October 20, 2024

Odia Express

Here, There and Everywhere

17 ଫେବୃୟାରୀ ୨୦୨୨ Thursday ରାଶିଫଳ,ଆଜି ଏହି ୭ ଟି ରାଶିବାଲାଙ୍କ ରହିବ ଅତି ଉତ୍ତମ ଦିନ, କାର୍ଯ୍ୟକ୍ଷେତ୍ରରେ ମିଳିବ ଭଲ ପରିଣାମ

1 min read

୧) ମେଷ ରାଶି-ଆଜି ଆପଣ ନିଜ ସ୍ୱଭାବ ଉପରେ ଅଧିକା ଧ୍ୟାନ ଦେବାର ଅଛି, ସ୍ୱଭାବ ବି ବହୁତ ସନ୍ତୁଳିତ ରଖିବାର ଅଛି, କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ, କାମକାର୍ଯ୍ୟ ଯୋଜନା ଉପରେ ଫୋକସ୍ କରିବାକୁ ହେବ, ପାରିବାରିକ ମାହୋଲ୍ ସାମାନ୍ୟ ରହିବ, ପରିବାରର କେଉଁ ସଦସ୍ୟଙ୍କ ସହ ଭଲ ତାଳମେଳ ରଖି ଚଳନ୍ତୁ, ଜୀବନସାଥୀ ଆପଣଙ୍କ ଭାବନାକୁ ବୁଝିପାରିବେ, ବାପାଙ୍କ ସାହାଯ୍ୟରୁ କେଉଁ ଅଧୁରା କାମ ପୁରା ହୋଇପାରେ, ପଇସା ଉଧାର ଲେଣଦେଣରୁ ଦୁରେଇ ରହିବାକୁ ହେବ, ଅନ୍ୟଥା କ୍ଷତି ସହିବାକୁ ପଡିପାରେ ।

୨)ବୃଷ ରାଶି- ଆଜି ଆପଣଙ୍କ ଦିନ ସାମାନ୍ୟ ରହିବ, ପୁଜା ପାଠରେ ଅଧିକା ମନ ଲାଗିବ, ଆର୍ଥିକ ସ୍ଥିତି ମଜବୁତ୍ ବନାଇବାରେ ଆପଣ ଯଥା ସଂମ୍ଭବ ଚେଷ୍ଟା କରିବେ, ଯାହା ବହୁ ପରିମାଣରେ ସଫଳ ହୋଇପାରିବେ, ଆପଣ ନିଜ ମଧୁର ବାଣି ଉପରେ ଅନ୍ୟଙ୍କ ହୃଦୟ ଜିତିପାରିବେ, ସାମାଜିକ କ୍ଷେତ୍ରରେ ମାନ ପ୍ରତିଷ୍ଠା ବଢିବ, ଆପଣ ଭାବିଥିବା କାମ ସମୟରେ ପୁରା କରିପାରିବେ, ପ୍ରାଇଭେଟ୍ ଚାକିରି କରୁଥିବା ଲୋକେ ପଦୋନ୍ନତି ମିଳିବାର ଆଶା ଅଛି, ପ୍ରେମ ଜୀବନରେ ସୁଧାର ଆସିବ ।

୩) ମିଥୁନ ରାଶି- ଆଜି ଆପଣଙ୍କ ଦିନ ସକରାତ୍ମକ ରହିବ, ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ପାଇବ, ବନ୍ଧୁଙ୍କ ସହ ମିଶିକରି କିଛି ନୁଆ କାମ ଆରମ୍ଭ କରିବାର ଯୋଜନା କରିପାରନ୍ତି, ଯାହା ଆପଣଙ୍କୁ ବହୁତ ଭଲ ଫାଇଦା ମିଳିପାରିବ, କାର୍ଯ୍ୟକ୍ଷେତ୍ରରେ ଭଲ ପରିଣାମ ମିଳିବ, ଯଦି ଆପଣ କେଉଁଠି ପୁର୍ବରୁ ନିବେଶ କରିଛନ୍ତି, ତେବେ ଭଲ ଫାଇଦା ମିଳିପାରିବ, ଜୀବନସାଥୀଙ୍କ ସହ କେଉଁ ନୁଆ ଜାଗା ବୁଲିବାର ପ୍ଲାନ୍ କରିପାରନ୍ତି, ଛୁଆଙ୍କ ତରଫରୁ ଟେନସନ୍ ଦୁର ହୋଇଯିବ, ରୋଜଗାର ଦିଗରେ କରାଯାଇଥିବା ପ୍ରୟାସ ସଫଳ ରହିବ ।

୪) କର୍କଟ ରାଶି- ଆଜି ଆପଣଙ୍କ ଦିନ ଭଲ ନଜର ଆସୁଛି, ଆପଣଙ୍କ ଦ୍ୱାରା କରାଯାଇଥିବା ପ୍ରୟାସ ସଫଳ ରହିବ, ବହୁତ ଲମ୍ବା ଦିନରୁ ଅଟକିଥିବା ପଇସା ଫେରିପାରିବେ, ଆପଣ ନିଜ କାମଗୁଡିକ ମନ ମୁତାବିକ ପୁରା କରିବେ, କ୍ୟାରିୟରରେ ଆଗକୁ ବଢିବାର ମଉକା ମିଳିପାରିବ, ଯାହାର ଫାଇଦା ଉଠାଇବାକୁ ହେବ, ବିଶେଷ ବ୍ୟକ୍ତିଙ୍କ ସହ ଚିହ୍ନାପରିଚିତ ବଢିବ, ପୈତୃକ ସଂମ୍ପତ୍ତିରୁ ଲାଭ ମିଳିବାର ଆଶା ଅଛି, ଦାମ୍ପତ୍ୟ ଜୀବନରେ ସୁଖ ମିଳିବ, ବିଦ୍ୟାର୍ଥୀଙ୍କ ମନ ପାଠପଢାରେ ଲାଗିବ, କେଉଁ ପ୍ରତିଯୋଗିତା ପରିକ୍ଷାରେ ମନ ମୁତାବିକ ଫଳାଫଳ ମିଳିବାର ସଂମ୍ଭାବନା ଅଛି, ଭାଇ ଭଉଣୀ ସହ ଚାଲୁଥିବା ମତଭେଦ ଦୁର୍ ହୋଇଯିବ ।

୫) ସିଂହ ରାଶି-ଆଜି ଆପଣଙ୍କ ଦିନର ଆରମ୍ଭ ଭଲରେ ହେବନାହିଁ, ଘରର କେଉଁ ସଦସ୍ୟଙ୍କ ସହ ଯୁକ୍ତିତର୍କ ହୋଇପାରେ, ଯାହାକୁ ନେଇ ମନ ଚିନ୍ତିତ ରହିବ, ଆପଣ ନିଜ ବାଣୀ ଓ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ହେବ, ଆର୍ଥିକ ମାମଲାରେ ସାବଧାନ ରହିବେ, କାହାକୁ ପଇସା ଉଧାର ଦିଅନ୍ତୁ ନାହିଁ, ନହେଲେ ପଇସା ଫେରିପାରିବାରେ କଠିନତା ଆସିବ, ସରକାଈ ଚାକିରି କରୁଥିବା ଲୋକଙ୍କୁ ମନ ମୁତାବିକ ଜାଗାକୁ ଟ୍ରାନ୍ସଫର୍ ମିଳିପାରେ, ଓ ତାହା ସହ ଉଚ୍ଚ ପଦ ପାଇପାରିବେ, ବିଦ୍ୟାର୍ଥିଙ୍କମନ ପାଠପଢାରେ ଲାଗିବ ।ଶାରରୀକ ଥକାପଣ ଅନୁଭବ ହୋଇପାରେ, ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ ।

୬) କନ୍ୟା ରାଶି- ଆଜି ଆପଣଙ୍କ ଦିନ ଠିକ୍ ନଜର୍ ଆସୁଛି, ଆପଣ ନିଜ ଲକ୍ଷ୍ୟର ପ୍ରାପ୍ତି କରିପାରିବେ, କାମକାର୍ଯ୍ୟରେ ଫୋକସ୍ ରହିବାକୁ ହେବ, ଅଟକିଥିବା କାମ ପୁରା ହେବ, ବେପାରରେ ସଫଳତା ମୀଳିବାର ଯୋଗ ଅଛି, ଛୋଟମୋଟ ବେପାରୀଙ୍କୁ ଲାଭ ବୃଦ୍ଧି ମିଳିବାର ପୁରା ସଂମ୍ଭାବନା ନଜର ଆସୁଛି, କଠିନ ପରିସ୍ଥିତିରେ ମୁକ୍ତି ମିଳିବ, ଜରୁରୀ କାମରେ ବାପାଙ୍କ ସାହାଯ୍ୟ ମିଳିପାରିବ, ଆର୍ଥିକ ସ୍ଥିତି ମଜବୁତ୍ ବନାଇବାରେ ଆପଣ ଘରର ସଫଳ ରହିବେ ।

୭) ତୁଳା ରାଶି-ଆଜି ଆପଣଙ୍କ ଦିନ ବହୁତ ବ୍ୟସ୍ତତା ଭରା ରହିବ, ଚାକିରି କ୍ଷେତ୍ରରେ କାର୍ଯ୍ୟଭାର ଅଧିକାହେବା କାରଣରୁ ପରିବାର ଲୋକଙ୍କ ପାଈଁ ସମୟ ବାହାର୍ କରିବା ଉପରେ କଠିନତା ଆସିପାରେ, ଯାହାକୁ ନେଇକରି ଜୀବନସାଥୀ ନାରାଜ୍ ହୋଇପାରନ୍ତି, ଆଜି ଆପଣ କେଉଁ ଲମ୍ବା ଦୁର ଯାତ୍ରାରେ ଯାଆନ୍ତୁ ନାହିଁ । ବାହାନ ଚଳାଇବା ସମୟରେ ସାବଧାନ ରୁହନ୍ତୁ, ଉଧାର ଦିଆଯାଇଥିବା ପଇସା ଫେରିପାରିବେ, ବାହାର ଖାଦ୍ୟ ଖାଆନ୍ତୁ ନାହିଁ, ସାମାଜିକ କ୍ଷେତ୍ରରେ ମାନସମ୍ମାନ ପ୍ରତିଷ୍ଠା ବଢିବ ।

୮) ବିଛା ରାଶି- ଆଜି ଆପଣଙ୍କ ଦିନ କଠିନ ନଜର୍ ଆସୁଛି, ଭାଇ ଭଉଣୀଙ୍କ ସହ କେଉଁ କଥାକୁ ନେଇ କଥା କଟାକଟି ହୋଇପାରେ, ଯାହାର କାରଣରୁ ମନ ବହୁତ୍ ଚିନ୍ତିତ ରହିବ, ପଇସା ଉଧାର ଲେଣଦେଣ କରନ୍ତୁ ନାହିଁ । ବେପାରରେ ଉତଥାନ ପତନ ସ୍ଥିତି ରହିବ, ଆପଣଙ୍କୁ ଏହା ଉପଦେଶ ଦିଆଯାଉଛି କି ଆପଣ ନିଜ ବେପାରରେ କେଉଁ ପ୍ରକାରର ପରିବର୍ତ୍ତନ କରନ୍ତୁ ନାହିଁ ନହେଲେ ଲାଭ ମିଳିବାର ଆଶା କମ୍ ଆସିବ, ଯେଉଁ ବ୍ୟକ୍ତି ବହୁତ ଲମ୍ବା ସମୟରୁ ଚାକିରି ଖୋଜୁଛନ୍ତି ତାଙ୍କୁ ଭଲ କମ୍ପାନୀରୁ ଇଣ୍ଟରଭ୍ୟୁ ପାଇଁ ଡକରା ଆସିପାରେ, ନୁଆ ନୁଆ ବ୍ୟକ୍ତିଙ୍କ ସହ ଚିହ୍ନା ପରିଚିତ ବଢିପାରେ, କିନ୍ତୁ ଅଜଣା ଲୋକକୁ ଆଖି ବନ୍ଦ କରି ବିଶ୍ୱାସ କରନ୍ତୁ ନାହିଁ ।

୯) ଧନୁ ରାଶି- ଆଜି ଆପଣଙ୍କ ଦିନ ଭଲ ରହିବ, ଆଜି ଆପଣଙ୍କ ଦିନ ପ୍ରତିଭାରେ ଭରପୁର ଉପଯୋଗ କରିବାରେ ସଫଳ ହେବେ, ସେମିତି ସାମାଜିକ କ୍ଷେତ୍ର ବଢାଇବାରେ ଉତ୍ତମ ନଜର ଆସୁଛି, ବିଦ୍ୟାର୍ଥୀଙ୍କ ମନ ପାଠପଢାରେ ଲାଗିବ, କେଉଁ ପ୍ରତିଯୋଗିତା ପରିକ୍ଷାରେ ମନ ମୁତାବିକ ଫଳାଫଳ ମିଳିବାର ଆଶା ଅଛି, ବେପାରରେ ନୁଆ ଟେକନିକ୍ ବ୍ୟବହାର କରିବାରେ ଭାବିପାରନ୍ତି, ଯାହା ଆଗକୁ ଯାଇକରି ଭଲ ଫାଇଦା ଦେବ, ପୁଜାପାଠରେ ଅଧିକାମନଲାଗିବ, ମା ବାପାଙ୍କ ସହ କେଉଁ ଧାର୍ମିକ ସ୍ଥଳକୁ ଯିବାର ମଉକା ମିଳିବ ।

୧୦) ମକର ରାଶି- ଆଜି ଆପଣଙ୍କ ଦିନ ମିଳାମିଶା ରହିବ । ଗ୍ରହ ନକ୍ଷତ୍ରର ସ୍ଥିତି ଦାମ୍ପତ୍ୟ ଜୀବନରେ ଚିନ୍ତିତ ହୋଇପାରନ୍ତି । ଆପଣଙ୍କୁ ନିଜ ଜୀବନସାଥୀଙ୍କ ଭାବନାକୁ ବୁଝିବାକୁ ଆବଶ୍ୟକ ଅଛି, କିଛି ବି ଜଲଦିବାଜି କରନ୍ତୁ ନାହିଁ, ଚାକିରି କ୍ଷେତ୍ରରେ ବଡ୍ ଅଧିକାରୀଙ୍କ ସହ ତାଲମେଲ ବନାଇ ରଖନ୍ତୁ, ଘରର ଆର୍ଥିକ ସ୍ଥିତି ମଜବୁତ୍ ବନାଇବାରେ ଆପଣ ଯଥା ସଂମ୍ଭବ ଚେଷ୍ଟା କରିବେ, ଯେଉଁଠି ଆପଣ ବହୁତ୍ ପରିମାଣରେ ସଫଳ ହେବେ, ବିଦ୍ୟାର୍ଥିଙ୍କ ମନ ପାଠପଢାରେ ଲାଗିବ, ବାହାନ ଚଲାଇବା ସମୟରେ ସାବଧାନ ରୁହନ୍ତୁ ।

୧୧) କୁମ୍ଭ ରାଶି- ଆଜି ଆପଣଙ୍କ ଦିନ ବହୁତ ଭଲ ପ୍ରମାଣିତ ହେବ, ଉଧାର ଦେଇଥିବା ପଇସା ଫେରିପାରିବେ, ଆପଣ ନିଜ ସବୁ କାମକୁ ସଫଲତାର ସହ ପୁରା କରିବେ, ପରିବାର ଲୋକଙ୍କ ସହ ହସଖୁସିରେ ଜୀବନ ଅତିବାହିତ୍ କରିବେ, ପ୍ରେମଜୀବନରେ ଚାଲୁଥିବା ଅସୁବିଧାର ସମାଧାନ ହୋଇଯିବ, ବହୁତ ଜଲଦି ଆପଣଙ୍କ ପ୍ରେମ ବିବାହ ହେବାର ଯୋଗ ହେଉଛି, ଆପଣଙ୍କ ଭଲ ସ୍ୱଭାବରୁ ଆଖପାଖର ଲୋକ ପ୍ରଭାବିତ୍ ହେବ, ଆପଣଙ୍କ ମନ ପ୍ରସନ୍ନ ରହିବ, ମା ବାପାଙ୍କ ସ୍ୱାସ୍ଥ୍ୟରେ ସୁଧାର ହେବ, କାରୋବାରରେ ବୃଦ୍ଧି ହେବ ।

୧୨) ମୀନ ରାଶି- ଆଜି ଆପଣଙ୍କ ଦିନ ପୁରା ଭାବେ ଠିକ୍ ନାହିଁ, ଆପଣଙ୍କୁ ଧନହାନି ହେବାର ଆଶଙ୍କା ନଜର୍ ଆସୁଛି, ଏଥିପାଇଁ ଟିକିଏ ସାବଧାନ ରୁହନ୍ତୁ, ଘରୋଇ ଦରକାରିତାରେ ଅଧିକା ପଇସା ଖର୍ଚ୍ଚ ହୋଇପାରେ, ଆପଣଙ୍କ ଆମଦାନୀ ଅନୁସାରେ ଖର୍ଚ୍ଚ ଉପରେ କଣ୍ଟ୍ରୋଲ୍ କରିବାକୁ ହେବ, ବେପାରର କାର୍ଯ୍ୟରେ କେଉଁ ଆଡେ ଯାତ୍ରା କରିପାରନ୍ତି, ଆପଣଙ୍କ ଦ୍ୱାରା ଯାତ୍ରା ସଫଳ ହେବ, ଘରର ବଡ ବୟସ୍କଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ଯୋଗୁଁ ମନ୍ ଚିନ୍ତିତ ହୋଇପାରେ, ଜୀବନସାଥିଙ୍କ ପୁରା ସହଯୋଗ ମିଳିପାରିବ ।

Leave a Reply

Your email address will not be published. Required fields are marked *