October 22, 2024

Odia Express

Here, There and Everywhere

28 ମାର୍ଚ୍ଚ ୨୦୨୨ ଆଜିର ରାଶିଫଳ,ଆଜି ଏହି ୪ ଟି ରାଶି ବାଲା Job ରେ ମନ ମୁତାବିକ ସଫଳତା କରିବେ ହାସିଲ୍, ଭାଗ୍ୟଶାଳୀ ରହିବ ଦିନ

1 min read

୧) ଆଜି ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ଅଛି । ବାହାର ଖାଦ୍ୟପାନୀୟରୁ ଦୁରେଇ ରୁହନ୍ତୁ, ନହେଲେ ପେଟ ସଂବନ୍ଧିତ ଅସୁବିଧା ଦେଖା ଦେଇପାରେ । ଆପଣ କାହାର କଥାରେ ଆସିକରି କିଛି ବି ମହତ୍ତ୍ୱପୁର୍ଣ୍ଣ ଫଇସଲା ନିଅନ୍ତୁ ନାହିଁ, ନହେଲେ ଆଗକୁ ଯାଇକରି ଅସୁବିଧାର ସାମ୍ନା କରିବାକୁ ପଡିପାରେ । ଛୋଟ ବେପାରୀଙ୍କୁ ଧନ ନିବେଶ କରିବାକୁ ଦୁରେଇ ରହିବାକୁ ହେବ, ଆପଣ ଅଟକିଥିବା କାମର ପୁର୍ବରୁ ପୁର୍ଣ୍ଣ କରିବାକୁ ଚେଷ୍ଟା କରନ୍ତୁ, ବନ୍ଧୁଙ୍କ ପୁରା ସାହାଯ୍ୟ ମିଳିବ, କୋର୍ଟ୍ କଚେରୀ ମାମଲାରେ ଦୁରରେ ରହିବାକୁ ହେବ, ପରିବାର ସହ ଭଲ ସମୟ ଅତିବାହିତ କରିବେ ।

୨) ବୃଷ ରାଶି- ଆଜି ଆପଣଙ୍କ ଦିନ ଭାଗ୍ୟଶାଳୀ ପ୍ରମାଣିତ ହେବ । ଚାକିରି କ୍ଷେତ୍ରରେ ମନମୁତାବିକ ସଫଳତା ହାସିଲ୍ କରିପାରିବେ । ବଡ ଅଧିକାରୀଙ୍କ କୃପା ଦୃଷ୍ଟି ରହିବ, ପାରିବାରିକ ଦାୟିତ୍ୱ ଭଲ ଭାବେ ନିଭାଇବେ, ମାନସିକ ଚିନ୍ତା ଦୁର ହୋଇଯିବ, ସନ୍ତାନଙ୍କ ତରଫରୁ ଖୁସିଖବର ମିଳିପାରିବ,  ଯାହାଦ୍ୱାରା ମନ ହର୍ଷିତ ରହିବ, ଯଦି କେଉଁ ସଂମ୍ପତ୍ତିର ବାଦ ବିବାଦ ଚାଲୁଛି ତେବେ ଆଜି ଶେଷ ହୋଇଯିବ, ଭାଇ ଭଉଣୀଙ୍କ ପୁରା ସହଯୋଗ ମିଳିବ, ବିବାହ ଯୋଗ୍ୟ ବ୍ୟକ୍ତିଙ୍କୁ ଭଲ ପ୍ରସ୍ତାବ ମିଳିପାରିବ ।

୩) ମିଥୁନ ରାଶି- ଆଜି ଆପଣଙ୍କ ଦିନ ପୁର୍ବ ଅପେକ୍ଷା ଭଲ ନଜର ଆସୁଛି, କାମକାର୍ଯ୍ୟରେ ଭାଗ୍ୟର ପୁରା ସାଥ୍ ମିଳିବ, ସନ୍ତାନଙ୍କ ତରଫରୁ ଚିନ୍ତା ଦୁର ହୋଇଯିବ, ସରକାରୀ ଚାକିରି କରୁଥିବା ଲୋକଙ୍କୁ ମନମୁତାବିକ ଜାଗାରେ ଟ୍ରାନ୍ସଫର୍ ମିଳିପାରିବ, ବିଦ୍ୟାର୍ଥୀଙ୍କୁ କେଉଁ ପ୍ରତିଯୋଗିତା ପରୀକ୍ଷାରେ ଭଲ ଫଳାଫଳ ମିଳିପାରିବ, ଘରର ବଡ ବୟସ୍କଙ୍କ ଉପଦେଶରେ ଆପଣଙ୍କ କାର୍ଯ୍ୟରେ ସୁଫଳ ମିଳିବ । ଯାହାକି ଆପଣଙ୍କ ଭବିଷ୍ୟତ ପାଇଁ ଲାଭଦାୟକ ହେବ ।

୪)କର୍କଟ ରାଶି- ଆଜି ଆପଣଙ୍କ ଦିନ କିଛି କଠିନତା ରହିବ, ଆପଣ ନିଜ ଭାବନା ସକରାତ୍ମକ ବନାଇ ରଖନ୍ତୁ, ଆପଣଙ୍କ ସବୁ କାର୍ଯ୍ୟ ଯୋଜନା ମୁତାବିକ ପୁରା କରନ୍ତୁ ଯାହାଦ୍ୱାରା ଭଲ ଲାଭ ମିଳିବ, ବିଦ୍ୟାର୍ଥୀଙ୍କୁ କେଉଁ ବି ପ୍ରତିଯୋଗିତା ପରିକ୍ଷାରେ ମନ ମୁତାବିକ ରେଜଲ୍ଟ ପାଇବାରେ କଡା ପରିଶ୍ରମ କରିବାକୁ ହେବ । ଘରୋଇ ଦରକାରିତା ପଛରେ ଅଧିକା ପଇସା ଖର୍ଚ୍ଚ ହୋଇପାରେ ଜୀବନସାଥୀଙ୍କ ଠାରୁ କେଉଁ ବଢିଆ ଗିଫ୍ଟ ମିଳିପାରେ,

୫)ସିଂହ ରାଶି- ଆଜି ଆପଣଙ୍କ ଦିନ ମିଳାମିଶା ରହିବ, କାର୍ଯ୍ୟକ୍ଷେତ୍ରରେ ଅଧିକା କାର୍ଯ୍ୟଭାର ହେବା କାରଣରୁ ଶାରରୀକ ଥକାପଣ ଅନୁଭବ ହୋଇପାରେ । ଆପଣଙ୍କୁ କେଉଁ ମହିଳା ମିତ୍ରଙ୍କ ସାହାଯ୍ୟରେ ଧନ ଲାଭ ମିଳିବାର ନଜର ଆସୁଛି, ଅଫିସ୍ କାମରେ ଯାତ୍ରା କରିବାକୁ ପଡିବ । ଆପଣଙ୍କ ଦ୍ୱାରା କରାଯାଇଥିବା ଯାତ୍ରା ସୁଖଦ ରହିବ । ଆପଣ ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ, ମୌସୁମର ପରିବର୍ତ୍ତନ ହେବା କାରଣରୁ ଆପଣ ଅସୁସ୍ଥ୍ୟ ହୋଇପାରନ୍ତି । ପ୍ରେମ ଜୀବନ ଭଲ ରହିବ , ଆପଣ ନିଜ ସାଥୀଙ୍କ ସହ ଭଲ ଜାଗା ବୁଲିବାର ଯୋଜନା କରିପାରନ୍ତି ।

୬) କନ୍ୟା ରାଶି- ଆଜି ଆପଣଙ୍କ ଦିନ ସୁଖଦ ପରିଣାମ ନେଇକରି ଆସୁଛି କାମକାର୍ଯ୍ୟରେ ଅସୁବିଧା ଦୁର ହୋଇଯିବ, ଆଜି ଆପଣଙ୍କୁ କେଉଁ ବଡ ସଫଳତା ହାତକୁ ଲାଗିପାରେ, ପ୍ରୋପର୍ଟି ମାମଲାରେ ନିବେଶ କରିବେ ତେବେ ଲାଭଦାୟକ ହେବ, ବେପାର କରୁଥିବା ବ୍ୟକ୍ତିଙ୍କୁ ଲାଭର ଅବସର ପ୍ରାପ୍ତ ହେବ, ଯାହାକୁ ପାଇକରି ଆର୍ଥିକ ସ୍ଥିତି ମଜବୁତ୍ ବନାଇବାରେ ସଫଳ ରହିବେ, ଅସହାୟ ଲୋକଙ୍କୁ ସାହାଯ୍ୟ କରିବାର ମଉକା ମିଳିବ, ଦାନପୁଣ୍ୟରେ ଅଧିକା ମନ ଲାଗିବ ।

୭) ତୁଳା ରାଶି- ଆଜି ଆପଣଙ୍କ ଦିନ ମହତ୍ତ୍ୱପୁର୍ଣ୍ଣ ନଜର ଆସୁଛି, ପାରିବାରିକ ଜୀବନରେ ଖୁସି ରହିବ, ପରିବାରର କେଉଁ ସଦସ୍ୟଙ୍କ ବିବାହ ସଂବନ୍ଧିତ ଫଇସଲା ନେଇପାରନ୍ତି, ଯାହାଦ୍ୱାରା ଆପଣଙ୍କୁ ବରିଷ୍ଠ ସଦସ୍ୟଙ୍କ ସହ ପରାମର୍ଶ କରିବା ଉଚିତ୍, ଛୁଆଙ୍କ ତରଫରୁ ଉନ୍ନତିର ଖୁସିଖବର ମିଳିପାରେ, ଆପଣ ନିଜ ଭାବନାକୁ ସକରାତ୍ମକ ବନାଇବାକୁ ହେବ, ପୁଜା ପାଠରେ ଆପଣଙ୍କୁ ଅଧିକା ମନ ଲାଗିବ ।

୮) ବିଛା ରାଶି- ଆଜି ଆପଣଙ୍କ ମନ କିଛି ଚିନ୍ତିତ ନଜର ଆସୁଛି, ଯାହାକୁ ନେଇ କାମକାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରିବା ମୁସକିଲ୍ ହେଉଛି ଆପଣଙ୍କୁ ଉପଦେଶ ଦିଆଯାଉଛି କି ଆପଣ ବେକାର କଥାରେ ଧ୍ୟାନ ଦିଅନ୍ତୁ ନାହିଁ, ନିଜ ଭାବନାକୁ ସକରାତ୍ମକ ବନାଇ ରଖିବାର ଅଛି, ଜୀବନ ସାଥିଙ୍କ ସହ ଆପଣ ନିଜ ହୃଦୟର କଥା ସେୟାର୍ କରିବେ, ଶଶୁରଘର ପକ୍ଷରୁ ସହଯୋଗ ମିଳିବ, ଚାକିରି କ୍ଷେତ୍ରରେ କିଛି ଲୋକ ଆପଣଙ୍କ କାର୍ଯ୍ୟ ଉପରେ ନଜର ରଖିବେ ।ଏଥିପାଇଁ ସତର୍କ ରହିବାକୁ ହେବ, ଆଜି କାହାକୁ ପଇସା ଦିଅନ୍ତୁ ନାହିଁ,

୯) ଧନୁ ରାଶି- ଆଜି ଆପଣଙ୍କ ଦିନ ବହୁତ ସକରାତ୍ମକ ନଜର ଆସୁଛି, ଆପଣ ନିଜ ଚତୁରାଇରେ ଅଟକିଥିବା କାମ ପୁରା କରିବେ, ଆପଣ ନିଜ ବିରୋଧୀଙ୍କୁ ପରାସ୍ତ କରିବେ, ଚାକିରି ସହ ଯୋଡି ହୋଇଥିବା ଲୋକଙ୍କୁ କିଛି ନୁଆ ଦାୟିତ୍ୱ ମିଳିପାରେ, ଯାହା ଉପରେ ଧ୍ୟାନ ଦେବାକୁ ହେବ, ପରିବାରର ମାହୋଲ୍ ଠିକ୍ ବନାଇବାର ଚେଷ୍ଟା କରନ୍ତୁ, ଶଶୁରଘର ପକ୍ଷରୁ ଧନଲାଭ ହେବ, ଆପଣ ନିଜ ବ୍ୟବହାର ଦ୍ୱାରା ଅନ୍ୟଙ୍କୁ ପ୍ରଭାବିତ କରିବେ, କେଉଁ ପୁରୁଣା ନିବେଶରୁ ଭଲ ଫାଇଦା ପାଇପାରିବେ ।

୧୦) ମକର୍ ରାଶି- ଆଜି ଆପଣଙ୍କ ଦିନ ସାମାନ୍ୟ ରୁପରେ ଭଲ ରହିବ, ଯେଉଁ ବ୍ୟକ୍ତି ଲମ୍ବା ସମୟରୁ ରୋଜଗାର ପାଇଁ ସନ୍ଧାନ କରୁଛନ୍ତି, ତାଙ୍କ ସ୍ୱପ୍ନ ପୁରା ହୋଇପାରେ, ବେପାର କରୁଥିବା ଲୋକଙ୍କୁ ଭଲ ଯୋଗ ନଜର୍ ଆସୁଛି, ଭାଇ ଭଉଣୀ ଯଦି କେଉଁ କଥାକୁ ନେଇ ମତଭେଦ ଅଛି ତେବେ ତାହା ଶେଷ ହେବ, ଜୀବନସାଥୀ ଆପଣଙ୍କ ଭାବନାକୁ ସମ୍ମାନ କରିବେ, ଆପଣ ଭବିଷ୍ୟର ଯୋଜନାକୁ ବୁଝିବିଚାରି କାମରେ ଲଗାଇବେ, ବାପାଙ୍କ ସାହାଯ୍ୟରେ କିଛି ମହତ୍ତ୍ୱପୁର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ।

୧୧) କୁମ୍ଭ ରାଶି- ଆଜି ଆପଣଙ୍କ ଦିନ ଆର୍ଥିକ ଦୃଷ୍ଟିକୋଣରୁ ଭଲ ନଜର ଆସୁଛି, ଜୀବନରେ ଚାଲୁଥିବା ଅସୁବିଧାର ସମାଧାନ ହେବ, କିଛି ପୁରୁଣା ବିବାଦ ଶେଷ ହୋଇଯିବ, ଆପଣ ଯେଉଁ କାମରେ ହାତ ଦେବେ, ସେଥିରେ ସଫଳତା ମିଳିବାର ପ୍ରବଳ ଯୋଗ ରହୁଛି, ଆପଣ ନିଜ ବିରୋଧୀଙ୍କୁ ପରାସ୍ତ କରିବେ, ମହତ୍ତ୍ୱପୁର୍ଣ୍ଣ ଫଇସଲା ନେବାରେ ସକ୍ଷମ ରହିବେ, ବାହାନ ସୁଖ ପ୍ରାପ୍ତି ହୋଇପାରେ, ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ପ୍ରତିଷ୍ଠା ବଢିବ ।

୧୨) ମୀନ ରାଶି- ଆଜି ଆପଣଙ୍କ ଦିନ ମିଳାମିଶା ରହିବ, ବେପାରରେ କିଛି ଅସୁବିଧା ଆସିପାରେ, ଆପଣଙ୍କୁ ଏହା ଉପଦେଶ ଦିଯାଆଉଛି କି ଆପଣ ନିଜ ବେପାରରେ କେଉଁ ପ୍ରକାର ପରିବର୍ତ୍ତନ କରନ୍ତୁ ନାହିଁ, ନହେଲେ ଲାଭ କମିପାରେ, ସନ୍ତାନଙ୍କ ସ୍ୱାସ୍ଥ୍ୟକୁ ନେଇକରି ଚିନ୍ତିତ ହୋଇପାରନ୍ତି, ଆପଣ ଏହାସହ ଗୋଟେ ହିଁ କାର୍ଯ୍ୟ କରନ୍ତୁ, ଘରର ବଡ ବୟସ୍କଙ୍କ ଆଶିର୍ବାଦ ମିଳିବ । ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ପ୍ରତିଷ୍ଠା ବୃଦ୍ଧି ପାଇବ ।

Leave a Reply

Your email address will not be published. Required fields are marked *