October 19, 2024

Odia Express

Here, There and Everywhere

କେବେ ସ୍ୱପ୍ନରେ ବି ଭାବିନଥିବେ କି ଏତେ ମହଙ୍ଗା ବା Expensive ଅଟେ ଏହି ପୋକ, ଜାଣନ୍ତୁ କେଉଁ ଜିନିଷରେ ଆସିଥାଏ କାମ…

ଆପଣ ବହୁତ ପ୍ରକାରର ପଶୁକୁ ପାଳିଥିବେ, ଅଧିକାଂଶ ଲୋକଙ୍କ ପାଖରେ କୁକୁର, ବିଲେଇ କିମ୍ବା ମାଛ ସଉକ ହୋଇଥାଏ, ତେବେ ସେମିତି ଏବେ ନିଜ ସଉକ ହିସାବରେ ଲୋକଙ୍କୁ ନୁଆ ପ୍ରଜାତିର ପୋକ ପାଳିବାର ସଉକ ହୋଇଜାଈଛି, ନିଜ ବଜେଟ୍ ର ମୁତାବିକ ହିଁ ଲୋକ ଏହି ପଶୁଙ୍କୁ ପସନ୍ଦର ବ୍ରିଡ୍ କୁ କିଣନ୍ତି ।ଏବେ ଏହି ପଶୁଙ୍କୁ କିଣିବାରେ କେତେ ବା ଖର୍ଚ୍ଚ ହେଉଥିବ । ଅଧିକାଂଶ ଅଧିକା ହଜାର କିମ୍ବା ଏକ ରୁ ଦୁଇ ଲକ୍ଷ ପର୍ଯ୍ୟନ୍ତ, କିନ୍ତୁ କଣ ଆପଣ ଜାଣିଛନ୍ତି । କେଉଁ ପୋକ କିଣିବା ପାଇଁ ଆପଣଙ୍କୁ ୬୫ ଲକ୍ଷ ଟଙ୍କା ହୋଇପାରେ,  ଆପଣଙ୍କୁ ବି ଏହା ଜାଣିକରି ଆଶ୍ଚର୍ଯ୍ୟ ହେବେ କେଉଁ ପୋକ ଦାମ୍ ୬୫ ଲକ୍ଷରୁ ଅଧିକା ହୋଇପାରେ ।

ହଁ ଆଜ୍ଞା ଜାପାନର ବ୍ରିଡ୍ ବାଲା ଏହି ପୋକ ୬୫ ଲକ୍ଷ ଟଙ୍କା ଅଟେ, ଏହି ପୋକ ନାମ ଷ୍ଟାଗ୍ ବିଟଲ୍ ଅଟେ, ଏହା ଦୁନିଆଁର ସବୁଠାରୁ ମହଙ୍ଗା ପୋକ କୁହାଯାଏ, ଏହି ପୋକ ବିଷୟରେ କୁହାଯାଏ ଏହି ପୃଥିବୀରେ ମହଜୁଦ୍ ସେହି ଦୁର୍ଲଭ ପ୍ରଜାତିରୁ ଗୋଟେ ଅଟେ । ଷ୍ଟାଗ୍ ବ୍ରିଡର୍ ପ୍ରାୟତଃ ଆକାରରୁ ୨ ରୁ ୩ ଇଞ୍ଚର ମଧ୍ୟରେ ହୋଇଥାଏ ।

ଏହି ବିଷୟରେ ଆପଣଙ୍କୁ କହିଦେବୁ କି ଏମାନଙ୍କ ମୁଣ୍ତରେ କଳା ରଙ୍ଗର ଶାଇନି ସିଂଘ ହୋଇଥାଏ, ଯାହାକି ସୁନ୍ଦର ଦେଖାଯାଏ, ଏହା ଛଡା ଷ୍ଟାଗ୍ ବିଟଲ୍ସ ମେଡିବଲ୍ସ ହୋଇଥାନ୍ତି, କିନ୍ତୁ ସେ କାଟିବା ପାଇଁ ଉପଯୋଗ କରନ୍ତି ନାହିଁ । ମେଳ ଷ୍ଟାଗ୍ ବିଟଲ ଏମାନଙ୍କ ବ୍ୟବହାର ଅନ୍ୟ ମେଳ ପ୍ରତିଧ୍ୱନ୍ଧୀ କୁ ଡରାଇବା ଓ ତାଙ୍କୁ କୁସ୍ତି କରିବାରେ ବ୍ୟବହାର କରନ୍ତି ।ଏକ୍ସପର୍ଟ କହନ୍ତି ଷ୍ଟେଗ୍ ବିଟଲ୍ ବହୁତ ପ୍ରକାର ମେଡିସିନ୍ ବନାଇବାରେ କାମ ବି କରିଥାଏ, ଷ୍ଟେଗ୍ ବିଟଲ୍ ଅଧିକାଂଶ ସଡୁଥିବା କାଠ ଖାଆନ୍ତି, ଯେବେ କି ବୟସ୍କ ଷ୍ଟେଗ୍ ବିଟଲ ଫଳର ରସ,  ଗଛର ରସ, ଓ ପାଣିରେ ବି ଜିବିତ ରହନ୍ତି, ଷ୍ଟେଗ୍ ବିଟଲ୍ ର ଜୀବନ କାଳ ଅଧିକା ଦିନ ହୋଇନଥାଏ ।

ସେ ବୟସ୍କ ହେବାପରେ କିଛି ମାସ ପର୍ଯ୍ୟନ୍ତ ଜିବିତ ରୁହନ୍ତି, ଏମାନେ ଅଧିକାଂଶ ମାଟିର ଭିତରେ ନିଜ ଜୀବନ କଟାଇଥାନ୍ତି, ତାଙ୍କ ଅଧିକାଂଶ ଜୀବନ ଚକ୍ର ଲାର୍ଭା ହୋଇଥାଏ, ଏହି ପୋକ ତିନି ରୁ ସାତ ବର୍ଷ ଜିବିତ ରହିପାରନ୍ତି, ଏହି ପୋକକୁ ଗରମ ଦିନରେ ରହିବା ପସନ୍ଦ କରନ୍ତି, ଯେବେ କି ଥଣ୍ତାରେ ଜଲଦି ମରିଯାଆନ୍ତି ।

Leave a Reply

Your email address will not be published. Required fields are marked *