October 19, 2024

Odia Express

Here, There and Everywhere

ସୁର୍ଯ୍ୟଦେବଙ୍କ କୃପାରୁ ଭାଗ୍ୟଶାଳୀ ହେବେ ଏହି ୪ ଟି ରାଶିଗୁଡିକ, ଆଗାମୀ ୧ Month ରେ ଧନ ଦୌଲତ ,ପ୍ରେମ ସୁଖ ସବୁ ମିଳିବ

1 min read

ସୁର୍ଯ୍ୟ ଗ୍ରହକୁ ସବୁ ଗ୍ରହର ରାଜା ବୋଲି କୁହାଯାଏ, ଏହା ଯେଉଁ ରାଶି ଉପରେ ମେହେରବାନ୍ ରହିଥାଏ ତାକୁ ଧନ, ସମ୍ମାନ, ଉନ୍ନତି ଓ ସଫଳତା ହାତରେ ଲାଗେ, ଫେବୃୟାରୀ ମାସରେ ସୁର୍ଯ୍ୟ ଗ୍ରହ ମକର ରାଶିରୁ ବାହାରିକରି କୁମ୍ଭ ରାଶିରେ ପ୍ରବେଶ କରିସାରିଛନ୍ତି, ଏମିତିରେ ଆଗାମୀ ଗୋଟେ ମାସ ପର୍ଯ୍ୟନ୍ତ କୁମ୍ଭ ରାଶିରେ ରହିବାକୁ ଯାଊଛନ୍ତି, ଏହା ସବୁ ୧୨ ଟି ରାଶି ଉପରେ ଶୁଭ ଓ ଅଶୁଭ ପ୍ରଭାବ ପକାଇବ, ୧୪ ଫେବୃୟାରୀ ରୁ ଆଗାମୀ ଗୋଟେ ମାସ ପର୍ଯ୍ୟନ୍ତ ୪ ଟି ବିଶେଷ ରାଶିର ଉପରେ ସୁର୍ଯ୍ୟଦେବ ମେହେରବାନ୍ ରହିବେ, ଏହି ଗୋଟେ ମାସରେ ଏହି ରାଶିଗୁଡିକର ଭାଗ୍ୟ ବଦଳିବ, ଏମାନଙ୍କ ଜୀବନରେ ଆର୍ଥିକ ଅସୁବିଧା ଦୁର ହେବାରୁ ନେଇକରି ମାନ ସମ୍ମାନ ବୃଦ୍ଧି ହେବ, ତେବେ ଆସନ୍ତୁ ଜାଣିବା କେଉଁ କେଉଁ ରାଶି ଅଛନ୍ତି ସାମିଲ୍ ।

୧) ମେଷ ରାଶି- ଏହି ମାସରେ ଆପଣଙ୍କୁ କିଛି ସୁଖଦ ସମାଚାର ମିଳିବ, ଭାଗ୍ୟର ପୁରା ସାଥ୍ ମିଳିବ, ଭାଗ୍ୟର ବଳରେ କିଛି ଅଟକିଥିବା କାମ ସହଜରେ ହୋଇଯିବ, ସବୁ ଜିନିଷ ଆପଣଙ୍କ ପକ୍ଷରେ ରହିବ, ଏହି ସମୟରେ ପଇସାର କିଛି ଅଭାବ ରହିବ ନାହିଁ, ଜୀବନ ସୁଖମୟ ହେବ, ଚାକିରିରେ ପଦୋନ୍ନତିହେବ, ବିଜନେସ୍ ଭଲ ଚାଲିବ, ପରିବାରରେ ଖୁସିର ମାହୋଲ୍ ହେବ,

୨) ବୃଷ ରାଶି- ଅଚାନକ ଧନ ଲାଭ ହେବ, ଆର୍ଥିକ ସ୍ଥିତି ମଜବୁତ୍ ହେବ, ପୁରୁଣା କରଜ ସୁଝିପାରିବେ, ଲାଇଫ୍ ରେ ଗୋଟେ ପରେ ଗୋଟେ ଖୁସି ମିଳିଚାଲିବ, ପ୍ରେମରେ ସଫଳତା ମିଳିବ, କ୍ୟାରିୟରରେ ଉନ୍ନତି ହେବ, ଯେଉଁ କାମ ହାତ ଦେବେ ତାହା ସଫଳ ହେବ, ସୁଖଦ ଯାତ୍ରା ହୋଇପାରେ, ଘରେ ମାଙ୍ଗଳିକ କାର୍ଯ୍ୟ ହେବ, ଜୀବନସାଥୀଙ୍କ ସହ ସଂମ୍ପର୍କ ମଧୁର ହେବ, ବାପାଙ୍କ ଛାତି ଗର୍ବରେ ଫୁଲିଉଠିବ, ସମାଜରେ ଆପଣଙ୍କ ପ୍ରଶଂସା ହେବ ।

୩) ମିଥୁନ ରାଶି- ଧନ କମାଇବାର ଅବସର ମିଳିବ, ଉଧାର ପଇସା ଫେରିପାରିବେ, ନୁଆ ବିଜନେସ୍ ଆରମ୍ଭ କରିବାକୁ ଭାବୁଥିଲେ ଉଚିତ୍ ସମୟ୍ ଏହା ଅଟେ, ଘର,ଦୋକାନ ବାହାନ କିଣା ବିକାର ସଠିକ୍ ସମୟ ଅଟେ, ଜୀବନସାଥୀଙ୍କ ସାହାଯ୍ୟରେ ଧନ ଲାଭ କରିପାରିବେ, ସଂମ୍ପର୍କରେ ମଧୁରତା ଆସିବ, ପରିବାରରେ ସୁଖଶାନ୍ତିର ମାହୋଲ୍ ରହିବ, ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ, ନିଜ ପ୍ରେମ ପାଇବେ, ସୁଖଦଯାତ୍ରା ହେବ, ବିବାହର ଯୋଗ ହେଉଛି ।

୪) ମକର ରାଶି- ଆର୍ଥିକ ସଙ୍କଟରୁ ଭଗବାନ ଆପଣଙ୍କ ସାହାଯ୍ୟ କରିବେ, ଧନର ଅଭାବ ରହିବ ନାହିଁ, ସବୁ ଦୁଃଖ କଷ୍ଟର୍ ଅନ୍ତ ଘଟିବ, ସମାଜରେ ଇଜ୍ଜତ ବଢିବ, ଘରେ ଖୁସି ବଢିବ, କ୍ୟାରିୟରରେ ଉନ୍ନତି କରିବେ, ମାଲିକ ଆପଣଙ୍କ କାମକୁ ପ୍ରଶଂସା କରିବେ, ପଦୋନ୍ନତି ହୋଇପାରେ, ବିଜନେସ୍ ରେ ବୃଦ୍ଧି ହେବ, ବେପାରିଙ୍କୁ ଲାଭ ଦୁଇଗୁଣା ବୃଦ୍ଧି ପାଇବ, ସନ୍ତାନ ସୁଖ ମିଳିବ, ନିଜ ଲୋକଙ୍କର ସାହାଯ୍ୟ ମିଳିବ, କେଉଁ ଶୁଭ କାମ ପାଇଁ ଦୁର ଯାତ୍ରା କରିପାରନ୍ତି, ଘରେ ମାଙ୍ଗଳିକ କାର୍ଯ୍ୟ ହେବା ସଂମ୍ଭବ ଅଛି,ଯେଉଁ ରାଶିଗୁଡିକର ନାଁ ଏଥିରେ ନାହିଁ ସେ ସବୁଦିନ ସୁର୍ଯ୍ୟଦେବଙ୍କୁ ଜଳ ଅର୍ପଣକରି ତାଙ୍କ କୃପା ପାଇପାରିବେ, ଏଥିରେ ଖରାପ ସମୟ ଦୁର ହେବ ।

Leave a Reply

Your email address will not be published. Required fields are marked *