October 21, 2024

Odia Express

Here, There and Everywhere

20 ଜାନୁୟାରୀ ୨୦୨୨ ରାଶିଫଳ : ଆଜି ଏହି ରାଶି ବାଲାଙ୍କର ଚାକିରିରେ ବାଧା ହେବ ଦୁର, ଭାଗ୍ୟର ମିଳିବ ପୁରା ସାଥ୍

1 min read

୧)ମେଷ ରାଶି- ଆଜି ଆପଣଙ୍କୁ ପଇସା ଲେଣଦେଣରେ ସାବଧାନ ରହିବାର ଆବଶ୍ୟକତା ଅଛି, ନହେଲେ ଭାରି କ୍ଷତି ସହିବାକୁ ପଡିପାରେ, ଯଦି ଆପଣ କାହାଠାରୁ ପଇସା ଧାର୍ ନେଉଛନ୍ତି ତେବେ ତାହାକୁ ସୁଝିପାରିବା ବହୁତ ମୁସକିଲ୍ ହୋଇପାରେ, ଘରର୍ କେଉଁ ସଦସ୍ୟଙ୍କ ସହ କଥା କଟାକଟି ହୋଇପାରେ, ଆପଣ ନିଜ ବାଣୀ ଓ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ, ମା ବାପାଙ୍କ ସହ ଅଧିକା ସମୟ ଅତିବାହିତ କରିବେ, ଚାକିରି କରୁଥିବା ଲୋକଙ୍କୁ ବଡ ଅଧିକାରୀଙ୍କ ସହ ଭଲ ତାଳମେଳ ରଖନ୍ତୁ, ଅଧିନସ୍ଥ କର୍ମଚାରୀଙ୍କ ସାହାଯ୍ୟରେ କିଛି ଅଟକିଥିବା କାମ ପୁରା ହୋଇପାରେ, କେଉଁଠି ବଡ ନିବେଶ କରିବାରୁ ଦୁରେଇ ରହିବାକୁ ହେବ ,

୨) ବୃଷ ରାଶି- ଆଜି ଆପଣଙ୍କ ଦିନ କଠିନ ନଜର ଆସୁଛି, ମାନସିକ ଚିନ୍ତାର ସାମ୍ନା କରିବାକୁ ପଡିପାରେ, ସନ୍ତାନଙ୍କ ତରଫରୁ ନିରାଶଜନକ ସମାଚାର ଶୁଣିବାକୁ ମିଳିପାରେ, ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ, କିଛି ପୁରୁଣା ରୋଗକୁ ନେଇକରି ଆପଣ ଚିନ୍ତିତ ରହିବେ, ଘରର କେଉଁ ଛୋଟ ସଦସ୍ୟଙ୍କ ଠାରୁ ଆପଣ ଉପହାର ପ୍ରାପ୍ତ ହେବାର୍ ସଂମ୍ଭାବନା ଅଛି, ଜୀବନସାଥୀ ଆପଣଙ୍କ ଭାବନାକୁ ବୁଝିବେ, ବାପାଙ୍କ ସାହାଯ୍ୟରେ ଅଧୁରା କାମ ପୁରା ହୋଇପାରେ, ବେପାରରେ ଆସୁଥିବା ଅସୁବିଧାର ସମାଧାନ ହୋଇଯିବ ।

୩) ମିଥୁନ ରାଶି- ଆଜି ଆପଣଙ୍କ ଦିନ ଭଲ ପ୍ରମାଣିତ ହେବ, ଭାଗ୍ୟର ପୁରା ସାଥ୍ ମିଳିବାର ଅଛି , ଯେଉଁ କାମରେ ହାତ ଦେବେ ତାକୁ ସଫଳତା ମିଳିବାର ପ୍ରବଳ ଯୋଗ ଅଛି, ଅସହାୟ ଲୋକଙ୍କୁ ସାହାଯ୍ୟ କରିବେ, କେଉଁ ପୁରୁଣା କାମ ହୋଇପାରେ, ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ପ୍ରତିଷ୍ଠା ବଢିବ, ଘରୋଇ ଖର୍ଚ୍ଚରେ କମି ଆସିବ, ରୋଜଗାର ଦିନରେ କରାଯାଇଥିବା ପ୍ରୟାସ ସଫଳ ହେବ ।ବନ୍ଧୁଙ୍କ ସହ କେଉଁ ଭଲ ଜାଗା ବୁଲିବାର ଯୋଜନା କରିପାରନ୍ତି, ମାବାପାଙ୍କ ଆଶିର୍ବାଦ ରହିବ ।

୪) କର୍କଟ ରାଶି- ଆଜି ଆପଣଙ୍କ ଦିନ ଲାଭଦାୟକ ହେବ । ବେପାର କରୁଥିବା ବ୍ୟକ୍ତିଙ୍କୁ ଆଜି ନିଜ ବନ୍ଧୁଙ୍କ ସାହାଯ୍ୟରେ ବେପାରେ ଲାଭର କିଛି ଅବସର ପ୍ରାପ୍ତ ହୋଇପାରେ, ଯାହାକୁ ନେଇକରି ଆପଣ ନିଜ ଧନକୁ ବଢାଇବାରେ ପ୍ରୟାସ କରିବେ, ଯଦି ଆପଣ କାହାକୁ ପଇସା ଦେଇଛନ୍ତି ତେବେ ଆଉଥରେ ଫେରିପାରିବେ, ଛୁଆଙ୍କ ତରଫରୁ ଟେନସନ୍ ଦୁର ହୋଇପାରିବ, ବିଦ୍ୟାର୍ଥୀଙ୍କ ମନ ପାଠପଢାରେ ଲାଗିବ, କେଉଁ ପ୍ରତିଯୋଗିତା ପରୀକ୍ଷାରେ ଭଲ ରିଜେଲ୍ଟ ମିଳିପାରିବ, ଅଚାନକ କେଉଁ ଲାଭଦାୟକ ଯାତ୍ରାରେ ଯାଈପାରିବ , ବାହାନ ସୁଖ ପ୍ରାପ୍ତି ହୋଇପାରିବ,

୫)ସିଂହ ରାଶି- ଆଜି ଆପଣଙ୍କ ଦିନ ଉତ୍ତମ ରହିବ, ରୋଜଗାର ଦିଗରେ କାର୍ଯ୍ୟରତ ବ୍ୟକ୍ତିଙ୍କୁ ସଫଳତା ମିଳିବ, ଦୁର ସଂଚାର ମାଧ୍ୟମରେ କେଉଁ ଖୁସିଖବର୍ ମିଳିବାର ଆଶା ଅଛି, ଘରେ ପରିବାର ମାହୋଲ୍ ଖୁସିମୟ ହେବ, ମାବାପାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ ,ଭାଇ ଭଉଣୀଙ୍କ ସହ ଚାଲୁଥିବା ମତବେଦ ଦୁର ହୋଇପାରେ, ଜୀବନସାଥୀ ଆପଣଙ୍କ ଭାବନାକୁ ବୁଝିବେ, ପ୍ରେମଜୀବନରେ ସୁଧାର ଆସିବ ।

୬) କନ୍ୟା ରାଶି- ଆଜି ଆପଣଙ୍କ ଦିନ ଉନ୍ନତି ଭରା ରହିବ , କମ୍ ପରିଶ୍ରମରେ ଆପଣଙ୍କ ଅଧିକା ସଫଳତା ମିଳିବାର ଯୋଗ ଅଛି, ଆପଣ ନିଜ ବୁଦ୍ଧିମାନୀରୁ ଅଟକିଥିବା କାମ ପୁରା କରିପାରିବେ, ବିରୋଧୀ ଶାନ୍ତ ରହିବେ,  ଶଶୁରଘର ପକ୍ଷ ଧନ ଲାଭ ମିଳିବାର ଆଶା ଅଛି, ଜୀବନସାଥୀ ଆପଣଙ୍କ ସାହାଯ୍ୟ କରିବ, ପରିବାରରେ ଖୁସିମୟ ବାତାବରଣ ହେବ, କିଛି ଲମ୍ବା ସମୟରୁ ଅଟକିଥିବା କାମ ପୁରା ହୋଇପାରେ ।

୭) ତୁଳା ରାଶି- ଆଜି ପଇସା ଉଧାର ଲେଣଦେଣରେ ସାବଧାନ ରୁହନ୍ତୁ, ଆଜି ଆପଣଙ୍କୁ ନିଜ ବାଣି ଉପରେ ନିୟନ୍ତ୍ରଣ ରଖିବାର ଦରକାର ଅଛି, ନହେଲେ କାହା ସହ ବାଦ ବିବାଦ ହୋଇପାରେ, ଚାକିରି କ୍ଷେତ୍ରରେ ସଂମ୍ଭାଳିକରି ରୁହନ୍ତୁ, ବଡ ଅଧିକାରୀଙ୍କ ସହ ଭଲ ତାଲମେଳ ରଖନ୍ତୁ, ଏହା ଦ୍ୱାରା ଆପଣଙ୍କ ଲାଭ ହେବ, ବେପାରରେ କିଛି ନୁଆ ପରିବର୍ତ୍ତନ କରିବେ, ତେବେ ବୁଝିବିଚାରି ନିଷ୍ପତ୍ତି ନେବେ, ଏହା ଦ୍ୱାରା ଭବିଷ୍ୟତରେ ଲାଭବାନ ହେବେ,

୮) ବିଛା ରାଶି- ଆଜି ବିବାହିତ ଜୀବନରେ ସୁଖ ମିଳିବ, ଜୀବନସାଥୀଙ୍କ ଶ କେଉଁ ଭଲ ଜାଗା ବୁଲିବାର ଯୋଜନା କରିପାରନ୍ତି, କାମକାର୍ଯ୍ୟରେ ଲଗାତାର ସଫଳତା ମିଳିବାର ପ୍ରବଳ ଯୋଗ ଅଛି, ଧନ ଲାଭର ଅବସର ମିଳିପାରିବ, ଯାହାର ଫାଇଦା ଉଠାଇବା ଉଚିତ୍, ବିଦ୍ୟାର୍ଥୀଙ୍କୁ ପ୍ରତିଯୋଗିତା ପରିକ୍ଷାରେ ମନ ମୁତାବିକ ଲାଭ ମିଳିବାର ଯୋଗ ଅଛି, ଘରର ମାହୋଲ ଖୁସିମୟ ରହିବ, କ୍ୟାରିୟର ସହ ଯୋଡି ହୋଇଥିବା ଶୁଭ ସୁଚନା ମିଳିବ ।

୯) ଧନୁ ରାଶି- ଆଜି ଆପଣଙ୍କ ଦିନ ସାମାନ୍ୟ ହେବ, ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କ ପାଇଁ ଆଜିର ଦିନ ଭଲ ରହିବାର ଅଛି, କାରଣ ଆଜି ତାଙ୍କ ପାଇଁ କାର୍ଯ୍ୟରେ ପ୍ରଶଂସା ମିଳିବ, ପୁରୁଣା ମିତ୍ରଙ୍କ ସହ ସାକ୍ଷାତ କରିପାରନ୍ତି, ଆପଣ ନିଜ ଉପରେ ନକରାତ୍ମକ ବିଚାର ଉପରେ ହାବି ହେବାକୁ ଦିଅନ୍ତୁ ନାହିଁ, ଜରୁରୀ କାମରେ ଧ୍ୟାନ ଦେବାକୁ ହେବ, ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ ।

୧୦) ମକର ରାଶି- ଆଜି ବିଦ୍ୟାର୍ଥୀଙ୍କୁ ପାଠପଢା ଉପରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ଅଛି, ତେବେ ଆପଣଙ୍କୁ ସଫଳତା ମିଳିପାରେ, ପ୍ରେମ ଜୀବନରେ ଖୁସିଖବର ମିଳିପାରେ, ବାହାର ଖାଦ୍ୟପେୟରୁ ନିବୃତ ରୁହନ୍ତୁ, ଚାକିରି କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ, ଯେଉଁ ବ୍ୟକ୍ତି ବହୁତ ଲମ୍ବା ସମୟରୁ ଚାକିରି ଖୋଜୁଛନ୍ତି ତାଙ୍କୁ ସଫଳତା ମିଳିବାର ଯୋଗ ରହୁଛି ।

୧୧) କୁମ୍ଭ ରାଶି- ଆଜି ଆପଣଙ୍କ ଦିନ ମଧ୍ୟମରୁପକ ଫଳଦାୟକ ରହିବ, କେଉଁ ଲମ୍ବା ଦୁର ଯାତ୍ରା ଯିବା ସମୟରେ ବାହାନ ଚଲାଇବାରେ ସାବଧାନ ରୁହନ୍ତୁ, ନହେଲେ ଦୁର୍ଘଟଣା ହୋଇପାରେ , କେଉଁ ନୁଆ ପ୍ରପୋର୍ଟି କିଣିବାର ବିଚାର କରିପାରନ୍ତି, ଯାହାପାଇଁ ଆପଣଙ୍କ ଦିନ ଭଲ ରହିବ, ମା ବାପାଙ୍କ ଆଶିର୍ବାଦ ଆପଣଙ୍କ ରହିବ, ଘରେ ଛୋଟ ଛୁଆଙ୍କ ସହ ହସଖୁସିରେ ସମୟ ଅତିବାହିତ କରିବେ, ଜୀବନସାଥୀ ଆପଣଙ୍କ ଭାବନାକୁ ବୁଝିବେ, ପ୍ରେମ ଜୀବନରେ ସୁଧାର ଆସିବ ।

୧୨) ମୀନ ରାଶି- ଆଜି ଆପଣଙ୍କ ଦିନ ସାମାନ୍ୟ ରହିବ, ଦାନ ପୁଣ୍ୟରେ ଅଧିକା ମନ ଲାଗିବ, ଅଟକିଥିବା କାମ ପୁରା କରିପାରିବେ, ଯେଉଁଥିରେ ବହୁତ ସଫଳତା ମିଳିବାର ଯୋଗ ଅଛି, କେଉଁ ବଡ ନିବେଶ କରନ୍ତୁ ନାହିଁ ବନ୍ଧୁଙ୍କ ସାହାଯ୍ୟରେ ଅଟକିଥିବା କାମ ପୁରା ହୋଇପାରେ, ଆପଣ ପରିବାର ଲୋକଙ୍କ ସହ ଅଧିକା ସମୟ ବିତାଇବାରେ ଚେଷ୍ଟା କରିବେ, ଆପଣ ନିଜ ବାଣୀରେ ମଧୁରତା ରଖନ୍ତୁ ।

Leave a Reply

Your email address will not be published. Required fields are marked *