October 24, 2024

Odia Express

Here, There and Everywhere

୨୨ ମାର୍ଚ୍ଚ ୨୦୨୨ ର ରାଶିଫଳ,Mahadev ଙ୍କ କୃପାରୁ ଆଜି ଏହି ୫ ଟି ରାଶିର ଜୀବନରେ ଆସିବ ଶୁଭ ପରିବର୍ତ୍ତନ, ଧନ ଲାଭ ହେବାର ଅଛି ଯୋଗ

1 min read

ମେଷ ରାଶି-ଆଜି ଆପଣଙ୍କ ଦିନ କଠିନ ନଜର ଆସୁଛି, ଆପଣଙ୍କ ବାଣୀ ଉପରେ ସଂଯମତା ରଖିବାକୁ ହେବ, କେଉଁ ବି ପ୍ରକାରର ବାଦ ବିବାଦରେ ପଡନ୍ତୁ ନାହିଁ, ସ୍ୱାମୀ ସ୍ତ୍ରୀ ପରସ୍ପର ଭାବନାକୁ ବୁଝିବାକୁ ଚେଷ୍ଟା କରିବେ, ଯଦି ଆପଣ କେଉଁ ବଡ ନିବେଶ କରିବାକୁ ଚାହୁଁଛନ୍ତି ତେବେ ବୁଝିବିଚାରି କରିନିଅନ୍ତୁ ନହେଲେ ଭାରି କ୍ଷତି ସହିବାକୁ ପଡିପାରେ, ଗୁପ୍ତ ଶତ୍ରୁ ଆପଣଙ୍କୁ ହଇରାଣ କରିପାରନ୍ତି ବାହାନ ଚଲାଇବା ସମୟରେ ସାବଧନତା ରଖନ୍ତୁ , ଆପଣ ସବୁ କାର୍ଯ୍ୟକୁ ପୁରା କରନ୍ତୁ, ମା ବାପାଙ୍କ ଆଶିର୍ବାଦ ଆପଣଙ୍କ ସହ ରହିବ ।

ବୃଷ ରାଶି-ଆଜି ଆପଣଙ୍କ ଭାଗ୍ୟ ଖୋଲିବାର ଅଛି, ବଡ ମାତ୍ରାରେ ଧନ ଲାଭ ମିଳିବାର ଯୋଗ ଅଛି, ଆପଣଙ୍କ ଭଲ ସ୍ୱଭାବରୁ ଅନ୍ୟଙ୍କୁ ପ୍ରଭାବିତ କରିବେ । ସାମାଜିକ ମାନ ପ୍ରତିଷ୍ଠା ବଢିବ, କାରୋବାର ସଂବନ୍ଧିତ କିଛି ଯୋଜନା ମନରେ ଚାଲୁଛି ତେବେ ଆଜି ପୁରା ହୋଇପାରିବ, ବିଦେଶରେ କାମ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସୁଚନା ମିଳିବ, ଯେଉଁଥିରେ ମନ ପ୍ରଫୁଲ୍ଲିତ ରହିବ । ରାଜନୀତି କ୍ଷେତ୍ରରେ ବ୍ୟକ୍ତିଙ୍କୁ ମନ ମୁତାବିକ ସଫଳତା ମିଳିବାର ପ୍ରବଳ ଯୋଗ ହେଉଛି । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ମିଥୁନ ରାଶି- ଆଜି ଆପଣଙ୍କ ଦିନ ବହୁତ ମହତ୍ତ୍ୱପୁର୍ଣ୍ଣ ନଜର ଆସୁଛି ।

ମିଥୁନ ରାଶି- ଆଜି ଆପଣଙ୍କ ଦିନ ମହତ୍ତ୍ୱପୁର୍ଣ୍ଣ ନଜର ଆସୁଛି । ବିତ୍ତିୟ ସ୍ଥିତିରେ ସୁଧାର ହେବ, ପରିବାର ଲୋକଙ୍କ ସହ ହସଖୁସିରେ ସମୟ ଅତିବାହିତକରିବେ, ଆୟର ଜରିଆ ବଢିବ, ଯୁବାଙ୍କ କ୍ୟାରିୟରରେ ଆଗକୁ ବଢିବାର ମଉକା ମିଳିପାରିବ, ଦାମ୍ପତ୍ୟ ଜୀବନରେ ଚାଲୁଥିବା ଅସୁବିଧାର ସମାଧାନ ମିଲିପାରିବ, ଆପଣ ନିଜ ଜୀବନସାଥୀଙ୍କ ସହ କେଉଁ ଭଲ ଜାଗା ବୁଲିଯିବାର ଯୋଜନା କରିପାରନ୍ତି । ଆପଣଙ୍କ ଆତ୍ମବିଶ୍ୱାସ ଭରପୁର ରହିବ, ବେପାରରେ କେଉଁ ନୁଆ ଟେକନିକ୍ ବ୍ୟବହାର କରିପାରିବେ, ଯାହା ଆଗକୁ ଯାଇକରି ଆପଣଙ୍କ ପାଇଁ ଫାଈଦା ଦାୟକ ହେବ ।

କର୍କଟ ରାଶି- ଆଜି ବେପାର ସହ ଯୋଡି ହୋଇଥିବା ବ୍ୟକ୍ତିଙ୍କ ପାଇଁ ଦିନ ବହୁତ ଭଲ ରହୁଛି, ଆପଣଙ୍କୁ ଧନ ଲାଭ ହୋଇପାରେ, ନୁଆ ଯୋଜନାରେ ହାତ ଦେଇପାରନ୍ତି, ଭବିଷ୍ୟତର ଚିନ୍ତା ଶେଷ ହେବ, ଆୟର ଜରିଆ ବଢିବ, ଅଫିସ୍ କାମରେ ଉନ୍ନତି ହେବ, ଅସହାୟ ଲୋକଙ୍କୁ ମଉକା ମିଳିବ, ମା ବାପାଙ୍କ ସହ କେଉଁ ଧାର୍ମିକ ସ୍ଥଳର ଯାତ୍ରା କିମ୍ବା ପ୍ରୋଗାମ୍ ବନାଇପାରନ୍ତି,  କେଉଁ ସଂମ୍ପର୍କୀୟଙ୍କ ଠାରୁ ଶୁଭ ସୁଚନା ମିଳିପାରେ ।

ସିଂହ ରାଶି- ଆଜି ନୁଆ ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ କିଛି ନୁଆ ଅବସର ମିଳିବାର ସଙ୍କେତ ମିଳିବ । ଆପଣ ନିଜ ଭାବନା ସକରାତ୍ମକ ବନାଇ ରଖନ୍ତୁ, ଆପଣ ନିଜ ବିରୋଧୀଙ୍କୁ ପରାସ୍ତ କରିବେ, ଯଦି ଆପଣ ପୁର୍ବରୁ କାହାକୁ ପଇସା ଉଧାର ଦେଇଛନ୍ତି ତେବେ ତାହା ଫେରିପାରିବେ । ଅଫିସ୍ ର ବାତାବାରଣ ଆପଣଙ୍କ ପକ୍ଷରେ ରହିବ । ବଡ ଅଧିକାରୀଙ୍କ କୃପା ଦୃଷ୍ଟି ମିଳିପାରିବ, ଆପଣ ଯେତେ ପରିଶ୍ରମ କରିବେ ସେହି ଅନୁସାରେ ଫଳ ପ୍ରାପ୍ତି ହେବ ।

କନ୍ୟା ରାଶି- ଆଜି ଆପଣଙ୍କ ଦିନ ବହୁତ ମହତ୍ତ୍ୱପୁର୍ଣ୍ଣ ନଜର ଆସୁଛି । ଆପଣ ନିଜ ଚେଷ୍ଟାରେ ଅଟକିଥିବା କାମକୁ ପୁରା କରିବେ, ଆପଣଙ୍କ ପରିଶ୍ରମ କାର୍ଯ୍ୟରେ ଲାଗିବ, ବିଦ୍ୟାର୍ଥୀଙ୍କୁ କେଉଁ ପ୍ରତିଯୋଗିତା ପରିକ୍ଷାରେ କଠିନ ପରିଶ୍ରମ କରିବାକୁ ପଡିପାରେ, ତେବେ ଯାଇ ସଫଳତା ହାସିଲ୍ କରିପାରିବେ । ସ୍ୱାସ୍ଥ୍ୟ ଭଲ ରହିବ, ଖାଦ୍ୟପେୟରେ ରୂଚି ବଢିବ, କାରୋବାର ବ୍ୟକ୍ତିଙ୍କୁ ଲାଭର ସଂମ୍ଭାବନା ଅଛି ।

ତୁଳା ରାଶି- ଆଜି କେଉଁ କଥାକୁ ନେଇକରି ମାନସିକ ଚିନ୍ତା ବଢିପାରେ, ଯାହାକୁ ନେଇ କାମକାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରିବାରେ କଠିନତା ରହିବ । ଆପଣ ନିଜ ଉପରେ ନକରାତ୍ମକ ବିଚାରକୁ ଆଣିବାକୁ ଦିଅନ୍ତୁ ନାହିଁ, ବିଜନେସ୍ ସହ ଯୋଡି ହୋଇଥିବା ବ୍ୟକ୍ତିଙ୍କୁ ଉପଦେଶ ଦିଆଯାଉଛି କି ଯଦି କେଉଁ ମହତ୍ତ୍ୱପୁର୍ଣ୍ଣ କାଗଜପତ୍ରରେ ହସ୍ତାକ୍ଷର କରୁଛନ୍ତି ତେବେ ଭଲସେ ପଢିନିଅନ୍ତୁ ।

ବିଛା ରାଶି-ଆଜି ଆପଣଙ୍କ ଦିନ ଭଲ ରହିବ, ଭାଇ ଭଉଣୀଙ୍କ ପୁରା ସାହାଯ୍ୟ୍ ମିଳିବ, ଅଚାନକ ଆର୍ଥିକ ଲାଭ ମିଳିବାର ଆଶା ଅଛି, ଉଧାର ଦେଇଥିବା ପଇସା ଫେରିପାରିବେ । ଆପଣ ଲାଭଦାୟକ ଯାତ୍ରାରେ ଯାଇପାରନ୍ତି, ବେପାରରେ ମନ ମୁତାବିକ ଲାଭ କମାଇପାରିବେ, ବେପାରରେ ଲାଭ କମାଇବାରେ ସଫଳ ହେବେ, ରୋଜଗାର ଦିଗରେ କରାଯାଇଥିବା ପ୍ରୟାସ ସଫଳ ହେବ ।

ଧନୁ ରାଶି- ଆଜି ଆପଣଙ୍କୁ ଲାଭ ମିଳିବାର ଅବସର ହାତକୁ ମିଳିପାରିବ, ବେପାର୍ ଭଲ ଚାଲିବ, ସମୟ ଓ ଭାଗ୍ୟର ପୁରା ସାଥ୍ ମିଳିପାରିବ, ଘରର୍ ମାଙ୍ଗଳିକ କାର୍ଯ୍ୟକ୍ରମରେ ଚର୍ଚ୍ଚା ହୋଇପାରେ, ପାରିବାରିକ ସଂମ୍ପର୍କ ମଜବୁତ୍ ହେବ, ସନ୍ତାନଙ୍କ ତରଫରୁ ଟେନସନ୍ ଦୁର ହୋଇଯିବ ।

ମକର ରାଶି- ଆଜି କାମକାର୍ଯ୍ୟରେ ବାଧା ଆସିପାରେ, ଆପଣ କେଉଁ ବି କାର୍ଯ୍ୟରେ ବିଳମ୍ବତା କରନ୍ତୁ ନାହିଁ, ଘରର୍ ମାହୋଲ୍ ସାମାନ୍ୟ ରହିବ,  ପରିବାରର ସବୁ ସଦସ୍ୟଙ୍କ ସହ ଭଲ ତାଳମେଳ ରଖନ୍ତୁ, ଚାକିରି କ୍ଷେତ୍ରରେ ବଡ ଅଧିକାରୀଙ୍କ ସାହାଯ୍ୟରେ ଅଧୁରା କାମ ପୁରା ହୋଇପାରେ, ଅଚାନକ ଆପଣଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିପାରେ, ଯାହାର କାରଣରୁ  କାରୋବାରୀଙ୍କର ଆଘାତ ଲାଗିପାରେ,

କୁମ୍ଭ ରାଶି- ଆଜି ପରିବାର ସଦସ୍ୟଙ୍କ ପୁରା ସହଯୋଗ ମିଳିବ । ଘର ପରିବାରରେ ଖୁସିର ବାତାବରଣ ରହିବ । ଅଧୁରା କାମ ପୁରା ହୋଇପାରେ କୋର୍ଟ କଚେରି ମାମଲାରେ ସଫଳତା ମିଳିପାରିବ, ପ୍ରେମ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବାର ଆଶା ଅଛି, ବହୁତ ଜଲଦି ଆପଣଙ୍କ ପ୍ରେମ ବିବାହ ହୋଇପାରେ, କ୍ୟାରିୟର କ୍ଷେତ୍ରରେ ଆଗକୁ ବଢିବ, ବିଶେଷ ବ୍ୟକ୍ତିଙ୍କ ମାର୍ଗଦର୍ଶନରେ  ପ୍ରାପ୍ତି ହେବ, ଘରର ବଡ ବୟସ୍କ ଲୋକଙ୍କ ଆଶିର୍ବାଦ ସାଥିରେ ରହିବ ।

ମୀନ ରାଶି- ଆଜି ପ୍ରେମ ଜୀବନରେ ରହିଥିବା ବ୍ୟକ୍ତିଙ୍କୁ ସମୟ ବହୁତ ଭଲ ନଜର ଆସୁଛି, ରୋମାନ୍ସ କରିବାର ଅବସର ମିଳିବ, ଅଚାନକ ଅଫିସ୍ କାମରେ ଯାତ୍ରାରେ ଯିବାକୁ ପଡିପାରେ, ଆପଣଙ୍କ ଦ୍ୱାରା ଯାତ୍ରା ସୁଖଦ ରହିବ, ବନ୍ଧୁଙ୍କ ସହ ଚାଲୁଥିବା ମତଭେଦ ଦୁର ହୋଇଯିବ, କାମକାର୍ଯ୍ୟର ତରିକାରେ ସୁଧାର ଆସିବ, ଆପଣଙ୍କ ବାଣୀରେ ମଧୁରତା ରଖନ୍ତୁ, ବିଦ୍ୟାର୍ଥୀଙ୍କୁ ଗୁରୁଜନଙ୍କ ଆଶିର୍ବାଦ ମିଳିବ । କେଉଁ ବି ପ୍ରତିଯୋଗିତାରେ ଭଲ ରିଜଲ୍ଟ ମିଳିପାରିବ,  ଶଶୁରଘର ପକ୍ଷରୁ ଧନ ଲାଭ ମିଳିବାର ଆଶା ଅଛି,

Leave a Reply

Your email address will not be published. Required fields are marked *