October 25, 2024

Odia Express

Here, There and Everywhere

କେବେ Tiranga ଫିଲ୍ମରେ ଭିଲେନ୍ ରୋଲ୍ ନିଭାଇକରି ଦୀପକ ଶିକରେ ହୋଇଥିଲେ ବହୁତ ଚର୍ଚିତ, ଜାଣନ୍ତୁ ଏବେ କେଉଁଠି ଅଛନ୍ତି ଗୁଣ୍ତାସ୍ୱାମୀ ପ୍ରଳୟନାଥ

ହିନ୍ଦୀ ସିନେମା ଜଗତର ଏମିତି ଫିଲ୍ମ ଅଛି ଯାହା ସୁପରହିଟ୍ ରହିଥିଲା, ସେହି ଫିଲ୍ମରେ ତିରଙ୍ଗା ଫିଲ୍ମର ନାଁ ସାମିଲ୍ ହୋଇଛି, ଏହି ଫିଲ୍ମଟି ଦେଶ ଭକ୍ତି ସହ ଯୋଡି ହୋଇଥିବା ଫିଲ୍ମ ଥିଲା ସେହି ସମୟରେ ଲୋକଙ୍କୁ ଏହା ଅଧିକା ପସନ୍ଦ ଆସିଥିଲା, ଯଦି ଆଜି ବି ଏହି ଫିଲ୍ମ ଟିଭିରେ ପ୍ରସାରିତ ହୁଏ ତେବେ ଲୋକେ ବସିକରି ଦେଖିବାକୁ ପସନ୍ଦକରିଥାନ୍ତି, ସେହି ସମୟରୁ ଏହା ସବୁଠାରୁ ଧିକା ଦେଖାଯାଉଥିବା ଫିଲ୍ମରୁ ଗୋଟେ ଅଟେ । କିନ୍ତୁ କେଉଁ ଫିଲ୍ମକୁ ସେତେବେଳେ ସଫଳତା ମିଳିଥାଏ ଯେବେ ସେଥିରେ ନିଭାଉଥିବା ଭିଲେନର ଭୁମିକା ଦମଦାର୍ ହୋଇଥିବ, ତିରଙ୍ଗା ଫିଲ୍ମରେ ଭିଲେନ୍ ଗୁଣ୍ତାସ୍ୱାମୀର ଭୁମିକା ଦୀପକ ଶିରକେ ନିଭାଇଥିଲେ ।

ଏହି ଫିଲ୍ମରେ ସବୁ ଅଭିନେତାମାନେ ନିଜ ଦମଦାର୍ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିଲେ, କିନ୍ତୁ ଦୁଇଟି ଅଭିନେତା ଏମିତି ଥିଲେ, ଯାହାଙ୍କ ଅଭିନୟ ଦର୍ଶକଙ୍କ ବହୁତ ପସନ୍ଦ ଆସିଥିଲା, ଏଥିରେ ଗୋଟେ ତ୍ ରାଜକୁମାରଙ୍କ ଡାଇଲଗ୍ ବାଜି ପାଇଁ ଫେମସ୍ ଅଛି ଏହି ଫିଲ୍ମରେ ମୁଖ୍ୟ ଭୁମିକା ନିଭାଇଥିଲେ, ଓ ଦ୍ୱିତୀୟ ଦୀପକ ଶିରକେ ଯିଏ ଭିଲେନ୍ ରୁପରେ ନଜର ଆସିଥିଲେ, ଏହି ଦୁହେଁ ଅଭିନେତା ଭୁମିକା ଦର୍ଶକଙ୍କ ଦ୍ୱାରା ଅଧିକା ପସନ୍ଦ ଆସିଥିଲା, ଓ ଦୁହେଁ ଅଭିନେତା ନିଜ ଭୁମିକା ବଢିଆ ଭାବେ ନିଭାଇଥିଲେ, ଦୀପକ ଶିକରେ ସବୁ ଫିଲ୍ମରେ ଦମଦାର୍ ଅଭିନୟ କରିସାରିଛନ୍ତି

କିନ୍ତୁ ଯେତେ ଫିଲ୍ମରେ ସେ କାମ କଲେ ସେଥିରେ ସେ ଭିଲେନ୍ ରୋଲ୍ ନିଭାଇଥିଲେ, ସେ କେଉଁ କେଉଁ ଫିଲ୍ମରେ ଦୀପକ ସକରାତ୍ମକ ଓ ନକରାତ୍ମକ ଭୁମିକା ନିଭାଇଥିଲେ, ଏହା ତ ଦୀପକଙ୍କ ପ୍ରୋଫେସନଲ୍ ଲାଇଫ୍ କଥା କହିଲେ ତେବେ ଆପଣଙ୍କୁ ଅଭିନେତାଙ୍କ ପର୍ସନାଲ୍ ଲାଇଫ୍ ବିଷୟରେ କିଛି ସୁଚନା ଦେବୁ ।ସୁଚନାପାଇଁ କହିଦେବୁ କି ଦୀପକଙ୍କ ଜନ୍ମ ୧୯୩୭ ମସିହାରେ ମହାରାଷ୍ଟ୍ରରେ ହୋଇଥିଲା, ଦୀପକ ଶିକରେଙ୍କ ଛଡା ତାଙ୍କର ତିନି ଭାଇ ଭଉଣୀ ଅଛନ୍ତି, ଦୀପକ ସବୁଠାରୁ ବଡ ଅଟନ୍ତି, ବହୁତ ସଂଘର୍ଷ କରିବାପରେ ଅଭିନେତା ନିଜ ଅଭିନୟର କ୍ୟାରିୟର୍ ଆରମ୍ଭ କରିଥିଲେ

କହିଦେବୁ କି ଦୀପକ ଛୁଆବେଲରୁ ଅଭିନୟ କରିବାର ସ୍ୱପ୍ନଦେଖୁଥିଲେ, ଯେବେ ସେ ସ୍କୁଲରେ ପଢୁଥିଲେ ତେବେ ସେ ନିଜ ସ୍କୁଲର୍ ପଛପଟେ ଥିଏଟରକୁ ଯାଉଥିଲେ, ଯାହା ନିଜ ପ୍ରଥମ ନାଟକ ମରାଠି ଭାଷାରେ ସନ୍ ୧୯୭୬ ରେ କରାଯାଇଥିଲା, ଏହା ଦ୍ୱାରାଏହି ନାଟକ ନାମ ରାଜମୁକୁଟ ଥିଲା, କହିଦେବୁ କି ଏହି ନାଟକରେ ଦୀପକଙ୍କ ଏକ ଛୋଟ ଭୁମିକା ଥିଲା, ଏହାପରେ ସେ ବହୁତ ନାଟକରେ କାମ କରିଥିଲେ, ଓ ନିଜ ପରିଚୟ ବନାଇବାକୁ ଲାଗିଲେ ।ଦୀପକଙ୍କ ଜୀବନରେ ସେତେବେଳେ ନୁଆ ମୋଡ ଆସିଲା ଯେବେ ସେ ହିନ୍ଦୀ ସିନେମା ଜଗତରେ ବିଗ୍ ବି ଅମିତାଭ ବଚ୍ଚନଙ୍କ ସହ ଫିଲ୍ମ ଅଗ୍ନିପଥରେ ଅଭିନୟ କରିଥିଲେ

ଏହି ଫିଲ୍ମରେ ନିଭାଈଯାଇଥିବା ଭୁମିକାପରେ ଦୀପକ ଅଧିକା ଲୋକପ୍ରିୟ ହୋଇଗଲେ, ଯାହାପରେ ତାଙ୍କୁ ବହୁତ ଫିଲ୍ମରେ କାମ କରିବାର ସୁଯୋଗ ମିଳିବାରେ ଲାଗିଲା, ଏହି ଅଭିନେତା ୧୯୯୩ ରେ ତିରଙ୍ଗା ଫିଲ୍ମରେ ନାନାପାଟେକର ଓ ରାଜକୁମାରଙ୍କ ସହ ଗୁରୁତ୍ୱପୁର୍ଣ୍ଣ ଭୁମିକା ନିଭାଇଥିଲେ, ଏହି ଫିଲ୍ମରେ ଅଭିନୟ ତାଙ୍କର ଭଲ ଥିଲା

ଏହି ଭୁମିକା ପାଇଁ ରାଜକୁମାର ଫୋନରେ ତାଙ୍କୁ ବଧାଇଦେଇଥିଲେ, କିନ୍ତୁ ଏବେ ବହୁତ୍ ସମୟ ପରେ ଦୀପକ ହିନ୍ଦୀ ସିଲଭର୍ ଜଗତରୁ ଦୁରେଇଯାଇଛନ୍ତି, ଏକ ଇଣ୍ଟରଭ୍ୟୁ ସମୟରେ ଦିପକ ନିଜ ଦୁଃଖ କଥା କହିଥିଲେ ସେ କହିଲେ ବୋଧେ ଏବେ ଲୋକେ ଭୁଲିସାରିଛନ୍ତି ଏବେ ସେ ଛୋଟ ମୋଟ୍ ମରାଠି ଫିଲ୍ମରେ କାମ କରିନିଜ ଗୁଜୁରାଣ ମେଣ୍ଟାଉଛନ୍ତି ।

Leave a Reply

Your email address will not be published. Required fields are marked *