October 19, 2024

Odia Express

Here, There and Everywhere

ବିବାହିତ ଲୋକଙ୍କ ପାଇଁ ହେଲା ଭାଗ୍ୟ ଉଦୟ, ଆଜି ହିଁ ସ୍ତ୍ରୀଙ୍କ ନାଁରେ ଖୋଲନ୍ତୁ ଏହି LIC ସ୍ପେଶାଲ୍ ଏକାଉଣ୍ଟ, ସବୁ ମାସରେ ମିଳିବ ୪୫ ହଜାର ଟଙ୍କା

ଯଦି ଆପଣ ବିବାହିତ ଅଟନ୍ତି । ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଫାଇଦାଦାୟକ ଅଟେ, ହଁ ଆଜ୍ଞା, ଯେପରି ଆପଣ ସମସ୍ତେ ଜାଣିଛନ୍ତି କି ମହଜୁଦା ସମୟରେ ସମସ୍ତଙ୍କୁ ପଇସାର ଦରକାରିତା ଅଛି, ଲୋକେ ପଇସା କମାଇବା ପାଇଁ ଦିନରାତି ପରିଶ୍ରମ କରନ୍ତି, ପରିଶ୍ରମରୁ କମାଇଥିବା ପଇସା ଲୋକେ ବଞ୍ଚାନ୍ତି ଓ ଆଗକୁ ଭବିଷ୍ୟତରେ ଦରକାର ପଡିଲେ ଏହି ପଇସାକୁ ବ୍ୟବହାର କରିପାରିବେ, ସବୁ ଲୋକ ମାସିକ ଆୟରୁ କିଛି ନା କିଛି ସଞ୍ଚୟ କରି ନିଜ ଭବିଷ୍ୟତ ପାଇଁ ସୁରକ୍ଷିତ୍ କରିବାକୁ ଚାହଁନ୍ତି । ଯଦି ଆପଣ ବି ଏହା ଚାହଁନ୍ତି କି ଆପଣଙ୍କ ସ୍ତ୍ରୀ ଆତ୍ମନିର୍ଭରଶୀଳ୍ ହୁଅନ୍ତୁ ଓ ତାଙ୍କୁ ଭବିଷ୍ୟତରେ କେବେ ପଇସା ପାଇଁ କାହାପାଖରେ ହାତପତାଇବାକୁ ନପଡେ ତେବେ ଆପଣ ସରକାରଙ୍କ ନେଶନାଲ୍ ପେନସନ୍ ସ୍କିମ୍ ରେ ନିବେଶ ନିଶ୍ଚିତ କରନ୍ତୁ, ଆପଣଙ୍କୁ କହିଦେବୁ କି ନେଶନାଲ୍ ପେନସନ୍ ସ୍କିମ୍ ଯଦି ନିବେଶ କରିବେ ତେବେ ଏଥିରେ ବାର୍ଷିକ ୧୦ ପ୍ରତିଶତ ରିଟର୍ଣ୍ଣ ମିଳିପାରିବ ।

ଯଦି ସବୁ ମାସରେ ସ୍ତ୍ରୀଙ୍କ ଏକାଉଣ୍ଟରେ ୫ ହଜାର ଟଙ୍କା ଜମା କରାଯାଏ ତେବେ ତାଙ୍କର ଖାତାରେ ପ୍ରାୟ ୧ କୋଟି ୧୨ ଲକ୍ଷ ଟଙ୍କା ଜମା ହୋଇଯିବ, ମାନେ ୬୦ ବର୍ଷ ପର୍ଯ୍ୟନ୍ତ ଜମା କରିଲେ ୪୫ ଲକ୍ଷ ଟଙ୍କା ମିଳିବ, ମାନେ ଜଦି ମାସର ହିସାବରେ ଦେଖିବେ ତେବେ ୪୫ ହଜାର ଟଙ୍କା ମାସିକ ପେନସନ୍ ରୁପରେ ମିଳିବ, ଯଦି ଆପଣ ଏମିତି କରନ୍ତି ତେବେ ଆଜି ହିଁ ଏହି ଖାତା ଖୋଲନ୍ତୁ । ଆପଣଙ୍କୁ କହିଦେବୁ କି ଆପଣନିଜ ସ୍ତ୍ରୀଙ୍କ ନାଁରେ ନ୍ୟୁ ପେନସନ୍ ସିଷ୍ଟମ୍ ଏକାଉଣ୍ଟ ଖୋଲିପାରିବେ, ଏନପିଏସ୍ ଏକାଉଣ୍ଟ୍ ଆପଣଙ୍କ ସ୍ତ୍ରୀଙ୍କ ୬୦ ବର୍ଷ ପୁରା ହେବାପରେ ଏକାସାଙ୍ଗେ ଧନରାଶି ଦେବ, ତାସହ ସବୁ ମାସରେ ପେନସନ୍ ରୁପରେ ରେଗୁଲାର୍ ଇନକମ୍ ବି ମିଳିବାକୁ ଲାଗିବ

ଏତିକି ନୁହେଁ ବରଂ ଏନପିଏସ୍ ଏକାଉଣ୍ଟ ସହ ଆପଣ ଏହା ବି ତୟ କରିପାରିବେ କି ଆପଣଙ୍କ ସ୍ତ୍ରୀ ଙ୍କୁ ସବୁ ମାସରେ କେତେ ପେନସନ୍ ମିଳିବ, ଏମିତି କରିଲେ ଆପଣଙ୍କ ସ୍ତ୍ରି ୬୦ ବର୍ଷ ପରେ ପଇସା ପାଇଁ କାହା ଉପରେ ନିର୍ଭରଶୀଳ ରହିବେ ନାହିଁ, ଆପଣଙ୍କୁ କାହା ପାଖରେ ପଇସା ପାଇଁ ହାତ ପତେଇବାକୁ ପଡିବ ନାହିଁ । ଆପଣ ନ୍ୟୁ ପେନସନ୍ ସିଷ୍ଟମ୍ ଏକାଉଣ୍ଟରେ ନିଜ ସୁବିଧା ଅନୁସାରେ ସବୁ ମାସ କିମ୍ବା ବାର୍ଷିକ ପଇସା ଜମା କରିପାରିବେ, ଆପଣ କେବଳ ୧୦୦୦ ରୁ ନିଜ ସ୍ତ୍ରିଙ୍କ ନାଁରେ ଏନପିଏସ୍ ଏକାଉଣ୍ଟ୍ ଖୋଲିପାରିବେ, ଏଥିରେ ରିଟର୍ଣ୍ଣ କମ୍ ଆସିବ, ୬୦ ବର୍ଷ ବୟସରେ ଏନପିଏସ୍ ଏକାଉଣ୍ଟ୍ ମ୍ୟାଚୋର୍ ହୋଇଯିବ

ନୁଆ ନିୟମ ଦ୍ୱାରା ଆପଣ ଚାହିଁଲେ ସ୍ତ୍ରୀଙ୍କ ବୟସ ୬୫ ବର୍ଷ ହେବା ପର୍ଯ୍ୟନ୍ତ ଏନପିଏସ୍ ଏକାଉଣ୍ଟ ଚଲାଇପାରିବେ, ମାନେ ପଇସା ଜମା କରାଯାଇପାରିବ, ଯଦି ଆମେ ଉଦାହରଣ ହିସାବରେ ବୁଝାଇବାକୁ ଚେଷ୍ଟାକରିବୁ ତେବେ ଆପଣଙ୍କ ସ୍ତ୍ରିଙ୍କ ବୟସ ୩୦ ବର୍ଷର ବର୍ତ୍ତମାନ ହୋଇଛି, ଓ ଆପଣ ତାଙ୍କ ଏନପିଏସ୍ ଏକାଉଣ୍ଟରେ ସବୁ ମାସ ୫ ହଜାର ଟଙ୍କା ନିବେଶ୍ କରୁଛନ୍ତି ତେବେ ଏପଟେ ନିବେଶ ଉପରେ ବାର୍ଷିକ ୧୦ ପ୍ରତିଶତ ରିଟର୍ଣ୍ଣ ମିଳୁଥିବ ତେବେ ତାଙ୍କ ଖାତାରେ ୬୦ ବର୍ଷ ପର୍ଯ୍ୟନ୍ତ ପ୍ରାୟ ୧ କୋଟି ୧୨ ଲକ୍ଷ ଟଙ୍କା ଜମା ହୋଇଯିବ, ଏହାପରେ ତାଙ୍କୁ ପ୍ରାୟ ୪୫ ଲକ୍ଷ ମିଳିବ, ବାକି ସବୁ ମାସରେ ତାଙ୍କୁ ୪୪,୭୯୩ ଟଙ୍କା ମିଳୁଥିବ, ଯଦି ଆମେ ଏହାର୍ ସବୁଠାରୁ ବଡ ଖାସିୟତ୍ କଥା କହିବୁ ତେବେ ତାଙ୍କୁ ଏହା ଆଜୀବନ ମିଳିବ ।

ଆପଣଙ୍କୁ କହିଦେବୁ କି ଏନପିଏସ୍ କେନ୍ଦ୍ର ସରକାରଙ୍କ ସୋସିଆଲ୍ ସିକ୍ୟୁରିଟି ସ୍କିମ୍ ଅଟେ, ଏହି ସ୍କିମ୍ ରେ ଆପଣ ଯାହା ପଇସା ନିବେଶ କରିବେ ତାହାର୍ ପ୍ରବନ୍ଧନ ପ୍ରୋଫେସନାଲ୍ ଫଣ୍ତ ମ୍ୟାନେଜର୍ କରିଥାଏ, କେନ୍ଦ୍ର୍ ସରକାର ଏହି ପ୍ରଫେସନାଲ୍ ଫଣ୍ତ ମ୍ୟାନେଜର୍ସଙ୍କୁ ଏହାର ଦାୟିତ୍ୱ ଦିଏ, ଏମିତିରେ ଏନପିଏସ୍ ରେ ଆପଣଙ୍କ ନିବେଶ ପୁରା ଭାବେ ସୁରକ୍ଷିତ ରହିଥାଏ, ଫାଇନାନ୍ସସିଆଲ୍ ପ୍ଲାନର୍ସଙ୍କ ଅନୁସାରେ ଏନପିଏସ୍ ଆରମ୍ଭ ପରେ ଏବେ ପର୍ଯ୍ୟନ୍ତ୍ ବାର୍ଷିକ ୧୦ ରୁ ୧୧ ପ୍ରତିଶତ ପର୍ଯ୍ୟନ୍ତ ରିଟର୍ଣ୍ଣ ଦେଇଛି ।

Leave a Reply

Your email address will not be published. Required fields are marked *