁ, ବୁଲୁ- ମ୍ୟାଡାମ୍- ପିଙ୍କିକୁ ଏୟାରପୋର୍ଟ ଛାଡିବାକୁ ଯାଇଥିଲି ପରା ।

୨) ସ୍ତ୍ରୀ- ତୁମକୁ କଣ ମନେ ଅଛି ଯେବେ ତୁମେ ମୋତେ ଦେଖିବାକୁ ଆସିଥିଲ ତେବେ ମୁଁ କେଉଁ ରଙ୍ଗର ଶାଢୀ ପିନ୍ଧିଥିଲି, ସ୍ୱାମୀ-ନା ମନେ ନାହିଁ, ସ୍ତ୍ରୀ- ଏହାର ମତଲବ ତୁମେ ମୋତେ ଭଲ ପାଉନ, ସ୍ୱାମୀ-ଆରେ ଏମିତି କିଛି କଥା ନୁହେଁ, ଯେବେ କିଏ ଧାରଣାରେ ଶୋଇଯାଏ ତେବେ ସେ ଏଇଟା ଦେଖେ କି ଟ୍ରେନ୍ ଶତାଦ୍ଧୀ ଆସୁଛି କି ଏକ୍ସପ୍ରେସ୍ ।

୩) ବୋହୁ- ମା ଇଏ ଏପର୍ଯ୍ୟନ୍ତ ଆସିନାହାନ୍ତି । କାଳେ କେଉଁ ଅନ୍ୟ ଝିଅ ସହ ନାହାନ୍ତି ତ ? ଶାଶୁ- ଆରେ ତୁ ସବୁବେଳେ ଓଲଟା ଭାବୁଛୁ,, ଏମିତି ହୋଇପାରେ କି କେଉଁ ଟ୍ରକ୍ ତଳେ ଆସିଯାଇଥିବ ।

୪) ସ୍ୱାମୀ- ମୁଁ ବି ମରିଯିବି, ସ୍ତ୍ରୀ- ମୁଁ ତ ରୋଗରେ ପଡୀଛି, ଏଥିପାଇଁ ମୁଁ ମରିଯିବି କିନ୍ତୁ ତୁମେ କଣପାଈଁ ଏମିତି କହୁଛ, ସ୍ୱାମୀ-ଏତେ ଖୁସି ମୁଁ ସହିପାରିବିନି ।

୫) ସ୍ୱାମୀ ଓ ସ୍ତ୍ରୀଙ୍କର ଜୋରଦାର୍ ଝଗଡା ହେଲା, ସ୍ୱାମୀ ରାଗରେ- ତୋର ପରିକା ୫୦ ମୋତେ ମିଳିଯିବେ, ସ୍ତ୍ରୀ-ହସିକି- ଏବେ ବି ମୋର ପରି ଦରକାର ।

୬) ଏକ ସରକାରୀ ଅଫିସ୍ ବୋର୍ଡରେ ଲେଖା ହୋଇଥିଲା କି ଦୟାକରି ପାଟି କରନ୍ତୁ ନାହିଁ, ତାତଳେ ଲେଖା ହୋଇଥିଲା କି ନହେଲେ ଆମେ ଉଠିପଡୀବୁ ।

୭)ବାପା- ପୁଅକୁ- ଦେଖ ପୁଅ ଜୁଆ ଏମିତି ଏକ ଅଭ୍ୟାସ ଅଟେ, ଯଦି ଆମେ ଆଜି ଜିତିବା ତେବେ କାଲି ହାରିବା, ପରଦିନ ଜିତିଲେ ତାପର ଦିନ ହାରିଯିବା, ପୁଅ- ଥାଉ ବାପା ମୁଁ ବୁଝିଗଲି, ଆଗକୁ ଗୋଟେ ଦିନ ଛାଡିକି ଖେଳିବି ।

୮) ଏକ ପୁଅ ନିଜ ସାଙ୍ଗକୁ- ସାଙ୍ଗ ତୋର ଏତେ ସାରା ଗାର୍ଲଫ୍ରେଣ୍ତ କେମିତି ? ସାଙ୍ଗ-ମୁଁ ଗୋଟେ ଝିଅକୁ ଭଲ ପାଇଥିଲି ଓ ସେ ମୋର ହୃଦୟ ଭାଙ୍ଗିଦେଲା, ଏବେ ମୋର ହୃଦୟ ସବୁଆଡୁ ଭାଙ୍ଗିଛି, ଅଲଗା ଅଲଗା ଝିଅଙ୍କ ଠାରୁ ।

୯)ଏକ ସ୍ତ୍ରୀ ନିଜ ଶାଶୁ କୁ- ଦେଖ ଶାଶୁ ମା, ଛୁଆଙ୍କୁ ପାଳିବାର ଦକ୍ଷତା ତୁମର୍ ବେଶ୍ ଥିବ, କିନ୍ତୁ ଫଳାଫଳ ନାହିଁ, ତୁମର ପାଳିଥିବା ଛୁଆଙ୍କ ସହ ମୁଁ ରହୁଛି, ଓ ରାଣ ଅଛି ବହୁତ ସୁଧାରିବାର ଦରକାର ଅଛି ।

୧୦) ସାନ୍ତା- ବାନ୍ତାର ଘରକୁ ଖାଇବାକୁ ଆସିଲା ସାଙ୍ଗ ତୋର କୁକୁର ମୋତେ ବହୁତ ସମୟ ହେଲା ଦେଖୁଛି, ସାନ୍ତା- ଜଲଦି ଖାଇଦେ ନହେଲେ କାମୁଡି ଦେବ, କାରଣ ତୁ ଯେଉଁ ବାସନରେ ଖାଉଛୁ ତାର ଅଟେ ।

Leave a Reply

Your email address will not be published. Required fields are marked *