October 22, 2024

Odia Express

Here, There and Everywhere

28 ଡିସେମ୍ବର ୨୦୨୧ Tuesday ର ରାଶିଫଳ,ଆଜି ଏହି ୫ ଟି ରାଶି ଲୋକଙ୍କର ଦୁର ହେବ ଆର୍ଥିକ ସଙ୍କଟ, ସଫଳତା ଛୁଇଁବ ପାଦ

1 min read

ଆଜି ଆମେ ଏହି ଲେଖ ମାଧ୍ୟମରେ ୨୬ ଡିସେମ୍ବର ୨୦୨୧ ର ରାଶିଫଳ ବିଷୟରେ କହିବୁ । ରାଶିଫଳର ସହାୟତାରୁ ବ୍ୟକ୍ତି ନିଜ ଭବିଷ୍ୟତ ସହ ଯୋଡି ହୋଇଥିବା ଉତଥାନ ପତନ ଭରା ପରିସ୍ଥିତି ପୁର୍ବରୁ ଅନୁମାନ ଲଗାଇପାରେ, ଯାହା ଦ୍ୱାରା ତାକୁ କେଉଁ ବି ପରିସ୍ଥିତିର ସାମ୍ନା କରିବାକୁ ସକ୍ଷମ ହୋଇପାରୁ, ରାଶିଫଳ ବାହାର କରିବା ସମୟରେ ପଞ୍ଚାଙ୍ଗ ଗଣନା ଓ ସଠିକ୍ ଖଗୋଳିୟ ବିଶ୍ଲେଷଣ କରାଯାଏ, ଆଜି ଆପଣଙ୍କୁ କେଉଁ କେଉଁ ପରିସ୍ଥିତିରୁ କାଟିବାକୁ ପଡିପାରେ, ଏହା ବିଷୟରେ ନିଜ ରାଶିର ଅନୁସାରେ ଜାଣନ୍ତୁ ।

୧) ମେଷ ରାଶି- ଆଜି ଆପଣଙ୍କ ଦିନ ସାମାନ୍ୟ ରହିବ । ପଇସା ଲେଣଦେଣ କରନ୍ତୁ ନାହିଁ ନଚେତ୍ ହାନି ହୋଇପାରେ, ପରିବାର ଲୋକଙ୍କ ସହ ଅଧିକା ସମୟ ଅତିବାହିତ କରିବାର ଚେଷ୍ଟା କରନ୍ତୁ, ଯଦି କେଉଁଠି ବଡ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଘରର ଅନୁଭବି ଲୋକଙ୍କ ସହ ପରାମର୍ଶ ନିଅନ୍ତୁ, ଏଥିରେ ଆପଣଙ୍କୁ ଫାଇଦା ମିଳିପାରିବ, ସ୍ୱାମୀ ସ୍ତ୍ରୀ ପରସ୍ପର ଭାବନାକୁ ବୁଝିପାରିବେ । ଘରେ ମାଙ୍ଗଳିକ କାର୍ଯ୍ୟକ୍ରମ ଆୟୋଜିତ ହୋଇପାରେ, ମା ବାପାଙ୍କ ଆଶିର୍ବାଦ ଆପଣଙ୍କ ସହ ରହିବ, ବନ୍ଧୁଙ୍କ ସହ କେଉଁ ଭଲ ଜାଗା ବୁଲିବାର ଯୋଜନା ହୋଇପାରେ ।

୨) ବୃଷ ରାଶି- ଆଜି ଆପଣଙ୍କ ଦିନ ବଢିଆ ନଜର ଆସୁଛି, ବହୁତ ଲମ୍ବା ସମୟରୁ ଅଟକି ରହିଥିବା ପଇସା ଫେରିପାରିବେ, ଆର୍ଥିକ ଅସୁବିଧାରୁ ମୁକ୍ତି ମିଳିବ ଆପଣଙ୍କ ମନପସନ୍ଦର ଭୋଜନର୍ ଆନନ୍ଦ ନେଇପାରିବେ ଆୟର ସ୍ରୋତ୍ ବଢିବ, ଯାହାଦ୍ୱାରା ଘରର ଆର୍ଥିକ ସ୍ଥିତି ମଜବୁତ୍ ରହିବ, ପ୍ରାଇଭେଟ୍ ଚାକିରି କରୁଥିବା ଲୋକଙ୍କୁ ବଡ ଅଧିକାରୀଙ୍କ ପୁରା ସହଯୋଗ ମିଳିପାରିବ, ଆପଣ ଅଜଣା ଲୋକଙ୍କ ଉପରେ ଧ୍ୟାନ ଦିଅନ୍ତୁ ନାହିଁ, କିଛି ଲୋକ ଆପଣଙ୍କ ଫାଇଦା ଉଠାଇବେ, ଏଥିପାଇଁ ସାବଧାନ ରୁହନ୍ତୁ, ସାମାଜିକ କ୍ଷେତ୍ରରେ ମାନ ପ୍ରତିଷ୍ଠା ବଢିବ, ଜୀବନସାଥୀଙ୍କ ସହ ଭଲ ସମୟ ବ୍ୟତିତ କରିବେ ।

୩) ମିଥୁନ ରାଶି- ଆଜି ଆପଣଙ୍କ ଦିନ ଟିକିଏ କଠିନ ନଜର ଆସୁଛି, ଘରୋଇ କାମକାର୍ଯ୍ୟରେ ଅଧିକା ବ୍ୟସ୍ତ ରହିବେ, କିଛି ପୁରୁଣା ଚିନ୍ତା ଆପଣଙ୍କୁ ବେଶୀ ଚିନ୍ତିତ କରିପାରେ, ଆପଣ ନିଜ ଉପରେ ନକରାତ୍ମକ ବିଚାରକୁ ଅଧିକା ଭାବନ୍ତୁ ନାହିଁ ମା ବାପାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ହାନି ହୋଇପାରେ, ଯାହା ଆପଣଙ୍କ ଚିନ୍ତା ବଢାଇବ, କାମକାର୍ଯ୍ୟରେ ବ୍ୟସ୍ତତାପୁର୍ଣ୍ଣ କାର୍ଯ୍ୟ କରନ୍ତୁ ନାହିଁ , ନହେଲେ କାମ ବିଗିଡିପାରେ, ଘରୋଇ ଦରକାରିତା ପଛରେ ଅଧିକା ଧନ ଖର୍ଚ୍ଚ ହେବାର ସଂମ୍ଭାବନା ନଜର ଆସୁଛି, ଆପଣଙ୍କୁ ନିଜ ଆମଦାନୀ ଅନୁସାରେ ଖର୍ଚ୍ଚ୍ ଉପରେ କଣ୍ଟ୍ରୋଲ୍ କରିବାକୁ ହେବ, ଅନ୍ୟଥା ଭବିଷ୍ୟତରେ ଆର୍ଥିକ ଅସୁବିଧାର ସାମ୍ନା କରିବାକୁ ପଡିପାରେ ।

୪) କର୍କଟ ରାଶି-ଆଜି ଆପଣଙ୍କ ପରିଶ୍ରମର ଅନୁସାରେ ଫଳ ପ୍ରାପ୍ତି ହେବ । ଅଫିସ୍ କାମରେ କେଉଁ ଆଡେ ଯାତ୍ରା କରିପାରନ୍ତି, ଆପଣଙ୍କ ଦ୍ୱାରା କରାଯାଇଥିବା ଯାତ୍ରା ସଫଳ ରହିବ, ବାହାନ ଚଲାଇବା ସମୟରେ ସାବଧାନ ରୁହନ୍ତୁ, ବନ୍ଧୁଙ୍କ ସହ ଭଲ ସମୟ ଅତିବାହିତ କରିବେ, ଆପଣ କେଉଁ ନୁଆ ବେପାର ଆରମ୍ଭ କରିପାରନ୍ତି,  ଯାହା ଆପଣଙ୍କୁ ଲାଭଦାୟକ ହେବ, କାମକାର୍ଯ୍ୟର ତରିକାରେ କିଛି ପରିବର୍ତ୍ତନ କରିବେ, ଉଧାର ନେଇଥିବା ପଇସା ଫେରିପାରିବେ, ଅସହାୟ ଲୋକଙ୍କୁ ସାହାଯ୍ୟ କରିବାର ମଉକା ମିଳିବ, ପୁଜା ପାଠରେ ଆପଣଙ୍କ ମନ ଅଧିକାଲାଗିବ ।

୫) ସିଂହ ରାଶି-ଆଜି ଆପଣଙ୍କ ଦିନ ଭଲରେ କଟିବ । ସାମାଜିକ କ୍ଷେତ୍ରରେ ବୃଦ୍ଧି ହେବ, ବିଶେଷ ବ୍ୟକ୍ତିଙ୍କ ସହ ଚିହ୍ନାପରିଚିତ ହେବ,ଯାହାଙ୍କ ସାହାଯ୍ୟରେ ଆପଣ ନିଜ କ୍ୟାରିୟରରେ ଆଗକୁ ବଢିବେ, ଆପଣ ନିଜ ଅଟକିଥିବା କାମ ପୁରା କରିପାରିବେ, ଚାକିରି କ୍ଷେତ୍ରରେ ମାହୋଲ୍ ଆପଣଙ୍କ ପକ୍ଷରେ ରହିବ, ଜୀବନସାଥିଙ୍କୁ କେଉଁ ବଢିଆ ଉପହାର ମିଳିବାର ସଂମ୍ଭାବନା ଅଛି, ଯାହାଦ୍ୱାରା ଆପଣଙ୍କ ମନ ଖୁସିହେବ, ପ୍ରେମ ଜୀବନରେ ଆସୁଥିବା ସକରାତ୍ମକ ପରିବର୍ତ୍ତନ ଆଶା ଅଛି, ବହୁତ ଜଲଦି ଆପଣଙ୍କ ପ୍ରେମ ବିବାହ କରିପାରିବେ, ଘରେ ବଡ୍ ବୟସ୍କ ଲୋକଙ୍କ ସ୍ୱାସ୍ଥ୍ୟରେ ସୁଧାର୍ ଆସିବ ।

୬) କନ୍ୟା ରାଶି-ଆଜି ଆପଣଙ୍କ ଦିନ ଖାସ୍ ରହିବ । କମ୍ ପରିଶ୍ରମରେ ଅଧିକା ଲାଭ ମିଳିବାର ଆଶା ଅଛି, ବିଦ୍ୟାର୍ଥୀଙ୍କ ପାଠପଢାରେ ଧ୍ୟାନ ଦେବାର ଆବଶ୍ୟକତାଅଛି, ପୈତୃକ ସଂମ୍ପତ୍ତିରୁ ଲାଭ ମିଳିପାରେ, ବାହାନ ସୁଖ ମିଳିବ, ଯଦି ଆପଣ ପୁର୍ବରୁ କେଉଁଠି ନିବେଶ କରିଛନ୍ତି ତେବେ ଆପଣଙ୍କୁ ଭଲ ଫାଇଦା ମିଳିବ, ଜୀବନସାଥୀଙ୍କ ସହ ଚାଲୁଥିବା ମତଭେଦ ଦୁର ହେବ, ଦାମ୍ପତ୍ୟ ଜୀବନରେ ସୁଖମିଳୀବ, ଶଶୁରଘର ପକ୍ଷରୁ ଧନ ଲାଭ ମିଳିବାର୍ ଆଶା ଅଛି । ସାମାଜିକ କ୍ଷେତ୍ରରେ ମାନ ପ୍ରତିଷ୍ଠା ଲାଭ ହେବ ।

୭) ତୁଳା ରାଶି-ଆଜି ଆପଣଙ୍କ ଦିନ ଠିକ୍ ରହିବ । ପଇସା ଉଧାର ଲେଣଦେଣ କରୁଥିଲେ ସାବଧାନ ରୁହନ୍ତୁ । ଚାକିରିକ୍ଷେତ୍ରରେ ପ୍ରମୋଶନ୍ ମିଳିପାରେ , ଘରୋଇ ଦରକାରିତା ଉପରେ ଅଧିକା ଧନ ଖର୍ଚ୍ଚ୍ ହୋଇପାରେ, ବିଦ୍ୟାର୍ଥିଙ୍କୁ କେଉଁ ପ୍ରତିଯୋଗିତା ପରିକ୍ଷା ପାଈଁ କଠିନ ପରିଶ୍ରମ କରିବାକୁ ପଡିବ, କିନ୍ତୁ ପରିଶ୍ରମର ଫଳ ପାଇବେ, ଆପଣ କାହାଠାରୁ ଶୁଣିଥିବା କଥାକୁ ବିଶ୍ୱାସ କରନ୍ତୁ ନାହିଁ, ଘରର୍ ଆର୍ଥିକ ସ୍ଥିତି ମଜବୁତ୍ ବନାଇବାର ସବୁ ସଂମ୍ଭବ ଚେଷ୍ଟା କରିବେ, ଶରୀରରେ ଥକାପଣ ଓ ଦୁର୍ବଳତା ହୋଇପାରେ, କାମର୍ ସହ ଆପଣଙ୍କୁ ନିଜ ସ୍ୱାସ୍ଥ୍ୟକୁ ବି ଧ୍ୟାନ ରଖିବାକୁ ହେବ ।

୮) ବିଛା ରାଶି- ଆଜି ଆପଣଙ୍କ ଦିନ ଭଲ ରହିବ । ପରିବାର ଲୋକଙ୍କ ସହ ହସଖୁସିରେ ସମୟ ଅତିବାହିତ କରିବେ, ଛୁଆଙ୍କ ତରଫରୁ ଟେନସନ୍ ଦୁର ହେବ, ଛାତ୍ରମାନଙ୍କୁ କଠିନ ବିଷୟରେ ଶିକ୍ଷକଙ୍କ ସହଯୋଗ ମିଳିପାରିବ, ମାନସିକ ଚିନ୍ତାରୁ ମୁକ୍ତି ମିଳିବ, ଆପଣଙ୍କ ବାଣୀରେ ମଧୁରତା ରଖିବାର ଅଛି, କେଉଁ ବି ପ୍ରକାରର ବାଦ-ବିବାଦ ଆଡକୁ ଯାଆନ୍ତୁ ନାହିଁ, ଅଚାନକ ବେପାର ଉଦେଶ୍ୟରେ କେଉଁଆଡେ ଯାତ୍ରାରେ ଯାଇପାରନ୍ତି, ଆପଣଙ୍କ ଦ୍ୱାରା କରାଯାଇଥିବା ଯାତ୍ରା ଲାଭଦାୟକ ସିଦ୍ଧ ହେବ, ମା ବାପାଙ୍କ ସହ କେଉଁ ଧାର୍ମିକ କାର୍ଯ୍ୟକ୍ରମରେ ସମ୍ମିଳିତ ହେବାର୍ ମଉକା ମିଳିବ ।

୯) ଧନୁ ରାଶି- ଆଜି ସନ୍ତାନଙ୍କ ସଂବନ୍ଧିତ ଚିନ୍ତା ଅଧିକା ରହିବ, ଆପଣ ନିଜ ଛୁଆଙ୍କ ଭବିଷ୍ୟତକୁ ନେଇକରି ନୁଆ ଯୋଜନାମାନ କରିବେ, ଆପଣଙ୍କ ଉପରେ ନକରାତ୍ମକ ଚିନ୍ତାଧାରା ଆଣିବାକୁ ଦିଅନ୍ତୁ ନାହିଁ । ଖାଦ୍ୟପେୟରେ ନିୟନ୍ତ୍ରଣ ରଖିବାକୁ ହେବ, ଅନ୍ୟଥା ପେଟ ସହ ଯୋଡି ହୋଇଥିବା ଅସୁବିଧା ହୋଇପାରେ, ଆପଣଙ୍କ କାମକୁ ନେଇକରି ଆପଣଙ୍କ ସିନିୟର୍ ଆପଣଙ୍କୁ ପ୍ରସନ୍ନ ହେବେ, କାର୍ଯ୍ୟକ୍ଷେତ୍ରରେ କାହାକୁ ଅଧିକା ଆଶା କରନ୍ତୁ ନାହିଁ । ପାରିବାରିକ ସଂମ୍ପର୍କ ମଜବୁତ୍ ହେବ, ଦରକାର ପଡିଲେ ପରିବାରର ସବୁ ସଦସ୍ୟଙ୍କ ସାଥ୍ ଦେବେ ।

୧୦) ମକର ରାଶି- ଆଜି ଆପଣଙ୍କ ଦିନ ଖୁସିରେ ଭରପୁର୍ ରହିବ ଅଟକିଥିବା କାମ ପୁରା ହେବ, ଧନ କମାଇବାର ନୁଆ ଜରିଆ ହାତକୁ ଆସିବ, ଯାହାର ଫାଇଦା ଉଠାଇବେ, ସାମାଜିକ ଦାୟରା ବଢିବ, ନୁଆ ନୁଆ ବ୍ୟକ୍ତିଙ୍କ ସହ ଚିହ୍ନାପରିଚିତ ହେବେ, ସ୍ୱାସ୍ଥ୍ୟ ସଂବନ୍ଧି ଅସୁବିଧାରୁ ମୁକ୍ତି ମିଳିବ, ବେପାର ସହ ଯୋଡି ହୋଇଥିବା ବ୍ୟକ୍ତିଙ୍କୁ ଭାରିମାତ୍ରାରେ ଧନଲାଭ ମିଲିବାର ଆଶା ଅଛି, ଛୋଟ ମୋଟ ବେପାରୀ ଗ୍ରାହକଙ୍କ ବୃଦ୍ଧି ହେବ, ସମାଜରେ ମାନସମ୍ମାନ ଖ୍ୟାତି ବଢିବ, କେଉଁ ବି ପ୍ରକାରର ବାଦ-ବିବାଦରୁ ଦୁରେଇ ରୁହନ୍ତୁ ।

୧୧) କୁମ୍ଭ ରାଶି- ଆଜି ଆପଣଙ୍କ ଦିନ ଭଲ ପରିଣାମ ନେଇକରି ଆସିଛି, ଘରର ମାହୋଲ୍ ସକରାତ୍ମକ ରହିବ, କେଉଁ ସଂମ୍ପର୍କୀୟଙ୍କ ଠାରୁ ଖୁସିଖବର ମିଳିପାରେ, ଯାହାଦ୍ୱାରା ଘର୍ ପରିବାରରେ ଖୁସିର୍ ବାତାବରଣ୍ ଦେଖାଦେବ, କେଉଁ ପୁରୁଣା ବିବାଦ ଦୁର ହୋଇପାରେ, ବିଦ୍ୟାର୍ଥୀଙ୍କ ମନ ପାଠପଢାରେ ଲାଗିବ, କେଉଁ ପୁରୁଣା କାମକୁ କରିଲେ ତାହା ପୁରା ହେବ, ଭାଗ୍ୟର ସାଥ୍ ସକାଶେ ଧନ କମାଇବାର ମାର୍ଗ ହାସିଲ୍ ହେବ, ଆର୍ଥିକ ଅସୁବିଧାରୁ ମୁକ୍ତି ମିଳିବ, ଯଦି ଆପଣ କେଉଁଠି ପୁଞ୍ଜି ନିବେଶ କରିବାକୁ ଚାହୁଁଛନ୍ତି ,ତେବେ ଆଜିର ଦିନ ଗୋଟେ ତରଫରୁ ଭଲ ନଜର ଆସୁଛି ।

୧୨) ମୀନ ରାଶି- ଆଜି ଆପଣଙ୍କ ବିଜନେସ୍ ରେ ଅପାର ସଫଳତା ମିଳିବାର ଯୋଗ ଅଛି, ବେପାର ବାଧାଗୁଡିକ ଦୁର ହେବ, ବିଦେଶରେ କାମ କରୁଥିବା ଲୋକଙ୍କ ସମୟ ଭଲ ରହିବାର ଅଛି, ପ୍ରାଇଭେଟ୍ ଚାକିରି କରୁଥିବା ଲୋକଙ୍କୁ ପଦୋନ୍ନତି ମିଳିବ, ବଡ ଅଧିକାରୀଙ୍କ ସହ୍ ଭଲ ତାଳମେଳ ରହିବ, ଅଚାନକ ଧନ ଲାଭ ହୋଇପାରେ, ଜୀବନସାଥୀ ଆପଣଙ୍କ ଭାବନାକୁ ବୁଝିବେ, ପରିବାର ଲୋକଙ୍କ ସହ କେଉଁ ଧାର୍ମିକ ସ୍ଥଳର ଯାତ୍ରା ପ୍ରୋଗାମ୍ କରିପାରନ୍ତି, ଆପଣଙ୍କ ମନ ଆଜି ପୁଜାପାଠରେ ଅଧିକା ଲାଗିବ ।

Leave a Reply

Your email address will not be published. Required fields are marked *